en
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Open in Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Show more
2 141
Subscribers
No data24 hours
-17 days
-1430 days
Posts Archive
JOIN OUR NEW ADMISSION TELEGRAM GROUP LINK https://t.me/osounewadmission JOIN OUR NEW ADMISSION WHATSAPP GROUP LINK https://chat.whatsapp.com/DsjBC8juY9a6wuWrPQtieN JOIN now' MY OFFICAL GROUPS LINK https://t.me/studywithkrishnasir1 JOIN NOW MY Official INSTAGRAM LINK https://www.instagram.com/krishnna9078?igsh=MTYxMG1lYXRpMjFwag== ଏହି ଗ୍ରୁପ ମାନଙ୍କ ରେ ଆପଣ ମାନେ ଯଦି OSOU ରେ PG କରୁଛନ୍ତି ତାହେଲେ ଆପଣ ମାନେ ସମ୍ପୂର୍ଣ୍ଣ ସହାୟତା ସର୍ବ ପ୍ରଥମେ ପାଇ ପାରିବେ ତା ସହ SSB LECTURE,PGT, TGT, UGC NET ଇତ୍ୟାଦି ର CLS ମଧ୍ୟ ପାଇ ପାରିବେ ତେଣୁ ଏବେ ହିଁ ସୁ SUBSCRIBE କରି ରଖି ଥାଆନ୍ତୁ

1ASSIGNMENT 1.pdf0.82 KB

ଆଜି ହେଉଛି ଶେଷ ଦିନ ପ୍ରୋଜେକ୍ଟ SUBMIT କରିବାର ଯେଉଁ ମାନେ କରି ନାହାନ୍ତି କରି ନେବେ ଯାହାକୁ ପ୍ରୋଜେକ୍ଟ ଦରକାର ଅଛି 9078507424 ରେ MSG କରି ପ୍ରୋଜେକ୍ଟ ନେଇ ପାରିବେ DTP ଏବଂ ହାତଲେଖା ମିଳିଯିବ

Synopsis upload jeun mane kari pari nathile ebe option asuchi kari paribe
Synopsis upload jeun mane kari pari nathile ebe option asuchi kari paribe

ଯାହାର ଯାହା DOUBT ଅଛି ବର୍ତ୍ତମାନ ସମସ୍ତେ cal ୟା MSG କରି ପାରିବେ ବର୍ତ୍ତମାନ ମୁଁ FREE ଅଛି CLS ଠାରୁ ଆରମ୍ଭ କରି ADMISSION ଯାଏଁ FORM FILLUP ଠାରୁ ଆରମ୍ଭ କରି ASSIGNMENT ଯାଏଁ ବୁଝି ପାରିବେ 9078507425 ରେ CONTACT କରି ପାରିବେ ଏହି MSG ଆପଣଙ୍କ ସାଙ୍ଗ ସାଥୀ ଭାଇ ଭଉଣୀ ଙ୍କୁ share କରି ଦେବେ

ଯଦି ଆପଣ ମାନଙ୍କ ଭାଇ ଭଉଣୀ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ଇତ୍ୟାଦି କେହି ବି ବ.TECH,M.B.A.,MCA,BBA,BCA,B.SC(AGRICULTURE)B.SC(NURSING) ଏବଂ
ଯଦି ଆପଣ ମାନଙ୍କ ଭାଇ ଭଉଣୀ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ଇତ୍ୟାଦି କେହି ବି ବ.TECH,M.B.A.,MCA,BBA,BCA,B.SC(AGRICULTURE)B.SC(NURSING) ଏବଂ M.SC କରିବାକୁ ଚାହୁଁଛନ୍ତି G.I.E.T ଗୁଣୁପୁର କିମ୍ବା S.O.A UNIVERSITY BBSR ରେ ତେବେ ଆପଣ ମାନେ ମୋତେ CONTACT କରି ପାରିବେ ST SC ପିଲା ଙ୍କୁ 70ହଜାର ଟଙ୍କା ର SCHOLARSHIP BENIFIT ମଧ୍ୟ ରହି ଅଛି OBC ପିଲାଙ୍କୁ ମଧ୍ୟ SCHOLARSHIP ବ୍ୟବସ୍ଥା ରହିଅଛି ତା ସହ ରହିବା ଖାଇବା ପାଇଁ ହଷ୍ଟେଲ ଇତ୍ୟାଦି ର ସୁବିଧା ମଧ୍ୟ ରହି ଅଛି ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ ଏବେ ହିଁ

