MOBILE LEARNING
Open in Telegram
Mobile Learning YouTube Channel Link- https://youtube.com/@M_Learning Mobile Learning Provide Daily Current Affairs Updates, Govt Scheme,All PDF And Latest Govt Job Update You Can Contact Us Via Our Help Desk- @mobilelearnings_helpdesk
Show more924
Subscribers
No data24 hours
-107 days
-1530 days
Posts Archive
ଆଜିକୁ ବର୍ଷେ ତଳେ ଯେତେବେଳେ ଆମେ ORV କଥା କହୁ ଥୀଲୁ ସେତେବେଳେ ଆମେ ଭୁଲ ଥିଲୁ କିନ୍ତୁ ଆଜି ORV ରେ Pittioner ରହିବା ପାଇଁ ଆମକୁ ଯୋଗାଯୋଗ କରନ୍ତୁ ବୋଲି କଥା ଉଠୁଛି।।
ଯେତେବେଳେ ନିଯୁକ୍ତି ହେଇ ନଥିଲା ସେତେବେଳେ ଏ କଥା କୁ ବୁଝିଲେ ନାହିଁ ଆଉ ଏବେ କଣ ହେବ ।
କାଠ ପୋଡ଼ି ଗଲା ପରେ ଅଙ୍ଗାର ହେଇ ଯାଏ କଣ ଅଙ୍ଗାର କୁ ଆଉ ଥରେ କାଠ କରି ହେବ କି ?
SSD SEVAK SEVIKA PRELIMINARY RESULTS CUT OFF MARKS PROVIDED BY OSSSC NOT LIKE JTS SCAM BY OSEPA👍
ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ପାଇଁ ଆମ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ପ୍ରିମାଟ୍ରିକ ସ୍କଲାରସିପ୍ ୧୦,୫୦୦ ଟଙ୍କା ମିଳୁଥିବା ବେଳେ ଏବେ ୧୬,୦୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ଅନ୍ୱେଷା ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ୧୭ ହଜାର ଟଙ୍କା ଓ ପୋଷ୍ଟ ମାଟ୍ରିକ ସ୍କଲାରସିପ୍ରେ ଛାତ୍ରମାନଙ୍କୁ ୧୬ ହଜାର ଟଙ୍କା ଏବଂ ଛାତ୍ରୀମାନଙ୍କୁ ୧୭ ହଜାର ଟଙ୍କା ପ୍ରଦାନ କରାଯିବ ।
ଥରେ ଏ Cutoff ମାର୍କ କୁ ଦେଖନ୍ତୁ ଯେଉଁଠାରେ GEN Cutoff And Gen(W) Cutoff Same କାରଣ Total GEN Seat ଭିତରେ ଯେତିକି Women Select ହେଇଛନ୍ତି ସେତିକି ରେ Women Reservation Fulfilled ହେଲା ସେଥିପାଇଁ ଆଉ Cutoff କମିଲା ନାହିଁ ।
ଠିକ୍ ସେମିତି SEBC ଆଉ SEBC(W) ରେ ମଧ୍ୟ ସମାନ ରହିଛି।
କିନ୍ତୁ ST Catagory କ୍ଷେତ୍ର ରେ ଯେତିକି Cutoff ଯାଇଛି ସେତିକି ରେ Women Reservation Fulfilled ହେଲାନାହିଁ ତେଣୁ ସେଠାରେ Cutoff କମ ଯାଇଛି।
ଏ ସବୁ କଥା ଆମର ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ମାନେ ଠିକ୍ ଭବେ ଜାଣି ମଧ୍ୟ ମୂର୍ଖ ପରି କଥା ହୁଅନ୍ତି।
କାରଣ ନିଜକୁ ପଡ଼ିଲେ ପ୍ରମାଦ ଗୁରୁ ବ୍ରାହ୍ମଣ ଶୀର ଛେଦ।
Early rise, endless drive. #MorningMomentum
📉Lower GST to ease taxes & empower MSMEs
💰₹2.5 lakh cr savings via GST relief & I-T exemptions
📲UPI fuels 377% growth in digital gold in 16 months
🚢 ₹4,500 cr Lothal project to revive maritime heritage & tourism
📌Ports of Ancient India
📍Gujarat - Lothal Port; Bharuch Port
📍Kerala - Muziris Port; Calicut Port
📍Tamil Nadu - Poompuhar Port; Tuticorin Port; Nirppeyarru; Tondi Port; Korkai Port; Pulicat Port
📍Puducherry - Arikamedu Port
📍Mumbai - Sopara Port
📍Andhra Pradesh - Motupalli; Machilipatnam
📍West Bengal - Tamralipti
SOTET ADMIT CARD 2025
https://onlineapp.bseodisha.ac.in/otetadmit2025/AdmitcardDefault.aspx
Ea pilati bodhe au kichi khaini Khali post khaiba.resign deiki apply kare dekhibu kemti opadajae dhana.immature statement of a wrongly selected due to normalisation plays a big role as per ex - officer of OSEPA
