ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 730 名订阅者,在 教育 类别中位列第 16 028,并在 印度 地区排名第 30 252 位。

📊 受众指标与增长动态

自 невідомо 创建以来,项目保持高速增长,吸引了 12 730 名订阅者。

根据 24 十一月, 2026 的最新数据,频道保持稳定运转。过去 30 天订阅人数变化为 1 095,过去 24 小时变化为 -1,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 17.80%。内容发布后 24 小时内通常能获得 4.86% 的反应,占订阅者总量。
  • 帖子覆盖: 每篇帖子平均可获得 2 266 次浏览,首日通常累积 619 次浏览。
  • 互动与反馈: 受众积极参与,单帖平均反应数为 16。

📝 描述与内容策略

作者将该频道定位为表达主观观点的平台:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

凭借高频更新(最新数据采集于 25 十一月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 730
订阅者
-124 小时
-547 天
+1 09530 天
帖子存档
Audio from Sukant Tutorial
07 5月 2022, 14:50
07 5月 2022, ~14:52

Today is Happy Mother Day ....Special Song👆
07 5月 2022, 14:49
07 5月 2022, ~14:49

https://youtu.be/pFyLpvn_724 State Scholarship Important Information👆👆👆
07 5月 2022, 10:52

https://youtu.be/XYG2tMphAMQ ଏହି ତାରିଖ ସୁଦ୍ଧା SC,ST,OBC/SEBC,EBC ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ Must Watch & Share👆👆
07 5月 2022, 10:22

Matric Exam Big Update
Matric Exam Big Update
07 5月 2022, 03:13

*Well Marked Low Pressure area over South-East Bay of Bengal adjoining South Andaman Sea area.*
07 5月 2022, 02:35

🛑ଗୌରବ ଆଣିଲେ ଜ୍ଞାନେଶ୍ୱରୀ । ବିଶ୍ୱ ଦରବାରରେ ରୌପ୍ୟ ଜିତିଲେ ଇଲେକ୍ଟ୍ରିସିଆନଙ୍କ ଝିଅ ଜ୍ଞାନେଶ୍ୱରୀ ଯାଦବ ଇତିହାସ ରଚିଲେ ଛତିଶଗଡ଼ର ଝିଅ ଜ୍ଞାନେଶ୍
🛑ଗୌରବ ଆଣିଲେ ଜ୍ଞାନେଶ୍ୱରୀ । ବିଶ୍ୱ ଦରବାରରେ ରୌପ୍ୟ ଜିତିଲେ ଇଲେକ୍ଟ୍ରିସିଆନଙ୍କ ଝିଅ ଜ୍ଞାନେଶ୍ୱରୀ ଯାଦବ ଇତିହାସ ରଚିଲେ ଛତିଶଗଡ଼ର ଝିଅ ଜ୍ଞାନେଶ୍ୱରୀ ଯାଦବ । ଗ୍ରୀସର ହେରାକ୍ଲିଓନ୍ ସହରରେ ଚାଲିଥିବା ଜୁନିଅର୍ ୱର୍ଲ୍ଡ ୱେଟ୍ ଲିଫ୍ଟିଙ୍ଗ୍ ଚ୍ୟାମ୍ପିୟନସିପରେ ରାଜନାନ୍ଦଗାଓଁର ଜ୍ଞାନେଶ୍ୱରୀ ଯାଦବ ରୌପ୍ୟ ପଦକ ଜିତି ସାରା ଦେଶ ପାଇଁ ସୁନାମ ଆଣି ଦେଇଛନ୍ତି । ଏହି ପ୍ରତିଯୋଗିତାରେ ଜ୍ଞାନେଶ୍ୱରୀ ୪୯ କିଲୋଗ୍ରାମ୍ ବର୍ଗରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ୧୫୬ କିଲୋର ଓଜନ ଉଠାଇ ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି ।
07 5月 2022, 02:09

