1 643
Subscribers
No data24 hours
-37 days
-3130 days
Posts Archive
କେହି ଏବେ RE CHECKING କରିବ ନାହିଁ
କାଲି ଆସିବ VIDEO TAA ପରେ ଯାଇ କରିବ
0 ଠୁ 15 ଭିତରେ ଯେଉଁ ମାନଙ୍କ mark ଅଛି ଟିକେ result card ପଠାଓ ସବୁ
ଯେଉଁ ମାନଙ୍କ BACK ଲାଗିଚି CLEAR କରିବାର ଅଛି କିମ୍ବା MARK ବଢେଇବା ପାଇଁ ଚାହୁଁଛନ୍ତି ତାହେଲେ କାଲି ସକାଳୁ G M UNIVERSITY ଆଗରେ 9 AM ବେଳେ ହଜାର ହୁଅନ୍ତୁ
ଯେଉଁ ମାନେ ଆସିବେ ସେମାନଙ୍କ CLEAR ହବ
kehi jane b re cheking kariba nahi bar bar kahuchi pare mark asaila nahi kahile habani au re cheking badala re samblapur asa kama haba
keun mananka ra back thila au semane re checking and photo copy of answer sheet pain apply karithile dayakari mote pathantu bahuti emargency achhi osou ku dhari jibi aji tenu pathantu plz request karuchi
Sambalpur 6 ତାରିଖ ରେ ପହଞ୍ଚିବେ ଯେଉଁ ମାନେ ଯିବା ପାଇଁ ବାହାରିଛନ୍ତି
Date fix ହେଲା 6.12.23 ରେ ଦିନ 11 ଟା ସୁଦ୍ଧା ସମସ୍ତେ ଯେମିତି ହାଜର ହେଇ ରହିଥିବେ
ଆଉ ଯେଉଁ ମାନେ ଯିବା ପାଇ। ଇଚ୍ଛା ଜଣେଇ ବେ
KIE KIE SAMBALAPUR STUDY CENTRE RU RAHIACHHA DAYAKARI REPLY KARA
Jeun mane v group re join karucha dayakari voice chat re join kara
Repost from ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
ଅଯଥା ରେ କେହି କିନ୍ତୁ
ତଳେ ଦିଆ ଯାଇଥିବା GROUP RE JOIN କରିବେ ନାହିଁ
ଯେଉଁ ମାନେ ସମ୍ବଲପୁର ଯିବେ ସେଇ ମାନେ ହିଁ JOIN କରିବେ
https://t.me/+zqF_POlyVcBkZjQ9
ଯେଉଁ ମାନଙ୍କ RESULT ଖରାପ ହେଇଚି
BACK OR କମ୍ MARK ସେମାନେ ନିଜ ନିଜ MARK SHEET କୁ MOTE WP କରି ପାରିବେ ମୁ ସମ୍ବଲପୁର
ଯାଉଚି ନେଇକି ଯିବି
9078507424 ରେ WP KARI DEBE DOCUMENT ମନେ ରଖନ୍ତୁ SCREEN SHOT ପଠେଇବେ ନାହି
ଆଉ କିଏ ଯିବ Sambalpur ଯାହାର ରେଜଲ୍ଟ ଖରାପ ହେଇଚି ଦୟାକରି ଜଣେଇବ
9078597424 no ରେ ( WHATSAPP OR CAL)
Available now! Telegram Research 2025 — the year's key insights 
