en
Feedback
Sukant Tutorial

Sukant Tutorial

Open in Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Show more

📈 Analytical overview of Telegram channel Sukant Tutorial

Channel Sukant Tutorial (@sukanttutorial) is an active participant. Currently, the community unites 12 251 subscribers, ranking 16 353 in the Education category and 33 219 in the India region.

📊 Audience metrics and dynamics

Since its creation on невідомо, the project has demonstrated rapid growth, gathering an audience of 12 251 subscribers.

According to the latest data from 06 July, 2026, the channel demonstrates stable activity. Although there has been a change in the number of participants by -229 over the last 30 days and by -12 over the last 24 hours, overall reach remains high.

  • Verification status: Not verified
  • Engagement rate (ER): The average audience engagement rate is 15.81%. Within the first 24 hours after publication, content typically collects 4.28% reactions from the total number of subscribers.
  • Post reach: On average, each post receives 1 939 views. Within the first day, a publication typically gains 525 views.
  • Reactions and interaction: The audience actively supports content: the average number of reactions per post is 4.

📝 Description and content policy

The author describes the resource as a platform for expressing subjective opinions:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Thanks to the high frequency of updates (latest data received on 07 July, 2026), the channel maintains relevance and a high level of publication reach. Analytics show that the audience actively interacts with content, making it an important point of influence in the Education category.

12 251
Subscribers
-1224 hours
-577 days
-22930 days
Posts Archive
Hello , Every Please Share & Subscribe Our YouTube Channel Sukant Tutorial Link- https://m.youtube.com/c/SukantTutorial

https://youtu.be/yRZR1klggMc ⭕ପଠାଣି ସାମନ୍ତ ଗଣିତ ଛାତ୍ରବୃତ୍ତି ୨୦୨୧⭕ 👉ଆସିଲା ରେଜଲ୍ଟ ,କେମିତି ଦେଖିବେ ? 👉ଆପଣ ପଠାଣି ସାମନ୍ତ ଗଣିତ ଛାତ୍ରବୃତ୍ତି ପାଇଛନ୍ତି କି ? Must Watch👆👆

କାଲିଠୁ ୟୁଜି, ପିଜି କ୍ଲାସ୍ ବନ୍ଦ । ଆସନ୍ତା କାଲିଠୁ ୨ ତାରିଖ ପର୍ଯ୍ୟନ୍ତ କ୍ଲାସ୍ ରୁମ୍ ପାଠପଢା ବନ୍ଦ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି । ଉଚ୍ଚଶିକ୍ଷା ବିଭାଗ ଅଧିନ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଲାଗୁ ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

💠 ଆସନ୍ତାକାଲିଠାରୁ ମେ ୨ ଯାଏ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ 💠 ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ୟୁଜି/ପିଜି କ୍ଲାସ ବନ୍ଦ 💠 କାଲି
💠 ଆସନ୍ତାକାଲିଠାରୁ ମେ ୨ ଯାଏ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ 💠 ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ୟୁଜି/ପିଜି କ୍ଲାସ ବନ୍ଦ 💠 କାଲିଠାରୁ ୨ ତାରିଖ ଯାଏ ହେବନି କ୍ଲାସ ରୁମ୍ ପାଠପଢ଼ା 💠 ପ୍ରବଳ ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି 💠 ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଲାଗୁ ହୋଇଛି 💠 ତେବେ ପରୀକ୍ଷା, ମୂଲ୍ୟାଙ୍କନ ଓ ପ୍ରଶାସନିକ କାର୍ଯ୍ୟ ପୂର୍ବଭଳି ଚାଲୁ ରହିବ଼ ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

💠ଆଜିଠୁ ୫ ଦିନ ଯାଏଁ ସ୍କୁଲ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର💠 ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଆଜିଠୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ରହିବ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହର ଜାରି ରହିଥିବାରୁ ସୋମବାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସ୍କୁଲ ବନ୍ଦ ସତ୍ତେ୍ୱ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବ ।

