fa
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

رفتن به کانال در Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

نمایش بیشتر
2 139
مشترکین
اطلاعاتی وجود ندارد24 ساعت
-17 روز
-1430 روز
آرشیو پست ها
SSB LECTURE POST APPLY ଆଉ ମାତ୍ର 3 ଦିନ ରହିଲା ଯେଉଁ ମାନେ କରି ନାହାନ୍ତି କରି ନେବେ

ସମସ୍ତ REGULAR OR DISTANCE ପିଲା ଯେଉଁ ମାନେ PASS ହେଇଛନ୍ତି PG ରେ ସମସ୍ତ ଙ୍କ ପାଇଁ ଖୁସି ଖବର ଦେଖନ୍ତୁ ଏମିତି SUJAGA ହାତ ଛଡ଼ା କରନ୍ତୁ ନାହିଁ https://youtu.be/O5lsEVPpDN0

RIGHT ANS 6 BUT ସେଇ ଗୋଟେ କଣ ତମେ ମାନେ CMT କରି ଜଣେଇବ

କାଳିନ୍ଦୀ ଚରଣ ପାଣିଗ୍ରାହୀ କେତୋଟି ଉପନ୍ୟାସ ରଚନା କରିଥଲେ
Anonymous voting

ବର୍ତମାନ ସମସ୍ତେ SSB APPLY କରି ପାରିବ PROBLEM SOLVE ହେଇଗଲା OTP ଆସୁଚି MAIL କୁ

ଗୋପାଙ୍ଗନା ଙ୍କ କାମ ଦୋଶା ର 10 ଗୋଟି ଦୋଷା 10 ଗୋଟି ଦୋଷା 1 ଅଙ୍ଗ ସଙ୍ଗ - ରତି କ୍ରୀଡା 2- ଚିନ୍ତା 3- ସ୍ମରଣ 4- ଗୁଣ କୀର୍ତ୍ତନ 5- ମନ ଉଦ୍ବେଗ 6- ବିଳାପ/କନ୍ଦର୍ପ 7- ମତ୍ତ/ବାୟା ବ୍ୟଥୁଳ 8- ବ୍ୟାଧି /ରୋଗଗ୍ରସ୍ତ 9- ଜଡତା - ମୁକ ସଦୃଶ୍ୟ 10- ମୃତ୍ୟୁ ଦୋଶା

SSB jeun ମାନେ ଏବେ apply କରୁଛନ୍ତି Registration କରିବାରେ ସମସ୍ୟା ଦେଖା ଦେଉଚି ଯେଉଁ ଥି ପାଇଁ ପିଲା ssb apply କରି ପାରୁ ନାହାଁନ୍ତି ମୋବାଇଲ ନୋ ରେ opt ଆସୁଚି କିନ୍ତୁ mail ରେ ଆସୁ ନାହି ତେଣୁ ସମସ୍ତେ ଦୟାକରି ଟିକେ Ssbodishahelpdesk@gmail.com ଏହି mail ରେ mail କରନ୍ତୁ ଆଉ ମାତ୍ର 7 ଦିନ ରହିଲା ବହୁତ୍ ପିଲା apply ରୁ ବଞ୍ଚିତ ହେଇଯିବେ

ଆଜି ପାଇଁ ଏତିକି ଥାଉ ବାକି କାଲି କରିବା

ଶିକ୍ଷା ବନ୍ଧୁ ଏକ କେଉଁ ଭଳି ପତ୍ରିକା
Anonymous voting

ଶିକ୍ଷା ବନ୍ଧୁ ପତ୍ରିକା ର ସମ୍ପାଦକ କିଏ
Anonymous voting

ଶିକ୍ଷାବନ୍ଧୁ ନାମକ ପତ୍ରିକା କେବେ ପ୍ରକାଶିତ ହେଇଥିଲା
Anonymous voting

ପ୍ରଦୀପ ପତ୍ରିକା ର ସମ୍ପାଦକ କିଏ
Anonymous voting

ପ୍ରଦୀପ କେବେ ପ୍ରକାଶିତ ହେଇଥିଲା
Anonymous voting

ସଂସ୍କାରକ ଏକ କେଉଁ ଭଳି ପତ୍ରିକା
Anonymous voting

ସେବକ ଏକ କେଉଁ ଭଳି ପତ୍ରିକା
Anonymous voting

ଧୂମକେତୁ ନାମକ ପତ୍ରିକା କେବେ ପ୍ରକାଶିତ ହେଇଥିଲା
Anonymous voting

ସଂସ୍କାରକ ଓ ସେବକ କେବେ ପ୍ରକାଶିତ ହେଇଥିଲା
Anonymous voting

ସଂସ୍କାରକ ପତ୍ରିକା ର ସମ୍ପାଦକ କିଏ
Anonymous voting

ସେବକ ର ସମ୍ପଦକ କିଏ ଥିଲେ
Anonymous voting