fa
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

رفتن به کانال در Telegram
1 643
مشترکین
اطلاعاتی وجود ندارد24 ساعت
-37 روز
-3130 روز
آرشیو پست ها
କେହି ଏବେ RE CHECKING କରିବ ନାହିଁ କାଲି ଆସିବ VIDEO TAA ପରେ ଯାଇ କରିବ

ମୁଁ ବାହାରିଲି ତମ ମାନଙ୍କ ପାଳି ବର୍ତ୍ତମାନ
ମୁଁ ବାହାରିଲି ତମ ମାନଙ୍କ ପାଳି ବର୍ତ୍ତମାନ

ମୁଁ ବାହାରିଲି ରେ Sambalpur

0 ଠୁ 15 ଭିତରେ ଯେଉଁ ମାନଙ୍କ mark ଅଛି ଟିକେ result card ପଠାଓ ସବୁ

ଯେଉଁ ମାନଙ୍କ BACK ଲାଗିଚି CLEAR କରିବାର ଅଛି କିମ୍ବା MARK ବଢେଇବା ପାଇଁ ଚାହୁଁଛନ୍ତି ତାହେଲେ କାଲି ସକାଳୁ G M UNIVERSITY ଆଗରେ 9 AM ବେଳେ ହଜାର ହୁଅନ୍ତୁ ଯେଉଁ ମାନେ ଆସିବେ ସେମାନଙ୍କ CLEAR ହବ

kehi jane b re cheking kariba nahi bar bar kahuchi pare mark asaila nahi kahile habani au re cheking badala re samblapur asa kama haba

keun mananka ra back thila au semane re checking and photo copy of answer sheet pain apply karithile dayakari mote pathantu bahuti emargency achhi osou ku dhari jibi aji tenu pathantu plz request karuchi

Sambalpur 6 ତାରିଖ ରେ ପହଞ୍ଚିବେ ଯେଉଁ ମାନେ ଯିବା ପାଇଁ ବାହାରିଛନ୍ତି Date fix ହେଲା 6.12.23 ରେ ଦିନ 11 ଟା ସୁଦ୍ଧା ସମସ୍ତେ ଯେମିତି ହାଜର ହେଇ ରହିଥିବେ ଆଉ ଯେଉଁ ମାନେ ଯିବା ପାଇ। ଇଚ୍ଛା ଜଣେଇ ବେ

KIE KIE SAMBALAPUR STUDY CENTRE RU RAHIACHHA DAYAKARI REPLY KARA

Jeun mane v group re join karucha dayakari voice chat re join kara

ଅଯଥା ରେ କେହି କିନ୍ତୁ ତଳେ ଦିଆ ଯାଇଥିବା GROUP RE JOIN କରିବେ ନାହିଁ ଯେଉଁ ମାନେ ସମ୍ବଲପୁର ଯିବେ ସେଇ ମାନେ ହିଁ JOIN କରିବେ https://t.me/+zqF_POlyVcBkZjQ9

ଯେଉଁ ମାନଙ୍କ RESULT ଖରାପ ହେଇଚି BACK OR କମ୍ MARK ସେମାନେ ନିଜ ନିଜ MARK SHEET କୁ MOTE WP କରି ପାରିବେ ମୁ ସମ୍ବଲପୁର ଯାଉଚି ନେଇକି ଯିବି 9078507424 ରେ WP KARI DEBE DOCUMENT ମନେ ରଖନ୍ତୁ SCREEN SHOT ପଠେଇବେ ନାହି

ଆଉ କିଏ ଯିବ Sambalpur ଯାହାର ରେଜଲ୍ଟ ଖରାପ ହେଇଚି ଦୟାକରି ଜଣେଇବ 9078597424 no ରେ ( WHATSAPP OR CAL)