ar
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

الذهاب إلى القناة على Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

إظهار المزيد
673
المشتركون
-124 ساعات
-77 أيام
-4130 أيام
أرشيف المشاركات
🌸 OUAT UG ENTRANCE APPLY LINK https://ouat-lokaseba-odisha.in/#/login

photo content

photo content

photo content

photo content

photo content

photo content

🌅 ସକାଳୁଆ ସ୍କୁଲ୍‌ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି -ସକାଳ ୬ଟା ୩୦ରୁ ଆରମ୍ଭ ହେବ ସ୍କୁଲ୍‌; ୧୦ଟା ୩୦ରେ ସରିବ -କାଲିଠାରୁ ସକାଳୁଆ ସ୍କୁ
🌅 ସକାଳୁଆ ସ୍କୁଲ୍‌ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି -ସକାଳ ୬ଟା ୩୦ରୁ ଆରମ୍ଭ ହେବ ସ୍କୁଲ୍‌; ୧୦ଟା ୩୦ରେ ସରିବ -କାଲିଠାରୁ ସକାଳୁଆ ସ୍କୁଲ୍‌ ନେଇ ଜାରି ହେଲା ସୂଚନା -ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ

🌸🌸🌸 ରାସନ୍ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ୧ ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି। ମାର୍ଚ୍ଚ ୩୧ ତାରିଖ ପରେ ୱାନ୍ ଟୁ ୱାନ ସର୍ଭେ କରାଯିବ । ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଦ୍ୱିତୀୟ କିସ୍ତି ଟଙ୍କା ପାଇବେ।

ପ୍ରବଳ ଝାଳ ବୋହିବା, ଅଚେତ ହେବା କିମ୍ବା ବାତ ମାରିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଇତ୍ୟାଦି ଅଂଶୁଘାତର ଲକ୍ଷଣ ହୋଇପାରେ । ଅଂଶୁଘାତରୁ ସୁରକ୍ଷିତ
ପ୍ରବଳ ଝାଳ ବୋହିବା, ଅଚେତ ହେବା କିମ୍ବା ବାତ ମାରିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଇତ୍ୟାଦି ଅଂଶୁଘାତର ଲକ୍ଷଣ ହୋଇପାରେ । ଅଂଶୁଘାତରୁ ସୁରକ୍ଷିତ ରହିବା ପାଇଁ ଖରା କମ୍ ଥିଲାବେଳେ ବାହାରକୁ ଯାଆନ୍ତୁ, ଯଥେଷ୍ଟ ପାଣି ପିଅନ୍ତୁ ଏବଂ ଢ଼ିଲା ପୋଷାକ, ଛତା, ଜୋତା ଇତ୍ୟାଦି ବ୍ୟବହାର କରନ୍ତୁ।

🔴🔴🔴 ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ସେହିପରି ସକାଳ ୭ ରୁ ୯ ଟା ଚାଲିବ ଅଙ୍ଗନବାଡି କେନ୍ଦ୍ର। ତାତି ବଢିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ଛୁଆଙ୍କ ପାଇଁ ହୋମ୍ ଡେଲିଭର କରାଯିବ ଖାଦ୍ୟ। ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

୯ ମାସ ପରେ ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ , ବୁଚ୍ ୱିଲମୋର ଓ ସହଯୋଗୀ । ଭାରତୀୟ ସମୟ ଭୋର ୩ଟା ୨୭ରେ ସଫଳ ଅବତରଣ । ମହାକାଶଚାରୀଙ୍କ ଫେରିବା ସ
୯ ମାସ ପରେ ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ , ବୁଚ୍ ୱିଲମୋର ଓ ସହଯୋଗୀ । ଭାରତୀୟ ସମୟ ଭୋର ୩ଟା ୨୭ରେ ସଫଳ ଅବତରଣ । ମହାକାଶଚାରୀଙ୍କ ଫେରିବା ସମୟର ଦୃଶ୍ୟ

photo content
+1

photo content

photo content

ବିଜ୍ଞାନ କଥା
+1
ବିଜ୍ଞାନ କଥା

🟪 ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ହେବ ଅଙ୍ଗନବାଡ଼ି -ସକାଳ ୭ଟାରୁ ୯ଟା ଯାଏଁ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର -ସୂଚନା ଦେଲେ ଉପମୁଖ୍ୟମନ୍ତ୍
🟪 ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ହେବ ଅଙ୍ଗନବାଡ଼ି -ସକାଳ ୭ଟାରୁ ୯ଟା ଯାଏଁ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର -ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

✅ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ -ସ୍କୁଲ ସକାଳୁଆ କରିବା ନେଇ SOP ଜାରି କରିବାକୁ ନିର୍ଦ୍ଦେଶ -ସକାଳ ୭ଟାରୁ ୯ଟା ଯାଏଁ ଖୋଲା ରହିବ ଅଙ୍ଗନବାଡି କେନ୍ଦ୍ର -ସପ୍ତାହ ମଧ୍ୟରେ ନଳକୂପ ସ୍ଥାପନ ଓ ମରାମତି କରିବାକୁ ନିର୍ଦ୍ଦେଶ -ଦିନ ୧୧ଟାରୁ ୫ ଓ ରାତି ୯ଟାରୁ ସକାଳ ୬ ବିଦ୍ୟୁତ୍‌ କାଟ୍‌ ନକରିବାକୁ ନିର୍ଦ୍ଦେଶ

CAREER STUDY CLASSES 📘📚📝 - إحصائيات وتحليلات قناة تيليجرام @carrerstudyclassespvtltd