CAREER STUDY CLASSES 📘📚📝
Open in Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Show more673
Subscribers
-124 hours
-77 days
-4130 days
Posts Archive
🌅 ସକାଳୁଆ ସ୍କୁଲ୍ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି
-ସକାଳ ୬ଟା ୩୦ରୁ ଆରମ୍ଭ ହେବ ସ୍କୁଲ୍; ୧୦ଟା ୩୦ରେ ସରିବ
-କାଲିଠାରୁ ସକାଳୁଆ ସ୍କୁଲ୍ ନେଇ ଜାରି ହେଲା ସୂଚନା
-ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ
NTA JEEMAIN Phase II Exam City Details Released
https://cnr.nic.in/emsadmitcard/downloadadmitcard/frmAuthforCity.aspx?enc=Ei4cajBkK1gZSfgr53ImFVj34FesvYg1WX45sPjGXBqTRkzOFoiGPd1JFIpDHbov
🌸🌸🌸
ରାସନ୍ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ୧ ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି। ମାର୍ଚ୍ଚ ୩୧ ତାରିଖ ପରେ ୱାନ୍ ଟୁ ୱାନ ସର୍ଭେ କରାଯିବ । ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଦ୍ୱିତୀୟ କିସ୍ତି ଟଙ୍କା ପାଇବେ।
ପ୍ରବଳ ଝାଳ ବୋହିବା, ଅଚେତ ହେବା କିମ୍ବା ବାତ ମାରିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଇତ୍ୟାଦି ଅଂଶୁଘାତର ଲକ୍ଷଣ ହୋଇପାରେ । ଅଂଶୁଘାତରୁ ସୁରକ୍ଷିତ ରହିବା ପାଇଁ ଖରା କମ୍ ଥିଲାବେଳେ ବାହାରକୁ ଯାଆନ୍ତୁ, ଯଥେଷ୍ଟ ପାଣି ପିଅନ୍ତୁ ଏବଂ ଢ଼ିଲା ପୋଷାକ, ଛତା, ଜୋତା ଇତ୍ୟାଦି ବ୍ୟବହାର କରନ୍ତୁ।
🔴🔴🔴
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ସେହିପରି ସକାଳ ୭ ରୁ ୯ ଟା ଚାଲିବ ଅଙ୍ଗନବାଡି କେନ୍ଦ୍ର। ତାତି ବଢିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ଛୁଆଙ୍କ ପାଇଁ ହୋମ୍ ଡେଲିଭର କରାଯିବ ଖାଦ୍ୟ। ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
୯ ମାସ ପରେ ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ , ବୁଚ୍ ୱିଲମୋର ଓ ସହଯୋଗୀ । ଭାରତୀୟ ସମୟ ଭୋର ୩ଟା ୨୭ରେ ସଫଳ ଅବତରଣ । ମହାକାଶଚାରୀଙ୍କ ଫେରିବା ସମୟର ଦୃଶ୍ୟ
🟪 ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ହେବ ଅଙ୍ଗନବାଡ଼ି
-ସକାଳ ୭ଟାରୁ ୯ଟା ଯାଏଁ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର
-ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
✅ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
-ସ୍କୁଲ ସକାଳୁଆ କରିବା ନେଇ SOP ଜାରି କରିବାକୁ ନିର୍ଦ୍ଦେଶ
-ସକାଳ ୭ଟାରୁ ୯ଟା ଯାଏଁ ଖୋଲା ରହିବ ଅଙ୍ଗନବାଡି କେନ୍ଦ୍ର
-ସପ୍ତାହ ମଧ୍ୟରେ ନଳକୂପ ସ୍ଥାପନ ଓ ମରାମତି କରିବାକୁ ନିର୍ଦ୍ଦେଶ
-ଦିନ ୧୧ଟାରୁ ୫ ଓ ରାତି ୯ଟାରୁ ସକାଳ ୬ ବିଦ୍ୟୁତ୍ କାଟ୍ ନକରିବାକୁ ନିର୍ଦ୍ଦେଶ
