en
Feedback

Don't get caught by a cheater! Telemetrio finds and tags such channels 👉 If you want to see the tag, subscribe 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

Open in Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Show more
671
Subscribers
No data24 hours
-37 days
-3830 days
Posts Archive
ଆସନ୍ତା ବର୍ଷକୁ ପିଲା ଡରିବେ, ଏ କଲେଜ୍ ରେ ନାମ ଲେଖାଇବା ପାଇଁ
ଆସନ୍ତା ବର୍ଷକୁ ପିଲା ଡରିବେ, ଏ କଲେଜ୍ ରେ ନାମ ଲେଖାଇବା ପାଇଁ

✅ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ସୂଚନା 🌸 ‘୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ E-KYC’ 🌸 ‘ଅଯୋଗ୍ୟଙ୍କୁ ଚିହ୍ନଟ ପାଇଁ ଚାଲିଛି E-KYC ପ୍ରକ୍ରିୟା’ 🌸 ‘ରାସନକାର୍ଡରୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ବାଦ ପଡ଼ିବେ’ 🌸 ‘E-KYC ପରେ ନୂଆ ହିତାଧିକାରୀଙ୍କୁ ମିଳିବ କାର୍ଡ’

ଓଁ ଭବିଷ୍ୟତ ସ୍ୱାହା
ଓଁ ଭବିଷ୍ୟତ ସ୍ୱାହା

✅ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା : ୨୦୨୪-୨୦୨୫ ଆସନ୍ତା ତା.୦୧.୧୨.୨୦୨୪ (ପ୍ରଥମ ରବିବାର‌) ପରିବର୍ତ୍ତେ ତା.୧୫.୧୨.୨୦୨୪ (ତୃତୀୟ ରବିବାର)ରେ ଅନୁଷ୍ଠିତ ହେବ। ଯେଉଁ ଛାତ୍ରଛାତ୍ରୀମାନେ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ପାଇଁ ଅନଲାଇନ୍‌ରେ ଆବେଦନ କରିଥିଲେ ଓ ଯୋଗ୍ୟ ବିବେଚିତ ହୋଇଛନ୍ତି , ସେମାନେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଉଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ । ଯୋଗ୍ୟ ଛାତ୍ରଛାତ୍ରୀମାନେ ତା.୦୮.୧୨.୨୦୨୪ ରୁ ତା.୧୪.୧୨.୨୦୨୪ ରିଖ ପର୍ଯ୍ୟନ୍ତ https://nmms.odisha.gov.in/www.scertodisha.nic. in ରୁ ଆଡମିଟ୍ କାର୍ଡ (Admit Card) ଡାଉନଲୋଡ୍ କରିପାରିବେ।

🔴ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ🔴 ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲାଗଲା ଶିମିଳିପାଳ ଅଭୟାରଣ୍ୟ। ବାତ୍ୟା ‘ଦାନା’ ଓ ଅତ୍ୟଧିକ ବର୍ଷା ପାଇଁ ଗତ ୨୩ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଥିଲା। ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ଏହି ସୂଚନା ଦେଇଛନ୍ତି।

🟪 POST MATRIC SCHOLARSHIP APPLY LINK 🌀 https://scholarship.odisha.gov.in/website/home (ଯଦି ଆପଣ ଆବେଦନ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହେଲେ ହୁଏତ ଆପଣ ଭୂଲ ଆବେଦନ କରିଛନ୍ତି କିମ୍ବା ୱେବସାଇଟ ରେ ଅସୁବିଧା ଅଛି। ଅପେକ୍ଷା କରନ୍ତୁ)

🟪 POST-MATRIC SCHOLARSHIP 2024-25 Applications are now open for ST, SC, OBC/SEBC & EBC students for New Registrations & Renewals through the Odisha State Scholarship Portal. Please register and submit your applications within the timeline below: 1. Online Application Opening Date: 28.10.2024 2. Student Application Submission Deadline: 15.12.2024 3. Institute Scrutiny & Forwarding Deadline: 31.12.2024 4. DWO Sanction Deadline: 15.01.2025 🔴 ଆବେଦନ ଶେଷ ତାରିଖ ପୂର୍ବରୁ ସମସ୍ତେ ଆବେଦନ କରି ଦେବ। ନ କଲେ ବି ଅସୁବିଧା କିଛି ନାହିଁ, କାରଣ ବର୍ଷେ ଯାଏ ଚାଲେ ଆବେଦନ

🌝🌝🌝🌝🌝🌝🌝🌝🌝🌝🌝🌝🌝
+3
🌝🌝🌝🌝🌝🌝🌝🌝🌝🌝🌝🌝🌝

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଡ଼ମିଶନ ୨୦୨୪
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଡ଼ମିଶନ ୨୦୨୪

NMMS EXAM UPDATE
NMMS EXAM UPDATE

My dear students good afternoon 🌞🌞🌞

Kn karuchhanti all students

Good evening 🌆🌇🌆

Good afternoon all of you 🌅🌄🌅

Hello my dear students