es
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

Ir al canal en Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Mostrar más
678
Suscriptores
-124 horas
-87 días
-3930 días
Archivo de publicaciones
ଅନ୍ୟାନ୍ୟ
ଅନ୍ୟାନ୍ୟ

FOREST GUARD RECRUITMENT UPDATE
FOREST GUARD RECRUITMENT UPDATE

ADMISSION UPDATE
ADMISSION UPDATE

🎓 The Common Entrance Examination (CEE) 2025 registration date has been extended! 🗓️ Don’t miss this opportunity to be a pa
🎓 The Common Entrance Examination (CEE) 2025 registration date has been extended! 🗓️ Don’t miss this opportunity to be a part of prestigious teacher education programmes offered by NCERT through RIEs. 💡 Apply now and secure your future in education! 🔗 Visit: https://cee.ncert.gov.in 📌 Hurry up! Last date: 19/06/2025

+3 ADMISSION INFORMATION
+3 ADMISSION INFORMATION

ITEP NCET RESULT
ITEP NCET RESULT

ସରିଲା +୩ FIRST SELECTION
ସରିଲା +୩ FIRST SELECTION

RAVENSHAW UNIVERSITY UPDATE
RAVENSHAW UNIVERSITY UPDATE

SCHOOL UPDATE ❌❌ ❌ ସରି ଆସୁଛି ଖରାଛୁଟି: ୨୦ରେ ଖୋଲିବ ସ୍କୁଲ ସରି ଆସୁଛି ଖରାଛୁଟି। ୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି। ପ
SCHOOL UPDATE ❌❌ ❌ ସରି ଆସୁଛି ଖରାଛୁଟି: ୨୦ରେ ଖୋଲିବ ସ୍କୁଲ ସରି ଆସୁଛି ଖରାଛୁଟି। ୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚତ୍ବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାବେଳେ ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

SPECIAL OJEE ENTRANCE UPDATE
SPECIAL OJEE ENTRANCE UPDATE

ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ ଅଭିଭାବକ
ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ ଅଭିଭାବକ

CAREER STUDY CLASSES TEAM Organise📢 OKCL ଆଣିଛି Free ସ୍ମାର୍ଟ କ୍ଲାସର ସୁଯୋଗ 🎓ଏହି କ୍ଲାସ ଓଡ଼ିଆ ମାଧ୍ୟମର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଖରା ଛୁଟିକୁ ଉତ୍ତମ ଭାବେ ବ୍ୟବହାର କରି HSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ 📘 NMMS, 🧮 JMO, 🏆 Olympiads ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତିରେ ବି ଅତ୍ୟନ୍ତ ସହାୟକ ହେବ । 📅 ତାରିଖ: 12 ଜୁନ୍ 2025 🏫 ଶ୍ରେଣୀ: ଦଶମ ଶ୍ରେଣୀ 📘ବିଷୟ - ଗଣିତ - ଦ୍ୱିଘାତ ସମୀକରଣ [ ଅନୁଶୀଳନୀ - 2(b) Qn.6 - 16 ]

CAREER STUDY CLASSES TEAM📢 OKCL ଆଣିଛି Free ସ୍ମାର୍ଟ କ୍ଲାସର ସୁଯୋଗ 🎓ଏହି କ୍ଲାସ ଓଡ଼ିଆ ମାଧ୍ୟମର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଖରା ଛୁଟିକୁ ଉତ୍ତମ ଭାବେ ବ୍ୟବହାର କରି HSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ 📘 NMMS, 🧮 JMO, 🏆 Olympiads ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତିରେ ବି ଅତ୍ୟନ୍ତ ସହାୟକ ହେବ । 📅 ତାରିଖ: 12 ଜୁନ୍ 2025 🏫 ଶ୍ରେଣୀ: ଦଶମ ଶ୍ରେଣୀ 📘ବିଷୟ - ରାସାୟନିକ ବିଜ୍ଞାନ (ସମତୁଲ ରାସାୟନିକ ସମୀକରଣ )

ମାନବୀୟ ଲୀଳା କରୁଥିବା ସଂସାରର ଏକମାତ୍ର ଠାକୁର। 🙏
ମାନବୀୟ ଲୀଳା କରୁଥିବା ସଂସାରର ଏକମାତ୍ର ଠାକୁର। 🙏

ଆସିଲା ସିଟି ଆବେଦନ ତାରିଖ
ଆସିଲା ସିଟି ଆବେଦନ ତାରିଖ

All' should be join immediately karo 🆓🆓🆓🆓🆓🆓🆓🆓 ତାରିଖ: 10 ଜୁନ୍ 2025 🏫 ଶ୍ରେଣୀ: ଦଶମ ଶ୍ରେଣୀ 📘ବିଷୟ - ଭୌତିକ ବିଜ୍ଞାନ (ଆଲୋକର ପ୍ରତିଫଳନ)