CAREER STUDY CLASSES 📘📚📝
Open in Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Show more678
Subscribers
-124 hours
-87 days
-3930 days
Posts Archive
🎓 The Common Entrance Examination (CEE) 2025 registration date has been extended!
🗓️ Don’t miss this opportunity to be a part of prestigious teacher education programmes offered by NCERT through RIEs.
💡 Apply now and secure your future in education!
🔗 Visit: https://cee.ncert.gov.in
📌 Hurry up! Last date: 19/06/2025
SCHOOL UPDATE ❌❌
❌ ସରି ଆସୁଛି ଖରାଛୁଟି: ୨୦ରେ ଖୋଲିବ ସ୍କୁଲ
ସରି ଆସୁଛି ଖରାଛୁଟି। ୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚତ୍ବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାବେଳେ ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
CAREER STUDY CLASSES TEAM Organise📢 OKCL ଆଣିଛି Free ସ୍ମାର୍ଟ କ୍ଲାସର ସୁଯୋଗ 🎓ଏହି କ୍ଲାସ ଓଡ଼ିଆ ମାଧ୍ୟମର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଖରା ଛୁଟିକୁ ଉତ୍ତମ ଭାବେ ବ୍ୟବହାର କରି HSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ 📘 NMMS, 🧮 JMO, 🏆 Olympiads ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତିରେ ବି ଅତ୍ୟନ୍ତ ସହାୟକ ହେବ ।
📅 ତାରିଖ: 12 ଜୁନ୍ 2025
🏫 ଶ୍ରେଣୀ: ଦଶମ ଶ୍ରେଣୀ
📘ବିଷୟ - ଗଣିତ - ଦ୍ୱିଘାତ ସମୀକରଣ [ ଅନୁଶୀଳନୀ - 2(b) Qn.6 - 16 ]
CAREER STUDY CLASSES TEAM📢 OKCL ଆଣିଛି Free ସ୍ମାର୍ଟ କ୍ଲାସର ସୁଯୋଗ 🎓ଏହି କ୍ଲାସ ଓଡ଼ିଆ ମାଧ୍ୟମର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଖରା ଛୁଟିକୁ ଉତ୍ତମ ଭାବେ ବ୍ୟବହାର କରି HSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ 📘 NMMS, 🧮 JMO, 🏆 Olympiads ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତିରେ ବି ଅତ୍ୟନ୍ତ ସହାୟକ ହେବ ।
📅 ତାରିଖ: 12 ଜୁନ୍ 2025
🏫 ଶ୍ରେଣୀ: ଦଶମ ଶ୍ରେଣୀ
📘ବିଷୟ - ରାସାୟନିକ ବିଜ୍ଞାନ (ସମତୁଲ ରାସାୟନିକ ସମୀକରଣ )
All' should be join immediately karo
🆓🆓🆓🆓🆓🆓🆓🆓
ତାରିଖ: 10 ଜୁନ୍ 2025
🏫 ଶ୍ରେଣୀ: ଦଶମ ଶ୍ରେଣୀ
📘ବିଷୟ - ଭୌତିକ ବିଜ୍ଞାନ (ଆଲୋକର ପ୍ରତିଫଳନ)
