es
Feedback
ROYAL EDUCATION

ROYAL EDUCATION

Ir al canal en Telegram

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

Mostrar más
1 895
Suscriptores
Sin datos24 horas
-177 días
-9230 días
Archivo de publicaciones
TLS ( Sanskrit) Selective Poem Importance question for AHSC Examination 2025 ସୀତାୟା ବନଗମନ 1.ରାମେଣ ସୀତା କଥମ ଉପଦିଷ୍ଟା ? 2. କଦା କୈକେୟୀ କୌ ବରୌ ପ୍ରାର୍ଥିତବତୀ ? 3. କଥ° ଦୁଃଖତର° ବନମ ? 4. ବିଳପତ୍ନୀ° ସୀତା° ରଘୁନନ୍ଦନ8 କିଂ ପ୍ରୋବାଚ ? 5. ସଂସାରେ ଅସ୍ମିନ କେ କେଷା° ଭାଗ୍ୟମ ଉପାସତେ ? 6. ବେପମାନା ସୀତା କିଦୃଶ° ପତିମ ଅପଶ୍ୟତ ? 7. କଥ° ରାଘବ8 ଶୋକ° ସୋଢୁ° ସମର୍ଥ8 ନ ଅଭବତ ? ଯୁଧିଷ୍ଠିର - ଯକ୍ଷସମ୍ବାଦ 1.କିଂ କିଂ କସ୍ୟ କସ୍ୟ ମିତ୍ର ? 2.ସଂସାରେ କିମ ଆଶ୍ଚର୍ଯ୍ୟକରମ ? 3.ଯୁଧିଷ୍ଠିରସ୍ୟ ମତେନ କା ବାର୍ତ୍ତା ? 4.ଯକ୍ଷ8 ଯୁଧିଷ୍ଠିର° କାନ ଚତୁର8 ପ୍ରଶ୍ନାନ ପୃଷ୍ଠବାତ ? 5.ସଂସାରେ କଃ ମୋଦତେ ? 6.ଅସ୍ମିନ ସଂସାରେ କେ କଥ° ମୃତା ଭବନ୍ତି ? 7.କଃ ପନ୍ଥା ? ସଂସ୍କୃତରେ ଅନୁବାଦ କର 1.ପ୍ରତିଦିନ ବିଦ୍ୟା ଅଭ୍ୟାସ କର l 2.ଅହିଂସା ପରମ ଧର୍ମ l 3.ଦରିଦ୍ରକୁ ଧନ ଦିଅ l 4.ଶିଷ୍ୟମାନେ ଗୁରୁଙ୍କ ଠାରୁ ବେଦ ପଢୁଥିଲେ ? 5.ଛାତ୍ର ସବୁବେଳେ ସତ କହିବା ଉଚିତ I 6.ବିଦ୍ୟା ଦ୍ୱାରା ମଣିଷ ବଡ଼ ହୁଏ I 7.କେହି ଗୁଣହୀନକୁ ଆଦର କରେନାହି l 8.ସଂସ୍କୃତ ଭାଷା ସବୁ ଭାଷାର ଜନନୀ l 9.ଯତ୍ନ କଲେ ରତ୍ନ ମିଳେ ବୋଲି ସମସ୍ତେ କୁହନ୍ତି l 10.ପରିବେଶ ହିଁ ଜୀବନ l ବାକ୍ୟ ଗଠନ କର ଦଦାତି ବିନା ରୋଚତେ ଧିକ କୁତ୍ର ସହ ଜାୟତେ ସର୍ବତଃ ତଥା ନିତ୍ୟମ ଭବତି ଅତ୍ର ରକ୍ଷତି ଇଦମ କିମର୍ଥମ ଅପି କର୍ତ୍ତବ୍ୟମ ମୋଦତେ ଅନୁ କୃତମ ଦର୍ଶୟତି ସଦୃଶ8 ଦକ୍ଷ8 ଅଧୁନା

