en
Feedback

Don't get caught by a cheater! Telemetrio finds and tags such channels 👉 If you want to see the tag, subscribe

OAV CLASSES

OAV CLASSES

Open in Telegram

For any business proposal & paid promotion contact this mail 👇👇👇👇 oavclasses@gmail.com

Show more
6 348
Subscribers
-924 hours
-627 days
-24330 days
Posts Archive
photo content

photo content

ଓଡ଼ିଶାର ପ୍ରଥମ ଦୁର୍ଗାପୂଜା - ବାଲୁବଜାର
ଓଡ଼ିଶାର ପ୍ରଥମ ଦୁର୍ଗାପୂଜା - ବାଲୁବଜାର

photo content
+3

*✅ ଓଟିଭି ପକ୍ଷରୁ ଆମସାହି ମେଢ଼-୨୦୨୬ ବିଜେତା ଘୋଷଣା -୧୪ଟି ବର୍ଗରେ ଶ୍ରେଷ୍ଠତା ପାଇଁ ହେଲା ବିଜେତା ଚୟନ -ଶ୍ରେଷ୍ଠ ତୋରଣ- ବମିଖାଲ ଦୁର୍ଗାପୂଜା କମିଟି, ଭୁବନେଶ୍ବର -ଆକର୍ଷଣୀୟ ମେଢ଼- ଶେଖ୍‌ ବଜାର, କଟକ -ଶ୍ରେଷ୍ଠ ଅଳଙ୍କାର- ବାଲୁ ବଜାର, କଟକ -ଶ୍ରେଷ୍ଠ ସାଜସଜ୍ଜା- ରସୁଲଗଡ଼ ଦୁର୍ଗାପୂଜା ସମିତି -ଶ୍ରେଷ୍ଠ ବିଷୟବସ୍ତୁ- ପୁରୁଣା ଷ୍ଟେସନ ବଜାର, ଭୁବନେଶ୍ବର -ଶ୍ରେଷ୍ଠ ପାର୍ଶ୍ବ ଦେବତା- ଚାଉଳିଆଗଞ୍ଜ, କଟକ -ଶ୍ରେଷ୍ଠ ଭୋଗ- ଚାନ୍ଦିନୀଚୌକ, କଟକ -ଶ୍ରେଷ୍ଠ ପାରମ୍ପରିକ ପୂଜା- କାକୁଡ଼ିଖାଇ, ପୁରୀ -ଶ୍ରେଷ୍ଠ ମୃଣ୍ମୟ ମୂର୍ତ୍ତି- ଜହ୍ନିଖାଇ, ପୁରୀ -ଶ୍ରେଷ୍ଠ ପୂଜା କମିଟି- ଓଡ଼ିଆ ବଜାର, କଟକ -ଶ୍ରେଷ୍ଠ ସ୍ବଚ୍ଛ ମଣ୍ଡପ- ସହିଦନଗର, ଭୁବନେଶ୍ବର -ଶ୍ରେଷ୍ଠ ପରିବେଶ ଅନୁକୂଳ ମଣ୍ଡପ- ବରମୁଣ୍ଡା, ଭୁବନେଶ୍ବର -ଶ୍ରେଷ୍ଠ ବିଚାରକ ପୁରସ୍କାର- ଡମଣା, ଭୁବନେଶ୍ବର*

photo content

IMA PG SCHOLARSHIP GUIDELINES 2026.pdf4.42 KB

photo content

✅ ବଦଳିଲେ ଓଡ଼ିଶାର ରାଜ୍ୟପାଳ -ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ -୬ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି -କେରଳମ୍- ଓମ୍‌ପ୍ରକାଶ ମାଥୁର, ତାମିଲନାଡୁ- ରାଜେନ୍ଦ୍ର ବିଶ୍ୱନାଥ ଆର୍‌ଲେକର -କର୍ଣ୍ଣାଟକ- ସୁଧା ଯାଦବ, ଉତ୍ତାରଖଣ୍ଡ- ଧଳସିଂହ ବିଶେନ -ସିକିମ ରାଜ୍ୟପାଳ ହେଲେ ଦୁଶ୍ୟନ୍ତ ଗୌତମ