es
Feedback

¡No caigas en manos de tramposos! Telemetrio encuentra y marca estos canales 👉 Si quieres ver la etiqueta, suscríbete

CAREER STUDY CLASSES 📘📚📝

CAREER STUDY CLASSES 📘📚📝

Ir al canal en Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Mostrar más
645
Suscriptores
-324 horas
-47 días
-1730 días
Archivo de publicaciones
photo content
+7
09 mar 2025, 13:27
20 mar 2025, ~10:45

𝐂𝐇𝐀𝐌𝐏𝐈𝐎𝐍𝐒!!!! 🏆💙 𝗬𝗘𝗦!! 𝗜𝗡𝗗𝗜𝗔 𝗥𝗘𝗜𝗚𝗡 𝗦𝗨𝗣𝗥𝗘𝗠𝗘 𝗢𝗡𝗖𝗘 𝗔𝗚𝗔𝗜𝗡! 🇮🇳🔥 India Love You ❤️❤️ Win
𝐂𝐇𝐀𝐌𝐏𝐈𝐎𝐍𝐒!!!! 🏆💙 𝗬𝗘𝗦!! 𝗜𝗡𝗗𝗜𝗔 𝗥𝗘𝗜𝗚𝗡 𝗦𝗨𝗣𝗥𝗘𝗠𝗘 𝗢𝗡𝗖𝗘 𝗔𝗚𝗔𝗜𝗡! 🇮🇳🔥 India Love You ❤️❤️ Win ✌️✌️ Congratulations Our India 😍😍 Jai Hind 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
09 mar 2025, 13:24

**ଆପଣ ମାନଙ୍କୁ ସବୁ କିଛି ସାହାଯ୍ୟ ପରେ ଆପଣ ମାନେ sopport କରୁନାହାନ୍ତି,,,,,, ଆମକୁ କିପରି ଭାବରେ ଭଲ ଲାଗେ,,, ତେଣୁ ଆପଣ ମାନଙ୍କୁ ଏକ ଉପଦେଶ ଯେ ଆପଣ ମାନେ ତଳ 🖇️🔗 shere କରି ଆପଣ ମାନେ update notification ଜାଣିବା ସହ ସାଙ୍ଗ ମାନେ ଜାଣନ୍ତୁ।।।।** ✍️✍️✍️ Sopprted by 🗽🗽🗽 CARRER STUDY CLASSES TEAM 👇👇👇👇👇👇👇👇👇 https://t.me/carrerstudyclasses https://t.me/carrerstudyclasses
09 mar 2025, 01:33

photo content
09 mar 2025, 01:31

ସୁଭଦ୍ରା Payment ଚେକ କରନ୍ତୁ
09 mar 2025, 01:29

ସୁଭଦ୍ରା Payment ଚେକ କରନ୍ତୁ Check Here :- https://www.newslensodisha.com/2024/10/subhadra-yojana-how-to-check-for-status.html
ସୁଭଦ୍ରା Payment ଚେକ କରନ୍ତୁ Check Here :- https://www.newslensodisha.com/2024/10/subhadra-yojana-how-to-check-for-status.html
09 mar 2025, 01:29

**ଆପଣ ମାନଙ୍କୁ ସବୁ କିଛି ସାହାଯ୍ୟ ପରେ ଆପଣ ମାନେ sopport କରୁନାହାନ୍ତି,,,,,, ଆମକୁ କିପରି ଭାବରେ ଭଲ ଲାଗେ,,, ତେଣୁ ଆପଣ ମାନଙ୍କୁ ଏକ ଉପଦେଶ ଯେ ଆପଣ ମାନେ ତଳ 🖇️🔗 shere କରି ଆପଣ ମାନେ update notification ଜାଣିବା ସହ ସାଙ୍ଗ ମାନେ ଜାଣନ୍ତୁ।।।।** ଆମ team ଆଗକୁ ଆପଣଙ୍କୁ ବହୁତ କିଛି ଉପଯୋଗୀତା କରିବେ।।। IT'S OUR ORGANIZATION MOTO ✍️✍️✍️ Sopprted by 🗽🗽🗽 CARRER STUDY CLASSES TEAM.. 🙈🙈🙈🙈💐💐💐💐💐 💫💫🎉💫💫 👇👇👇👇👇👇👇👇👇 https://t.me/carrerstudyclasses https://t.me/carrerstudyclasses
08 mar 2025, 13:38

👆👆👆👆👆👆 PRACTICE NOW 🔜🔜🔜🔜✍️✍️🔗🔜🔜
08 mar 2025, 13:14

+5
5_6212824421644633963.pdf4.08 MB
08 mar 2025, 13:13

photo content
+4
08 mar 2025, 13:12
20 mar 2025, ~10:45

photo content
+3
08 mar 2025, 13:12
20 mar 2025, ~10:45

🟪 ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଦ୍ବିତୀୟ କିସ୍ତି ଟଙ୍କା -ପ୍ରାୟ ୧ କୋଟି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଟଙ୍କା -ଶେଷ ପର୍ଯ୍ୟାୟରେ ସାମିଲ ହିତାଧିକାରୀ ବି ପାଇବେ ଟଙ୍କା -ସବୁ ହିତାଧିକାରୀ ୫ ହଜାର ଲେଖାଏଁ ଟଙ୍କା ପାଇବେ -ପାଖାପାଖି ୫ ହଜାର କୋଟି ଟଙ୍କା ବଣ୍ଟନ କରିବେ ସରକାର -ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ହେବ ଟଙ୍କା ବଣ୍ଟନ
08 mar 2025, 04:08