TLS Important Prose Selective question for AHSC Examination 2025 ସୁଶିଷ୍ୟ8 ଉପମନ୍ୟୁ8 1.କେନ ଭାବେନ ଉପମନ୍ୟୁ8 ଚକ୍ଷୁଶ୍ମାନ ଅଭବତ ? 2.ପ୍ରୀତିମାନ ଉପାଧ୍ୟୟଃ ଉପମନ୍ୟୁ° କିମବଦମ ? 3.ଉପମନ୍ୟୁ8 କଥ° ଦୃଷ୍ଟିହୀନ8 ସନ କୂପେ ଅପତତ ? 4.ଗୁରୁ8 କଥମ ଉପମନ୍ୟୁ8 ଅନ୍ବେଷଣ କୃତବାନ ? 5.ଉପମନ୍ୟୁ8 କଥ° ଗୁରୁବେ ସର୍ବ ଭୈକ୍ଷ° ନ୍ୟବେଦ୍ୟତ ? *ସିଂହଶୃଗାଳଶିଶୁ କଥା** 1.କସ୍ମାବତ ସନାତନ8 ଧର୍ମ8 ? 2.କଥ° ଶୃଗାଳ ଶିଶୁ8 ପରୁଷତର ବଚନାନୀ ଉବାଚ? 3.କଥ° ଶୃଗାଳଶିଶୁ8 ସ୍ଵଜାତ୍ୟା ମିଳିତଃ ? ଭୌତିକ ପର୍ଯ୍ୟାବରଣମ 1.ବାୟୁମଣ୍ଡଳସ୍ୟ ସୁରକ୍ଷା କଥ° କରଣୀୟା ? 2.କଥ° ପୃଥିବ୍ୟା8 ସଂରକ୍ଷଣ° କର୍ତ୍ତବ୍ୟମ ? 3.ଅଗ୍ନି8 କଥ° ସଂସାରସ୍ୟ ହିତ° ସାଧୟତି ? 4.କଥ° ଜୀବଜଗତ ସୁରକ୍ଷିତ° ଭବିଷ୍ୟତି ? 5.ପର୍ଯ୍ୟାବରଣମ କତିବିଧମ ? କେ ଚ ତେ ? 6.କଥ° ସୃଷ୍ଟି ରମଣୀୟା ଭବିଷ୍ୟତି ? ସ୍ୱାମୀ ବିବେକାନନ୍ଦ8 1.ବିବେକାନନ୍ଦ8 କଥ° ବିଶ୍ୱପ୍ରସିଦ୍ଧ8 ଅଭବତ ? 2.ରାମକୃଷ୍ଣମିଶନମାଧ୍ୟମେନ କି° ଭବତି ? 3.ବିଶ୍ୱକଲ୍ୟାଣାର୍ଥ କିଦୃଶ8 ଶୁଭମୁହୂର୍ତ୍ତ8 ପ୍ରତିକ୍ଷିତଃ ? 4.ମହାମାନବ କିଂ କୁର୍ବନ୍ତି ? 5.ବିବେକାନନ୍ଦ8 କଥ° ରାମକୃଷ୍ଣପରମହଂସ° ନିକଷା ଗତବାନ ? ଶିଶୁବାତ୍ସଲ୍ୟମ(ଏକାଙ୍କିକା ) 1.ତାପସୀ ଶିଶୋ8 ପରିଚୟ° କେନ ରୁପେଣ ଅଦଦାତ ? 2.ରକ୍ଷା କବଚକସ୍ୟ କଃ ବିଶେଷ8 ଆସିତ ? 3.କଦା ତାପସୀ ରାଜାନ° ସାହାଯ୍ୟ° ପ୍ରର୍ଥିତବତୀ ? 4.ପ୍ରଥମାତାପସୀ ସର୍ବଦମନସ୍ୟ ନାମକରଣ ବିଷୟେ କିଂ କଥିତବତି ?

