STUDY WITH KRISHNA SIR ( OSOU)
Open in Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
Show more2 139
Subscribers
No data24 hours
-17 days
-1430 days
Posts Archive
SSB LECTURE POST APPLY ଆଉ ମାତ୍ର 3 ଦିନ ରହିଲା ଯେଉଁ ମାନେ କରି ନାହାନ୍ତି କରି ନେବେ
ସମସ୍ତ REGULAR OR DISTANCE ପିଲା ଯେଉଁ ମାନେ PASS ହେଇଛନ୍ତି PG ରେ ସମସ୍ତ ଙ୍କ ପାଇଁ ଖୁସି ଖବର ଦେଖନ୍ତୁ ଏମିତି SUJAGA ହାତ ଛଡ଼ା କରନ୍ତୁ ନାହିଁ
https://youtu.be/O5lsEVPpDN0
କାଳିନ୍ଦୀ ଚରଣ ପାଣିଗ୍ରାହୀ କେତୋଟି ଉପନ୍ୟାସ ରଚନା କରିଥଲେ
ବର୍ତମାନ ସମସ୍ତେ SSB APPLY କରି ପାରିବ
PROBLEM SOLVE ହେଇଗଲା OTP ଆସୁଚି MAIL କୁ
ଗୋପାଙ୍ଗନା ଙ୍କ କାମ ଦୋଶା ର 10 ଗୋଟି ଦୋଷା
10 ଗୋଟି ଦୋଷା
1 ଅଙ୍ଗ ସଙ୍ଗ - ରତି କ୍ରୀଡା
2- ଚିନ୍ତା
3- ସ୍ମରଣ
4- ଗୁଣ କୀର୍ତ୍ତନ
5- ମନ ଉଦ୍ବେଗ
6- ବିଳାପ/କନ୍ଦର୍ପ
7- ମତ୍ତ/ବାୟା ବ୍ୟଥୁଳ
8- ବ୍ୟାଧି /ରୋଗଗ୍ରସ୍ତ
9- ଜଡତା - ମୁକ ସଦୃଶ୍ୟ
10- ମୃତ୍ୟୁ ଦୋଶା
SSB jeun ମାନେ ଏବେ apply କରୁଛନ୍ତି
Registration କରିବାରେ ସମସ୍ୟା ଦେଖା ଦେଉଚି
ଯେଉଁ ଥି ପାଇଁ ପିଲା ssb apply କରି ପାରୁ ନାହାଁନ୍ତି
ମୋବାଇଲ ନୋ ରେ opt ଆସୁଚି କିନ୍ତୁ mail ରେ ଆସୁ ନାହି ତେଣୁ
ସମସ୍ତେ ଦୟାକରି ଟିକେ
Ssbodishahelpdesk@gmail.com ଏହି mail ରେ mail କରନ୍ତୁ
ଆଉ ମାତ୍ର 7 ଦିନ ରହିଲା ବହୁତ୍ ପିଲା apply ରୁ ବଞ୍ଚିତ ହେଇଯିବେ
Available now! Telegram Research 2025 — the year's key insights 
