en
Feedback

Don't get caught by a cheater! Telemetrio finds and tags such channels 👉 If you want to see the tag, subscribe 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

Open in Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Show more
670
Subscribers
No data24 hours
-37 days
-3830 days
Posts Archive
UGC NET RESULT UPDATE
UGC NET RESULT UPDATE

✨✨✨✨✨✨✨✨✨✨✨✨✨
✨✨✨✨✨✨✨✨✨✨✨✨✨

ଆଇନ୍ ଅନ୍ଧ ନୁହେଁ।
ଆଇନ୍ ଅନ୍ଧ ନୁହେଁ।

My dear students & our family faculties and education supporter 💐💐💐💐💐💐💐 Good afternoon 🌞🌞 🦚🦚🦚🦚🦚🦚🦚🦚

ବ୍ରଜବନ୍ଧୁ ମେଧାବୃତ୍ତି ୨୦୨୪
ବ୍ରଜବନ୍ଧୁ ମେଧାବୃତ୍ତି ୨୦୨୪

😱😱😱😱😱😱😱😱😱
😱😱😱😱😱😱😱😱😱

🔴ଯୁକ୍ତ ଦୁଇ ପାଠପଢା ପ୍ରତି କମୁଛି ପିଲାଙ୍କ ଆଗ୍ରହ, ଖାଲି ପଡ଼ିଛି ୧ ଲକ୍ଷରୁ ଊର୍ଦ୍ଧ୍ବ ସିଟ୍‌🔴 ଆରମ୍ଭ ହୋଇ ସାରିଲାଣି ଯୁକ୍ତ ଦୁଇ ପାଠପଢ଼ା। ହେଲେ ପୂରଣ ହୋଇପାରୁନି ସିଟ୍। ଏଯାଏ ଖାଲି ପଡ଼ିଛି ୧ ଲକ୍ଷ ୩୩ ହଜାର ସିଟ୍। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ। ପ୍ରତିବର୍ଷ ରାଜ୍ୟରେ ଯୁକ୍ତ ଦୁଇ କଲେଜ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆସନ ପୂରଣ ନହେବା ଏବେ ଚିନ୍ତାର ବିଷୟ ହୋଇଛି । ସାମ୍ସରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୨ ହଜାର ୩୭୭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏଥିରେ ମୋଟ୍ ୫ ଲକ୍ଷ ୫୯ ହଜାର ୬୪୫ ଆସନ ରହିଛି। ସେଥିମଧ୍ୟରୁ ଏପର୍ଯ୍ୟନ୍ତ ଯୁକ୍ତ ଦୁଇରେ ନାମ ଲେଖାଇଛନ୍ତି ୪ ଲକ୍ଷ ୨୬ ହଜାର ୫୬ ଛାତ୍ରଛାତ୍ରୀ। ଖାଲି ପଡ଼ିଛି ୧ ଲକ୍ଷ ୩୩ ହଜାର ୪୮୯ ସିଟ୍। କଳାରେ ୪୪ ହଜାର ୧୪୪, ବିଜ୍ଞାନରେ ୬୫ ହଜାର ୭୧୯, ବାଣିଜ୍ୟରେ ୧୫ ହଜାର ୫୪୮, ସଂସ୍କୃତରେ ୩ ହଜାର ୫୦୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪ ହଜାର ୫୭୭ ସିଟ ଖାଲି ପଡ଼ିଛି। ଅନେକ ପିଲା ଦଶମ ପରେ ପାଠ ଛାଡ଼ି ଡ୍ରପଆଉଟ ଆଡ଼କୁ ମୁହାଁଉଛନ୍ତି। ତେଣୁ ସେମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାରେ ପ୍ରଶାସନିକ ଉଦାସିନତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

All students should be supported by me 1k complete now One gift 🎁🎁 & sopprt about/ always available with you 🦚🦚🦚🦚🦚🦚🦚🦚 Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://t.me/carrerstudyclasses Share ur friends nku 💐💐💐💐💐💐 Admission 🎟️🎟️ now new students 😄

My dear students & my sopprter good evening 🌆🌌🌆🌆🌆🌆🌌

🌉 ମୂଖ୍ୟମନ୍ତ୍ରୀ ଛାତ୍ର ପ୍ରୋତ୍ସାହନ ଯୋଜନା ୨୦୨୪ 🌸 E MEDHABRUTI (ଉପରେ ସୂଚନା ଅଛି) 🌸 VYASAKABI FAKIRMOHAN BHASABRUTI 🌸 GOPABANDHU SIKHYA SAHAYA YOJANA

କେଉଁ SCHOLARSHIP ରେ କେତେ ଟଙ୍କା ମିଳେ?
କେଉଁ SCHOLARSHIP ରେ କେତେ ଟଙ୍କା ମିଳେ?

E MEDHABRUTI RENEWAL UPDATE
E MEDHABRUTI RENEWAL UPDATE

Some job provide for CAREER level students pai 💐💐💐💐💐💐💐💐