TLH Important Selective prose and poem question for AHSC Examination 2025 मधुर भाषण 1.मनुष्य कब वंनय बनता है ? 2.मधुर भाषण किसे कहते है ? 3.बार्तालाप की शिष्टचार से कया लाभ मिलते है ? 4.बाणभट्ट ने अपने छोटे पुत्र को कादंबरी पूरी करने को क्यों कहा ? 5.भाषा के द्वारा मनुष्य ने किस प्रकार उन्नति की है ? 6.शिष्टचार किसे कहते है ? बोध 1.पंडित चन्द्रधर को नींद क्यों नहीं आयी ? 2.डॉक्टर चोखेलाल मुंशी वैजनाथ से क्यों नाराज थे ? 3.पंडित चंद्र्घर हमेशा क्यों पछतावा करते थे ? देशप्रेमी संन्यासी 1.हम संन्यासी किसे कहते हैं ? 2.स्वामी विवेकानन्दका ब्यक्तित्व कैसा था ? 3.विवेकनन्द ने देशवासियों को कया कहकर ललकारा ? 4.स्वामीजी ने अमेरिका मे क्या क्या ? 5.अमेरिका की धर्मसभा मे स्वामीजी ने अपने भाषण मे किस बात का प्रतिपादित क्या ? 6.संन्यासी लोगो के क्या -क्या विशेषता रह्ते हैं ? गिल्लू 1.गिल्लू का कार्य-कलाप कैसा था ? 2.लेखिका कॉलेज जाते समय गिल्लू क्या करता था ? 3.सोनजुही मे लगी पीली कली को देखकर लेखिका के मन में कौन - सा विचार उमड़ने लगे ? 4.गर्मी से बचने का कौन सा उपाय गिल्लू ने खोज निकाला था ? जननी जन्मभूमि 1. कलिंग के इतिहास का पहला पनना क्या हैं ? 2. कलिंगा:8 साहसिका8 - " ऐसा क्यों कहा गया हैं ? 3. सम्राट खारवेल का वीरत्व कैसे प्रकाशित हुआ ? 4. ओड़िशा ने कैसे प्रगति की ? 5. मनुष्य अजीव प्राणी क्यों है ? 6. मधुबाबु ने सोते को क्या बोलकर जगाया ? अनमोल वाणी 1.कृष्ण यशोदा से क्या शिकायत करते है और क्यों ? 2.गोरे नन्द यशोदा गोरी ,तू क्यों श्याम शरीर चुटकी दै दै हँसत ग्वालसव ,सिखै देते बलवीर - भाव समझाए l 3.सुनहु कान्ह बलभद्र चबाई ,जनमत ही को धूत सुर श्याम मोहि गोधन की सौ ,हो माता तू पूत - अर्थ समझाइए l **तुलसीदास* 1.मीठे वचन की तुलना वशीकरण मंत्र से क्यों की गई हैं ? 2.तुलसी मीठे वचन ते ,सुख उपजत चहुऔर वशीकरण यह मन्त्र हैं परिहर वचन कठोर l 3.गोधन ,गजधन ,बाजिधन और रतन धन खान जब आवे संतोष धन सब धन धूरि समान l रहिम 1.छोटों को अबहेलना क्यों नहीं करनी चाहिए ? 2.तरुबर और सरवर के वारे में कवि ने क्या कहा हैं ? 3.रहिमन पर उपकार के करत न यारी बीच मांस दियों शिवी भूप ने दीन्हो हाड़ दधीचि l मनुष्यता 1. कवि ने क्यों कहा की यहाँ कोई अनाथ नहीं हैं ? 2. विचार लो की मर्त्य ना हो ना मृत्यु से डरो कभी मरो परन्तु यों करो की याद जो करे सभी l 3.मनुष्य मात्र बंधु हैं - यही बड़ा विवेक हैं ,पुराण पुरुष स्वम्भू पिता प्रसिद्ध एक हैं l 4.अनर्थ है ही बंधू ही न बंधू की ब्यथा हरे वही मनुष्य है की जो मनुष्य के लिए मरे l *एक तिनका ** 1.आँखों में तिनका पड़ने पर घंमंडी का क्या दशा हुई ? 2.में घमंडी मैं भरा ऐठा हुआ एक दिन जब था मुंडेरे पर खड़ा l 3.एक तिनका आँख से निकलने के बाद कवि का क्या हुआ ? चाँद का झिंगोला 1.चाँद माँ से क्या मांगता है और क्यों ? 2.बिना झिंगोले से चाँद को क्या कष्ट होता हैं ? 3.माँ चाँद के लिए झिंगोला क्यों नहीं बना पाती ? 4.सन सन चलती हवा रात भर जाड़े से मरता हूँ ठिटुर ठिठुरकर किसी तरह यात्रा पूरी करता हूँ l 5.घटता बढ़ता रोज किसी दिन ऐसा भी करता हैं नहीं किसीकी आँखों को तू देखलाइ पड़ता है l नीड़ का निर्माण फिर फिर 1.आंधी के बाद चिड़िया कैसा साहस दिखाती हैं ? 2.नाश के दुख में किसका सुख नहीं दबता ? 3.बोल आशा के विहंगम किस जगह पर तू छिपा था जो गगन पर चढ़ उठता ,गर्व से निज वक्ष फिर फिर l 4.रात या दिन हो गया ,फिर रात आई और काली लग रहा था अब न होगा ,इस निशा का फिर सबेरा l कांटे कम-से -कम मत बोओ 1.यदि फूल नहीं बो सकते तो काटे कम से कम मत बोओ l 2.यदि बढ़ न सके बिश्वासो पर सांसो की मुरदे मत ढोओ l

