en
Feedback

Don't get caught by a cheater! Telemetrio finds and tags such channels 👉 If you want to see the tag, subscribe

10th Class Study

10th Class Study

Open in Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

Show more
3 841
Subscribers
No data24 hours
-127 days
-7030 days
Posts Archive
🔴ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ; ପାସ୍‌ହାର ୯୬.୦୭%🔴 ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଚଳିତଥର ପାସ୍‌ହାର ୯୬.୦୭% ରହିଛି। ସେହିପରି ଛାତ୍ରଙ୍କ ପାସ୍‌ହାର ୯୫.୩୯ %ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୩.୭୩ %ରହିଛି। ସାଢ଼େ ୧୧ଟାରେ ପରୀକ୍ଷାର୍ଥୀମାନେ ଅନଲାଇନରେ ଦେଖିପାରିବେ ରେଜଲ୍ଟ। ୱେବସାଇଟ www.bscodisha.ac.inରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ। ଏଥିପାଇଁ OR10 ସ୍ପେଶ୍ ROLL NUMBER ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ।
26 May 2024, 01:21

Good Evening All the best for tomorrow result Lord Jagannath Bless you and go ahead for your bright future thank you so much
25 May 2024, 10:04

Good Evening All all the best for tomorrow exam result Lord Jagannath Bless you and go ahead for your bright future thank you so much
25 May 2024, 10:03
25 May 2024, ~10:13

📌ମେ ୨୬ରେ ପ୍ରକାଶ ପାଇବ ମେଟ୍ରିକ ପରୀକ୍ଷା ଫଳ । ଅପରାହ୍ନରେ ପିଲାଙ୍କୁ ମିଳିଯିବ ଡିଜିଟାଲ ସାର୍ଟିଫିକେଟ୍📌 ମେ ୨୬ରେ ପ୍ରକାଶ ପାଇବ ମେଟ୍ରିକ ପରୀକ୍ଷା ଫଳ । ୨୬ ତାରିଖ ସକାଳ ୧୦ଟା ୩୦ ମିନିଟରେ ପ୍ରକାଶ ପାଇବ ରେଜଲ୍ଟ । ୧୧ଟା ୩୦ରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଉବଲବ୍ଧ ହେବ । ୧୨ଟା ୩୦ରେ ଟାବୁଲେସନ୍ ରେଜିଷ୍ଟର ଉପଲବ୍ଧ ହେବ । ସେହିଦିନ ଅପରାହ୍ନ ୪ଟା ସମୟରେ ପିଲାଙ୍କୁ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ୍ ମିଳିଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଅନଲାଇନରୁ ଡାଉନଲୋଡ କରିପାରିବେ । (website: bseodisha.nic.in.)ମେଟ୍ରିକ ରେଜଲ୍ଟ ହ୍ୱାଟ୍ସଆପରେ ମଧ୍ୟ ଉପଲବ୍ଧ ହେବ । OR10<>RollNo<> 5676750 ଟାଇପ କରି ଏହାକୁ ଏସଏମଏସ୍ କଲେ ପିଲାମାନେ ରେଜଲ୍ଟ ଜାଣିପାରିବେ । ଇଣ୍ଟରନେଟ୍ ସୁବିଧା ପାଇପାରୁନଥିବା ଅଞ୍ଚଳ ଗୁଡିକ ପାଇଁ ଏହି ସୁବିଧା କରାଯାଇଛି
24 May 2024, 13:11

https://forms.gle/1C5LNVMwv5Hk5Vzn6 ଓଡ଼ିଆ online ପରୀକ୍ଷା ଦିଅ l
23 May 2024, 04:39

photo content
+4
23 May 2024, 04:39

photo content
+9
23 May 2024, 04:39

SCL CHAPTER - 04.pdf
23 May 2024, 04:39

SCL CHAPTER - 03-(X).pdf
23 May 2024, 04:39

SCL CHAPTER - 02-(X).pdf
23 May 2024, 04:39

SCL CHAPTER - 01-(X).pdf
23 May 2024, 04:39

+1
ଶ୍ୱସନ long question .pdf
23 May 2024, 04:39

photo content
+4
23 May 2024, 04:39

photo content
+9
23 May 2024, 04:39

ବିଜ୍ଞାନ online ପରୀକ୍ଷା ଦିଅ l
23 May 2024, 04:39

23 May 2024, 04:39

SCL CHAPTER - 04.pdf9.41 MB
23 May 2024, 04:39

https://forms.gle/1C5LNVMwv5Hk5Vzn6 ଓଡ଼ିଆ online ପରୀକ୍ଷା ଦିଅ l
22 May 2024, 06:54

photo content
+7
20 May 2024, 04:56

+3
ରେଚନ ଦଶମ ଶ୍ରେଣୀ PPT
20 May 2024, 04:55