OAV CLASSES
الذهاب إلى القناة على Telegram
For any business proposal & paid promotion contact this mail 👇👇👇👇 oavclasses@gmail.com
إظهار المزيد6 348
المشتركون
-924 ساعات
-627 أيام
-24330 أيام
أرشيف المشاركات
6 348
*✅ ଓଟିଭି ପକ୍ଷରୁ ଆମସାହି ମେଢ଼-୨୦୨୬ ବିଜେତା ଘୋଷଣା
-୧୪ଟି ବର୍ଗରେ ଶ୍ରେଷ୍ଠତା ପାଇଁ ହେଲା ବିଜେତା ଚୟନ
-ଶ୍ରେଷ୍ଠ ତୋରଣ- ବମିଖାଲ ଦୁର୍ଗାପୂଜା କମିଟି, ଭୁବନେଶ୍ବର
-ଆକର୍ଷଣୀୟ ମେଢ଼- ଶେଖ୍ ବଜାର, କଟକ
-ଶ୍ରେଷ୍ଠ ଅଳଙ୍କାର- ବାଲୁ ବଜାର, କଟକ
-ଶ୍ରେଷ୍ଠ ସାଜସଜ୍ଜା- ରସୁଲଗଡ଼ ଦୁର୍ଗାପୂଜା ସମିତି
-ଶ୍ରେଷ୍ଠ ବିଷୟବସ୍ତୁ- ପୁରୁଣା ଷ୍ଟେସନ ବଜାର, ଭୁବନେଶ୍ବର
-ଶ୍ରେଷ୍ଠ ପାର୍ଶ୍ବ ଦେବତା- ଚାଉଳିଆଗଞ୍ଜ, କଟକ
-ଶ୍ରେଷ୍ଠ ଭୋଗ- ଚାନ୍ଦିନୀଚୌକ, କଟକ
-ଶ୍ରେଷ୍ଠ ପାରମ୍ପରିକ ପୂଜା- କାକୁଡ଼ିଖାଇ, ପୁରୀ
-ଶ୍ରେଷ୍ଠ ମୃଣ୍ମୟ ମୂର୍ତ୍ତି- ଜହ୍ନିଖାଇ, ପୁରୀ
-ଶ୍ରେଷ୍ଠ ପୂଜା କମିଟି- ଓଡ଼ିଆ ବଜାର, କଟକ
-ଶ୍ରେଷ୍ଠ ସ୍ବଚ୍ଛ ମଣ୍ଡପ- ସହିଦନଗର, ଭୁବନେଶ୍ବର
-ଶ୍ରେଷ୍ଠ ପରିବେଶ ଅନୁକୂଳ ମଣ୍ଡପ- ବରମୁଣ୍ଡା, ଭୁବନେଶ୍ବର
-ଶ୍ରେଷ୍ଠ ବିଚାରକ ପୁରସ୍କାର- ଡମଣା, ଭୁବନେଶ୍ବର*
6 348
✅ ବଦଳିଲେ ଓଡ଼ିଶାର ରାଜ୍ୟପାଳ
-ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ
-୬ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି
-କେରଳମ୍- ଓମ୍ପ୍ରକାଶ ମାଥୁର, ତାମିଲନାଡୁ- ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର
-କର୍ଣ୍ଣାଟକ- ସୁଧା ଯାଦବ, ଉତ୍ତାରଖଣ୍ଡ- ଧଳସିଂହ ବିଶେନ
-ସିକିମ ରାଜ୍ୟପାଳ ହେଲେ ଦୁଶ୍ୟନ୍ତ ଗୌତମ
