10th Class Study
رفتن به کانال در Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
نمایش بیشتر3 841
مشترکین
اطلاعاتی وجود ندارد24 ساعت
-127 روز
-7030 روز
آرشیو پست ها
3 841
Date :- 17.04.2024
Class - X
Subject - FLO ( First Language Odia)
( ସାହିତ୍ୟ )
Topic :-
1.ବନ୍ଦେ ଉତ୍କଳ ଜନନୀ ( ପଦ୍ୟ )
2. ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ଜୀବନୀ ଓ ସାହିତ୍ୟକୃତି
3. ଓଡ଼ିଆ ପ୍ରବନ୍ଧ
Full mark : 30
ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି
******
1.ସରଳାର୍ଥ ଲେଖ l ( 5 )
ବସ୍ତୁତଃ ସେବେଠାରୁ ଲକ୍ଷ୍ମୀକାନ୍ତ ସର୍ବସାଧାରଣ ରେ କାନ୍ତକବି ସମ୍ବୋଧନରେ ଓଡିଶା ପରିଚିତ l
କିମ୍ବା
ତିଅଣ ରେ ଲୁଣ ଭଳି ସାହିତ୍ୟ ରେ ହାସ୍ୟରସ ଏକାନ୍ତ ଆବଶ୍ୟକ ବୋଲି ସେ ବିଚାରିଥିଲେ l
2. ସରଳାର୍ଥ ଲେଖ l (5 )
ଚାରୁ ହାସମୟୀ ଚାରୁ ଭାଷମୟୀ
ଜନନୀ ଜନନୀ ଜନନୀ l
କିମ୍ବା
ପୂତ-ପୟୋଧି-ବିଧୌତ-ଶରୀରା
ତାଳତମାଳ- ସୁଶୋଭିତ-ତୀରା l
3. ଦୀର୍ଘଉତ୍ତର ମୂଳକ ପ୍ରଶ୍ନର
ଉତ୍ତର ଦିଅ l (5)
ଉତ୍କଳ ଜନନୀ କାହିଁକି ବନ୍ଦନୀୟା - ପଠିତ କବିତା ଅବଲମ୍ବନ ରେ ଆଲୋଚନା କର ?
କିମ୍ବା
" ବନ୍ଦେ ଉତ୍କଳ ଜନନୀ " କବିତାରୁ ଉତ୍କଳ ଜନନୀଙ୍କ ମହନୀୟତା ପ୍ରତିପାଦନ କର l
4. ଦୀର୍ଘଉତ୍ତରମୂଳକ ପ୍ରଶ୍ନର
ଉତ୍ତର ଦିଅ l (5 )
କାନ୍ତକବିଙ୍କ ସାହିତ୍ୟକୃତି ଗୁଡିକ ର ବିବରଣୀ ପ୍ରଦାନ କର l
କିମ୍ବା
ଛାତ୍ରାବସ୍ଥା ରେ ଲକ୍ଷ୍ମୀକାନ୍ତଙ୍କ ପାଠପଢ଼ା ଓ ଅନ୍ୟାନ୍ୟ ବିଷୟ ରେ ହାସଲ କରିଥିବା କୃତିତ୍ୱ ବର୍ଣ୍ଣନା
କର l
5. ଯେ କୌଣସି ଗୋଟିଏ ପ୍ରବନ୍ଧ ଲେଖ l (5 )
କ. ଛାତ୍ର ଜୀବନରେ ଶୃଙ୍ଖଳା
ଖ. ସମୟାନୁବର୍ତ୍ତିତା
ଗ. ଗ୍ରୀଷ୍ମଋତୁ
ଘ. ତୁମେ ପଢିଥିବା ପ୍ରିୟ ପୁସ୍ତକ
6. ସମସ୍ତ ପ୍ରଶ୍ନର ଉତ୍ତର ଦିଅ l (1 × 5 = 5 )
a. କାନ୍ତକବି ଙ୍କ ନାମ କାହିଁକି ଲକ୍ଷ୍ମୀକାନ୍ତ ହୋଇଥିଲା ?
କିମ୍ବା
କେଉଁ ବିଦ୍ୟାଳୟ ପରିସର ରେ ଲକ୍ଷ୍ମୀକାନ୍ତ କୁ କାନ୍ତକବି ଉପାଧି ରେ
ଭୂଷିତ କରାଯାଇଥିଲା ?
b. ରେଭେନ୍ସା କଲେଜ ରେ କାନ୍ତକବି କେଉଁ ନାଟକ ରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ ?
କିମ୍ବା
ଲକ୍ଷ୍ମୀକାନ୍ତ ଙ୍କ କୁଳଗୁରୁ କିଏ ଥିଲେ ?
c. ଉତ୍କଳ ଜନନୀ ଙ୍କ କଣ ଚାରୁ ବୋଲି କବିତାରେ କବି କହିଛନ୍ତି ?
କିମ୍ବା
କବିଙ୍କ କବିତାରେ ନଦୀତଟ ର ପବନ କିପରି ?
d. ନୀଳ ପର୍ବତ ଗୁଡିକ କେଉଁ ଆକୃତି ରେ ଉତ୍କଳ ଜନନୀ ଙ୍କ ଦେହକୁ ସଜେଇଛନ୍ତି ?
କିମ୍ବା
ଓଡ଼ିଆ ରା ପବିତ୍ରମୂଳ ଗୁଡିକୁ କଣବୋଲି କୁହାଯାଇଛି ?
e. ଗୋଟିଏ ପଦରେ ପ୍ରକାଶ କରେ l ( 1 )
ଜାଣିବାର ଇଚ୍ଛା
ନାହିଁ ଦୋଷ ଯାହାର
ସଦା ସତ୍ୟ କହେ ଯେ
ନାହିଁ ଆଦି ଯାହାର
କିମ୍ବା
ଶୁଦ୍ଧରୂପ ଲେଖ l
ଧୁମ୍ରପାନ, ଧୁମପାନ,
ଧୂମପାନ, ଧ୍ରୁମପାନ
17 آوریل 2024, 11:02
3 841
କିଛି ଗ୍ରୁପ କୁ ବଦନାମ କରିବା ପାଇଁ ଖରାପ ଫୋଟୋ ମାନେ ଛାଡ଼ୁଛନ୍ତି ଯାହା ଜଣେ ଉତ୍ତମ ମାନସିକତା ର ଲକ୍ଷଣ ନୁହେଁ ତେଣୁ ଭାବୁଛି ଗ୍ରୁପ କୁ private କରିଦେବା l ଆଉ ମେସେଜ only for Admin କରିଦେବା l
ଏହା ପୂର୍ବରୁ ଏମିତି ଦୁଇ ଜଣକୁ ଗ୍ରୁପ ରୁ ବାହାର କରି ଦିଆଯାଇଥିଲା l କୌଣସି ପରିସ୍ଥିତି ରେ ବିଶୃଙ୍ଖଳିତ ଆଚରଣ ପାଇଁ ବରଦାସ୍ତ କରାଯିବ ନାହିଁ l
ଯଦି ପରବର୍ତ୍ତୀ ସମୟରେ ଆଉ ଥରେ ଏମିତି ହୁଏ discussion ଗ୍ରୁପ କୁ delate କରି କେବଳ ମୁଖ୍ୟ ଟେଲିଗ୍ରାମ ଗ୍ରୁପ ରଖିବା l
17 آوریل 2024, 11:02
3 841
Group ରେ ସମସ୍ତ ବିଷୟ ର ହିନ୍ଦୀ / ସଂସ୍କୃତ ଛଡା ସବୁ ପିପିଟି ଆଉ ନୋଟସ IA 1 ର ଗ୍ରୁପରେ ଦିଆଯାଇସାରିଛି, ସବୁ ଅଭ୍ୟାସ କର l ଯାହା doubt ପଚାରିବ l
17 آوریل 2024, 11:02
3 841
ପରିବହନ ଓ ସଂଚାଳନ.pdf
ଦଶମ ଶ୍ରେଣୀ ( ଜୀବ ବିଜ୍ଞାନ )
MM Classes.. Notes
17 آوریل 2024, 11:02
3 841
SCP CHAPTER - 01
ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ
ଦଶମ ଶ୍ରେଣୀ
2024-25 ପାଇଁ ନୂଆ ବିଜ୍ଞାନ PPT
ଏହାକୁ ପଢ଼ି Notes କରିଦିଅ l
17 آوریل 2024, 11:02
3 841
ଧାତୁ ଓ ଅଧାତୁ
ଦଶମ ଶ୍ରେଣୀ
2024-25 ପାଇଁ ନୂଆ ବିଜ୍ଞାନ PPT
ଏହାକୁ ପଢ଼ି Notes କରିଦିଅ l
17 آوریل 2024, 11:02
3 841
ଅମ୍ଳ,କ୍ଷାରକ ଓ ଲବଣ
ଦଶମ ଶ୍ରେଣୀ
2024-25 ପାଇଁ ନୂଆ ବିଜ୍ଞାନ PPT
ଏହାକୁ ପଢ଼ି Notes କରିଦିଅ l
17 آوریل 2024, 11:02
3 841
Date :- 16.04.2024
Class - X
Subject -Social Science
( ଭୂଗୋଳ )
Topic :- 1.ସମ୍ବଳ
2. ଭୂ-ସମ୍ବଳ
Full mark : 15
ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି
******
1. ଅରଣ୍ୟ କ୍ଷୟ ର ମୁଖ୍ୟ କାରଣ ଗୁଡିକ ଲେଖ l ( 4 )
କିମ୍ବା
ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ମାଧ୍ୟମ ରେ କାହା ପ୍ରତି ଅଧିକ ଦୃଷ୍ଟି ଦିଆଯାଉଛି l ( 4 )
2. ସମ୍ବଳ ର ବିଶେଷତ୍ବ ବର୍ଣ୍ଣନା କର l (4 )
କିମ୍ବା
ଭୂ-ସମ୍ବଳ ର କିପରି ବିନିଯୋଗ କରାଯାଏ ବର୍ଣ୍ଣନା କର l ( 4 )
3. ଭାରତ ର ଅବସ୍ଥିତି ବର୍ଣ୍ଣନା କର l ? ( 4 )
କିମ୍ବା
ଭାରତ ରେ ସମ୍ବଳ ସଂରକ୍ଷଣ ଓ ଯୋଜନା କେଉଁ ପାଞ୍ଚଗୋଟି ପ୍ରକ୍ରିୟା ଉପରେ ନିର୍ଭର କରେ ବର୍ଣ୍ଣନା କର l ( 4 )
4. ସଂକ୍ଷିପ୍ତ ଟିପ୍ପଣୀ ଦିଅ l (2)
a.ପୋଡୁ ଚାଷ
b. ଭୂ-ବ୍ୟବହାର
କିମ୍ବା
ପାର୍ଥକ୍ୟ ଦର୍ଶାଅ l
ନବୀକରଣ ଯୋଗ୍ୟ ସମ୍ବଳ ଓ ନବୀକରଣ ଅଯୋଗ୍ୟ ସମ୍ବଳ (2)
5. ଭାରତ ର ଉତ୍ତର ଦକ୍ଷିଣ ଦୂରତା କେତେ
କିମି ? ( 1)
କିମ୍ବା
EEZ ଅଞ୍ଚଳ କଣ ? ( 1 )
17 آوریل 2024, 11:02
3 841
ସମସ୍ତ ପ୍ରଶ୍ନ ର ଉତ୍ତର ଖାତାରେ କରି ଯଦି ସମ୍ଭବ ଗ୍ରୁପ ରେ ପୋଷ୍ଟ କରିବ l
17 آوریل 2024, 11:02