➡️ କୋଭିଡ଼ରେ ମୃତ ବାପା, ମାଙ୍କ ପିଲା କେଭିରେ ମାଗଣା ପଢିବେ ➡️ ଏମ୍‌ପି କୋଟା ଉଚ୍ଛେଦ ସହ କୋଭିଡ଼ ଅନାଥ ବ୍ୟବସ୍ଥା ଲାଗୁ କଲା କେଭି ➡️ ପିଏମ୍ କେୟାର୍ସ ଅଧୀନରେ ପିଲାମାନଙ୍କୁ ସୁଯୋଗ ମିଳିବ। ➡️ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ମାଗଣାରେ ପଢିବେ କୋଭିଡ୍ ଅନାଥ। ➡️ ବାର୍ଷିକ ୧୦ ଜଣ କୋଭିଡ଼ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ

photo content
+3

photo content
+2

⭕ଭାରତରେ ନିଷିଦ୍ଧ ହେଲା ଆଉ ୧୬ଟି ୟୁଟ୍ୟୁବ ଚ୍ୟାନେଲ⭕ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗରେ ୧୬ଟି ୟୁଟ୍ୟୁବ ଚ୍ୟାନେଲ ଉପରେ କଟକଣା ଲଗ
⭕ଭାରତରେ ନିଷିଦ୍ଧ ହେଲା ଆଉ ୧୬ଟି ୟୁଟ୍ୟୁବ ଚ୍ୟାନେଲ⭕ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗରେ ୧୬ଟି ୟୁଟ୍ୟୁବ ଚ୍ୟାନେଲ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର । ଏଗୁଡ଼ିକ ମଧ୍ୟରୁ ୧୦ଟି ଭାରତୀୟ ଓ ୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ । ଏହା ସହିତ ଗୋଟିଏ ଫେସବୁକ ପେଜ୍ ଉପରେ କଟକଣା ଲଗାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ, ଆଭ୍ୟନ୍ତରୀଣ ବ୍ୟବସ୍ଥା ସମ୍ପର୍କରେ ମିଥ୍ୟା ପ୍ରଚାର ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

Suspension of Classes due to Heat Wave: In view of the Heat Wave situation in #Odisha, State Govt has suspended the Classes o
Suspension of Classes due to Heat Wave: In view of the Heat Wave situation in #Odisha, State Govt has suspended the Classes of all Educational Institutions under the @SMEOdisha from: 26th to 30th April, 2022.