ସଂସ୍କୃତ ଅନୁଚ୍ଛେଦ ଏଥର ୧୦ ମାର୍କ ନିଶ୍ଚିତ Very Very Important(VVI)👇 1.ବୁଦ୍ଧିର୍ଯସ୍ୟବଳ°ତସ୍ୟ 2.ହୀରାକୁଦବନ୍ଧ8 3.ପରବୁଦ୍ଧିଭୟଙ୍କରୀ 4.କିଂ ଫଳମସ୍ତିଦାନସ୍ୟ

OMR( MCQs) All questions and Answer TLH ( Hindi) 2024-2017..pdf12.39 MB

HINDI SELECTION.pdf8.60 MB

Exam ସରିଲା ପରେ ତୁମର ସବୁ 11th ର notes ଆମ @ROYALEDUCATIONS12 group ରେ ଦିଆଯିବ । କେହି ବି leave ହେବେନି ନଚେତ୍ ଆମ 12th group ରେ join ହେଇଯାଆନ୍ତୁ।

ନମସ୍କାର ସମସ୍ତଙ୍କୁ 🙏 ମୁଁ ତୁମର ପ୍ରିୟ SIR, ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @Krishna14678 ଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ ଆରମ୍ଭ କରିବା । ଯଦି ତୁମେ ମାନେ ROLL NO ଦେବାକୁ ଚାହୁଁନ ତା ହେଲେ ତୁମେ ମାନେ ଯେତେବେଳେ ତୁମର RESULT ଆସିବ ସେତେବେଳେ ତୁମେ ମାନେ ଗୋଟେ କଷ୍ଟ କରିବ କି ତୁମର ନାମ ,ତମର ଗୋଟିଏ ଫଟୋ , ରେଜଲ୍ଟ ମାର୍କ ଟା ଆମ ID କୁ ପଠେଇଦେବେ। ଆପଣଙ୍କ ଫଟୋ COMPULSORY ନୁହେଁ, କିନ୍ତୁ ଆପଣ ଯଦି ଦେଇ ପାରିବେ ତା ହେଲେ ଦେବେ । ସମସ୍ତେ ମନେ ପକାଇ RESULT TIME ରେ ଆମକୁ MESSAGE କରିବେ ନଚେତ୍ ଆମର ଏହି PLAN ଟା ସଫଳ ହେବନି । ଆପଣଙ୍କ ପ୍ରିୟ, ROYAL EDUCATION Follow https://www.instagram.com/royal_educations_official?igsh=enFqdmQ3dTA1YWsy

