ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 730 مشتركاً، محتلاً المرتبة 16 028 في فئة التعليم والمرتبة 30 252 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 730 مشتركاً.

بحسب آخر البيانات بتاريخ 24 نوفمبر, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار 1 095، وفي آخر 24 ساعة بمقدار -1، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 17.80‎%. وخلال أول 24 ساعة من النشر يحصد المحتوى عادةً 4.86‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 266 مشاهدة. وخلال اليوم الأول يجمع عادةً 619 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 16.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

بفضل وتيرة التحديث المرتفعة (أحدث البيانات بتاريخ 25 نوفمبر, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 730
المشتركون
-124 ساعات
-547 أيام
+1 09530 أيام
أرشيف المشاركات
✅ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ଶିକ୍ଷକ ସଂଘର ଆଲୋଚନା
✅ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ଶିକ୍ଷକ ସଂଘର ଆଲୋଚନା
12 أغسطس 2022, 21:15

🔴Job Update
🔴Job Update
12 أغسطس 2022, 21:15

✅ସିୟୁଇଟି ସହ ମିଶିଵ ଜେଇଇ, ନିଟ୍
✅ସିୟୁଇଟି ସହ ମିଶିଵ ଜେଇଇ, ନିଟ୍
12 أغسطس 2022, 21:15

✅Sambalpur University UG & PG Admission 2022
✅Sambalpur University UG & PG Admission 2022
12 أغسطس 2022, 21:15

✅ +2 Admission 2022 ✅ +2 ନାମଲେଖା : ଆସନଠୁ ଆବେଦନ କମ୍
✅ +2 Admission 2022 ✅ +2 ନାମଲେଖା : ଆସନଠୁ ଆବେଦନ କମ୍
12 أغسطس 2022, 21:15

✅ଶୃଙ୍ଖଳିତ ଆଚରଣ ଓ ସଦାଚାର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ସ୍ତରରୁ ଶିକ୍ଷା କରିବାର ଆବଶ୍ୟକତା ରହିଛି
✅ଶୃଙ୍ଖଳିତ ଆଚରଣ ଓ ସଦାଚାର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ସ୍ତରରୁ ଶିକ୍ଷା କରିବାର ଆବଶ୍ୟକତା ରହିଛି
12 أغسطس 2022, 21:15

ଆସୁଛି ବଡ଼ ବର୍ଷା ,ବନ୍ୟା ଡର😢
ଆସୁଛି ବଡ଼ ବର୍ଷା ,ବନ୍ୟା ଡର😢
12 أغسطس 2022, 21:15

🟡 +2 EXAM 2022 IMPORTANT UPDATE ଏଥର ଅଫ୍‌ଲାଇନ୍‌ରେ ଇନଷ୍ଟାଣ୍ଟ(ତତ୍କାଳ) ପରୀକ୍ଷା ହେବା ନେଇ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଏହି ତତ୍କାଳ ପରୀକ୍ଷା ସମ୍ପର୍କରେ ସବିଶେଷ ସୂଚନା ଅଗଷ୍ଟ ୧୯ ସୁଦ୍ଧା ପ୍ରକାଶ କରାଯିବ। ବିଜ୍ଞପ୍ତି ପ୍ରକାଶ ପରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ପିଲା ସଂଖ୍ୟାକୁ ଦେଖି କେବେ ପରୀକ୍ଷା କରାଯିବ ସେନେଇ ସୂଚନା ଦିଆଯିବ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।
12 أغسطس 2022, 19:17

🟡 +2 EXAM 2022 IMPORTANT UPDATE ୪ଟି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ମାତ୍ର ମାର୍କ ରି-ଆଡିସନ୍‌ ନେଇ ପରିଷଦ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ଜାରି ହୋଇ ନଥିବାରୁ ଛାତ୍ରଛାତ୍ରୀ ଚିନ୍ତାରେ। କେବେ ଆବେଦନ କରାଯିବ ସେନେଇ ଦ୍ବନ୍ଦ୍ବରେ ଥିବା ବେଳେ ପରିଷଦ ପକ୍ଷରୁ କୁହାଯାଇଛି ଯେ ମାର୍କ ରି-ଆଡିସନ୍‌ ନେଇ ପରିଷଦ ପକ୍ଷରୁ ସପ୍ତାହ ମଧ୍ୟରେ ସବିଶେଷ ବିଜ୍ଞପ୍ତି ଜାରି ହେବ
12 أغسطس 2022, 19:16

