1 895
订阅者
无数据24 小时
-177 天
-9230 天
帖子存档
1 895
ସମସ୍ତେ time west କରନି,ଦିଆଯାଇଥିବା ସବୁ math କୁ practice କର, ସମୟ କୁ west କଲେ practice ପାଇଁ ସମୟ ହେବନି , ଦିନ ରାତି math କର।
1 895
Hlo students, ମୁଁ ଆଶା କରୁଛି ଯେ ଯେପରି ସବୁ ଓଡ଼ିଆ exam ଭଲ କରିଛ 90+ students 90+ mark ରଖିଛ ସେପରି ଇଂରାଜୀ exam ମଧ୍ୟ ଭଲ କରିବ , ସମସ୍ତେ English ପାଇଁ 95 target ରଖ, ତା ଠୁ ଅଧିକ ଆସିଲେ ଆଉ ଭଲ । ସମସ୍ତେ ଭଲ ରେ କରିବ , panic ହେବ ନି ।
ALL THE BEST👍 , MY BEST WISHES FOR YOUR ENGLISH EXAM 🙏
1 895
ଆଉ ଥରେ କହୁଛି କେହି ବି REAL QUESTION ରଖି ନାହାନ୍ତି, ସମସ୍ତେ ଠକୁଛନ୍ତି, ତାଙ୍କର ଠକାମି ରେ ପଡନି ନିଜେ ନିଜର ପାଠ ପଢ଼ ଭଲ ନମ୍ବର ରଖିବ ,ତମର MATH SELECTIVE ବି READY ହେଇସରିଲାନି।
1 895
ସମସ୍ତେ MEMBER ADD କର MATH SELECTIVE ତିଆରି ହୋଇସାରିଲାଣି , ଯେତେ ଶୀଘ୍ର MEMBER ADD କରିବ ସେତେ ଶୀଘ୍ର UPLOAD ହେବ।
1 895
ସମସ୍ତେ 2 2 ଟା ନିଜ ସାଙ୍ଗ କୁ add କଲେ b ଆମ group ଆଗକୁ ବଢ଼ି ପାରିବ , ଦୟାକରି ସମସ୍ତେ 2 2 ଟା members add କରନ୍ତୁ , ଯାହା ଫଳ ରେ ଆମେ next exam ରେ ମଧ୍ୟ selective question ଦେବୁ।
1 895
Notice to all students..⛔️🛑
Kehi Question debeni jie dauchi Ss hua ta editing question dauthiba or pyq ra pdf dauthiba Tame mane kehi question pachare na padi Study re focous kara group re dia jauthiba selection padha.. 👍
Au jie b question katha kahiba direct group ru ban heba.. 👍
1 895
ଭଲରେ ପଢ଼ ସମସ୍ତେ , ବୁଝିପାରୁନ କେମିତି , ମୋ କହିବା ଅର୍ଥ ତମ ROLL NO ଦେଲେ, ଯେତେବେଳେ RESULT ବାହାରିବ ତମ SCHOOL ରେ ଯେମିତି RANKING କରାଯାଏ, ସେପରି RANKING କରାଯିବ, ତେଣୁ ଦୟାକରି ସମସ୍ତେ ନିଜ ROLL NO ସେ ID ରେ ପଠେଇ ଦିଅନ୍ତୁ।