SASKRIT ପିଲା ମାନେ ତୁମ୍ଭର ଅନୁଛେଦ ୫,୬,୭,୯,୧୦ VERY VERY IMPORTANT ☝️☝️☝️

photo content

2 Mark question.pdf1.55 MB

*IT( information and Technology ) Important question for AHSC Examination 2025** ପ୍ରଶ୍ନ ଉଭୟ ଓଡ଼ିଆ ଓ ଇଂରାଜୀରେ ଆସିବ ଆଉ ଛାତ୍ରଛାତ୍ରୀ ଇଂରାଜୀ ବା ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ l IT ପାଠର ମୋଟ ଚାରିଟି unit ଅଛି l 1.ଡକୁମେଣ୍ଟରୁ କିପରି ଏକ ଟେମ୍ପଲେଟ ସୃଷ୍ଟି କରିହେବ ? 2.ରାଇଟରେ ଥିବା ବିଭିନ୍ନ ଷ୍ଟାଇଲ ବର୍ଗ ଗୁଡ଼ିକ ବର୍ଣ୍ଣନା କର l ଷ୍ଟାଇଲ କଣ  ? 3.ଗ୍ୟାଲେରୀରୁ ପ୍ରତିଛବି କେମିତି ସନ୍ନିବେଶ କରିବେ ସୋପାନ ଗୁଡ଼ିକ ଲେଖ l 4.ୱିଜାର୍ଡ ( wizard )ବ୍ୟବହାର କରି ଏକ ଏକ ଟେମ୍ପଲେଟ କିପରି ସୃଷ୍ଟି କରିବ ଲେଖ l 5.ଏକ ପ୍ରତିଛବି ଫାଇଲକୁ ଲିଙ୍କ କରିବାର ସୁବିଧା ଓ ଅସୁବିଧା ଲେଖ   l *Electronic spreadsheet* 1.ସବଟୋଟାଲ କିପରି ସୃଷ୍ଟି କରିବା ? 2.ଲକ୍ଷ୍ୟ ଖୋଜିବା ବିକଳ୍ପ କଣ ? 3.ଲିବ୍ରେ କାଲରେ ଉପଲବ୍ଧ ବିଭିନ୍ନ. ଯଦି ବିଶ୍ଳେଷଣ ଉପକରଣ ଗୁଡିକ କଣ  ? link Spread sheet Data 1.କିପରି ସିଟ ସନ୍ନିବେଶିତ କରିବା ଓ ପରେ ସେଗୁଡିକ ନାମ ପରିବର୍ତ୍ତନ କରିବା  ? 2.ଏକ ଭିନ୍ନ ସ୍ପ୍ରେଟସିଟରୁ ସିଟ ସନ୍ନିବେଶିତ କରିବା  ? 3.ସିଟ ସନ୍ନିବେଶିତ କରିବା ଓ ଏକ ସମୟରେ ନାମକରଣ କରିବା କିପରି  ? 4.ଅନ୍ୟ ସିଟକୁ କିପରି ରେଫରେନ୍ସ କରିବାର ଉପାୟ ଲେଖ l 5.ମାଉସ ସହିତ କିପରି ରେଫରେନ୍ସ ସୃଷ୍ଟି କରିବା ? 6.ହାଇପର ଲିଙ୍କ କଣ ? ଆପେକ୍ଷିକ ଓ ସମ୍ପୂର୍ଣ୍ଣ ହାଇପର ଲିଙ୍କ ଲେଖ ? 7.ହାଇପର ଲିଙ୍କ କିପରି ସୃଷ୍ଟି କରିବା ? ସ୍ପ୍ରେଡ଼ ସିଟରେ ମାକ୍ରୋ ବ୍ୟବହାର 1.ଏକ ମାକ୍ରୋକୁ କିପରି ରେକର୍ଡିଙ୍ଗ କରିବା ? Unit:- 3 ଲିବ୍ରେଅଫିସ ଆଧାର ସହ ନିର୍ଦ୍ଧେଶ 1.ତଥ୍ୟ ଏବଂ ସୂଚନା କଣ ? 2. DBMS କଣ ? ତାହାର ଉପାଦେୟତା ଗୁଡ଼ିକ ଲେଖ l 3.ଡାଟା ବେସ ଓ ଡାଟାବେସ ମ୍ୟାନେଜମେଣ୍ଟ ବ୍ୟାଖ୍ୟା କର l 4.ଡାଟାବେସର ପ୍ରକାର  କେତେବେଳେ ଓ କଣ କଣ  ବର୍ଣ୍ଣନା କର l 5.ସମ୍ପର୍କର ପ୍ରକାର ବର୍ଣ୍ଣନା କର ll 6.ଡାଟାବେସ ଟେବୁଲର ସୁବିଧା କଣ ? 7.Libreoffice ଅଫିସର ପରିଚୟ ଦିଅ l 8.ତଥ୍ୟର ପ୍ରକାର ସଂକ୍ଷେପରେ ଲେଖ l ଟେବୁଲ wizard ବ୍ୟବହାର କରି ଟେବୁଲ ସୃଷ୍ଟି କରିବା 1.libreoffice ରେ ଡାଟା ବେସର ଉଦ୍ଦେଶ୍ୟ କଣ ? 2.ଡାଟାବେସର ସର୍ତ୍ତାବଳୀ ଲେଖ l 3.ଡିଜାଇନ ଦୃଶ୍ୟରେ ଟେବୁଲ କିପରି ସୃଷ୍ଟି କରିବା ? 4.ଡାଟା ବେସ ସୃଷ୍ଟି ପାଇଁ ଯୋଜନା କଣ ରହିଛି ? 5.ମୁଖ୍ୟ ଡାଟାବେସର ବିଭାଗ ଗୁଡିକ କେତୋଟି  ନାମ ଲେଖ  l ଟେବୁଲ ଡାଟା ଭ୍ୟୁ ସଂଳାପ ବ୍ୟବହାର କରି ଡାଟା ପ୍ରବେଶ କିମ୍ବା ଅପସାରଣ 1.ଟେବୁଲରେ କିପରି ଡାଟା ପ୍ରବେଶ କରାଯାଏ ? 2.ଟେବୁଲ ଖୋଜିବା ଓ ଫିଲ୍ଟର କରିବା ପାଇଁ ପଦକ୍ଷେପ ଗୁଡିକ କଣ  ? ଫର୍ମ Wizard ବ୍ୟବହାର କରି ଏକ ସରଳ ଫର୍ମର ସୃଷ୍ଟି 1.ଫର୍ମ ରେକର୍ଡ ଗୁଡ଼ିକ ସମ୍ପାଦନ ଓ ବିଲୋପ କରିବାକୁ ପଦକ୍ଷେପ ଗୁଡ଼ିକ ଲେଖ l 2.ଫର୍ମରେ ତାରିଖ ଫିଲ୍ଟରେ କ୍ୟାଲେଣ୍ଡର ଯୋଡିବା କିପରି ସୋପାନ ଅନୁଯାୟୀ ଲେଖ l 3.ଫର୍ମ ଗୁଡ଼ିକ ଡାଟା ପ୍ରବେଶରେ ସହଜ ଉପାୟ ଗୁଡ଼ିକ ଲେଖ l 4. ୱିଜାର୍ଡରୁ ଏକ ପ୍ରଶ୍ନ ସୃଷ୍ଟି କରିବାକୁ କଣ ପଦକ୍ଷେପ ନିଆଯାଏ ଲେଖ l 5.ଜିଜ୍ଞାସାର ସୃଷ୍ଟି କଣ ? 6.ୱିଜାର୍ଡ ବ୍ୟବହାର କରି ଜିଜ୍ଞାସା ସୃଷ୍ଟିର ପଦକ୍ଷେପ ଗୁଡ଼ିକ କଣ  ? *ୱିଜାର୍ଡ ବ୍ୟବହାର କରିଥିବା ରିପୋର୍ଟ ଗୁଡ଼ିକର ସୃଷ୍ଟି** 1.ରିପୋର୍ଟ ଗୁଡିକ କିପରି ସୃଷ୍ଟି ହୋଇଥାଏ ? 2. ରିପୋର୍ଟ ଜେନେରେସନ କଣ ? 3.ଡିଜାଇନ ଦୃଶ୍ୟରେ ରିପୋର୍ଟ ସୃଷ୍ଟି ପାଇଁ ପଦକ୍ଷେପ ଗୁଡ଼ିକ ଲେଖ l