🟡 +2 EXAM 2022 IMPORTANT UPDATE ପରୀକ୍ଷାର୍ଥୀମାନଙ୍କର ରେଜଲ୍ଟରେ ତଥ୍ୟ ଆଧାରିତ କୌଣସି ପ୍ରକାର ତ୍ରୁଟି ଥିଲେ ସେମାନେ ଉପଯୁକ୍ତ ପ୍ରମାଣ ସହ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଆସନ୍ତା ୧୬ ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିପାରିବେ। ଅଧ୍ୟକ୍ଷ ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ଯଦି ସତ୍ୟତା ଥିବ ତେବେ ମାର୍କସିଟ୍‌ ଓ ଅନ୍ୟାନ୍ୟ ପ୍ରମାଣଗତ ଦସ୍ତାବିତ୍‌କୁ ଆଟେଷ୍ଟେଡ୍‌ କରି ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ସ୍ବତନ୍ତ୍ର ଇ-ମେଲ୍‌ରେ ୧୯ ତାରିଖ ସୁଦ୍ଧା ପଠାଇବେ। ଏସଂକ୍ରାନ୍ତରେ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ। @SukantTutorial
12 أغسطس 2022, 19:12

ଆପଣମାନଙ୍କ ଭଲ ପାଇବା ପାଇଁ ଆଜି 1.8K Members ପହଞ୍ଚି ପାରିଛି ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ସାରା Support , ଭଲ ପାଇବା ଦେଇଥିବାରୁ .... ଏମିତି ଭଲ ପାଇବା , Support ଆମ @SukantTutorial ପ୍ରତି ସବୁ ଦିନ ପାଇଁ ଥାଉ❤️ Thanks ❤️ @SukantTutorial all members @SukantTutorial କୁ Share କରନ୍ତୁ Share Link- https://t.me/SukantTutorial ଜଣେ ଜଣେ Members 10 ଜଣଙ୍କୁ Share କରନ୍ତୁ .....🙏
12 أغسطس 2022, 10:43

https://youtu.be/r6hlEDXyATc Big Scholarship For 10th,+2 & +3 Students ଛାତ୍ରଛାତ୍ରୀଙ୍କୁ ପ୍ରତି ମାସରେ ମିଳିବ ୨୪,୦୦୦ ଟଙ୍କା Scholarship
12 أغسطس 2022, 10:03

photo content
12 أغسطس 2022, 10:02

https://youtu.be/yiyo3nD8EjE State Scholarship Breaking News Must Watch & Share👆👆
11 أغسطس 2022, 22:28

ଆସୁଛି ବନ୍ୟା ...........😢😢
ଆସୁଛି ବନ୍ୟା ...........😢😢
11 أغسطس 2022, 22:12

✅କିଣିବା ଦରକାର ନାହିଁ .... ମାଗଣାରେ ତ୍ରିରଙ୍ଗା ଦେବେ ରାଜ୍ୟ ସରକାର
✅କିଣିବା ଦରକାର ନାହିଁ .... ମାଗଣାରେ ତ୍ରିରଙ୍ଗା ଦେବେ ରାଜ୍ୟ ସରକାର
11 أغسطس 2022, 22:07

✅ ସେପ୍ଟେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ନେଟ୍
✅ ସେପ୍ଟେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ନେଟ୍
11 أغسطس 2022, 22:07

✅CHSE ଡିଜିଟାଲ ପରିଚାଳନା ବ୍ୟବସ୍ଥା ଏମିତି.... ✅ ବଦଳିଲେଣି ତିନି ଅଧ୍ୟକ୍ଷ ; ବଦଳୁନି Website ତଥ୍ୟ
✅CHSE ଡିଜିଟାଲ ପରିଚାଳନା ବ୍ୟବସ୍ଥା ଏମିତି.... ✅ ବଦଳିଲେଣି ତିନି ଅଧ୍ୟକ୍ଷ ; ବଦଳୁନି Website ତଥ୍ୟ
11 أغسطس 2022, 22:07

✅ ଉଚ୍ଚଶିକ୍ଷା ବିଭାଗ ପ୍ରମୂଖ ସଚିବ ଭାବେ ଦାୟିତ୍ୱ ନେଲେ ବିଷ୍ଣୁପଦ ସେଠୀ
✅ ଉଚ୍ଚଶିକ୍ଷା ବିଭାଗ ପ୍ରମୂଖ ସଚିବ ଭାବେ ଦାୟିତ୍ୱ ନେଲେ ବିଷ୍ଣୁପଦ ସେଠୀ
11 أغسطس 2022, 22:07

✅ଏବର୍ଷ ବି ଉଚ୍ଚତର ଶିକ୍ଷାନୁଷ୍ଠାନ କୁ ଅତିଥି ଅଧ୍ୟାପକ ଭରସା ✅ ଖାଲି ଥିବା ଶିକ୍ଷକ ପଦର ବିସ୍ତୃତ ତଥ୍ୟ ମାଗିଲା ଉଚ୍ଚଶିକ୍ଷା ବିଭାଗ
✅ଏବର୍ଷ ବି ଉଚ୍ଚତର ଶିକ୍ଷାନୁଷ୍ଠାନ କୁ ଅତିଥି ଅଧ୍ୟାପକ ଭରସା ✅ ଖାଲି ଥିବା ଶିକ୍ଷକ ପଦର ବିସ୍ତୃତ ତଥ୍ୟ ମାଗିଲା ଉଚ୍ଚଶିକ୍ଷା ବିଭାଗ
11 أغسطس 2022, 22:07