🛑ପରୀକ୍ଷାର ୩୯ମିନିଟ୍‌ ପରେ ମାଟ୍ରିକ୍‌ ହିନ୍ଦୀ/ସଂସ୍କୃତ ପ୍ରଶ୍ନପତ୍ର ଭାଇରାଲ୍
🛑ପରୀକ୍ଷାର ୩୯ମିନିଟ୍‌ ପରେ ମାଟ୍ରିକ୍‌ ହିନ୍ଦୀ/ସଂସ୍କୃତ ପ୍ରଶ୍ନପତ୍ର ଭାଇରାଲ୍
07 5月 2022, 01:58

https://youtu.be/VZbk9u7Q_J0 ବଢ଼ିଲା Scholarship Apply ତାରିଖ +3 ପିଲାଙ୍କୁ 15,000/- ଟଙ୍କା PG ପିଲାଙ୍କୁ 20,000/- ଟଙ୍କା ITI , Diploma ,technical & professional courses ପିଲାଙ୍କୁ 40,000/- ଟଙ୍କା ଯେଉଁମାନେ Apply କରିନାହାନ୍ତି ଶୀଘ୍ର କରନ୍ତୁ ଆପଣ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ Must Watch & Share👆👆
06 5月 2022, 11:00

https://youtu.be/WB1LD1FHblc ଏଥିପାଇଁ Scholarship ଟଙ୍କା ମିଳିପାରୁନି ଶୀଘ୍ର ଦେଖନ୍ତୁ👆👆
06 5月 2022, 09:26

⭕ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି⭕ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ମିଳିଛି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।
06 5月 2022, 06:34

EXPERIMENTAL PRE-GENESIS TRACK AND INTENSITY FORECAST ALONGWITH CONE OF UNCERTAINTY ISSUED AT THE STAGE OF LOW PRESSURE AREA
+1
EXPERIMENTAL PRE-GENESIS TRACK AND INTENSITY FORECAST ALONGWITH CONE OF UNCERTAINTY ISSUED AT THE STAGE OF LOW PRESSURE AREA OVER SOUTH ANDAMAN SEA AND ADJOINING SOUTHEAST BAY OF BENGAL ON 0300 UTC OF 6TH MAY 2022
06 5月 2022, 05:43

photo content
+1
06 5月 2022, 05:42
06 5月 2022, ~05:42

୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ !👆👆👆
୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ !👆👆👆
06 5月 2022, 03:26

ବାତ୍ୟାର ବଡ ଖବର । ୮ରେ ବାତ୍ୟା, ୧୦ରେ ଛୁଇଁପାରେ ଉପକୂଳ! କେଉଁଠି ହୋଇପାରେ ଲ୍ୟାଣ୍ଡଫଲ, ଆକଳନ କରୁଛି ପାଣିପାଗ ବିଭାଗ ।
ବାତ୍ୟାର ବଡ ଖବର । ୮ରେ ବାତ୍ୟା, ୧୦ରେ ଛୁଇଁପାରେ ଉପକୂଳ! କେଉଁଠି ହୋଇପାରେ ଲ୍ୟାଣ୍ଡଫଲ, ଆକଳନ କରୁଛି ପାଣିପାଗ ବିଭାଗ ।
06 5月 2022, 03:19

‼️ମେ ୮ ତାରିଖରେ ବାତ୍ୟା ‼️ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ହେବାର ସମ୍ଭାବନା। ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରି ବାତ୍ୟାରେ ରୂପାନ୍ତର ହେବ। ୮ରେ ବାତ୍ୟାରେ ପରିଣତ ହୋଇ ୧୦ ତାରିଖ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ତେବେ ଏହା କେଉଁ ସ୍ଥାନରେ ସ୍ଥଳଭାଗ ସ୍ପର୍ଶ କରିବ ସେନେଇ ଆକଳନ କରାଯାଇ ନାହିଁ। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
06 5月 2022, 03:14

ସମ୍ଭାବ୍ଯ ବାତ୍ୟାକୁ ନେଇ ଅଯଥା ଭୟଭୀତ ହୁଅନ୍ତୁ ନାହିଁ। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ଅଛି। ସମ୍ଭାବ୍ଯ ବାତ୍ୟା ମୁକାବିଲ
ସମ୍ଭାବ୍ଯ ବାତ୍ୟାକୁ ନେଇ ଅଯଥା ଭୟଭୀତ ହୁଅନ୍ତୁ ନାହିଁ। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ଅଛି। ସମ୍ଭାବ୍ଯ ବାତ୍ୟା ମୁକାବିଲା ପାଇଁ ରାଜ୍ଯ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। #Cyclone #OdishaCares
06 5月 2022, 03:14

Realized #weather during past 24 hours over the districts of #Odisha
Realized #weather during past 24 hours over the districts of #Odisha
06 5月 2022, 03:05

photo content
06 5月 2022, 02:50

ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ଏବଂ
ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ଏବଂ ୮ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା
06 5月 2022, 02:44