CAREER STUDY CLASSES 📘📚📝
Открыть в Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Больше671
Подписчики
Нет данных24 часа
-47 дней
-3930 дней
Архив постов
✅ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ସୂଚନା
🌸 ‘୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ E-KYC’
🌸 ‘ଅଯୋଗ୍ୟଙ୍କୁ ଚିହ୍ନଟ ପାଇଁ ଚାଲିଛି E-KYC ପ୍ରକ୍ରିୟା’
🌸 ‘ରାସନକାର୍ଡରୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ବାଦ ପଡ଼ିବେ’
🌸 ‘E-KYC ପରେ ନୂଆ ହିତାଧିକାରୀଙ୍କୁ ମିଳିବ କାର୍ଡ’
✅ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା : ୨୦୨୪-୨୦୨୫
ଆସନ୍ତା ତା.୦୧.୧୨.୨୦୨୪ (ପ୍ରଥମ ରବିବାର) ପରିବର୍ତ୍ତେ ତା.୧୫.୧୨.୨୦୨୪ (ତୃତୀୟ ରବିବାର)ରେ ଅନୁଷ୍ଠିତ ହେବ।
ଯେଉଁ ଛାତ୍ରଛାତ୍ରୀମାନେ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ପାଇଁ ଅନଲାଇନ୍ରେ ଆବେଦନ କରିଥିଲେ ଓ ଯୋଗ୍ୟ ବିବେଚିତ ହୋଇଛନ୍ତି , ସେମାନେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଉଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ । ଯୋଗ୍ୟ ଛାତ୍ରଛାତ୍ରୀମାନେ ତା.୦୮.୧୨.୨୦୨୪ ରୁ ତା.୧୪.୧୨.୨୦୨୪ ରିଖ ପର୍ଯ୍ୟନ୍ତ https://nmms.odisha.gov.in/www.scertodisha.nic. in ରୁ ଆଡମିଟ୍ କାର୍ଡ (Admit Card) ଡାଉନଲୋଡ୍ କରିପାରିବେ।
🔴ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ🔴
ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲାଗଲା ଶିମିଳିପାଳ ଅଭୟାରଣ୍ୟ। ବାତ୍ୟା ‘ଦାନା’ ଓ ଅତ୍ୟଧିକ ବର୍ଷା ପାଇଁ ଗତ ୨୩ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଥିଲା। ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ଏହି ସୂଚନା ଦେଇଛନ୍ତି।
🟪 POST MATRIC SCHOLARSHIP APPLY LINK
🌀 https://scholarship.odisha.gov.in/website/home
(ଯଦି ଆପଣ ଆବେଦନ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହେଲେ ହୁଏତ ଆପଣ ଭୂଲ ଆବେଦନ କରିଛନ୍ତି କିମ୍ବା ୱେବସାଇଟ ରେ ଅସୁବିଧା ଅଛି। ଅପେକ୍ଷା କରନ୍ତୁ)
🟪 POST-MATRIC SCHOLARSHIP 2024-25
Applications are now open for ST, SC, OBC/SEBC & EBC students for New Registrations & Renewals through the Odisha State Scholarship Portal. Please register and submit your applications within the timeline below:
1. Online Application Opening Date: 28.10.2024
2. Student Application Submission Deadline: 15.12.2024
3. Institute Scrutiny & Forwarding Deadline: 31.12.2024
4. DWO Sanction Deadline: 15.01.2025
🔴 ଆବେଦନ ଶେଷ ତାରିଖ ପୂର୍ବରୁ ସମସ୍ତେ ଆବେଦନ କରି ଦେବ। ନ କଲେ ବି ଅସୁବିଧା କିଛି ନାହିଁ, କାରଣ ବର୍ଷେ ଯାଏ ଚାଲେ ଆବେଦନ
