10th Class Study
Open in Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Show more3 841
Subscribers
No data24 hours
-127 days
-7030 days
Posts Archive
3 841
AHSC 2024 class X ପରୀକ୍ଷା ଦେଇଥିବା ଯେଉଁ ଛାତ୍ର ଛାତ୍ରୀଙ୍କ ନାମ, ବାପା ମାଆ ନାମ, ଜନ୍ମ ତାରିଖ କିଛି
ଭୁଲ ଥିଲେ ସ୍କୁଲ ର ପ୍ରଧାନ ଶିକ୍ଷକ ସହଯୋଗାଯୋଗ କର I ସ୍କୁଲ ସାର ମାନେ ବୋର୍ଡ଼ ଅଫିସ କୁ ଯାଇ ସଂଶୋଧନ କରିବେ l ଥରେ result ବାହାରିଲା ପରେ ଆଉ କିଛି ସଂଶୋଧନ ହୋଇପାରିବ ନାହିଁ ଯାହା ତୁମକୁ +2 ନାମ ଲେଖା କିମ୍ବା ଭବିଷ୍ୟତ ରେ ଅସୁବିଧା ସମ୍ମୁଖୀନ ହେବାକୁ ପଡିପାରେ l
04 Apr 2024, 01:53
3 841
ପ୍ରିୟ ର ଛାତ୍ରଛାତ୍ରୀ ମାନେ ଆମେ ଗ୍ରୁପ ରେ ଓଡିଶା ର ବିଭିନ୍ନ କୋଣ ଅନୁକୋଣ ରୁ ଶିକ୍ଷକ ମାନେ ପ୍ରସ୍ତୁତ କରିଥିବା ଗୋଟିଏ ବିଷୟ ର ବିଭିନ୍ନ PDF ଗ୍ରୁପ ରେ ସେଣ୍ଡ କରୁଛୁ ଆଉ ଆଶା କରୁଛୁ ଏହା ତୁମ ମାନଙ୍କ ଅଭ୍ୟାସ ରେ ନିଶ୍ଚୟ କିଛି ସାହାଯ୍ୟ କରିବ l
ଯଦି କୌଣସି ବିଷୟରେ କିଛି ସନ୍ଦେହ ଥାଏ ନିଶ୍ଚୟ ଗ୍ରୁପ ରେ ମେସେଜ କରିବ l
ଆଉ ୱାଟ୍ସପ ରେ ଏହି ଟେଲିଗ୍ରାମ ରୁ pdf ଡାଉନଲୋଡ କରି forward କରି ନେଇ ଗୋଟିଏ ଗ୍ରୁପ କରି ରଖ ଫଳରେ ତୁମକୁ ବାରମ୍ବାର file କୁ telegram ରେ download କରିବାକୁ ପଡିବ ନାହିଁ l
03 Apr 2024, 08:56
3 841
Contact This Number For More Information - 7735296509
01 Apr 2024, 23:55
02 Apr 2024, ~00:20
3 841
Kia +2 1st Year Science ra Summer Class karibaku Chahuncha
01 Apr 2024, 23:53
02 Apr 2024, ~00:20
3 841
ଦଶମ ଶ୍ରେଣୀର ସମସ୍ତ ପ୍ରକାର ସାମାଜିକ ବିଜ୍ଞାନ ( ଇତିହାସ ଓ ଭୂଗୋଳ)
( SSH & SSG) ର 📚 PDF ଉପରେ ଦିଆଗଲା 👆👆👆
01 Apr 2024, 14:48
