CAREER STUDY CLASSES 📘📚📝
الذهاب إلى القناة على Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
إظهار المزيد670
المشتركون
لا توجد بيانات24 ساعات
-37 أيام
-3830 أيام
أرشيف المشاركات
My dear students & our family faculties and education supporter
💐💐💐💐💐💐💐
Good afternoon 🌞🌞
🦚🦚🦚🦚🦚🦚🦚🦚
🔴ଯୁକ୍ତ ଦୁଇ ପାଠପଢା ପ୍ରତି କମୁଛି ପିଲାଙ୍କ ଆଗ୍ରହ, ଖାଲି ପଡ଼ିଛି ୧ ଲକ୍ଷରୁ ଊର୍ଦ୍ଧ୍ବ ସିଟ୍🔴
ଆରମ୍ଭ ହୋଇ ସାରିଲାଣି ଯୁକ୍ତ ଦୁଇ ପାଠପଢ଼ା। ହେଲେ ପୂରଣ ହୋଇପାରୁନି ସିଟ୍। ଏଯାଏ ଖାଲି ପଡ଼ିଛି ୧ ଲକ୍ଷ ୩୩ ହଜାର ସିଟ୍। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ। ପ୍ରତିବର୍ଷ ରାଜ୍ୟରେ ଯୁକ୍ତ ଦୁଇ କଲେଜ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆସନ ପୂରଣ ନହେବା ଏବେ ଚିନ୍ତାର ବିଷୟ ହୋଇଛି । ସାମ୍ସରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୨ ହଜାର ୩୭୭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏଥିରେ ମୋଟ୍ ୫ ଲକ୍ଷ ୫୯ ହଜାର ୬୪୫ ଆସନ ରହିଛି। ସେଥିମଧ୍ୟରୁ ଏପର୍ଯ୍ୟନ୍ତ ଯୁକ୍ତ ଦୁଇରେ ନାମ ଲେଖାଇଛନ୍ତି ୪ ଲକ୍ଷ ୨୬ ହଜାର ୫୬ ଛାତ୍ରଛାତ୍ରୀ। ଖାଲି ପଡ଼ିଛି ୧ ଲକ୍ଷ ୩୩ ହଜାର ୪୮୯ ସିଟ୍। କଳାରେ ୪୪ ହଜାର ୧୪୪, ବିଜ୍ଞାନରେ ୬୫ ହଜାର ୭୧୯, ବାଣିଜ୍ୟରେ ୧୫ ହଜାର ୫୪୮, ସଂସ୍କୃତରେ ୩ ହଜାର ୫୦୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪ ହଜାର ୫୭୭ ସିଟ ଖାଲି ପଡ଼ିଛି। ଅନେକ ପିଲା ଦଶମ ପରେ ପାଠ ଛାଡ଼ି ଡ୍ରପଆଉଟ ଆଡ଼କୁ ମୁହାଁଉଛନ୍ତି। ତେଣୁ ସେମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାରେ ପ୍ରଶାସନିକ ଉଦାସିନତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
✅ NRTS ADMIT CARD 2024
https://onlineapp.bseodisha.ac.in/NRTS2024_AdmitCard/admitcardlogin.aspx
All students should be supported by me
1k complete now
One gift 🎁🎁 & sopprt about/ always available with you
🦚🦚🦚🦚🦚🦚🦚🦚
Hi 🤝CARRER STUDY CLASSES
This group already provided by you
🥇Provide all study material 📚& key to way of success 🏆
🥈we provide all exam related questions with ans our official authority
JOIN PLEASE OUR OFFICIAL GROUP
https://t.me/carrerstudyclasses
Share ur friends nku
💐💐💐💐💐💐
Admission 🎟️🎟️ now new students 😄
🌉 ମୂଖ୍ୟମନ୍ତ୍ରୀ ଛାତ୍ର ପ୍ରୋତ୍ସାହନ ଯୋଜନା ୨୦୨୪
🌸 E MEDHABRUTI (ଉପରେ ସୂଚନା ଅଛି)
🌸 VYASAKABI FAKIRMOHAN BHASABRUTI
🌸 GOPABANDHU SIKHYA SAHAYA YOJANA