ଓଡିଶାରେ ପ୍ରଥମ ୧. ପ୍ରଥମ ବିଶ୍ୱବିଦ୍ୟାଳୟ – ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) ୨. ପ୍ରଥମ ଓଡିଆ ଲୋକସଭା ବାଚସ୍ପତି – ରବି ରାୟ ୩. ପ୍ରଥମ ସମ୍ବାଦପତ୍ର – ଉତ୍କଳ ଦୀପିକା (୧୮୬୬) ୪. ଓଡିଶାର ସିଧା ପ୍ରସାରଣ ପର୍ବ – ରଥଯାତ୍ରା ୫. ପ୍ରଥମ ନାଟ୍ୟକାର – ଜଗମୋହନ ଲାଲ ୬. ପ୍ରଥମ କବି – ମହାକବି ସାରଳା ଦାସ ୭. ପ୍ରଥମ ଉପନ୍ୟାସ – ବିବାସିନୀ (ରାମଶଙ୍କର ରାୟ) ୮. ପ୍ରଥମ ନାଟକ – ବାବାଜୀ ୯. ପ୍ରଥମ ବିଦ୍ୟାଳୟ – ରେଭେନସା କଲିଜିଏଟ୍ ସ୍କୁଲ କଟକ (୧୮୨୪) ୧୦. ପ୍ରଥମ ଜ୍ୟୋର୍ତିବିଜ୍ଞାନୀ – ସାମନ୍ତ ଚନ୍ଦ୍ରଶେଖର ୧୧. ପ୍ରଥମ ଓଡିଆ ଆଇ.ଏଫ୍. ଏସ୍. – କୁମାରୀ ସଂଯୁକ୍ତା ପଟ୍ଟନାୟକ ୧୨. ପ୍ରଥମ ଓଡିଆ ପୋଷ୍ଟ ଗ୍ରାଜୁଏଟ୍ – ଶ୍ରି ମଧୁସୂଦନ ଦାସ ୧୩. ପ୍ରଥମ ଓଡିଆ କୁଳପତି – ପ୍ରଫେସର ପ୍ରାଣକୃଷ୍ଣ ପରିଜା ୧୪. ପ୍ରଥମ ଓଡିଆ ଆର୍ନ୍ତଜାତିକ କ୍ରିକେଟ ଖେଳାଳୀ – ଦେବାଶିଷ ମହାନ୍ତି ୧୫. ପ୍ରଥମ ଓଡିଆ ଦୂରଦର୍ଶନ ଧାରାବାହିକ – ଆହୁତୀ ୧୬. ପ୍ରଥମ ଆଇନଜ୍ଞ –ଶ୍ରୀ ମଧୁସୂଦନ ଦାସ ୧୭. ପ୍ରଥମ ସିନେମା ହଲ୍ – ସୀତାରାମ ବିଳାସ ଟକିଜ୍ (ଏସ୍.ଏସ୍.ଭି.ଟି) ବ୍ରହ୍ମପୁର ୧୮. ପ୍ରଥମ ମହାବିଦ୍ୟାଳୟ – ରେଭେନସା ମହାବିଦ୍ୟାଳୟ, କଟକ ୧୯. ପ୍ରଥମ ଓଡିଆ ଡକ୍ତରେଟ୍ ଉପାଧି – ଚୌଧୁରୀ ଜଗନ୍ନାଥ ଦାସ ୨୦. ପ୍ରଥମ ଏୟାର ମାର୍ଶଲ – ଶ୍ରୀ ସରୋଜ ଜେନା ୨୧. ପ୍ରଥମ ମହିଳା ପର୍ବତାରୋହଣକାରୀ – ଚେତନା ସାହୁ ୨୨. ପ୍ରଥମ ବିଜୟୀନି (ଅର୍ଜୁନ ପୁରସ୍କାର) – ମିନତୀ ମହାପାତ୍ର ୨୩. ପ୍ରଥମ ସ୍ୱାଧୀନତା ସଂଗ୍ରାମୀ – ବୀର ସୁରେନ୍ଦ୍ର ସାଏ ୨୪. ପ୍ରଥମ ଜିଲ୍ଲା ଜର୍ଜ – ଶ୍ରୀ ଦୟାନିଧି ଦାସ ୨୫. ପ୍ରଥମ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର – ଶ୍ରୀ ଲୋକନାଥ ୨୬. ପ୍ରଥମ ବିଲାତି ଫେରନ୍ତା – ମଧୁସୂଦନ ଦାସ ୨୭. ପ୍ରଥମ ସଂସ୍କୃତି ବିଶ୍ୱବିଦ୍ୟାଳୟ – ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ୨୮.ପ୍ରଥମ ଓଡିଆ ବୈଦେଶିକ ସଚିବ – ଲଳିତେନ୍ଦୁ ମାନସିଂ ୨୯. ପ୍ରଥମ ଓଡିଆ ଜମୁନାଲାଲ ବଜାଜ ପୁରସ୍କାର ପ୍ରାପ୍ତ – ରମାଦେବୀ ଚୌଧୁରୀ ୩୦. ପ୍ରଥମ ଦୂରଦର୍ଶନ କେନ୍ଦ୍ର – ସମ୍ବଲପୁର ୩୧. ପ୍ରଥମ ଓଡିଆ ରାଷ୍ଟ୍ରଦୂତ (ଆମେରିକା) – ଲଳିତେନ୍ଦୁ ମାନସିଂ ୩୨. ପ୍ରଥମ ଓଡିଆ (ଅନୁଗ୍ରତ ପୁରସ୍କାର ପ୍ରାପ୍ତ) ଡଃ ରାଧାନାଥ ରଥ ୩୩. ପ୍ରଥମ ଓଡିଶାର ହିନ୍ଦି ଚଳଚ୍ଚିତ୍ର ପ୍ରଯୋଜନା – ସୋଧ୍ (ସୀତାକାନ୍ତ ମିଶ୍ର) ୩୪. ବିହାର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ପ୍ରଥମ ଇଡିଆ – ମଧୁସୂଦନ ଦାସ ୩୫. ପ୍ରଥମ ଓଡିଆ ବିଧାୟିକା – ଶ୍ରୀମତୀ ସାରଳା ଦେବୀ ୩୬. ପ୍ରଥମ ଓଡିଆ ଗଳ୍ପ – ରେବତୀ ୩୭. ପ୍ରଥମ ଓଡିଆ ଆରକ୍ଷୀ ଅଧୀକ୍ଷକ – ଶ୍ରୀକୃଷ୍ଣ ମହାପାତ୍ର ୩୮. ପ୍ରଥମ ଓଡିଆ ମହିଳା ବାରିଷ୍ଟର – ଶ୍ରିମତୀ ଉର୍ମିବାଳା ରାୟ ୩୯. ପ୍ରଥମ ଓଡିଆ ନାରୀ ପତ୍ରିକା – ଆଶା ୪୦. ପ୍ରଥମ ଓଡିଆ ସୁପ୍ରିମକୋର୍ଟର ମୂଖ୍ୟ ବିଚାରପତି –ଶ୍ରୀଯୁକ୍ତ ରଙ୍ଗନାଥ ମିଶ୍ର ୪୧. ପ୍ରଥମ ମହିଳା ବିଚାରପତି (ହାଇକୋର୍ଟ) – ଶ୍ରୀମତୀ ଅମୀୟକୁମାରୀ ପାଢୀ ୪୨. ପ୍ରଥମ ଓଡିଆ ଜାତୀୟ ପୁରସ୍କରପ୍ରାପ୍ତ ଓଡିଆ ଚଳଚ୍ଚିତ୍ର – ମାୟା ମିରିଗ ୪୩. ପ୍ରଥମ ଓଡିଆ ପଦ୍ମଭୂଷଣ – ଡଃ ପ୍ରାଣକୃଷ୍ଣ ପରିଜା ୪୪. ପ୍ରଥମ ଓଡିଆ ରାଜନୈତିକ ବନ୍ଦୀ- ରାଜକୃଷ୍ଣ ବୋଷ ୪୫. ପ୍ରଥମ ଓଡିଆ ଆତ୍ମକାହାଣୀ- ଫକୀରମୋହନ ସେନାପତି ୪୬. ପ୍ରଥମ ଓଡିଆ ଆୟୁର୍ବେଦିକ ଚିକିତ୍ସକ – ଡଃ ସୁରେଶ ଚନ୍ଦ୍ର ଦାସ ୪୭. ପ୍ରଥମ ଓଡିଆ ଶିଶୁ ପତ୍ରିକା – ପ୍ରଭାତ (୧୯୦୯) ୪୮. ପ୍ରଥମ ଓଡିଆ ଶିକ୍ଷାବିତ୍ – ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ୪୯. ପ୍ରଥମ ଓଡିଆ ଇଂଜିନିୟରିଂ ସ୍ନାତକ – ମାଧବ ଚନ୍ଦ୍ର ପଟ୍ଟନାୟକ ୫୦. ପ୍ରଥମ ଓଡିଆ ମହିଳା ସର୍ଜନ – ଡଃ ଜ୍ୟୋତ୍ସ୍ନା ଦେବୀ ୫୧. ପ୍ରଥମ ଓଡିଆ ସାକ୍ଷରତା ପତ୍ରିକା- ଗାନ୍ଧୀ ସମାଚାର (୧୯୨୮) ୫୨. ପ୍ରଥମ ଓଡିଆ ଚଳଚ୍ଚିତ୍ର – ସୀତା ବିବାହ ୫୩. ପ୍ରଥମ ଓଡିଆ ମାସିକ ପତ୍ରିକା – ନିଦାରୁଣ ୫୪. ପ୍ରଥମ ଓଡିଆ ମହିଳା ମୂଖ୍ୟମନ୍ତ୍ରୀ- ଶ୍ରୀମତୀ ନନ୍ଦିନୀ ଶତପଥି ୫୫. ପ୍ରଥମ ଓଡିଆ ରାଜ୍ୟପାଳ – ହରେକୃଷ୍ଣ ମହତାବ ୫୬. ପ୍ରଥମ ଓଡିଆ ଆଡଭୋକେଟ୍ ଜେନେରାଲ – ସ୍ୱାମୀ ବିଚିତ୍ରାନନ୍ଦ ଦାସ ୫୭. ପ୍ରଥମ ରାଜପଥ – ଜଗନ୍ନାଥ ସଡକ ୫୮. ପ୍ରଥମ ଓଡିଆ କବିତା ସଂକଳନ – ମୋହନବଂଶୀ (ରାଜନୈତିକ) ୫୯. ପ୍ରଥମ ଓଡିଆ ବାରିଷ୍ଟର – ବିଶ୍ୱନାଥ ମିଶ୍ର ୬୦. ପ୍ରଥମ ଓଡିଆ ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଧେଶକ – ପ୍ରଶାନ୍ତ ନନ୍ଦ ୬୧. ପ୍ରଥମ ଓଡିଆ ଭିଡିଓ ଚଳଚ୍ଚିତ୍ର – ବାହିନୀ ୬୨. ପ୍ରଥମ ଓଡିଆ ସୂତାକଳ – ଓଡିଶା ଟେକ୍ସଟାଇଲ୍ ମିଲ୍ସ୍, ଚୌଦ୍ୱାର ୬୩. ପ୍ରଥମ ଓଡିଆ ଆଇ.ସି,ଏସ୍. ଅଫିସର – ଶ୍ରୀ ନୀଳମଣି ସେନାପତି ୬୪. ପ୍ରଥମ ରାଜଧାନୀ ଓଡିଶାର – କଟକ ୬୫. ଓଡିଶାର ପ୍ରଥମ ବନ୍ଦର – ଚାନ୍ଦବାଲି ୬୬. ପ୍ରଥମ ଓଡିଆ ମୁଖ୍ୟ ଶାସନ ସଚିବ – ନୀଳମଣି ସେନାପତି ୬୭. ପ୍ରଥମ ସିମେଣ୍ଟ କାରଖାନା – ଓଡିଶା ସିମେଣ୍ଟ ଲିମିଟେଡ୍

https://youtu.be/wwfSZtv2nsc ସ୍କୁଲ ଓ କଲେଜ ଛୁଟି 30 - April-2022 ପର୍ଯ୍ୟନ୍ତ .... 10th ଏବଂ +2 Board exam ହେବ କି ନାହିଁ ଦେଖନ୍ତୁ +3 , PG & ITI ପିଲାଙ୍କ ଛୁଟି କୁ ନେଇ ବହୁତ ବଡ଼ ଅପଡେଟ୍

CHSE Chemistry Exam Questions 2021. PDF 👆👆 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

CHSE Zoology Exam Questions 2021. PDF 👆👆 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

CHSE Mathematics Exam Questions 2021. PDF 👆👆 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

CHSE Botany Exam Questions 2021. PDF 👆👆 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

CHSE Physics Exam Questions 2021. PDF 👆👆 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

CHSE MIL (Odia) Exam Questions 2021. PDF 👆👆 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

https://youtu.be/i5T02YGLQJQ State Scholarship Big Problem ....& How to Solve Must Watch

ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ ସହ ଅତିବଡ଼ି ଜଗନ
ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ। ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପୁସ୍ତକ ପାଇଁ ସୁଖ୍ୟାତି ପାଇଥିଲେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି। ତାଙ୍କ ବିୟୋଗରେ ଶୋକଛାୟା ଖେଳି ଯାଇଛି।😭😭😭😭 ସାରା ଜୀବନ ପାଇଁ ମନେ ରହିବ "ଲାଉ ଗଛ" ଗଳ୍ପ ।