CAREER STUDY CLASSES 📘📚📝
Kanalga Telegram’da o‘tish
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Ko'proq ko'rsatish671
Obunachilar
Ma'lumot yo'q24 soatlar
-47 kun
-3930 kun
Postlar arxiv
✅ ମ୍ୟାଟ୍ରିକ୍ ଫର୍ମ ପୂରଣ ଅବଧି ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ
-ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧି ବଢ଼ିଲା
-ବାର୍ଷିକ HSC ସହ SOSC ଫର୍ମ ପୂରଣ ଅବଧି ବଢ଼ିଲା
✅ କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି ବୃଦ୍ଧି
-ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ବଢ଼ିଲା ଅବଧି
-ରାତି ୧୦ଟା ପରିବର୍ତ୍ତେ ସାଢ଼େ ୧୦ଟା ଯାଏଁ ଚାଲି ପାରିବ କାର୍ଯ୍ୟକ୍ରମ
-ସମୟ କଟକଣା ଯୋଗୁଁ କାଲି ଅସୀମା ପଣ୍ଡାଙ୍କ ସୋ ଅଧାରୁ ବନ୍ଦ ହୋଇଥିଲା
🎓 JUNIOR MERIT SCHOLARSHIP 2024 🎓
📢 Apply Now! The School & Mass Education Department is offering the Junior Merit Scholarship for Plus 2 students (Class 11 & 12) under the 2024-25 Academic Year.
🗂️ Eligible Categories:
✨ General | SC | ST | OBC/SEBC | EBC
📝 Requirements:
Family Income: ≤ ₹6,00,000 per annum
Last Exam Score: Minimum 60%
📄 Documents Needed:
✔️ Aadhaar Card
✔️ Income Certificate
✔️ Residence Certificate
✔️ Bank Passbook (with Account Number & IFSC)
✔️ Passport-size Photo
✔️ College ID Card
✔️ Marksheet of Last Exam Passed
🌟 Don’t miss this chance! Apply and secure your future today! 💼
🎓 JUNIOR MERIT SCHOLARSHIP 2024 🎓
📢 Attention Students!
The School & Mass Education Department invites online applications for the Junior Merit Scholarship Scheme (Fresh & Renewal) for the Academic Year 2024-25.
✅ Eligible Categories: GENERAL, ST, SC, OBC, SEBC, EBC
🗓️ Key Dates to Remember:
Apply Online: 16.11.2024 to 30.11.2024
Institute Scrutiny Begins: 17.11.2024
Validation Deadline for Institutes: 07.12.2024
🌟 Don’t miss this opportunity—register & apply by 30.11.2024!
✉️ APPLY LINK
https://scholarship.odisha.gov.in
ଯେଉଁ ମାନେ ପୂର୍ବ ଥର ସମାଜ ରାଧାନାଥ ରଥ ଛାତ୍ରବୃତ୍ତି ଫର୍ମ ସଂଗ୍ରହ କରି ପାରି ନଥିଲେ ଆଜି ସମାଜ ଖବରକାଗଜ ରୁ ସଂଗ୍ରହ କରି ନିଅନ୍ତୁ
🔥🔥🔥🔥
ଆସନ୍ତା ନଭେମ୍ବର ୧୮ ତାରିଖ (ସୋମବାର) ଏବଂ ନଭେମ୍ବର ୨୫ ତାରିଖ (ସୋମବାର) ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି l ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା l