🔰First Chief Minister Of States
➖➖➖➖➖➖➖➖➖➖➖➖
🌺First Chief Minister of Andhra Pradesh
🌼Neelam Sanjiva Reddy
🌺First Chief Minister of Arunachal Pradesh
🌼Prem Khandu Thungan
🌺First Chief Minister of Assam
🌼Gopinath Bordoloi
🌺First Chief Minister of Bihar
🌼Sri Krishna Singh
🌺First Chief Minister of Chhattisgarh
🌼Ajit Jogi
🌺First Chief Minister of Goa (UT)
🌼Dayanand Bandodkar
🌺First Chief Minister of Goa (State)
🌼Pratapsingh Rane
🌺First Chief Minister of Gujarat
🌼Jivraj Narayan Mehta
🌺First Chief Minister of Haryana
🌼Bhagwat Dayal Sharma
🌺First Chief Minister of Himachal Pradesh
🌼Yashwant Singh Parmar
🌺First Chief Minister of Jammu and Kashmir
🌼Ghulam Mohammed Sadiq
🌺First Chief Minister of Jharkhand
🌼Babulal Marandi
🌺First Chief Minister of Karnataka
🌼K. Chengalaraya Reddy
🌺First Chief Minister of Kerala
🌼E. M. S. Namboodiripad
🌺First Chief Minister of Madhya Pradesh
🌼Ravishankar Shukla
🌺First Chief Minister of Maharashtra
🌼Yashwantrao Chavan
🌺First Chief Minister of Manipur
🌼Mairembam Koireng Singh
🌺First Chief Minister of Meghalaya
🌼Williamson A. Sangma
🌺First Chief Minister of Mizoram
🌼Ch. Chhunga
🌺First Chief Minister of Nagaland
🌼P. Shilu Ao
🌺First Chief Minister of Delhi
🌼Chaudhary Brahm Prakash
🌺First Chief Minister of Odisha
🌼Harekrushna Mahatab
🌺First Chief Minister of Puducherry
🌼Edouard Goubert
🌺First Chief Minister of Punjab
🌼Gopi Chand Bhargava
🌺First Chief Minister of Rajasthan
🌼Heera Lal Shastri
🌺First Chief Minister of Sikkim
🌼Kazi Lhendup Dorjee
🌺First Chief Minister of Tamil Nadu
🌼C. N. Annadurai
🌺First Chief Minister of Telangana
🌼K. Chandrasekhar Rao
🌺First Chief Minister of Tripura
🌼Sachindra Lal Singh
🌺First Chief Minister of Uttar Pradesh
🌼Govind Ballabh Pant
🌺First Chief Minister of Uttarakhand
🌼Nityanand Swami
🌺First Chief Minister of West Bengal
🌼Prafulla Chandra Ghosh
➖➖➖➖➖➖➖➖➖➖➖➖
•┈┈••✦✿✦•♥️•✦✿✦••┈┈•
𝐉𝐨𝐢𝐧 @mobilelearnings
•┈┈••✦✿✦•♥️•✦✿✦••┈┈•
✅ ଆସନ୍ତା ୨୭ରେ OTET ପରୀକ୍ଷା
-ଦୁଇଟି ସିଟିଂରେ ହେବ OTET ପରୀକ୍ଷା
-ପ୍ରଥମ ସିଟିଂ- ସକାଳ ୯ଟାରୁ ସାଢ଼େ ୧୧ଟା
-ଦ୍ବିତୀୟ ସିଟିଂ- ଅପରାହ୍ଣ ୨ଟାରୁ ସାଢ଼େ ୪ଟା
-୧୭ ତାରିଖ ସୁଦ୍ଧା ଆଡମିଟ୍ କାର୍ଡ ଡାଉନ୍ଲୋଡ କରିପାରିବେ
-ୱେବ୍ସାଇଟ୍- bseodisha.ac.in
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର |
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ||
ପବିତ୍ର ଗୁରୁ ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଏବଂ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ||
#HappyTeachersDay
#ଗୁରୁଦିବସ
