en
Feedback
ROYAL EDUCATION

ROYAL EDUCATION

Open in Telegram

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

Show more
1 895
Subscribers
No data24 hours
-177 days
-9230 days
Posts Archive
ସମସ୍ତେ time west କରନି,ଦିଆଯାଇଥିବା ସବୁ math କୁ practice କର, ସମୟ କୁ west କଲେ practice ପାଇଁ ସମୟ ହେବନି , ଦିନ ରାତି math କର।

photo content
+4

photo content
+3

ଆମ Selective exam ରେ ଆସିଥିଲା ନା ନାହିଁ? ତଳେ comment କରନ୍ତୁ.

English exam କେମିତି ହେଲା?
Anonymous voting

Hlo students, ମୁଁ ଆଶା କରୁଛି ଯେ ଯେପରି ସବୁ ଓଡ଼ିଆ exam ଭଲ କରିଛ 90+ students 90+ mark ରଖିଛ ସେପରି ଇଂରାଜୀ exam ମଧ୍ୟ ଭଲ କରିବ , ସମସ୍ତେ English ପାଇଁ 95 target ରଖ, ତା ଠୁ ଅଧିକ ଆସିଲେ ଆଉ ଭଲ । ସମସ୍ତେ ଭଲ ରେ କରିବ , panic ହେବ ନି । ALL THE BEST👍 , MY BEST WISHES FOR YOUR ENGLISH EXAM 🙏

English exam ପାଇଁ ready ta?
Anonymous voting

ଆଉ ଥରେ କହୁଛି କେହି ବି REAL QUESTION ରଖି ନାହାନ୍ତି, ସମସ୍ତେ ଠକୁଛନ୍ତି, ତାଙ୍କର ଠକାମି ରେ ପଡନି ନିଜେ ନିଜର ପାଠ ପଢ଼ ଭଲ ନମ୍ବର ରଖିବ ,ତମର MATH SELECTIVE ବି READY ହେଇସରିଲାନି।

ସମସ୍ତେ MEMBER ADD କର MATH SELECTIVE ତିଆରି ହୋଇସାରିଲାଣି , ଯେତେ ଶୀଘ୍ର MEMBER ADD କରିବ ସେତେ ଶୀଘ୍ର UPLOAD ହେବ।

ସମସ୍ତେ 2 2 ଟା ନିଜ ସାଙ୍ଗ କୁ add କଲେ b ଆମ group ଆଗକୁ ବଢ଼ି ପାରିବ , ଦୟାକରି ସମସ୍ତେ 2 2 ଟା members add କରନ୍ତୁ , ଯାହା ଫଳ ରେ ଆମେ next exam ରେ ମଧ୍ୟ selective question ଦେବୁ।

ଯେତେ selective ଦିଆହୋଇଛି ସବୁ ପଢ଼ିଦିଆ , exam ରେ ଆ ଭିତରୁ ଆସିପାରେ ।

Physics unit iv pyq ans.pdf1.61 MB

10th English Mah Marathon 2 Grammar (1) (1).pdf2.52 MB

ଆମେ ତୁମ ମାନଙ୍କର HELP କରିପାରୁଛୁ ନା ନାହିଁ?
Anonymous voting

ସମସ୍ତେ ଏ ସବୁ ପଢି ଦିଆ ଟିକେ exam ରେ ଆସିପାରେ ।
+5
ସମସ୍ତେ ଏ ସବୁ ପଢି ଦିଆ ଟିକେ exam ରେ ଆସିପାରେ ।

Notice to all students..⛔️🛑 Kehi Question debeni jie dauchi Ss hua ta editing question dauthiba or pyq ra pdf dauthiba Tame mane kehi question pachare na padi Study re focous kara group re dia jauthiba selection padha.. 👍 Au jie b question katha kahiba direct group ru ban heba.. 👍

photo content

ଭଲରେ ପଢ଼ ସମସ୍ତେ , ବୁଝିପାରୁନ କେମିତି , ମୋ କହିବା ଅର୍ଥ ତମ ROLL NO ଦେଲେ, ଯେତେବେଳେ RESULT ବାହାରିବ ତମ SCHOOL ରେ ଯେମିତି RANKING କରାଯାଏ, ସେପରି RANKING କରାଯିବ, ତେଣୁ ଦୟାକରି ସମସ୍ତେ ନିଜ ROLL NO ସେ ID ରେ ପଠେଇ ଦିଅନ୍ତୁ।