en
Feedback
Sukant Tutorial

Sukant Tutorial

Open in Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Show more

📈 Analytical overview of Telegram channel Sukant Tutorial

Channel Sukant Tutorial (@sukanttutorial) is an active participant. Currently, the community unites 12 379 subscribers, ranking 16 341 in the Education category and 33 712 in the India region.

📊 Audience metrics and dynamics

Since its creation on невідомо, the project has demonstrated rapid growth, gathering an audience of 12 379 subscribers.

According to the latest data from 21 June, 2026, the channel demonstrates stable activity. Although there has been a change in the number of participants by -226 over the last 30 days and by -3 over the last 24 hours, overall reach remains high.

  • Verification status: Not verified
  • Engagement rate (ER): The average audience engagement rate is 13.56%. Within the first 24 hours after publication, content typically collects 3.22% reactions from the total number of subscribers.
  • Post reach: On average, each post receives 1 679 views. Within the first day, a publication typically gains 399 views.
  • Reactions and interaction: The audience actively supports content: the average number of reactions per post is 2.

📝 Description and content policy

The author describes the resource as a platform for expressing subjective opinions:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Thanks to the high frequency of updates (latest data received on 22 June, 2026), the channel maintains relevance and a high level of publication reach. Analytics show that the audience actively interacts with content, making it an important point of influence in the Education category.

12 379
Subscribers
-324 hours
-337 days
-22630 days
Posts Archive
https://youtu.be/x1TGaDwdJ7o ଏହି ପରି SHOW କରୁଥିଲେ ମିଳିବ ଲାପଟପ୍ ର ୩୦,୦୦୦ ଟଙ୍କା MUST WATCH & SHARE👆👆

❇️ ଆଜିଠୁ CPET ପରୀକ୍ଷା ଆରମ୍ଭ
+1
❇️ ଆଜିଠୁ CPET ପରୀକ୍ଷା ଆରମ୍ଭ

❇️ ଆଜିଠୁ CPET ପରୀକ୍ଷା ଆରମ୍ଭ
+1
❇️ ଆଜିଠୁ CPET ପରୀକ୍ଷା ଆରମ୍ଭ

🔴ADMISSION UPDATE 2023-24
+1
🔴ADMISSION UPDATE 2023-24

ଚିନ୍ତାର ବିଷୟ ନିଶ୍ଚିତ ଭାବେ🤔
ଚିନ୍ତାର ବିଷୟ ନିଶ୍ଚିତ ଭାବେ🤔

🔴ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି
+3
🔴ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି

❇️ ଆଜିର (୨୩.୦୬.୨୦୨୩) ଅବଶିଷ୍ଟ ମୂଖ୍ୟ ଖବର
+8
❇️ ଆଜିର (୨୩.୦୬.୨୦୨୩) ଅବଶିଷ୍ଟ ମୂଖ୍ୟ ଖବର

❇️ ଆଜିର (୨୩.୦୬.୨୦୨୩) ମୂଖ୍ୟ ଖବର
+9
❇️ ଆଜିର (୨୩.୦୬.୨୦୨୩) ମୂଖ୍ୟ ଖବର

❇️ SCHOLARSHIP PAYMENT UPDATE 2022-23 SCHOLARSHIP ଟଙ୍କା ବିଷୟରେ ପଚାର ଯାହା ଜାଣିବାର ଅଛି 1. POST-MATRIC SCHOLARSHIP (STATE SCHOLARSHIP) 2. E-MEDHABRUTI (UG,PG,TECH. & PROF. MERIT) 3. LABOUR CARD SCHOLARSHIP 4. GSSY SCHOLARSHIP 5. VFMB SCHOLARSHIP ANY DOUBTS CONTACT - CLICK HERE (ସମସ୍ତ ପ୍ରଶ୍ନର ଉତ୍ତର ଶୀଘ୍ର ମିଳିବ)

⛔️ IMPORTANT MASSAGE କିଛି ଦିନ ଭିତରେ " SUKANT TUTORIAL DISCUSSION " GROUP ସବୁ ଦିନ ପାଇଁ ବନ୍ଦ କରାଯିବ 📌 SUKANT TUTORIAL DISCUSSION - CLICK HERE ନିଜ ଅସୁବିଧା ନିଜେ ସମାଧାନ କରିବେ ‼️

⛔️IMPORTANT MASSAGE FOR ALL ଯେ ପର୍ଯ୍ୟନ୍ତ SUPPORT କରିନା ... ସେ ପର୍ଯ୍ୟନ୍ତ REPLY ନାହିଁ👍 (ସିଧା କଥା) ତୁମକୁ ଏ ଏତେ ସାହାଯ୍ୟ କରୁଛି ତୁମେ SUPPORT କରୁନା😢 ➡️ CONTACT LINK - CLICK HERE

❇️ କେଉଁ ଶ୍ରେଣୀ ପିଲା ନେବେ କେତେ ଓଜନର ସ୍କୁଲ ବ୍ୟାଗ୍‌ ? ନିୟମ ଆଣିଲେ ଏହି ସରକାର ସରକାରୀ ସ୍କୁଲରେ କିପରି ମିଳିପାରିବ ଉତ୍ତମ ଶିକ୍ଷା ? ପିଲାମାନଙ୍କ ଶିକ୍ଷାରେ କିଭଳି ଆହୁରି ଆସିପାରିବ ଉନ୍ନତି ? ଶାରୀରିକ ଓ ମାନସିକ ସ୍ତରରେ ପିଲାମାନେ ସମ୍ପୂର୍ଣ୍ଣ ସୁସ୍ଥ ଭାବେ କିପରି ପାଠ ପଢ଼ିପାରିବେ ସେନେଇ ସରକାରଙ୍କ ପକ୍ଷରୁ ପୂର୍ବରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ନିକଟରେ ସରକାରଙ୍କ ପକ୍ଷରୁ ପିଲାମାନଙ୍କ ସ୍କୁଲ ବ୍ୟାଙ୍ଗର ଓଜନକୁ ନେଇ କିଛି ପଦକ୍ଷେପ ନିଆଯାଇଥିଲା । ଯାହା ଆଜି ଯାଏ ଲାଗୁ ହୋଇନଥିବାବେଳେ ଗୋଟିଏ ରାଜ୍ୟର ସରକାର ଏନେଇ ଏକ ନିୟମ ଲାଗୁ କରିଛନ୍ତି । ନିର୍ଦ୍ଦିଷ୍ଟ ଶ୍ରେଣୀ ଓ ବୟସର ପିଲାମାନଙ୍କ ପାଇଁ ସେମାନଙ୍କ ସ୍କୁଲ ବ୍ୟାଗ୍‌ର ଓଜନ କେତେ ରହିବ, ସେ ନେଇ ନିୟମ ଆଣିଛନ୍ତି କର୍ଣ୍ଣାଟକ ସରକାର । ସରକାରଙ୍କ ପକ୍ଷରୁ ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । କର୍ଣ୍ଣାଟକର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ବୁଧବାର ଦିନ ୨୦୧୯ ସର୍କୁଲାରକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ବ୍ଲକ ସ୍ତରୀୟ ଶିକ୍ଷା ଅଧିକାରୀଙ୍କୁ କହିଛି । ସର୍କୁଲାର ଅନୁଯାୟୀ, ପିଲାମାନେ ସ୍କୁଲକୁ ନେଉଥିବା ବ୍ୟାଗର ଓଜନ ସେମାନଙ୍କ ଓଜନର ୧୫ ପ୍ରତିଶତରୁ ଅଧିକ ହେବା ଉଚିତ୍‌ ନୁହେଁ । ନିର୍ଦ୍ଦେଶ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନେ ସେମାନଙ୍କ ସ୍କୁଲ ବ୍ୟାଗର ଓଜନ ଦେଢ଼ କେଜିରୁ ୨କେଜି ଭିତରେ ରହିବା ଆବଶ୍ୟକ । ସେହିପରି ୩ରୁ ୫ ଶ୍ରେଣୀର ପିଲାମାନଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ୨ରୁ ୩ କେଜି ଭିତରେ ରହିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୩ରୁ ୪ କେ.ଜି ମଧ୍ୟରେ ସ୍କୁଲ ବ୍ୟାଗ ନେଇପାରିବେ । ଶେଷରେ ନବମ ଓ ଦଶମ ପିଲାଙ୍କ ପାଇଁ ମଧ୍ୟ ସରକାର ଏହି ନିୟମ ଅନୁସାରେ ୪ରୁ-୫କିଲୋର ବ୍ୟାଗ୍‌ ସ୍କୁଲକୁ ଆଣିପାରିବେ ବୋଲି କୁହାଯାଇଛି । ଖାଲି ଏତିକି ନୁହେଁ, ଏହି ନିର୍ଦ୍ଦେଶାବଳୀରେ ଆହୁରି କୁହାଇଛି ଯେ, ସପ୍ତାହରେ ଗୋଟିଏ ଦିନ ‘ସ୍କୁଲରେ ନୋ ବ୍ୟାଗ୍‌ ଡେ’ ପାଳନ କରାଯିବ । ବିଶେଷ କରି ଶନିବାର ଦିନ ଏହି ଦିବସ ସ୍କୁଲରେ ପାଳନ କରାଯିବ ବୋଲି କୁହାଯାଇଛି । ଡ. ଭି.ପି ନିରଞ୍ଜନରାଧ୍ୟ କମିଟି ଦେଇଥିବା ସୁପାରିଶକୁ ଆଧାର କରି ଏହି ନିର୍ଦ୍ଦେଶ ଜାରି କରାଯାଇଛି । ସ୍କୁଲ ବ୍ୟାଗ ଓଜନ ହେତୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ଦିଆଯାଇଛି । କିଛି ବର୍ଷ ପୂର୍ବରୁ ଏହି ନିୟମକୁ ଲାଗୁ କରାଯିବା ନେଇ ଏକ ରିପୋର୍ଟ ଦାଖଲ କରାଯାଇଥିଲା । ପରେ ପରେ ୨୦୧୮-୧୯ରେ ଏହାର ଅନ୍ତିମ ରିପୋର୍ଟ ଦାଖଲ ହେବା ସହ ଏହାକୁ ନେଇ ବିଚାର କରାଯାଇଥିଲା । ଯାହାକୁ ଏବେ କର୍ଣ୍ଣାଟକରେ ଲାଗୁ କରାଯିବାକୁ ସ୍ପଷ୍ଟ କରାଯାଇଛି ।

