ar
Feedback
ROYAL EDUCATION

ROYAL EDUCATION

الذهاب إلى القناة على Telegram

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

إظهار المزيد
1 895
المشتركون
لا توجد بيانات24 ساعات
-177 أيام
-9230 أيام
أرشيف المشاركات
ପ୍ରିୟ ର ଛାତ୍ରଛାତ୍ରୀ ବର୍ତ୍ତମାନ ଗ୍ରୀଷ୍ମ ଅବକାଶ ସମୟ ଚାଲୁଛି ଆଉ CBSE, ICSE ବୋର୍ଡ ର ଦଶମ ପରୀକ୍ଷା ଫଳାଫଳ ବାହାରିଛି କିନ୍ତୁ ଆମ BSE ଓଡିଶା ଦ୍ୱାରା କରାଯାଇଥିବା ଦଶମ ପରୀକ୍ଷା ଫଳାଫଳ ବାହାରିନାହିଁ l ସେଥିପାଇଁ ଅଧିକାଂଶ ଛାତ୍ରଛାତ୍ରୀ ଚାତକ ପକ୍ଷୀପରି ପରୀକ୍ଷା ଫଳାଫଳ ବାହାରିବା ସମୟକୁ ଅପେକ୍ଷା କରିଛନ୍ତି l କୁହାଯାଏ ପ୍ରତୀକ୍ଷା ର ଫଳ ମିଠା l ତୁମ ମାନଙ୍କ ପରୀକ୍ଷା ଫଳାଫଳ ବହୁତ ଭଲ ହେବ ବୋଲି ଆମେ ବିଶ୍ୱାସ କରୁଛୁ l ଆଜିର ସମ୍ବାଦ ଖବରକାଗଜ ଅନୁସାରେ ବର୍ତ୍ତମାନ ଆମ ଓଡ଼ିଶାରେ ନିର୍ବାଚନ ଚାଲିଛି ତେଣୁ ବିଭିନ୍ନ କର୍ମଚାରୀ ନିର୍ବାଚନରେ ପ୍ରକ୍ରିୟାରେ ନିଯୁକ୍ତହେତୁ ପରୀକ୍ଷାଫଳ ପ୍ରକାଶନରେ ବିଳମ୍ବ ହେଉଛି l ତଥାପି ମେ ମାସ ର ଶେଷ ସପ୍ତାହ ଅର୍ଥାତ ମେ 22 ତାରିଖରୁ ମେ 31 ମଧ୍ୟରେ ଫଳାଫଳ ପ୍ରକାଶ ପାଇବ l ଏହା ସହ ଡିଜିଟାଲ ସାର୍ଟିଫିକେଟ ଅନଲାଇନରୁ ଡାଉନଲୋଡ଼ ପାଇଁ ବୋର୍ଡ଼ ତରଫରୁ ବ୍ୟବସ୍ଥା ହେଉଛି l ତାହାକୁ ନେଇ ଛାତ୍ରଛାତ୍ରୀ +2 ନାମ ଲେଖା ପାଇଁ ଆବେଦନ କରିପାରିବେ ଆଉ 12/15 ଦିନ ପରେ ଅରିଜିନାଲ ସାର୍ଟିଫିକେଟ ନିଜ ବିଦ୍ୟାଳୟରୁ ଆଣିପାରିବେ l ବର୍ତ୍ତମାନ ନିଜ ବାସସ୍ଥାନ ପ୍ରମାଣପତ୍ର, ଜାତିଗତ ପ୍ରମାଣ ପତ୍ର, ଆୟ ପ୍ରମାଣପତ୍ର ପାଇଁ Online ରେ apply କରିଦିଅ l ନଚେତ result ବାହାରିଲେ ବହୁତ ଅଫିସରେ ଭିଡ ହେବ ଆଉ ସାର୍ଟିଫିକେଟ ପାଇବା ପାଇଁ ଡେରିହେବ l ଆସନ୍ତାକାଲି 18.05.2024 ରେ BSE odisha ତରଫରୁ ସାମ୍ବାଦିକ ସମ୍ମିଳନୀ କିମ୍ବା ବୋର୍ଡ଼ ୱେବ୍ସାଇଟ ରେ ପରୀକ୍ଷା ସମ୍ପର୍କିତ ଖବର ବାହାରିବ l  ପରୀକ୍ଷା result ବାହାରିଲେ ପ୍ରଥମେ ଗ୍ରୁପରେ ପରୀକ୍ଷା ଫଳାଫଳ ଜାଣିବା ପାଇଁ link ଶେୟାର କରାଯିବ ତେଣୁ result ଜାଣିବାରେ କାହାର କିଛି ଅସୁବିଧା ହେବ ନାହିଁ l            God bless you. Good luck for upcoming result.

