Sukant Tutorial
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial
نمایش بیشتر📈 تحلیل کانال تلگرام Sukant Tutorial
کانال Sukant Tutorial (@sukanttutorial) بازیگری فعال است. در حال حاضر جامعه شامل 12 379 مشترک است و جایگاه 16 341 را در دسته آموزش و رتبه 33 712 را در منطقه الهند دارد.
📊 شاخصهای مخاطب و پویایی
از زمان ایجاد در невідомо، پروژه رشد سریعی داشته و 12 379 مشترک جذب کرده است.
بر اساس آخرین دادهها در تاریخ 21 ژوئن, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر -226 و در ۲۴ ساعت گذشته برابر -3 بوده و همچنان دسترسی گستردهای حفظ شده است.
- وضعیت تأیید: تأیید نشده
- نرخ تعامل (ER): میانگین تعامل مخاطب 13.56% است و در ۲۴ ساعت نخست پس از انتشار، محتوا معمولاً 3.22% واکنش نسبت به کل مشترکان کسب میکند.
- دسترسی پستها: هر پست به طور میانگین 1 679 بازدید دریافت میکند. در اولین روز معمولاً 399 بازدید جمعآوری میشود.
- واکنشها و تعامل: مخاطبان بهطور فعال حمایت میکنند؛ میانگین واکنش به هر پست 2 است.
📝 توضیح و سیاست محتوایی
نویسنده این فضا را محل بیان دیدگاههای شخصی توصیف میکند:
“Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update
Subscribe me on YouTube -: https://youtube.com/@SukantTutorial”
به لطف بهروزرسانیهای پرتکرار (آخرین داده در تاریخ 22 ژوئن, 2026)، کانال همواره بهروز و دارای دسترسی بالاست. تحلیلها نشان میدهد مخاطبان بهطور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کردهاند.
ସରକାରୀ ସ୍କୁଲରେ କିପରି ମିଳିପାରିବ ଉତ୍ତମ ଶିକ୍ଷା ? ପିଲାମାନଙ୍କ ଶିକ୍ଷାରେ କିଭଳି ଆହୁରି ଆସିପାରିବ ଉନ୍ନତି ? ଶାରୀରିକ ଓ ମାନସିକ ସ୍ତରରେ ପିଲାମାନେ ସମ୍ପୂର୍ଣ୍ଣ ସୁସ୍ଥ ଭାବେ କିପରି ପାଠ ପଢ଼ିପାରିବେ ସେନେଇ ସରକାରଙ୍କ ପକ୍ଷରୁ ପୂର୍ବରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ନିକଟରେ ସରକାରଙ୍କ ପକ୍ଷରୁ ପିଲାମାନଙ୍କ ସ୍କୁଲ ବ୍ୟାଙ୍ଗର ଓଜନକୁ ନେଇ କିଛି ପଦକ୍ଷେପ ନିଆଯାଇଥିଲା । ଯାହା ଆଜି ଯାଏ ଲାଗୁ ହୋଇନଥିବାବେଳେ ଗୋଟିଏ ରାଜ୍ୟର ସରକାର ଏନେଇ ଏକ ନିୟମ ଲାଗୁ କରିଛନ୍ତି ।
ନିର୍ଦ୍ଦିଷ୍ଟ ଶ୍ରେଣୀ ଓ ବୟସର ପିଲାମାନଙ୍କ ପାଇଁ ସେମାନଙ୍କ ସ୍କୁଲ ବ୍ୟାଗ୍ର ଓଜନ କେତେ ରହିବ, ସେ ନେଇ ନିୟମ ଆଣିଛନ୍ତି କର୍ଣ୍ଣାଟକ ସରକାର । ସରକାରଙ୍କ ପକ୍ଷରୁ ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । କର୍ଣ୍ଣାଟକର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ବୁଧବାର ଦିନ ୨୦୧୯ ସର୍କୁଲାରକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ବ୍ଲକ ସ୍ତରୀୟ ଶିକ୍ଷା ଅଧିକାରୀଙ୍କୁ କହିଛି ।
ସର୍କୁଲାର ଅନୁଯାୟୀ, ପିଲାମାନେ ସ୍କୁଲକୁ ନେଉଥିବା ବ୍ୟାଗର ଓଜନ ସେମାନଙ୍କ ଓଜନର ୧୫ ପ୍ରତିଶତରୁ ଅଧିକ ହେବା ଉଚିତ୍ ନୁହେଁ । ନିର୍ଦ୍ଦେଶ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନେ ସେମାନଙ୍କ ସ୍କୁଲ ବ୍ୟାଗର ଓଜନ ଦେଢ଼ କେଜିରୁ ୨କେଜି ଭିତରେ ରହିବା ଆବଶ୍ୟକ ।
ସେହିପରି ୩ରୁ ୫ ଶ୍ରେଣୀର ପିଲାମାନଙ୍କ ସ୍କୁଲ ବ୍ୟାଗ୍ର ଓଜନ ୨ରୁ ୩ କେଜି ଭିତରେ ରହିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୩ରୁ ୪ କେ.ଜି ମଧ୍ୟରେ ସ୍କୁଲ ବ୍ୟାଗ ନେଇପାରିବେ । ଶେଷରେ ନବମ ଓ ଦଶମ ପିଲାଙ୍କ ପାଇଁ ମଧ୍ୟ ସରକାର ଏହି ନିୟମ ଅନୁସାରେ ୪ରୁ-୫କିଲୋର ବ୍ୟାଗ୍ ସ୍କୁଲକୁ ଆଣିପାରିବେ ବୋଲି କୁହାଯାଇଛି ।
ଖାଲି ଏତିକି ନୁହେଁ, ଏହି ନିର୍ଦ୍ଦେଶାବଳୀରେ ଆହୁରି କୁହାଇଛି ଯେ, ସପ୍ତାହରେ ଗୋଟିଏ ଦିନ ‘ସ୍କୁଲରେ ନୋ ବ୍ୟାଗ୍ ଡେ’ ପାଳନ କରାଯିବ । ବିଶେଷ କରି ଶନିବାର ଦିନ ଏହି ଦିବସ ସ୍କୁଲରେ ପାଳନ କରାଯିବ ବୋଲି କୁହାଯାଇଛି ।
ଡ. ଭି.ପି ନିରଞ୍ଜନରାଧ୍ୟ କମିଟି ଦେଇଥିବା ସୁପାରିଶକୁ ଆଧାର କରି ଏହି ନିର୍ଦ୍ଦେଶ ଜାରି କରାଯାଇଛି । ସ୍କୁଲ ବ୍ୟାଗ ଓଜନ ହେତୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ଦିଆଯାଇଛି ।
କିଛି ବର୍ଷ ପୂର୍ବରୁ ଏହି ନିୟମକୁ ଲାଗୁ କରାଯିବା ନେଇ ଏକ ରିପୋର୍ଟ ଦାଖଲ କରାଯାଇଥିଲା । ପରେ ପରେ ୨୦୧୮-୧୯ରେ ଏହାର ଅନ୍ତିମ ରିପୋର୍ଟ ଦାଖଲ ହେବା ସହ ଏହାକୁ ନେଇ ବିଚାର କରାଯାଇଥିଲା । ଯାହାକୁ ଏବେ କର୍ଣ୍ଣାଟକରେ ଲାଗୁ କରାଯିବାକୁ ସ୍ପଷ୍ଟ କରାଯାଇଛି ।
اکنون در دسترس! پژوهش تلگرام ۲۰۲۵ — مهمترین بینشهای سال 
