en
Feedback

Don't get caught by a cheater! Telemetrio finds and tags such channels 👉 If you want to see the tag, subscribe 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

Open in Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Show more
671
Subscribers
No data24 hours
-47 days
-3930 days
Posts Archive
✅ ମ୍ୟାଟ୍ରିକ୍‌ ଫର୍ମ ପୂରଣ ଅବଧି ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ -ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧି ବଢ଼ିଲା -ବାର୍ଷିକ HSC ସହ SOSC ଫର୍ମ ପୂରଣ ଅବଧି ବଢ଼ିଲା

VC start now 👇👇👇👇

My dear students good evening

✅ କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି ବୃଦ୍ଧି -ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ବଢ଼ିଲା ଅବଧି -ରାତି ୧୦ଟା ପରିବର୍ତ୍ତେ ସାଢ଼େ ୧୦ଟା ଯାଏଁ ଚାଲି ପାରିବ କାର୍ଯ୍ୟକ୍ରମ -ସମୟ କଟକଣା ଯୋଗୁଁ କାଲି ଅସୀମା ପଣ୍ଡାଙ୍କ ସୋ ଅଧାରୁ ବନ୍ଦ ହୋଇଥିଲା

🎓 JUNIOR MERIT SCHOLARSHIP 2024 🎓 📢 Apply Now! The School & Mass Education Department is offering the Junior Merit Scholarship for Plus 2 students (Class 11 & 12) under the 2024-25 Academic Year. 🗂️ Eligible Categories: ✨ General | SC | ST | OBC/SEBC | EBC 📝 Requirements: Family Income: ≤ ₹6,00,000 per annum Last Exam Score: Minimum 60% 📄 Documents Needed: ✔️ Aadhaar Card ✔️ Income Certificate ✔️ Residence Certificate ✔️ Bank Passbook (with Account Number & IFSC) ✔️ Passport-size Photo ✔️ College ID Card ✔️ Marksheet of Last Exam Passed 🌟 Don’t miss this chance! Apply and secure your future today! 💼

🎓 JUNIOR MERIT SCHOLARSHIP 2024 🎓 📢 Attention Students! The School & Mass Education Department invites online applications for the Junior Merit Scholarship Scheme (Fresh & Renewal) for the Academic Year 2024-25. ✅ Eligible Categories: GENERAL, ST, SC, OBC, SEBC, EBC 🗓️ Key Dates to Remember: Apply Online: 16.11.2024 to 30.11.2024 Institute Scrutiny Begins: 17.11.2024 Validation Deadline for Institutes: 07.12.2024 🌟 Don’t miss this opportunity—register & apply by 30.11.2024! ✉️ APPLY LINK https://scholarship.odisha.gov.in

ଯେଉଁ ମାନେ ପୂର୍ବ ଥର ସମାଜ ରାଧାନାଥ ରଥ ଛାତ୍ରବୃତ୍ତି ଫର୍ମ ସଂଗ୍ରହ କରି ପାରି ନଥିଲେ ଆଜି ସମାଜ ଖବରକାଗଜ ରୁ ସଂଗ୍ରହ କରି ନିଅନ୍ତୁ
ଯେଉଁ ମାନେ ପୂର୍ବ ଥର ସମାଜ ରାଧାନାଥ ରଥ ଛାତ୍ରବୃତ୍ତି ଫର୍ମ ସଂଗ୍ରହ କରି ପାରି ନଥିଲେ ଆଜି ସମାଜ ଖବରକାଗଜ ରୁ ସଂଗ୍ରହ କରି ନିଅନ୍ତୁ

NMMS EXAM UPDATE
NMMS EXAM UPDATE

NMMS EXAM UPDATE
NMMS EXAM UPDATE

OSSTA UPDATE
OSSTA UPDATE

Programme for SOSC EXAM-2025(1st)..
Programme for SOSC EXAM-2025(1st)..

ମାଧ୍ୟମା ସଂସ୍କୃତ ପରୀକ୍ଷା , ୨୦୨୫(R& Ex-R)ଦଶମ ଶ୍ରେଣୀର କାର୍ଯ୍ଯସୂଚୀ
ମାଧ୍ୟମା ସଂସ୍କୃତ ପରୀକ୍ଷା , ୨୦୨୫(R& Ex-R)ଦଶମ ଶ୍ରେଣୀର କାର୍ଯ୍ଯସୂଚୀ

🔥🔥🔥🔥 ଆସନ୍ତା ନଭେମ୍ବର ୧୮ ତାରିଖ (ସୋମବାର) ଏବଂ ନଭେମ୍ବର ୨୫ ତାରିଖ (ସୋମବାର) ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି l ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା l