STUDY WITH KRISHNA SIR ( OSOU)
Открыть в Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
Больше2 141
Подписчики
Нет данных24 часа
-17 дней
-1430 день
Архив постов
JOIN OUR NEW ADMISSION TELEGRAM GROUP LINK
https://t.me/osounewadmission
JOIN OUR NEW ADMISSION WHATSAPP GROUP LINK
https://chat.whatsapp.com/DsjBC8juY9a6wuWrPQtieN
JOIN now' MY OFFICAL GROUPS LINK
https://t.me/studywithkrishnasir1
JOIN NOW MY Official
INSTAGRAM LINK
https://www.instagram.com/krishnna9078?igsh=MTYxMG1lYXRpMjFwag==
ଏହି ଗ୍ରୁପ ମାନଙ୍କ ରେ ଆପଣ ମାନେ ଯଦି OSOU ରେ PG କରୁଛନ୍ତି ତାହେଲେ ଆପଣ ମାନେ ସମ୍ପୂର୍ଣ୍ଣ ସହାୟତା ସର୍ବ ପ୍ରଥମେ ପାଇ ପାରିବେ
ତା ସହ SSB LECTURE,PGT, TGT,
UGC NET ଇତ୍ୟାଦି ର CLS ମଧ୍ୟ ପାଇ ପାରିବେ ତେଣୁ ଏବେ ହିଁ ସୁ SUBSCRIBE କରି ରଖି ଥାଆନ୍ତୁ
ଆଜି ହେଉଛି ଶେଷ ଦିନ ପ୍ରୋଜେକ୍ଟ SUBMIT କରିବାର ଯେଉଁ ମାନେ କରି ନାହାନ୍ତି କରି ନେବେ
ଯାହାକୁ ପ୍ରୋଜେକ୍ଟ ଦରକାର ଅଛି
9078507424 ରେ MSG କରି ପ୍ରୋଜେକ୍ଟ ନେଇ ପାରିବେ
DTP ଏବଂ ହାତଲେଖା ମିଳିଯିବ
Repost from ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
Synopsis upload jeun mane kari pari nathile ebe option asuchi kari paribe
ଯାହାର ଯାହା DOUBT ଅଛି
ବର୍ତ୍ତମାନ ସମସ୍ତେ cal ୟା MSG କରି ପାରିବେ ବର୍ତ୍ତମାନ ମୁଁ FREE ଅଛି
CLS ଠାରୁ ଆରମ୍ଭ କରି ADMISSION ଯାଏଁ
FORM FILLUP ଠାରୁ ଆରମ୍ଭ କରି ASSIGNMENT ଯାଏଁ ବୁଝି ପାରିବେ
9078507425 ରେ CONTACT କରି ପାରିବେ
ଏହି MSG ଆପଣଙ୍କ ସାଙ୍ଗ ସାଥୀ ଭାଇ ଭଉଣୀ ଙ୍କୁ share କରି ଦେବେ
Repost from STUDY WITH KRISHNA SIR ( OSOU)
ଯଦି ଆପଣ ମାନଙ୍କ ଭାଇ ଭଉଣୀ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ଇତ୍ୟାଦି କେହି ବି ବ.TECH,M.B.A.,MCA,BBA,BCA,B.SC(AGRICULTURE)B.SC(NURSING) ଏବଂ M.SC କରିବାକୁ ଚାହୁଁଛନ୍ତି
G.I.E.T ଗୁଣୁପୁର କିମ୍ବା S.O.A UNIVERSITY BBSR ରେ ତେବେ ଆପଣ ମାନେ ମୋତେ CONTACT କରି ପାରିବେ
ST SC ପିଲା ଙ୍କୁ 70ହଜାର ଟଙ୍କା ର SCHOLARSHIP BENIFIT ମଧ୍ୟ ରହି ଅଛି
OBC ପିଲାଙ୍କୁ ମଧ୍ୟ SCHOLARSHIP ବ୍ୟବସ୍ଥା ରହିଅଛି
ତା ସହ ରହିବା ଖାଇବା ପାଇଁ ହଷ୍ଟେଲ ଇତ୍ୟାଦି ର ସୁବିଧା ମଧ୍ୟ ରହି ଅଛି
ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ ଏବେ ହିଁ
ଯେଉଁ ମାନଙ୍କ ହାତ ଲେଖା project ଦରକାର ଶୀଘ୍ର ଶୀଘ୍ର msg କର
Dtp wala bi MSG କର
9078507424 ରେ
Results of the Term End Examinations December 2024 for UG 5th semester | Odisha State Open University, Sambalpur
http://www.osou.ac.in/news.php?item=results-of-the-term-end-examinations-december-2024-for-ug-5th-semester
GRADUATION (+3) 5TH SEM RESULT
ଆଜି ହେଉଚି ଶେଷ ଦିନ
ଯେଉଁ ମାନଙ୍କ BACK ରହିଛି
FORM FILLUP କରି ଦିଅନ୍ତୁ
ପ୍ରୋଜେକ୍ଟ ଯାହାର ଦରକାର ମୋତେ PERSONAL MSG କରନ୍ତୁ
ବର୍ତମାନ SYNOPSIS UPLOAD କରନ୍ତୁ
ଏମିତି ସୁଯୋଗ ବାର ବାର ମିଳିବନାହିଁ
BACK ଥିଲେ ଏବେ ହିଁ CLEAR କରନ୍ତ
For more information
9078507424
MAPS ପିଲା ଏବଂ HISTORY. ECONOMIS
TOTAL ଉପରେ କହିବାକୁ ଗଲେ
2024 OCTOBER ରେ ଆଡ଼ମିଶନ କରିଥିବା ପିଲା ଙ୍କ ASSIGNMENT ଆସିଚି
LAST DATE 15.05.2024
କେବଳ ଗୋଟିଏ ପେପର କୁ ଗୋଟିଏ QUESTION ର ANS ଲେଖିବ
3ଟି QUESTION ରହିଥିବ ସେଥି ମଧ୍ୟରୁ ଗୋଟି କର ଉତ୍ତର ଲେଖି A4 SIZE ପେପର ରେ ଡକ୍ୟୁମେଣ୍ଟ କରି SLM SITE ରେ ଅପଲୋଡ଼ କରିବ ତା ତାହା ସହ COPY GOTIE ଗୋଟିଏ CLG ରେ ନେଇକି ଦେଵ
ଓଡ଼ିଆ ପିଲା ମାନେ
କେହି ବ୍ୟସ୍ତ ହବ ନାହିଁ
ଓଡ଼ିଆ ପିଲା ମାନେ ତୁମ ମାନଙ୍କ ଆସି ଯିବ କିଛି ଦିନ ପରେ ଏବେ ନୁହ
Repost from STUDY WITH KRISHNA SIR ( OSOU)
ଯଦି ତୁମ ମାନଙ୍କ ଭାଇ ଭଉଣୀ ସାଙ୍ଗ ସାଥି କିମ୍ବା ପରିବାର ର କେହି ବି JOIN କରିଛନ୍ତି OSOU ରେ ଓଡ଼ିଆ ରେ PG ରେ ତାହେଲେ ଆପଣ ମାନେ
ଦୟାକରି
9078507424 NO ରେ MSG କରିବାକୁ କୁହନ୍ତୁ
NEW ପିଲା ଙ୍କ ପାଇଁ ଗୋଟିଏ ଗ୍ରୁପ୍ ତିଆରି ହେଇଚି ଯେଉଁଥିରେ ସବୁ କିଛି INFORMATION ନିର୍ଭୁଲ ଭାବରେ ଆପଣ ମାନେ ପାଇ ପାରିବେ ତେଣୁ ସେମାନଙ୍କୁ MO NUMBER
9078507424
NUMBER ରେ WHATSAPP କରିବାକୁ କହିଦେବେ
Repost from STUDY WITH KRISHNA SIR ( OSOU)
ଯଦି ଆପଣ ମାନଙ୍କ ଭାଇ ଭଉଣୀ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ଇତ୍ୟାଦି କେହି ବି ବ.TECH,M.B.A.,MCA,BBA,BCA,B.SC(AGRICULTURE)B.SC(NURSING) ଏବଂ M.SC କରିବାକୁ ଚାହୁଁଛନ୍ତି
G.I.E.T ଗୁଣୁପୁର କିମ୍ବା S.O.A UNIVERSITY BBSR ରେ ତେବେ ଆପଣ ମାନେ ମୋତେ CONTACT କରି ପାରିବେ
ST SC ପିଲା ଙ୍କୁ 70ହଜାର ଟଙ୍କା ର SCHOLARSHIP BENIFIT ମଧ୍ୟ ରହି ଅଛି
OBC ପିଲାଙ୍କୁ ମଧ୍ୟ SCHOLARSHIP ବ୍ୟବସ୍ଥା ରହିଅଛି
ତା ସହ ରହିବା ଖାଇବା ପାଇଁ ହଷ୍ଟେଲ ଇତ୍ୟାଦି ର ସୁବିଧା ମଧ୍ୟ ରହି ଅଛି
ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ ଏବେ ହିଁ
Уже доступно! Исследование Telegram 2025 — ключевые инсайты года 