OPSC IMPORTANT UPDATE
OPSC IMPORTANT UPDATE
07 mar 2025, 21:13
20 mar 2025, ~10:45

photo content
+3
07 mar 2025, 21:13
20 mar 2025, ~10:45

CPET PG ENTRANCE 2025
CPET PG ENTRANCE 2025
07 mar 2025, 21:13

10th AHSC Examination 2025 ମାର୍କ ହିସାବ କରିବେ କେମିତି  ? ବର୍ତ୍ତମାନ ଦଶମ ପରୀକ୍ଷା AHSC Examination 2025 ସରିଯାଇଛି ଆଉ କିଛି ପରୀକ୍ଷାର୍ଥୀଙ୍କ ପ୍ରଶ୍ନ ଥିଲା ବାର୍ଷିକ ପରୀକ୍ଷା ମୋଟ ମାର୍କ କେମିତି ହିସାବ କରାଯିବ l ଏ ବର୍ଷ ପରୀକ୍ଷାରେ ଶିକ୍ଷା ବର୍ଷ 2024-25 ଆରମ୍ଭରୁ ସ୍ଥିର ହୋଇଥିଲା ଯେଉଁ ବାର୍ଷିକ ପରୀକ୍ଷା ହେବ ସେଥିରେ ବିଦ୍ୟାଳୟ ଦେବ 20% ମାର୍କ ଓ ବୋର୍ଡ଼ ଦେବ 80% ମାର୍କ l ମୋଟ ( 20% +80&=100%) ଏହାକୁ ଭଲ ଭାବରେ ବୁଝିବା l ବିଦ୍ୟାଳୟରେ ଯେଉଁ ପରୀକ୍ଷା ହେଲା ତାହାଙ୍କୁ ଭିତ୍ତି କରି ପ୍ରତି ବିଦ୍ୟାଳୟର ଶିକ୍ଷକମାନେ ପ୍ରତି ବିଷୟରେ  ପୁରା ମାର୍କ 20 ଅଛି ସେହି ହିସାବରେ ସେମାନେ ମାର୍କ ଦେବେ l କହିବାକୁ ଗଲେ ଛଅଟି ବିଷୟକୁ 20×6=120 ମାର୍କ l ଏହି ମାର୍କ ବିଦ୍ୟାଳୟ ହାତରେ ଯାହା ମାଟ୍ରିକ ପରୀକ୍ଷା ପୂର୍ବରୁ ସବୁବେଳେ ବିଦ୍ୟାଳୟ ବୋର୍ଡ଼ ୱେବ୍ସାଇଟ ଲିଙ୍କରେ ମାର୍କ ଅପଲୋଡ଼ କରିଛନ୍ତି l ଏଥିରେ ଅନେକ ଛାତ୍ରଛାତ୍ରୀ ପ୍ରଶ୍ନ କରିପାରନ୍ତି ଯଦି ବିଦ୍ୟାଳୟ 120 ମାର୍କ ରୁ ଛାତ୍ରଛାତ୍ରୀଙ୍କୁ ମାର୍କ ଦେଲେ ତେବେ ଆମେତ ମୋଟ ପ୍ରତି ବିଷୟରେ 100 ମାର୍କ ଦେଇଛୁ ତାହା କେମିତି ଗଣନା ହେବ l ଆଉ ଯଦି ବିଦ୍ୟାଳୟର 120 କୁ ମିଶେଇଦେବା ତେବେ ମୋଟ ମାର୍କ 120+600=720 ହେବ, ଏଥିରେ କିପରି ନିଜ ମାର୍କ ହିସାବ କରିବୁ l ସେଥିପାଇଁ ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଏହି ସନ୍ଦେହ ଦୂର ପାଇଁ ପ୍ରଚେଷ୍ଠା କରୁଛୁ l ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତି ବିଷୟର 100 ମାର୍କ ପରୀକ୍ଷା ଦେଲେ ମଧ୍ୟ ସେଥିରୁ ଯେତେ ମାର୍କ ପାଇଥିବ ସେଥିରୁ 80% ହିସାବ ହେବ l ଉଦାହରଣ :- ଜଣେ ଛାତ୍ର/ ଛାତ୍ରୀ ଗଣିତରେ 100 ରୁ 90 ମାର୍କ ଆଉ ବିଦ୍ୟାଳୟରୁ 20 ରୁ 20 ମାର୍କ ପାଇଲା ସେ ମୋଟ କେତେ ମାର୍କ ପାଇବ ? ତାହାର ସୂତ୍ର ମୋଟ ପାଇଥିବା ମାର୍କ / 600 × 80%  ଏହା ସହା ବିଦ୍ୟାଳୟରୁ ପାଇଥିବା ମାର୍କ ମିଶିବ l 90/100 × 80%  = 72 ପୁନଶ୍ଚ ବିଦ୍ୟାଳୟର 20 ମାର୍କ  l 72+20=92 ମାର୍କ l ବାସ ଏମିତି ହିସାବକର ନିଜେ କେତେ ମାର୍କ ପାଇବ ଜାଣିଯିବ l ଆଉ ଗୋଟିଏ ଉଦାହରଣ ଦେବା :- ମନେକର ଜଣେ ଛାତ୍ର/ଛାତ୍ରୀ ସାହିତ୍ୟରେ 95 ମାର୍କ ପାଇଲା ଆଉ ବିଦ୍ୟାଳୟରୁ ସିଏ 20 ରୁ 19 ମାର୍କ ପାଇଛି ସେ ସାହିତ୍ୟରେ କେତେ ପାଇବ l 95/100  ×  80 % = 76 ପୁଣି ବିଦ୍ୟାଳୟରେ  19 ମାର୍କ l ସେହି ଛାତ୍ରଛାତ୍ରୀଙ୍କ ମୋଟ ମାର୍କ 76+19=95 ମାର୍କ
07 mar 2025, 21:12