uk
Feedback
Sukant Tutorial

Sukant Tutorial

Відкрити в Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Показати більше

📈 Аналітичний огляд Telegram-каналу Sukant Tutorial

Канал Sukant Tutorial (@sukanttutorial) є активним учасником. На даний момент спільнота об'єднує 12 295 підписників, посідаючи 16 359 місце в категорії Освіта та 33 380 місце у регіоні Індія.

📊 Показники аудиторії та динаміка

З моменту свого створення невідомо, проект продемонстрував стрімке зростання, зібравши аудиторію у 12 295 підписників.

За останніми даними від 01 липня, 2026, канал демонструє стабільну активність. Хоча за останні 30 днів спостерігається зміна кількості учасників на -227, а за останні 24 години на -8, загальне охоплення залишається високим.

  • Статус верифікації: Не верифікований
  • Рівень залученості (ER): Середній показник залученості аудиторії становить 20.76%. Протягом перших 24 годин після публікації контент зазвичай збирає 4.01% реакцій від загальної кількості підписників.
  • Охоплення публікацій: В середньому кожен допис отримує 2 554 переглядів. Протягом першої доби публікація в середньому набирає 493 переглядів.
  • Реакції та взаємодія: Аудиторія активно підтримує контент: середня кількість реакцій на один пост – 1.

📝 Опис та контентна політика

Автор описує ресурс як майданчик для висловлення суб'єктивної думки:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Завдяки високій частоті оновлень (останні дані отримано 02 липня, 2026), канал підтримує актуальність та високий рівень охоплення публікацій. Аналітика показує, що аудиторія активно взаємодіє з контентом, що робить його важливою точкою впливу в категорії Освіта.

12 295
Підписники
-824 години
-657 днів
-22730 день
Архів дописів
https://youtu.be/gK3bSoE_RoY ଆସିଗଲା NSP Notice ସମସ୍ତେ ଆବେଦନ କରନ୍ତୁ ମିଳିବ 10,000/- ରୁ ଅଧିକ ଟଙ୍କା

photo content

🔴ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବଢିଲା+2 ନାମଲେଖା ଅବଧି 🔴 ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅନୁମୋଦନ କ୍ରମେ ଯୁକ୍ତ ୨ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ଯସୂଚୀ ପ୍ରସ୍ତୁତ ହୋଇଛି। ନୂତନ ସୂଚନା ଅନୁଯାୟୀ, ଯୁକ୍ତ ୨  ପ୍ରଥମ ପ୍ରର୍ଯ୍ଯାୟ ନାମଲେଖା ତାରିଖ ଅଗଷ୍ଟ ୧୯କୁ ୨୫ ତାରିଖ ସ୍ଥିର କରାଯାଇଥିବା ବେଳେ ଏହା ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ଯାୟ ନାମଲେଖା ଅବଧି ସେପ୍ଟେମ୍ବର ୫ରୁ ୭ ତାରିଖ ଥିବାବେଳେ ତାହା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ଯନ୍ତ ଘୁଞ୍ଚାଇ ଦିଆଯାଇଛି।  ତତ୍କାଳୀନ ନାମଲେଖା (  ସ୍ପଟ୍ ସିଲେକସନ) ର ଅବଧି ସେପ୍ଟେମ୍ବର ୧୫ ଓ ୧୬ ତାରିଖ ରଖାଯାଇଥିଲା। ବିଭିନ୍ନ ମହାବିଦ୍ୟାଳୟରେ ଏବେ ଏହି ତତକାଳୀନ ନାମଲେଖା ସେପ୍ଟେମ୍ବର ୧୭ରୁ ୨୦ ତାରିଖ ମଧ୍ଯରେ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

🟨 ASO EXAM NEW SCHEDULE
🟨 ASO EXAM NEW SCHEDULE

✅ SSC IMPORTANT UPDATE ✅ Stenographer Grade 'C' & 'D' Examination, 2022
✅ SSC IMPORTANT UPDATE ✅ Stenographer Grade 'C' & 'D' Examination, 2022

ବୈଷୟିକ ତ୍ରୁଟି ପାଇଁ ପୁଣି ଘୁଞ୍ଚିଲା ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷା, ସୂଚନା ଦେଲେ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ
ବୈଷୟିକ ତ୍ରୁଟି ପାଇଁ ପୁଣି ଘୁଞ୍ଚିଲା ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷା, ସୂଚନା ଦେଲେ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ

ରାଜସ୍ୱ ବିଭାଗରେ ସୃଷ୍ଟିହେଲା ୧୯୮ଟି ନୂତନ ପଦ⭐ ରାଜ୍ୟରେ ଲଘୁ ଖଣିଜ ସମ୍ବଦ୍ଧୀୟ ବ୍ୟାପାରର ସୁପରିଚାଳନା ପାଇଁ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଆବଶ୍ୟକତା ଅନୁଭୂତ ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ ଅଫିସ, ପଞ୍ଜିକରଣ ଅଫିସ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ରାଜସ୍ୱ ପର୍ଷଦ ପାଇଁ ଅତିରିକ୍ତ ପଦର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶା ରାଜସ୍ୱ ସେବା(ଗ୍ରୁପ-ବି)ରେ ୧୯୮ଟି ନୂତନ ପଦ ସୃଷ୍ଟି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ରାଜସ୍ୱ ବିଭାଗ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବ ଗତ ୧୨ ତାରିଖରେ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଥିଲା। ଏହି କ୍ରମରେ ଶୁକ୍ରବାର ନୂତନ ଭାବେ ୧୯୮ ପଦ ସୃଷ୍ଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୂତନ ପଦକୁ ମିଶାଇଲେ ମୋଟ ପଦ ସଂଖ୍ୟା ୧୨୯୦ରେ ପହଞ୍ଚିବ। ନୂତନ ପଦ ଗୁଡ଼ିକ ମଧ୍ୟରେ ୩୨ ଅତିରିକ୍ତ ତହସିଲଦାର, ୫ ସହକାରୀ ବନ୍ଦୋବସ୍ତ ଓ ଚକବନ୍ଦୀ ଅଧିକାରୀ, ୨ ସହ ନିବନ୍ଧକ, ୧୧ କୋର୍ଟ ଅଫିସର, ୨ ସହକାରୀ ନିର୍ଦ୍ଦେଶକ ଏବଂ ଛୁଟି, ଡେପୁଟେସନ୍‍ ଓ ଟ୍ରେନିଂ ରିଜର୍ଭ ବାବଦରେ ୧୧୮ ଜଣଙ୍କ ପାଇଁ ପଦ ସୃଷ୍ଟି କରାଯିବ

⭕ +2 ADMISSION 2022 ⭕ ଅଗଷ୍ଟ ୩୦ ତାରିଖକୁ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଅବଧି I ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୦ ତାରିଖକୁ ବଢାଗଲା
⭕ +2 ADMISSION 2022 ⭕ ଅଗଷ୍ଟ ୩୦ ତାରିଖକୁ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଅବଧି I ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୦ ତାରିଖକୁ ବଢାଗଲା ଯୁକ୍ତ ଦୁଇ ନାମଲେଖା ଅବଧି

🔥ROY TUTORIAL🔥 👇👇👇👇👇👇 Join 10th Math Class Live On 7.00 p.m 🔥🔥🔥🔥🔥🔥🔥 Topic-ସରଳ ସହସମୀକରଣ(TBW) 🔥🔥🔥🔥🔥🔥🔥 MUST JOIN 👇👇👇👇👇👇👇 https://youtu.be/GQOpYu581GU

ଆମ ଅଞ୍ଚଳରେ Network Problem ପାଇଁ Video Upload କରିବା ଏବଂ Upload କରିବା ସମ୍ଭବ ହୋଇପାରୁନୁ ତେଣୁ ଆପଣ ମାନେ ଏ Channel କୁ Subscribers କରିକି ରଖିଥାନ୍ତୁ ...ଏଥିରେ Video Upload ହେବ 👇👇👇👇👇👇👇👇👇👇 Link - https://www.youtube.com/c/SukantCreation

https://youtu.be/ttR2f9O4wUo +2 ପାସ୍ ଠାରୁ PG ଏବଂ Technical & Professional ପିଲାଙ୍କୁ ମିଳିବ 15,000/- ରୁ 40,000/- ପର୍ଯ୍ୟନ୍ତ Scholarship Must Watch & Share👆👆

ବହୁତ ଶୀଘ୍ର Upload ହେବ😜😜
ବହୁତ ଶୀଘ୍ର Upload ହେବ😜😜

✅ +2 INSTANT EXAM 2022
+2
✅ +2 INSTANT EXAM 2022

photo content

✅ +2 ADMISSION 2022 UPDATE ✅ PRESS RELEASE
✅ +2 ADMISSION 2022 UPDATE ✅ PRESS RELEASE

ଆପଣ ମାନଙ୍କର କିଛି ବି Doubts ଥିଲେ Sukant Tutorial Discussion Join ହୋଇକି ପଚାରି ପାରିବେ 👇👇👇👇👇👇👇👇👇 Link- https://t.me/Sukant_Tutorial

✅ ୧୯ ରୁ ମିଳିବ ମାଟ୍ରିକ CERTIFICATE
✅ ୧୯ ରୁ ମିଳିବ ମାଟ୍ରିକ CERTIFICATE

OPSC ASO WILL BE HELD ON 4.9.2022 TENTATIVELY. IT MAY ALSO CHANGE.
OPSC ASO WILL BE HELD ON 4.9.2022 TENTATIVELY. IT MAY ALSO CHANGE.

sticker.webp0.25 KB

ବନ୍ୟା ପରିସ୍ଥିତି ପାଇଁ ସ୍ଥଗିତ ରହିଲା ଏଏସଓ ପରୀକ୍ଷା । ଆସନ୍ତା ୨୧ରେ ଏଏସଓ ପରୀକ୍ଷା ହେବାକୁ ଥିବା ବେଳେ ରାଜ୍ୟରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଏଏସଓ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି