ROYAL EDUCATION
رفتن به کانال در Telegram
𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪
نمایش بیشتر1 895
مشترکین
اطلاعاتی وجود ندارد24 ساعت
-177 روز
-9230 روز
آرشیو پست ها
1 895
TLS ( Sanskrit) Selective Poem Importance question for AHSC Examination 2025
ସୀତାୟା ବନଗମନ
1.ରାମେଣ ସୀତା କଥମ ଉପଦିଷ୍ଟା ?
2. କଦା କୈକେୟୀ କୌ ବରୌ ପ୍ରାର୍ଥିତବତୀ ?
3. କଥ° ଦୁଃଖତର° ବନମ ?
4. ବିଳପତ୍ନୀ° ସୀତା° ରଘୁନନ୍ଦନ8 କିଂ ପ୍ରୋବାଚ ?
5. ସଂସାରେ ଅସ୍ମିନ କେ କେଷା° ଭାଗ୍ୟମ ଉପାସତେ ?
6. ବେପମାନା ସୀତା କିଦୃଶ° ପତିମ ଅପଶ୍ୟତ ?
7. କଥ° ରାଘବ8 ଶୋକ° ସୋଢୁ° ସମର୍ଥ8 ନ ଅଭବତ ?
ଯୁଧିଷ୍ଠିର - ଯକ୍ଷସମ୍ବାଦ
1.କିଂ କିଂ କସ୍ୟ କସ୍ୟ ମିତ୍ର ?
2.ସଂସାରେ କିମ ଆଶ୍ଚର୍ଯ୍ୟକରମ ?
3.ଯୁଧିଷ୍ଠିରସ୍ୟ ମତେନ କା ବାର୍ତ୍ତା ?
4.ଯକ୍ଷ8 ଯୁଧିଷ୍ଠିର° କାନ ଚତୁର8 ପ୍ରଶ୍ନାନ ପୃଷ୍ଠବାତ ?
5.ସଂସାରେ କଃ ମୋଦତେ ?
6.ଅସ୍ମିନ ସଂସାରେ କେ କଥ° ମୃତା ଭବନ୍ତି ?
7.କଃ ପନ୍ଥା ?
ସଂସ୍କୃତରେ ଅନୁବାଦ କର
1.ପ୍ରତିଦିନ ବିଦ୍ୟା ଅଭ୍ୟାସ କର l
2.ଅହିଂସା ପରମ ଧର୍ମ l
3.ଦରିଦ୍ରକୁ ଧନ ଦିଅ l
4.ଶିଷ୍ୟମାନେ ଗୁରୁଙ୍କ ଠାରୁ ବେଦ ପଢୁଥିଲେ ?
5.ଛାତ୍ର ସବୁବେଳେ ସତ କହିବା ଉଚିତ I
6.ବିଦ୍ୟା ଦ୍ୱାରା ମଣିଷ ବଡ଼ ହୁଏ I
7.କେହି ଗୁଣହୀନକୁ ଆଦର କରେନାହି l
8.ସଂସ୍କୃତ ଭାଷା ସବୁ ଭାଷାର ଜନନୀ l
9.ଯତ୍ନ କଲେ ରତ୍ନ ମିଳେ ବୋଲି ସମସ୍ତେ କୁହନ୍ତି l
10.ପରିବେଶ ହିଁ ଜୀବନ l
ବାକ୍ୟ ଗଠନ କର
ଦଦାତି
ବିନା
ରୋଚତେ
ଧିକ
କୁତ୍ର
ସହ
ଜାୟତେ
ସର୍ବତଃ
ତଥା
ନିତ୍ୟମ
ଭବତି
ଅତ୍ର
ରକ୍ଷତି
ଇଦମ
କିମର୍ଥମ
ଅପି
କର୍ତ୍ତବ୍ୟମ
ମୋଦତେ
ଅନୁ
କୃତମ
ଦର୍ଶୟତି
ସଦୃଶ8
ଦକ୍ଷ8
ଅଧୁନା
1 895
TLS Important Prose Selective question for AHSC Examination 2025
ସୁଶିଷ୍ୟ8 ଉପମନ୍ୟୁ8
1.କେନ ଭାବେନ ଉପମନ୍ୟୁ8 ଚକ୍ଷୁଶ୍ମାନ ଅଭବତ ?
2.ପ୍ରୀତିମାନ ଉପାଧ୍ୟୟଃ ଉପମନ୍ୟୁ° କିମବଦମ ?
3.ଉପମନ୍ୟୁ8 କଥ° ଦୃଷ୍ଟିହୀନ8 ସନ କୂପେ ଅପତତ ?
4.ଗୁରୁ8 କଥମ ଉପମନ୍ୟୁ8 ଅନ୍ବେଷଣ କୃତବାନ ?
5.ଉପମନ୍ୟୁ8 କଥ° ଗୁରୁବେ ସର୍ବ ଭୈକ୍ଷ° ନ୍ୟବେଦ୍ୟତ ?
*ସିଂହଶୃଗାଳଶିଶୁ କଥା**
1.କସ୍ମାବତ ସନାତନ8 ଧର୍ମ8 ?
2.କଥ° ଶୃଗାଳ ଶିଶୁ8 ପରୁଷତର ବଚନାନୀ ଉବାଚ?
3.କଥ° ଶୃଗାଳଶିଶୁ8 ସ୍ଵଜାତ୍ୟା ମିଳିତଃ ?
ଭୌତିକ ପର୍ଯ୍ୟାବରଣମ
1.ବାୟୁମଣ୍ଡଳସ୍ୟ ସୁରକ୍ଷା କଥ° କରଣୀୟା ?
2.କଥ° ପୃଥିବ୍ୟା8 ସଂରକ୍ଷଣ° କର୍ତ୍ତବ୍ୟମ ?
3.ଅଗ୍ନି8 କଥ° ସଂସାରସ୍ୟ ହିତ° ସାଧୟତି ?
4.କଥ° ଜୀବଜଗତ ସୁରକ୍ଷିତ° ଭବିଷ୍ୟତି ?
5.ପର୍ଯ୍ୟାବରଣମ କତିବିଧମ ? କେ ଚ ତେ ?
6.କଥ° ସୃଷ୍ଟି ରମଣୀୟା ଭବିଷ୍ୟତି ?
ସ୍ୱାମୀ ବିବେକାନନ୍ଦ8
1.ବିବେକାନନ୍ଦ8 କଥ° ବିଶ୍ୱପ୍ରସିଦ୍ଧ8 ଅଭବତ ?
2.ରାମକୃଷ୍ଣମିଶନମାଧ୍ୟମେନ କି° ଭବତି ?
3.ବିଶ୍ୱକଲ୍ୟାଣାର୍ଥ କିଦୃଶ8 ଶୁଭମୁହୂର୍ତ୍ତ8 ପ୍ରତିକ୍ଷିତଃ ?
4.ମହାମାନବ କିଂ କୁର୍ବନ୍ତି ?
5.ବିବେକାନନ୍ଦ8 କଥ° ରାମକୃଷ୍ଣପରମହଂସ° ନିକଷା ଗତବାନ ?
ଶିଶୁବାତ୍ସଲ୍ୟମ(ଏକାଙ୍କିକା )
1.ତାପସୀ ଶିଶୋ8 ପରିଚୟ° କେନ ରୁପେଣ ଅଦଦାତ ?
2.ରକ୍ଷା କବଚକସ୍ୟ କଃ ବିଶେଷ8 ଆସିତ ?
3.କଦା ତାପସୀ ରାଜାନ° ସାହାଯ୍ୟ° ପ୍ରର୍ଥିତବତୀ ?
4.ପ୍ରଥମାତାପସୀ ସର୍ବଦମନସ୍ୟ ନାମକରଣ ବିଷୟେ କିଂ କଥିତବତି ?
1 895
TLH Important Selective prose and poem question for AHSC Examination 2025
मधुर भाषण
1.मनुष्य कब वंनय बनता है ?
2.मधुर भाषण किसे कहते है ?
3.बार्तालाप की शिष्टचार से कया लाभ मिलते है ?
4.बाणभट्ट ने अपने छोटे पुत्र को कादंबरी पूरी करने को क्यों कहा ?
5.भाषा के द्वारा मनुष्य ने किस प्रकार उन्नति की है ?
6.शिष्टचार किसे कहते है ?
बोध
1.पंडित चन्द्रधर को नींद क्यों नहीं आयी ?
2.डॉक्टर चोखेलाल मुंशी वैजनाथ से क्यों नाराज थे ?
3.पंडित चंद्र्घर हमेशा क्यों पछतावा करते थे ?
देशप्रेमी संन्यासी
1.हम संन्यासी किसे कहते हैं ?
2.स्वामी विवेकानन्दका ब्यक्तित्व कैसा था ?
3.विवेकनन्द ने देशवासियों को कया कहकर ललकारा ?
4.स्वामीजी ने अमेरिका मे क्या क्या ?
5.अमेरिका की धर्मसभा मे स्वामीजी ने अपने भाषण मे किस बात का प्रतिपादित क्या ?
6.संन्यासी लोगो के क्या -क्या विशेषता रह्ते हैं ?
गिल्लू
1.गिल्लू का कार्य-कलाप कैसा था ?
2.लेखिका कॉलेज जाते समय गिल्लू क्या करता था ?
3.सोनजुही मे लगी पीली कली को देखकर लेखिका के मन में कौन - सा विचार उमड़ने लगे ?
4.गर्मी से बचने का कौन सा उपाय गिल्लू ने खोज निकाला
था ?
जननी जन्मभूमि
1. कलिंग के इतिहास का पहला पनना क्या हैं ?
2. कलिंगा:8 साहसिका8 - " ऐसा क्यों कहा गया हैं ?
3. सम्राट खारवेल का वीरत्व कैसे प्रकाशित हुआ ?
4. ओड़िशा ने कैसे प्रगति की ?
5. मनुष्य अजीव प्राणी क्यों है ?
6. मधुबाबु ने सोते को क्या बोलकर जगाया ?
अनमोल वाणी
1.कृष्ण यशोदा से क्या शिकायत करते है और क्यों ?
2.गोरे नन्द यशोदा गोरी ,तू क्यों श्याम शरीर
चुटकी दै दै हँसत ग्वालसव ,सिखै देते बलवीर - भाव समझाए l
3.सुनहु कान्ह बलभद्र चबाई ,जनमत ही को धूत
सुर श्याम मोहि गोधन की सौ ,हो माता तू पूत - अर्थ समझाइए l
**तुलसीदास*
1.मीठे वचन की तुलना वशीकरण मंत्र से क्यों की गई हैं ?
2.तुलसी मीठे वचन ते ,सुख उपजत चहुऔर
वशीकरण यह मन्त्र हैं परिहर वचन कठोर l
3.गोधन ,गजधन ,बाजिधन और रतन धन खान
जब आवे संतोष धन सब धन धूरि समान l
रहिम
1.छोटों को अबहेलना क्यों नहीं करनी चाहिए ?
2.तरुबर और सरवर के वारे में कवि ने क्या कहा हैं ?
3.रहिमन पर उपकार के करत न यारी बीच
मांस दियों शिवी भूप ने दीन्हो हाड़ दधीचि l
मनुष्यता
1. कवि ने क्यों कहा की यहाँ कोई अनाथ नहीं हैं ?
2. विचार लो की मर्त्य ना हो ना मृत्यु से डरो कभी
मरो परन्तु यों करो की याद
जो करे सभी l
3.मनुष्य मात्र बंधु हैं - यही बड़ा विवेक हैं ,पुराण पुरुष स्वम्भू पिता प्रसिद्ध एक हैं l
4.अनर्थ है ही बंधू ही न बंधू की ब्यथा हरे
वही मनुष्य है की जो मनुष्य के लिए मरे l
*एक तिनका **
1.आँखों में तिनका पड़ने पर घंमंडी का क्या दशा हुई ?
2.में घमंडी मैं भरा ऐठा हुआ
एक दिन जब था मुंडेरे पर खड़ा l
3.एक तिनका आँख से निकलने के बाद कवि का क्या हुआ ?
चाँद का झिंगोला
1.चाँद माँ से क्या मांगता है और क्यों ?
2.बिना झिंगोले से चाँद को क्या कष्ट होता हैं ?
3.माँ चाँद के लिए झिंगोला क्यों नहीं बना पाती ?
4.सन सन चलती हवा रात भर जाड़े से मरता हूँ
ठिटुर ठिठुरकर किसी तरह यात्रा पूरी करता हूँ l
5.घटता बढ़ता रोज किसी दिन ऐसा भी करता हैं
नहीं किसीकी आँखों को तू देखलाइ पड़ता है l
नीड़ का निर्माण फिर फिर
1.आंधी के बाद चिड़िया कैसा साहस दिखाती हैं ?
2.नाश के दुख में किसका सुख नहीं दबता ?
3.बोल आशा के विहंगम किस जगह पर तू छिपा था जो गगन पर चढ़ उठता ,गर्व से निज वक्ष फिर फिर l
4.रात या दिन हो गया ,फिर रात आई और काली लग रहा था अब न होगा ,इस निशा का फिर सबेरा l
कांटे कम-से -कम मत बोओ
1.यदि फूल नहीं बो सकते तो
काटे कम से कम मत बोओ l
2.यदि बढ़ न सके बिश्वासो पर
सांसो की मुरदे मत ढोओ l
1 895
ସଂସ୍କୃତ ଅନୁଚ୍ଛେଦ ଏଥର ୧୦ ମାର୍କ ନିଶ୍ଚିତ Very Very Important(VVI)👇
1.ବୁଦ୍ଧିର୍ଯସ୍ୟବଳ°ତସ୍ୟ
2.ହୀରାକୁଦବନ୍ଧ8
3.ପରବୁଦ୍ଧିଭୟଙ୍କରୀ
4.କିଂ ଫଳମସ୍ତିଦାନସ୍ୟ
1 895
Exam ସରିଲା ପରେ ତୁମର ସବୁ 11th ର notes ଆମ @ROYALEDUCATIONS12 group ରେ ଦିଆଯିବ । କେହି ବି leave ହେବେନି ନଚେତ୍ ଆମ 12th group ରେ join ହେଇଯାଆନ୍ତୁ।
1 895
ନମସ୍କାର ସମସ୍ତଙ୍କୁ 🙏
ମୁଁ ତୁମର ପ୍ରିୟ SIR,
ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @Krishna14678 ଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ ଆରମ୍ଭ କରିବା ।
ଯଦି ତୁମେ ମାନେ ROLL NO ଦେବାକୁ ଚାହୁଁନ ତା ହେଲେ ତୁମେ ମାନେ ଯେତେବେଳେ ତୁମର RESULT ଆସିବ ସେତେବେଳେ ତୁମେ ମାନେ ଗୋଟେ କଷ୍ଟ କରିବ କି ତୁମର ନାମ ,ତମର ଗୋଟିଏ ଫଟୋ , ରେଜଲ୍ଟ ମାର୍କ ଟା ଆମ ID କୁ ପଠେଇଦେବେ। ଆପଣଙ୍କ ଫଟୋ COMPULSORY ନୁହେଁ, କିନ୍ତୁ ଆପଣ ଯଦି ଦେଇ ପାରିବେ ତା ହେଲେ ଦେବେ । ସମସ୍ତେ ମନେ ପକାଇ RESULT TIME ରେ ଆମକୁ MESSAGE କରିବେ ନଚେତ୍ ଆମର ଏହି PLAN ଟା ସଫଳ ହେବନି ।
ଆପଣଙ୍କ ପ୍ରିୟ,
ROYAL EDUCATION
Follow https://www.instagram.com/royal_educations_official?igsh=enFqdmQ3dTA1YWsy
1 895
*IT( information and Technology ) Important question for AHSC Examination 2025**
ପ୍ରଶ୍ନ ଉଭୟ ଓଡ଼ିଆ ଓ ଇଂରାଜୀରେ ଆସିବ ଆଉ ଛାତ୍ରଛାତ୍ରୀ ଇଂରାଜୀ ବା ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ l IT ପାଠର ମୋଟ ଚାରିଟି unit ଅଛି l
1.ଡକୁମେଣ୍ଟରୁ କିପରି ଏକ ଟେମ୍ପଲେଟ ସୃଷ୍ଟି କରିହେବ ?
2.ରାଇଟରେ ଥିବା ବିଭିନ୍ନ ଷ୍ଟାଇଲ ବର୍ଗ ଗୁଡ଼ିକ ବର୍ଣ୍ଣନା କର l ଷ୍ଟାଇଲ କଣ ?
3.ଗ୍ୟାଲେରୀରୁ ପ୍ରତିଛବି କେମିତି ସନ୍ନିବେଶ କରିବେ ସୋପାନ ଗୁଡ଼ିକ ଲେଖ l
4.ୱିଜାର୍ଡ ( wizard )ବ୍ୟବହାର କରି ଏକ ଏକ ଟେମ୍ପଲେଟ କିପରି ସୃଷ୍ଟି କରିବ ଲେଖ l
5.ଏକ ପ୍ରତିଛବି ଫାଇଲକୁ ଲିଙ୍କ କରିବାର ସୁବିଧା ଓ ଅସୁବିଧା
ଲେଖ l
*Electronic spreadsheet*
1.ସବଟୋଟାଲ କିପରି ସୃଷ୍ଟି
କରିବା ?
2.ଲକ୍ଷ୍ୟ ଖୋଜିବା ବିକଳ୍ପ କଣ ?
3.ଲିବ୍ରେ କାଲରେ ଉପଲବ୍ଧ ବିଭିନ୍ନ. ଯଦି ବିଶ୍ଳେଷଣ ଉପକରଣ ଗୁଡିକ କଣ ?
link Spread sheet Data
1.କିପରି ସିଟ ସନ୍ନିବେଶିତ କରିବା ଓ ପରେ ସେଗୁଡିକ ନାମ ପରିବର୍ତ୍ତନ କରିବା ?
2.ଏକ ଭିନ୍ନ ସ୍ପ୍ରେଟସିଟରୁ ସିଟ ସନ୍ନିବେଶିତ କରିବା ?
3.ସିଟ ସନ୍ନିବେଶିତ କରିବା ଓ ଏକ ସମୟରେ ନାମକରଣ କରିବା କିପରି ?
4.ଅନ୍ୟ ସିଟକୁ କିପରି ରେଫରେନ୍ସ କରିବାର ଉପାୟ ଲେଖ l
5.ମାଉସ ସହିତ କିପରି ରେଫରେନ୍ସ ସୃଷ୍ଟି କରିବା ?
6.ହାଇପର ଲିଙ୍କ କଣ ? ଆପେକ୍ଷିକ ଓ ସମ୍ପୂର୍ଣ୍ଣ ହାଇପର ଲିଙ୍କ ଲେଖ ?
7.ହାଇପର ଲିଙ୍କ କିପରି ସୃଷ୍ଟି କରିବା ?
ସ୍ପ୍ରେଡ଼ ସିଟରେ ମାକ୍ରୋ ବ୍ୟବହାର
1.ଏକ ମାକ୍ରୋକୁ କିପରି ରେକର୍ଡିଙ୍ଗ କରିବା ?
Unit:- 3
ଲିବ୍ରେଅଫିସ ଆଧାର ସହ ନିର୍ଦ୍ଧେଶ
1.ତଥ୍ୟ ଏବଂ ସୂଚନା କଣ ?
2. DBMS କଣ ? ତାହାର ଉପାଦେୟତା ଗୁଡ଼ିକ ଲେଖ l
3.ଡାଟା ବେସ ଓ ଡାଟାବେସ ମ୍ୟାନେଜମେଣ୍ଟ ବ୍ୟାଖ୍ୟା କର l
4.ଡାଟାବେସର ପ୍ରକାର କେତେବେଳେ ଓ କଣ କଣ ବର୍ଣ୍ଣନା କର l
5.ସମ୍ପର୍କର ପ୍ରକାର ବର୍ଣ୍ଣନା କର ll
6.ଡାଟାବେସ ଟେବୁଲର ସୁବିଧା କଣ ?
7.Libreoffice ଅଫିସର ପରିଚୟ ଦିଅ l
8.ତଥ୍ୟର ପ୍ରକାର ସଂକ୍ଷେପରେ ଲେଖ l
ଟେବୁଲ wizard ବ୍ୟବହାର କରି ଟେବୁଲ ସୃଷ୍ଟି କରିବା
1.libreoffice ରେ ଡାଟା ବେସର ଉଦ୍ଦେଶ୍ୟ କଣ ?
2.ଡାଟାବେସର ସର୍ତ୍ତାବଳୀ ଲେଖ l
3.ଡିଜାଇନ ଦୃଶ୍ୟରେ ଟେବୁଲ କିପରି ସୃଷ୍ଟି କରିବା ?
4.ଡାଟା ବେସ ସୃଷ୍ଟି ପାଇଁ ଯୋଜନା କଣ ରହିଛି ?
5.ମୁଖ୍ୟ ଡାଟାବେସର ବିଭାଗ ଗୁଡିକ କେତୋଟି ନାମ ଲେଖ l
ଟେବୁଲ ଡାଟା ଭ୍ୟୁ ସଂଳାପ ବ୍ୟବହାର କରି ଡାଟା ପ୍ରବେଶ କିମ୍ବା ଅପସାରଣ
1.ଟେବୁଲରେ କିପରି ଡାଟା ପ୍ରବେଶ କରାଯାଏ ?
2.ଟେବୁଲ ଖୋଜିବା ଓ ଫିଲ୍ଟର କରିବା ପାଇଁ ପଦକ୍ଷେପ ଗୁଡିକ
କଣ ?
ଫର୍ମ Wizard ବ୍ୟବହାର କରି ଏକ ସରଳ ଫର୍ମର ସୃଷ୍ଟି
1.ଫର୍ମ ରେକର୍ଡ ଗୁଡ଼ିକ ସମ୍ପାଦନ ଓ ବିଲୋପ କରିବାକୁ ପଦକ୍ଷେପ ଗୁଡ଼ିକ ଲେଖ l
2.ଫର୍ମରେ ତାରିଖ ଫିଲ୍ଟରେ କ୍ୟାଲେଣ୍ଡର ଯୋଡିବା କିପରି ସୋପାନ ଅନୁଯାୟୀ ଲେଖ l
3.ଫର୍ମ ଗୁଡ଼ିକ ଡାଟା ପ୍ରବେଶରେ ସହଜ ଉପାୟ ଗୁଡ଼ିକ ଲେଖ l
4. ୱିଜାର୍ଡରୁ ଏକ ପ୍ରଶ୍ନ ସୃଷ୍ଟି କରିବାକୁ କଣ ପଦକ୍ଷେପ ନିଆଯାଏ ଲେଖ l
5.ଜିଜ୍ଞାସାର ସୃଷ୍ଟି କଣ ?
6.ୱିଜାର୍ଡ ବ୍ୟବହାର କରି ଜିଜ୍ଞାସା ସୃଷ୍ଟିର ପଦକ୍ଷେପ ଗୁଡ଼ିକ କଣ ?
*ୱିଜାର୍ଡ ବ୍ୟବହାର କରିଥିବା ରିପୋର୍ଟ ଗୁଡ଼ିକର ସୃଷ୍ଟି**
1.ରିପୋର୍ଟ ଗୁଡିକ କିପରି ସୃଷ୍ଟି ହୋଇଥାଏ ?
2. ରିପୋର୍ଟ ଜେନେରେସନ କଣ ?
3.ଡିଜାଇନ ଦୃଶ୍ୟରେ ରିପୋର୍ଟ ସୃଷ୍ଟି ପାଇଁ ପଦକ୍ଷେପ ଗୁଡ଼ିକ ଲେଖ l
1 895
ହିନ୍ଦୀ କିପରି ଲେଖିବା
ହିନ୍ଦୀର OBJECTIVE ( MCQ) ରେ 50 ମାର୍କ ଅଛି l
ଗଦ୍ୟର ପାଞ୍ଚଟି ଅଧ୍ୟାୟ ଅଛି l
ସେଥିରୁ OMR ରେ 15 ମାର୍କ ଆସିବ l
*ଗଦ୍ୟ*
1.ମଧୁର ଭାଷଣ
2.ବୋଧ
3.ଦେଶପ୍ରେମୀ ସନ୍ୟାସୀ
4.ଗିଲ୍ଲୁ
5.ଜନ୍ମଭୂମି
1×15=15
ପଦ୍ୟ ବିଭାଗରେ ଛଅଟି ଅଧ୍ୟାୟ ଅଛି l ସେଥିରୁ OMR ରେ 10 ମାର୍କ ଆସିବ l
ପଦ୍ୟ
1.ଅନମୋଳ ବାଣୀ
2.ମନୁଷ୍ୟତା
3.ଏକ ତିନିକା
4.ଚାନ୍ଦ କା ଝିଙ୍ଗୋଲା
5.ନୀଡକା ନିର୍ମାଣ ଫିର ଫିର
6.କାଟେ କମ ସେ କମ ମତ ବୋଓ
1 × 10=10
ବ୍ୟାକରଣ ବିଭାଗରୁ 25 ମାର୍କ OMR ରେ ଆସିବ l
1× 25=25
Subjective ପ୍ରଶ୍ନ ମଧ୍ୟ 50 ଆସିବ l
2 ଟି prose ବିଭାଗରୁ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପ୍ରତି ପ୍ରଶ୍ନ 5 ମାର୍କ ବିଶିଷ୍ଟ ଆସିବ l
5×2=10
2 ଟି poem ବିଭାଗରୁ ଦୀର୍ଘଉତ୍ତରମୂଳକ ପ୍ରଶ୍ନ ପ୍ରତି ପ୍ରଶ୍ନ 5 ମାର୍କ ବିଶିଷ୍ଟ ଅଟେ l
5×2=10
** ଅନୁଚ୍ଛେଦ ଗୋଟିଏ ପରୀକ୍ଷାରେ ଆସିବ l ସେଥିରେ 5 ଟି ପ୍ରଶ୍ନ ଆସିବ ଆଉ ପ୍ରତି ପ୍ରଶ୍ନ 2 ମାର୍କ ବିଶିଷ୍ଟ ଅଟେ l
2 ×5 =10
ଓଡ଼ିଆରୁ ହିନ୍ଦୀ ଅନୁବାଦ କରିବାକୁ ପ୍ରଶ୍ନ ଆସିବ l ତାହା 10 ମାର୍କ ବିଶିଷ୍ଟ ଅଟେ l
2 × 5 =10
ବ୍ୟାକରଣ ବିଭାଗରେ 2 ମାର୍କ ବିଶିଷ୍ଟ 5 ଟି ପ୍ରଶ୍ନ ଆସିବ l ତାହା ମୋଟ 10 ମାର୍କ ବିଶିଷ୍ଟ ଅଟେ l
2 × 5 =10
ବ୍ୟାକରଣ :-
1.ସଂଜ୍ଞା :- ଲିଙ୍ଗ ଓ ବଚନ
2.କାରକ ଓ ଉପାସର୍ଗ
3.ସର୍ବନାମ
4.ବିଶେଷଣ
5.ଅବ୍ୟୟ
6.କ୍ରିୟାର କାଳ
7.ପ୍ରେରଣାର୍ଥକ କ୍ରିୟା
8.ସରଳ ଓ ସଂଯୁକ୍ତ କ୍ରିୟା
9.ଵିଲୋମ ( ବିପରୀତ ଶବ୍ଦ )
10.ପର୍ଯ୍ୟାୟବାଚୀ ଶବ୍ଦ ( ପ୍ରତିଶବ୍ଦ)
11.ଉପସର୍ଗ ଓ ପ୍ରତ୍ୟୟ
12.ଅପଠିତ ଅନୁଚ୍ଛେଦ