https://youtu.be/xx1IHPFvtfs ଆସିଗଲା ପିଲାଙ୍କ ଆକାଉଣ୍ଟକୁ ଲେବର୍ କାର୍ଡ଼ ସ୍କଲାରସିପ୍ ଟଙ୍କା MUST WATCH & SHARE👆👆

ଜାଣନ୍ତୁ +2 CERTIFICATE କେବେ ମିଳିବ ???
ଜାଣନ୍ତୁ +2 CERTIFICATE କେବେ ମିଳିବ ???

❇️OJEE ADMISSION 2023-24 ❇️NOTICE FOR 2ND/SPECIAL OJEE 2023
❇️OJEE ADMISSION 2023-24 ❇️NOTICE FOR 2ND/SPECIAL OJEE 2023

❇️ +2 E-ADMISSION REVISED DATELINE 2023-24
❇️ +2 E-ADMISSION REVISED DATELINE 2023-24

🔴 ADMISSION UPDATE 2023-24
+1
🔴 ADMISSION UPDATE 2023-24

photo content
+9

❇️ NIRMAN SHRAMIK KALYAN YOJANA SCHOLARSHIP 2022-23 🔴 ଆସିଲା ଲେବର୍ କାର୍ଡ଼ ସ୍କଲାରସିପ୍ ଟଙ୍କା 1. ଆଜିଠୁ ଅର୍ଥାତ ୨୧- ଜୁନ୍-୨୦୨୩ ର NIR
❇️ NIRMAN SHRAMIK KALYAN YOJANA SCHOLARSHIP 2022-23 🔴 ଆସିଲା ଲେବର୍ କାର୍ଡ଼ ସ୍କଲାରସିପ୍ ଟଙ୍କା 1. ଆଜିଠୁ ଅର୍ଥାତ ୨୧- ଜୁନ୍-୨୦୨୩ ର NIRMAN SHRAMIK KALYAN YOJANA SCHOLARSHIP (LABOUR CARD SCHOLARSHIP) ମିଳିବା ଆରମ୍ଭ ହୋଇଛି । 2. ଯେଉଁ ପିଲାଙ୍କର APPLICATION STATUS APPROVED BY DEPARTMENT_USER କିମ୍ବା PAYMENT PROCESS SHOW କରୁଛି ସେମାନଙ୍କୁ ମିଳୁଛି SCHOLARSHIP ଟଙ୍କା । 3. LABOUR CARD SCHOLARSHIP ଟଙ୍କା ପର୍ଯ୍ୟାୟ କ୍ରମେ ମିଳିବ ବ୍ୟସ୍ତ ନ ହୋଇକି ଅପେକ୍ଷା କରନ୍ତୁ I 4. ଯେଉଁ ପିଲାଙ୍କ APPLICATION VERIFY/APPROVED ହୋଇନି ସେମାନଙ୍କର VERIFY ହୋଇକି ମିଳିବ I 5. ଯଦି ଆପଣମାନେ ଏ ପର୍ଯ୍ୟନ୍ତ LABOUR CARD SCHOLARSHIP APPLY କରି ନାହାଁନ୍ତି ଏବେ ହିଁ APPLY କରିଦିଅନ୍ତୁ I 6. LABOUR CARD SCHOLARSHIP ONLINE APPLY LAST DATE - 31/ AUGUST /2023 I 7. ଯଦି ଆପଣମାନେ LABOUR CARD SCHOLARSHIP ପାଇବା ପାଇଁ ଯୋଗ୍ୟ ଅଟନ୍ତି ନିଶ୍ଚିତ ମିଳିବ କେବଳ ଅପେକ୍ଷା କରନ୍ତୁ I DETAILS VIDEO LINK - CLICK HERE ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ  ᶜᵒᵐᵐᵉⁿᵗ  ˢᵃᵛᵉ  ˢʰᵃʳᵉ 👁‍🗨MUST SHARE & SUPPORT🤝 ♥️ Join : @SukantTutorial