ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 730 名订阅者,在 教育 类别中位列第 16 028,并在 印度 地区排名第 30 252 位。

📊 受众指标与增长动态

自 невідомо 创建以来,项目保持高速增长,吸引了 12 730 名订阅者。

根据 24 十一月, 2026 的最新数据,频道保持稳定运转。过去 30 天订阅人数变化为 1 095,过去 24 小时变化为 -1,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 17.80%。内容发布后 24 小时内通常能获得 4.86% 的反应,占订阅者总量。
  • 帖子覆盖: 每篇帖子平均可获得 2 266 次浏览,首日通常累积 619 次浏览。
  • 互动与反馈: 受众积极参与,单帖平均反应数为 16。

📝 描述与内容策略

作者将该频道定位为表达主观观点的平台:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

凭借高频更新(最新数据采集于 25 十一月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 730
订阅者
-124 小时
-547 天
+1 09530 天
帖子存档
ବୟସରେ କିଏ ବଡ ହୋଇପାରେ କିଏ ସାନ କିନ୍ତୁ ପ୍ରକୃତରେ ବଡ ସେଇ ହୋଇଥାଏ ଯାହାର ହୃଦୟରେ ସମସ୍ତଙ୍କ ପାଇଁ ପ୍ରେମ, ସ୍ନେହ ଓ ସମ୍ମାନର ଭାବନା ରହିଥାଏ । @SukantTutorial
30 8月 2022, 11:05

PLEASE DON'T MISS THE VIDEO AT ANY COST👍
30 8月 2022, 09:35

https://youtu.be/KRoWig2J9NU Validity Of Caste, Resident & Income Certificate in Odisha 2022
30 8月 2022, 09:29

photo content
30 8月 2022, 09:27

ରାଜ୍ୟ ସରକାରଙ୍କ ବଡ ଘୋଷଣା, ନୁଆଁଖାଇ ପାଇଁ ଏହି ଦୁଇ ଜିଲ୍ଲାରେ ୨ ଦିନ ପାଇଁ ଛୁଟି
ରାଜ୍ୟ ସରକାରଙ୍କ ବଡ ଘୋଷଣା, ନୁଆଁଖାଇ ପାଇଁ ଏହି ଦୁଇ ଜିଲ୍ଲାରେ ୨ ଦିନ ପାଇଁ ଛୁଟି
30 8月 2022, 09:26

🔥ROY TUTORIAL🔥 🎯🎯🎯🎯🎯🎯 Join 10th math Class Live On 7.00 p.m ⏰️⏰️⏰️⏰️⏰️⏰️ Most Important Class For Summative Assessment 1 ⏬️⏬️⏬️⏬️⏬️⏬️ Topic-ପରିସଂଖ୍ୟାନ(TBW) 🔥🔥🔥🔥🔥🔥 👇👇Must Join👇👇 https://youtu.be/N-Q3gYMPmgQ
30 8月 2022, 06:24

#BreakingNews ✅HDFC Bank Parivartan’s ECS Scholarship 2022-23 ✅ Online Apply Last Date : 31- August-2022 Any Doubts 👇👇👇👇👇 ➡️ https://t.me/Sukant_Tutorial
30 8月 2022, 05:26

✅ 4YR INTEGRATED REGIONAL BED RESULT DECLARED . ✅ DO LOGIN & CHECK YOUR SCORE CARD ➡️https://cee.ncert.gov.in/
30 8月 2022, 05:16

🔴ନୂ‌ଆଖାଇରେ ଚାଷୀଙ୍କୁ କାଳିଆ ଟଙ୍କା -ନୂଆଖାଇ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା -ପ୍ରତ୍ୟେକ ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା ଲେଖାଏଁ -ରାଜ୍ୟର ୪୧ ଲକ୍ଷ ଚାଷୀ ପାଇବେ କାଳିଆ ଟଙ୍କା -କାଳିଆ ଟଙ୍କା ବାବଦରେ ଖର୍ଚ୍ଚ ହେବ ୮୬୯ କୋଟି ଟଙ୍କା -ପୂର୍ବରୁ ବର୍ଷକୁ ଦୁଇ ଥର କାଳିଆ ଟଙ୍କା ଦେବାକୁ ସରକାର ଘୋଷଣା କରିଥିଲେ -ଅକ୍ଷୟ ତୃତୀୟା ଓ ନୂଆଖାଇରେ କାଳିଆ ଟଙ୍କା ଦେବାକୁ ଘୋଷଣା କରିଥିଲେ
30 8月 2022, 02:21