5_6152229141836989124 (8).pdf0.77 KB

ମେ ଶେଷ ସପ୍ତାହ ରେ ମ୍ୟାଟ୍ରିକ ପରୀକ୍ଷା ଫଳ ! ୨୫ ତାରିଖ ସାଧାରଣ ନିର୍ବାଚନ ପରେ ମ୍ୟାଟ୍ରିକ ପରୀକ୍ଷା ଫଳ | ଏହି ଖବର ଆଜି ସମ୍ବାଦ ଖବର କାଗଜ ରେ ପ୍
ମେ ଶେଷ ସପ୍ତାହ ରେ ମ୍ୟାଟ୍ରିକ ପରୀକ୍ଷା ଫଳ ! ୨୫ ତାରିଖ ସାଧାରଣ ନିର୍ବାଚନ ପରେ ମ୍ୟାଟ୍ରିକ ପରୀକ୍ଷା ଫଳ | ଏହି ଖବର ଆଜି ସମ୍ବାଦ ଖବର କାଗଜ ରେ ପ୍ରକାଶ ପାଇଛି ।। 100% REAL NEWS

awareness of students.pdf 2024-25 ବର୍ଷ ରେ +2  1st year Arts/Science/Commerce ବିଭାଗ ରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ନିଶ୍ଚୟ ଛାତ୍ରଛାତ୍ରୀମାନେ ପଢନ୍ତୁ l

ବିଦଗ୍ଧ_ଚିନ୍ତାମଣି_42_ଛାନ୍ଦ_.pdf4.76 MB

Class 11th ROYAL EDUCATION
+8
Class 11th ROYAL EDUCATION

photo content
+4

+2
Class 11th syllabus

Physical science chapter 1 (2) (3).pdf1.95 MB

Mahatma Gandhi & Basic Education(Nalanda Guide).pdf8.01 MB

+3
Important Topics Social Science Class 10th (Prashant Kirad).pdf3.74 KB

+2
Basic Se English Bolna Sikhen Class 6.pdf8.75 KB

⛵ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ, ଚଳିତବର୍ଷ ପାସ୍ ହାର ୮୭.୯୮ ପ୍ରତିଶତ⛵ ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତବର୍ଷ ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଝିଅଙ୍କ ପାସହାର ୯୧.୫୨ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୫.୧୨ ରହିଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ results.cbse.nic.in, cbse.gov.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ । ଏଥିସହ UMANG ଆପ୍, digilocker.gov.in, ପାରିକ୍ସା ସଙ୍ଗମ୍ ପୋର୍ଟାଲ୍ ଏବଂ SMS ସୁବିଧା ମାଧ୍ୟମରେରେ ମଧ୍ୟ ରେଜଲ୍ଟ ‌ଉପଲ୍ଲବ୍ଧ ହୋଇଛି।

.

Kou kou cls ra pila acha sabu?
Anonymous voting

Photo from ROYAL EDUCATION
Photo from ROYAL EDUCATION

Abe Samastankara konsi help drkr jadi mate MSG kriba @ROCKY7147

I am back guys ☺️☺️

11th Physics Scalar and Vector (4).pdf4.59 MB

Au Matra 9 days 😂 ⭐️Kemiti lguchi? 👀Samaste gharu palao nahale marijiba.