ଯେଉଁ ମାନଙ୍କ ହାତ ଲେଖା project ଦରକାର ଶୀଘ୍ର ଶୀଘ୍ର msg କର Dtp wala bi MSG କର 9078507424 ରେ

Results of the Term End Examinations December 2024 for UG 5th semester | Odisha State Open University, Sambalpur http://www.osou.ac.in/news.php?item=results-of-the-term-end-examinations-december-2024-for-ug-5th-semester GRADUATION (+3) 5TH SEM RESULT

ଆଜି ହେଉଚି ଶେଷ ଦିନ ଯେଉଁ ମାନଙ୍କ BACK ରହିଛି FORM FILLUP କରି ଦିଅନ୍ତୁ ପ୍ରୋଜେକ୍ଟ ଯାହାର ଦରକାର ମୋତେ PERSONAL MSG କରନ୍ତୁ ବର୍ତମାନ SYNOPSIS UPLOAD କରନ୍ତୁ ଏମିତି ସୁଯୋଗ ବାର ବାର ମିଳିବନାହିଁ BACK ଥିଲେ ଏବେ ହିଁ CLEAR କରନ୍ତ For more information 9078507424

osou_250505124037.pdf

+4
MAPS( POLITICAL SCIENCE)

MAPS ପିଲା ଏବଂ HISTORY. ECONOMIS TOTAL ଉପରେ କହିବାକୁ ଗଲେ 2024 OCTOBER ରେ ଆଡ଼ମିଶନ କରିଥିବା ପିଲା ଙ୍କ ASSIGNMENT ଆସିଚି LAST DATE 15.05.2024 କେବଳ ଗୋଟିଏ ପେପର କୁ ଗୋଟିଏ QUESTION ର ANS ଲେଖିବ 3ଟି QUESTION ରହିଥିବ ସେଥି ମଧ୍ୟରୁ ଗୋଟି କର ଉତ୍ତର ଲେଖି A4 SIZE ପେପର ରେ ଡକ୍ୟୁମେଣ୍ଟ କରି SLM SITE ରେ ଅପଲୋଡ଼ କରିବ ତା ତାହା ସହ COPY GOTIE ଗୋଟିଏ CLG ରେ ନେଇକି ଦେଵ ଓଡ଼ିଆ ପିଲା ମାନେ କେହି ବ୍ୟସ୍ତ ହବ ନାହିଁ ଓଡ଼ିଆ ପିଲା ମାନେ ତୁମ ମାନଙ୍କ ଆସି ଯିବ କିଛି ଦିନ ପରେ ଏବେ ନୁହ

ଯଦି ତୁମ ମାନଙ୍କ ଭାଇ ଭଉଣୀ ସାଙ୍ଗ ସାଥି କିମ୍ବା ପରିବାର ର କେହି ବି JOIN କରିଛନ୍ତି OSOU ରେ ଓଡ଼ିଆ ରେ PG ରେ ତାହେଲେ ଆପଣ ମାନେ ଦୟାକରି 9078507424 NO ରେ MSG କରିବାକୁ କୁହନ୍ତୁ NEW ପିଲା ଙ୍କ ପାଇଁ ଗୋଟିଏ ଗ୍ରୁପ୍ ତିଆରି ହେଇଚି ଯେଉଁଥିରେ ସବୁ କିଛି INFORMATION ନିର୍ଭୁଲ ଭାବରେ ଆପଣ ମାନେ ପାଇ ପାରିବେ ତେଣୁ ସେମାନଙ୍କୁ MO NUMBER 9078507424 NUMBER ରେ WHATSAPP କରିବାକୁ କହିଦେବେ