ଚାଷୀଙ୍କୁ ନୂଆଁଖାଇ ଭେଟି । ଚାଷୀଙ୍କ ଆକାଉଣ୍ଟକୁ ଆସିବ ‘କାଳିଆ’ ସହାୟତା, ୪୧ ଲକ୍ଷ ଚାଷୀ ହେବେ ଉପକୃତ ।
ଚାଷୀଙ୍କୁ ନୂଆଁଖାଇ ଭେଟି । ଚାଷୀଙ୍କ ଆକାଉଣ୍ଟକୁ ଆସିବ ‘କାଳିଆ’ ସହାୟତା, ୪୧ ଲକ୍ଷ ଚାଷୀ ହେବେ ଉପକୃତ ।
30 8月 2022, 02:12

https://youtu.be/cbz87dyUdro ✅ଆସିଗଲା +2 Board Certificate .....ଏହି ତାରିଖରେ ମିଳିବ Certificate ✅କେତୋଟି Certificate ଏବଂକେଉଁ କେଉଁ Certificate ମିଳିବ Must Watch & Share👆👆
29 8月 2022, 23:07

photo content
29 8月 2022, 23:05

✅TATA SCHOLARSHIP 2022 ✅ TATA SCHOLARSHIP କୁ ବହୁତ ପିଲା ଭାବୁଛନ୍ତି FAKE❌ ବୋଲି ✅ TATA SCHOLARSHIP FAKE ନୁହେଁ .... 👍 ✅ TATA SCHO
✅TATA SCHOLARSHIP 2022 ✅ TATA SCHOLARSHIP କୁ ବହୁତ ପିଲା ଭାବୁଛନ୍ତି FAKE❌ ବୋଲି ✅ TATA SCHOLARSHIP FAKE ନୁହେଁ .... 👍 ✅ TATA SCHOLARSHIP FULL DETAILS LINK ➡️ https://bit.ly/3CG8N4a ✅ TATA SCHOLARSHIP ONLINE APPLY FULL PROCESS LINK ➡️ https://bit.ly/3Tt9NyK
29 8月 2022, 10:43

✅ +2 RE-CHECKING/ RE-ADDITION 2022 ✅STREAM- SCIENCE,ARTS, COMMERCE, VOCATIONAL ✅ APPLY LINK ➡️ https://cutt.ly/3X4vQt5
29 8月 2022, 10:25

✅ITI ADMISSION 2022 ➡️Institute Wise and Category Wise Women reservation List ➡️https://bit.ly/3dYm0uN
29 8月 2022, 10:22

ତୁମେ ଆରମ୍ଭ, ତୁମେ ହିଁ ଶେଷ ତୁମେ ଆଦି, ତୁମେ ହିଁ ଅନ୍ତ... ହେ କଳାକହ୍ନେଇ, କଳା ସାଆନ୍ତ ତୁମ କୃପା ଚାହେଁ ସାରା ଜଗତ । 🙏
ତୁମେ ଆରମ୍ଭ, ତୁମେ ହିଁ ଶେଷ ତୁମେ ଆଦି, ତୁମେ ହିଁ ଅନ୍ତ... ହେ କଳାକହ୍ନେଇ, କଳା ସାଆନ୍ତ ତୁମ କୃପା ଚାହେଁ ସାରା ଜଗତ । 🙏
29 8月 2022, 10:13

An Orientation Programme for State Selection Board sponsored 274nos. of lecturers in the subjects of PoliticalScience, Englis
An Orientation Programme for State Selection Board sponsored 274nos. of lecturers in the subjects of PoliticalScience, English and Mathematics in different Non-Govt.Aided Colleges under Higher Education Department will be held at ConventionCentre,Lokseva Bhawan5.30PM on30.08.2022 The Hon’ble Chief Minister has given his kind consent to address the newly recruited employees through Video conferencing in the presence of Sri Rohit Pujari, Hon'ble Minister, Higher Education, Development Commissioner, Principal Secretary, Higher Education.
29 8月 2022, 10:09

⭐ ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ ⭐ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ହେବେ ନିୟୋଜିତ ⭐ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ
⭐ ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ ⭐ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ହେବେ ନିୟୋଜିତ ⭐ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ୩ଟି ୟୁନିଟ୍ ⭐ ପ୍ରତ୍ୟେକ ରେଞ୍ଜ୍ ହେଡକ୍ୱାଟର ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ। ⭐ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ।
29 8月 2022, 10:05

ଜିଓ ୫ଜିକୁ ନେଇ ବଡ଼ ଘୋଷଣା କଲେ ମୁକେଶ ଅମ୍ବାନୀ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ସେବା ୫ଜି ଇଣ୍ଟରନେଟକୁ ଅପେକ୍ଷା କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଖ
ଜିଓ ୫ଜିକୁ ନେଇ ବଡ଼ ଘୋଷଣା କଲେ ମୁକେଶ ଅମ୍ବାନୀ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ସେବା ୫ଜି ଇଣ୍ଟରନେଟକୁ ଅପେକ୍ଷା କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ୫ଜି ସେବା ଆରମ୍ଭ ବିଷୟରେ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି। ମୁକେଶ ଅମ୍ବାନୀ କହିଛନ୍ତି ଯେ ଚଳିତ ବର୍ଷ ଦୀପାବଳୀଠାରୁ ଦେଶରେ ଜିଓ ୫ଜି ସେବା ଆରମ୍ଭ ହେବ। ପ୍ରାରମ୍ଭରେ କମ୍ପାନି ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଜିଓ ୫ଜି ସେବା ଆରମ୍ଭ କରିବ। ଡିସେମ୍ବର ୨୦୨୩ସୁଦ୍ଧା ସାରା ଦେଶରେ ଜିଓ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ କମ୍ପାନି ଲକ୍ଷ୍ୟ ରଖିଥିବା କହିଛନ୍ତି ମୁକେଶ ଅମ୍ବାନୀ। ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ୫ଜି ଅତି ସୁଲଭ ମୂଲ୍ୟରେ ବହୁତ ଭଲ ଗୁଣର ଇଣ୍ଟରନେଟ୍ ସଂଯୋଗ ଯୋଗାଇବ । ଜିଓ ୫ଜି ଦୁନିଆର ସବୁଠାରୁ ବଡ ଏବଂ ଉନ୍ନତ ୫ଜି ନେଟୱାର୍କ ହେବ। ଅନ୍ୟ ଅପରେଟର୍ସମାନେ ନନ୍-ଷ୍ଟାଣ୍ଡ୍ ଏଲୋନ ୫ଜି ସେବା ଦେଉଥିବାା ବେଳେ ଜିଓ ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ୫ଜି ଅଭିଜ୍ଞତା ଦେବା ପାଇଁ ଅତ୍ୟାଧୁନିକ ଷ୍ଟାଣ୍ଡ ଏଲୋନ ୫ଜି ସେବା ପ୍ରଦାନ କରିବାକୁ ଯାଉଛି। ଏହି ଇଭେଣ୍ଟରେ ଉପଭୋକ୍ତା ଏବଂ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ ଜିଓ ୫ଜିକୁ ଟ୍ରୁ ୫ଜି ବୋଲି କହିଥିଲେ।
29 8月 2022, 09:59

✅ସେପ୍ଟେମ୍ବର ୧ରେ ନୂଆଖାଇ । ରାଜ୍ୟରେ ବ୍ୟାଙ୍କ ବନ୍ଦ ରଖିବାକୁ ରାଜସ୍ୱ ବିଭାଗର ଘୋଷଣା । ବ୍ୟାଙ୍କ ସହିତ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖିବାକୁ ସରକ
✅ସେପ୍ଟେମ୍ବର ୧ରେ ନୂଆଖାଇ । ରାଜ୍ୟରେ ବ୍ୟାଙ୍କ ବନ୍ଦ ରଖିବାକୁ ରାଜସ୍ୱ ବିଭାଗର ଘୋଷଣା । ବ୍ୟାଙ୍କ ସହିତ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ ଜାରି । ✅ Official Notice
29 8月 2022, 09:57