NEW OMR( MCQS) TLH (HIndi) Practice test...pdf6.98 MB

ALL_OMR_MCQS_Question_TLS_Sanskrit_2024_2017_With_Answer.pdf8.97 MB

ହିନ୍ଦୀ କିପରି ଲେଖିବା ହିନ୍ଦୀର OBJECTIVE ( MCQ) ରେ 50 ମାର୍କ ଅଛି l ଗଦ୍ୟର ପାଞ୍ଚଟି ଅଧ୍ୟାୟ ଅଛି l ସେଥିରୁ OMR ରେ 15 ମାର୍କ ଆସିବ l *ଗଦ୍ୟ* 1.ମଧୁର ଭାଷଣ 2.ବୋଧ 3.ଦେଶପ୍ରେମୀ ସନ୍ୟାସୀ 4.ଗିଲ୍ଲୁ 5.ଜନ୍ମଭୂମି 1×15=15 ପଦ୍ୟ ବିଭାଗରେ ଛଅଟି ଅଧ୍ୟାୟ ଅଛି l ସେଥିରୁ OMR ରେ 10 ମାର୍କ ଆସିବ l ପଦ୍ୟ 1.ଅନମୋଳ ବାଣୀ 2.ମନୁଷ୍ୟତା 3.ଏକ ତିନିକା 4.ଚାନ୍ଦ କା ଝିଙ୍ଗୋଲା 5.ନୀଡକା ନିର୍ମାଣ ଫିର ଫିର 6.କାଟେ କମ ସେ କମ ମତ ବୋଓ 1 × 10=10 ବ୍ୟାକରଣ ବିଭାଗରୁ 25 ମାର୍କ OMR ରେ ଆସିବ l 1× 25=25 Subjective ପ୍ରଶ୍ନ ମଧ୍ୟ 50 ଆସିବ l 2 ଟି prose ବିଭାଗରୁ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପ୍ରତି ପ୍ରଶ୍ନ 5 ମାର୍କ ବିଶିଷ୍ଟ ଆସିବ l 5×2=10 2 ଟି poem ବିଭାଗରୁ ଦୀର୍ଘଉତ୍ତରମୂଳକ ପ୍ରଶ୍ନ ପ୍ରତି ପ୍ରଶ୍ନ 5 ମାର୍କ ବିଶିଷ୍ଟ ଅଟେ l 5×2=10 ** ଅନୁଚ୍ଛେଦ ଗୋଟିଏ ପରୀକ୍ଷାରେ ଆସିବ l ସେଥିରେ 5 ଟି ପ୍ରଶ୍ନ ଆସିବ ଆଉ ପ୍ରତି ପ୍ରଶ୍ନ  2 ମାର୍କ ବିଶିଷ୍ଟ ଅଟେ l 2 ×5 =10 ଓଡ଼ିଆରୁ ହିନ୍ଦୀ ଅନୁବାଦ କରିବାକୁ ପ୍ରଶ୍ନ ଆସିବ l ତାହା 10 ମାର୍କ ବିଶିଷ୍ଟ ଅଟେ l 2 × 5 =10 ବ୍ୟାକରଣ ବିଭାଗରେ 2 ମାର୍କ ବିଶିଷ୍ଟ 5 ଟି ପ୍ରଶ୍ନ ଆସିବ l ତାହା ମୋଟ 10 ମାର୍କ ବିଶିଷ୍ଟ ଅଟେ l 2 × 5 =10 ବ୍ୟାକରଣ :- 1.ସଂଜ୍ଞା :- ଲିଙ୍ଗ ଓ ବଚନ 2.କାରକ ଓ ଉପାସର୍ଗ 3.ସର୍ବନାମ 4.ବିଶେଷଣ 5.ଅବ୍ୟୟ 6.କ୍ରିୟାର କାଳ 7.ପ୍ରେରଣାର୍ଥକ କ୍ରିୟା 8.ସରଳ ଓ ସଂଯୁକ୍ତ କ୍ରିୟା 9.ଵିଲୋମ ( ବିପରୀତ ଶବ୍ଦ ) 10.ପର୍ଯ୍ୟାୟବାଚୀ ଶବ୍ଦ ( ପ୍ରତିଶବ୍ଦ) 11.ଉପସର୍ଗ ଓ ପ୍ରତ୍ୟୟ 12.ଅପଠିତ ଅନୁଚ୍ଛେଦ

Sabu diajiba wait

Unit-4-IT (1).pdf20.72 MB

Class X IT Note.pdf36.11 MB

5_6210724277126174463.pdf1.03 KB

5_6210724277126174457_250303_223438.pdf7.03 KB