CAREER STUDY CLASSES 📘📚📝
Open in Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Show more674
Subscribers
-124 hours
-77 days
-4130 days
Posts Archive
**ଆପଣ ମାନଙ୍କୁ ସବୁ କିଛି ସାହାଯ୍ୟ ପରେ ଆପଣ ମାନେ sopport କରୁନାହାନ୍ତି,,,,,,
ଆମକୁ କିପରି ଭାବରେ ଭଲ ଲାଗେ,,,
ତେଣୁ
ଆପଣ ମାନଙ୍କୁ ଏକ ଉପଦେଶ ଯେ ଆପଣ ମାନେ ତଳ 🖇️🔗 shere କରି ଆପଣ ମାନେ update notification ଜାଣିବା ସହ ସାଙ୍ଗ ମାନେ ଜାଣନ୍ତୁ।।।।**
✍️✍️✍️
Sopprted by 🗽🗽🗽
CARRER STUDY CLASSES TEAM
👇👇👇👇👇👇👇👇👇
https://t.me/carrerstudyclasses
https://t.me/carrerstudyclasses
ସୁଭଦ୍ରା Payment ଚେକ କରନ୍ତୁ
Check Here :- https://www.newslensodisha.com/2024/10/subhadra-yojana-how-to-check-for-status.html
**ଆପଣ ମାନଙ୍କୁ ସବୁ କିଛି ସାହାଯ୍ୟ ପରେ ଆପଣ ମାନେ sopport କରୁନାହାନ୍ତି,,,,,,
ଆମକୁ କିପରି ଭାବରେ ଭଲ ଲାଗେ,,,
ତେଣୁ
ଆପଣ ମାନଙ୍କୁ ଏକ ଉପଦେଶ ଯେ ଆପଣ ମାନେ ତଳ 🖇️🔗 shere କରି ଆପଣ ମାନେ update notification ଜାଣିବା ସହ ସାଙ୍ଗ ମାନେ ଜାଣନ୍ତୁ।।।।**
ଆମ team ଆଗକୁ ଆପଣଙ୍କୁ ବହୁତ କିଛି ଉପଯୋଗୀତା କରିବେ।।।
IT'S OUR ORGANIZATION MOTO
✍️✍️✍️
Sopprted by 🗽🗽🗽
CARRER STUDY CLASSES TEAM..
🙈🙈🙈🙈💐💐💐💐💐
💫💫🎉💫💫
👇👇👇👇👇👇👇👇👇
https://t.me/carrerstudyclasses
https://t.me/carrerstudyclasses
🟪 ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଦ୍ବିତୀୟ କିସ୍ତି ଟଙ୍କା
-ପ୍ରାୟ ୧ କୋଟି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଟଙ୍କା
-ଶେଷ ପର୍ଯ୍ୟାୟରେ ସାମିଲ ହିତାଧିକାରୀ ବି ପାଇବେ ଟଙ୍କା
-ସବୁ ହିତାଧିକାରୀ ୫ ହଜାର ଲେଖାଏଁ ଟଙ୍କା ପାଇବେ
-ପାଖାପାଖି ୫ ହଜାର କୋଟି ଟଙ୍କା ବଣ୍ଟନ କରିବେ ସରକାର
-ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ହେବ ଟଙ୍କା ବଣ୍ଟନ
10th AHSC Examination 2025 ମାର୍କ ହିସାବ କରିବେ କେମିତି ?
ବର୍ତ୍ତମାନ ଦଶମ ପରୀକ୍ଷା AHSC Examination 2025 ସରିଯାଇଛି ଆଉ କିଛି ପରୀକ୍ଷାର୍ଥୀଙ୍କ ପ୍ରଶ୍ନ ଥିଲା ବାର୍ଷିକ ପରୀକ୍ଷା ମୋଟ ମାର୍କ କେମିତି ହିସାବ କରାଯିବ l
ଏ ବର୍ଷ ପରୀକ୍ଷାରେ ଶିକ୍ଷା ବର୍ଷ 2024-25 ଆରମ୍ଭରୁ ସ୍ଥିର ହୋଇଥିଲା ଯେଉଁ ବାର୍ଷିକ ପରୀକ୍ଷା ହେବ ସେଥିରେ ବିଦ୍ୟାଳୟ ଦେବ 20% ମାର୍କ ଓ ବୋର୍ଡ଼ ଦେବ 80% ମାର୍କ l ମୋଟ ( 20% +80&=100%)
ଏହାକୁ ଭଲ ଭାବରେ ବୁଝିବା l
ବିଦ୍ୟାଳୟରେ ଯେଉଁ ପରୀକ୍ଷା ହେଲା ତାହାଙ୍କୁ ଭିତ୍ତି କରି ପ୍ରତି ବିଦ୍ୟାଳୟର ଶିକ୍ଷକମାନେ ପ୍ରତି ବିଷୟରେ ପୁରା ମାର୍କ 20 ଅଛି ସେହି ହିସାବରେ ସେମାନେ ମାର୍କ ଦେବେ l କହିବାକୁ ଗଲେ ଛଅଟି ବିଷୟକୁ 20×6=120 ମାର୍କ l ଏହି ମାର୍କ ବିଦ୍ୟାଳୟ ହାତରେ ଯାହା ମାଟ୍ରିକ ପରୀକ୍ଷା ପୂର୍ବରୁ ସବୁବେଳେ ବିଦ୍ୟାଳୟ ବୋର୍ଡ଼ ୱେବ୍ସାଇଟ ଲିଙ୍କରେ ମାର୍କ ଅପଲୋଡ଼ କରିଛନ୍ତି l
ଏଥିରେ ଅନେକ ଛାତ୍ରଛାତ୍ରୀ ପ୍ରଶ୍ନ କରିପାରନ୍ତି ଯଦି ବିଦ୍ୟାଳୟ 120 ମାର୍କ ରୁ ଛାତ୍ରଛାତ୍ରୀଙ୍କୁ ମାର୍କ ଦେଲେ ତେବେ ଆମେତ ମୋଟ ପ୍ରତି ବିଷୟରେ 100 ମାର୍କ ଦେଇଛୁ ତାହା କେମିତି ଗଣନା ହେବ l
ଆଉ ଯଦି ବିଦ୍ୟାଳୟର 120 କୁ ମିଶେଇଦେବା ତେବେ ମୋଟ ମାର୍କ
120+600=720 ହେବ, ଏଥିରେ କିପରି ନିଜ ମାର୍କ ହିସାବ କରିବୁ l
ସେଥିପାଇଁ ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଏହି ସନ୍ଦେହ ଦୂର ପାଇଁ ପ୍ରଚେଷ୍ଠା କରୁଛୁ l
ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତି ବିଷୟର 100 ମାର୍କ ପରୀକ୍ଷା ଦେଲେ ମଧ୍ୟ ସେଥିରୁ ଯେତେ ମାର୍କ ପାଇଥିବ ସେଥିରୁ 80% ହିସାବ ହେବ l
ଉଦାହରଣ :-
ଜଣେ ଛାତ୍ର/ ଛାତ୍ରୀ ଗଣିତରେ 100 ରୁ 90 ମାର୍କ ଆଉ ବିଦ୍ୟାଳୟରୁ 20 ରୁ 20 ମାର୍କ ପାଇଲା ସେ ମୋଟ କେତେ ମାର୍କ ପାଇବ ?
ତାହାର ସୂତ୍ର
ମୋଟ ପାଇଥିବା ମାର୍କ / 600 × 80%
ଏହା ସହା ବିଦ୍ୟାଳୟରୁ ପାଇଥିବା ମାର୍କ ମିଶିବ l
90/100 × 80% = 72
ପୁନଶ୍ଚ ବିଦ୍ୟାଳୟର 20 ମାର୍କ l
72+20=92 ମାର୍କ l
ବାସ ଏମିତି ହିସାବକର ନିଜେ କେତେ ମାର୍କ ପାଇବ ଜାଣିଯିବ l
ଆଉ ଗୋଟିଏ ଉଦାହରଣ ଦେବା :-
ମନେକର ଜଣେ ଛାତ୍ର/ଛାତ୍ରୀ ସାହିତ୍ୟରେ 95 ମାର୍କ ପାଇଲା ଆଉ ବିଦ୍ୟାଳୟରୁ ସିଏ 20 ରୁ 19 ମାର୍କ ପାଇଛି ସେ ସାହିତ୍ୟରେ କେତେ ପାଇବ l
95/100 × 80 % = 76
ପୁଣି ବିଦ୍ୟାଳୟରେ 19 ମାର୍କ l
ସେହି ଛାତ୍ରଛାତ୍ରୀଙ୍କ ମୋଟ ମାର୍କ
76+19=95 ମାର୍କ
⚪ସ୍ଥଗିତ ରହିଲା ଓଡ଼ିଶା ପୁଲିସର ‘ଗ୍ରୁପ୍- ବି’ ପଦବୀ ପରୀକ୍ଷା⚪
ଓଡ଼ିଶା ପୁଲିସର ଗ୍ରୁପ୍- ବି ପଦବୀ ପରୀକ୍ଷା ସ୍ଥଗିତ। ଆସନ୍ତା ୮ ଓ ୯ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। OPRB ଦ୍ବାରା ହେବାକୁ ଥିବା ଲିଖିତ ପରୀକ୍ଷା ଅନ୍ୟାଦେଶ ଯାଏଁ ସ୍ଥଗିତ ରଖଯାଇଛି।
