1 895
订阅者
无数据24 小时
-177 天
-9230 天
帖子存档
1 895
ସମସ୍ତେ SEND ROLL NL , TENTION ନିଅନି କିଛି ହେବନି ତମ ROLL NO ର , ଡରନି। ଏଇ ID ରେ ପଠାଇଦିଅ ଜଲଦି - @Bishnu147
1 895
ନମସ୍କାର ସମସ୍ତଙ୍କୁ 🙏
ମୁଁ ତୁମର ପ୍ରିୟ SIR,
ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @Bishnu147 ଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ ଆରମ୍ଭ କରିବା ।
ଆପଣଙ୍କ ପ୍ରିୟ,
ROYAL EDUCATION
1 895
All the best 👍 ସମସ୍ତଙ୍କୁ, exam ପାଇଁ ଡର ଲାଗୁଥିବ ମୁ ଜାଣିଛି, କିନ୍ତୁ ଡରିଲେ exam ଆଉ ଖରାପ ହେଇଯିବ । ଆମେ ଦିଆ ଯାଇଥିବା selective ଭିତରୁ question ଆସିପାରେ, ନ ଆସିଲେ ବି tention ହେବନି ଯେତେ ଜାଣିଛ ସେ topic ବିଷବସ୍ତୁକୁ ସେତିକି ଲେଖିଦେବ , ସବୁ question ର answer ଦେବ। କିଛି ବି ଚଡ଼ିବନି। Selective ଭିତରୁ ଆସିବାର chance ଅଛି, ନ ଆସିଲେ ବି ମୁ ଆଶା କରୁଛି ଯେ ସମସ୍ତେ book କୁ ଭଲରେ ପଢିଥିବ ।
All the best 👍👍
1 895
ସାହିତ୍ୟ
ପ୍ରଶ୍ନ ସଂଖ୍ୟା :- 25
1."ବୈଦେହୀଶ ବିଳାସ "କାବ୍ୟ କେତେ ଛାନ୍ଦ ବିଶିଷ୍ଟ ?
A :- ବାବନ ଛାନ୍ଦ
2.ରାବଣାନୁଜ କିଏ ?
A :- ବିଭୀଷଣ / କୁମ୍ଭକର୍ଣ୍ଣ
3.ଚିଲିକା କି ପ୍ରକାର କାବ୍ୟ ?
A:- ଖଣ୍ଡ କାବ୍ୟ
4.ପ୍ରାଚୀ ଦିଗ କହିଲେ କେଉଁ ଦିଗକୁ ବୁଝାଏ ?
A:- ପୂର୍ବ ଦିଗ
5.ଅଜ୍ଞାନ କେଉଁ ଗର୍ତ୍ତରେ ପଡ଼େ ?
A:- ପାପ ଗର୍ତ୍ତରେ
6.କବି କାହାକୁ ବିକଚ-ରାଜୀବ ଦୃଶା ବୋଲି କହିଛନ୍ତି ?
A :- ଉଷାଦେବୀଙ୍କୁ
7.ସୀତାଙ୍କ ଅନ୍ୟଏକ ନାମ "ବୈଦେହୀ" ହେବାର କାରଣ କଣ ?
A:- ବିଦେହର କନ୍ୟା ହୋଇଥିବାରୁ
8.ଜାଗ ବନ୍ଧନହରା କବିତାର କବି କିଏ ?
A :- ଅନନ୍ତ ପଟ୍ଟନାୟକ
9.ମାଟି ସମସ୍ତଙ୍କୁ କଣ ସମାନ ଭାବରେ ବାଣ୍ଟି ଦେଇଛି ?
A:- ସ୍ନେହ
10.ଲକ୍ଷ୍ମୀକାନ୍ତଙ୍କ ଅସମ୍ପୂର୍ଣ୍ଣ ଉପନ୍ୟାସ ନାମ କଣ ?
A:- କଣାମାମୁଁ
11."ଅଲଣା ପୁରାଣ" କେଉଁ ପ୍ରକାର କବିତା ?
A :- ହାସ୍ୟ ଉଦ୍ଦୀପକ
12.ମନୁଷ୍ୟ ବହୁ ପରିମାଣରେ କାହାର ଦାସ ?
A:- ଗତାନୁଗତିକତାର
13.ମନୁଷ୍ୟ ସବୁବେଳେ କେଉଁ ଜୀବ ବୋଲି କହିବା ଠିକ ନୁହେଁ ?
A:- ଯୁକ୍ତିବାଦୀ ଜୀବ
14.କେବେ ଆସିଲୁ ବାପା - କିଏ ପଚାରୁଥିଲା ?
A:- ସାର ମାଉସୀ
15.ସୃଷ୍ଟି ରହସ୍ୟ ଭେଦ କରିବା କାହାର ପଦବାଚ୍ୟ ?
A:- ଧର୍ମ
16."ମାତୃଭାଷା ଓ ଲୋକଶିକ୍ଷା" ପ୍ରବନ୍ଧ କେଉଁ ପୁସ୍ତକରୁ ଆସିଛି ?
A:- ଓଡ଼ିଆ କେବେ
17.ସୁରେନ୍ଦ୍ର ଚନ୍ଦ୍ର ମିତ୍ର କିଏ ଥିଲେ ?
A:- ରାମକୃଷ୍ଣଙ୍କ ଜଣେ ଗୃହସ୍ଥ ଭକ୍ତ
18.ନରେନଙ୍କ ସନ୍ୟାସୀନାମ କଣ ଥିଲା ?
A:- ସ୍ୱାମୀ ବିବେକାନନ୍ଦ
19.ବାବାଜୀ ନାଟକ କିଏ ଲେଖିଥିଲେ ?
A:- ଜଗନ୍ମୋହନ ଲାଲ
20.ନୀଳଶୈଳ ଉପନ୍ୟାସର ଲେଖକ କିଏ ?
A:- ସୁରେନ୍ଦ୍ର ମହାନ୍ତି
21.ନଅଙ୍କ ଦୁର୍ଭିକ୍ଷ କେବେ ପଡ଼ିଥିଲା ?
A:- 1866
22.କାହାକୁ "କୁଳବୃଦ୍ଧ" ଉପାଧିରେ ସମ୍ମାନିତ କରାଯାଇଛି
A:- ମଧୁବାବୁ
23.କଳିଙ୍ଗ କେତେ ମାସ ଧରି ଚାଲିଥିଲା ?
A:- ଚାରି ମାସ
24.ନଟବରବାବୁ କାହାକୁ ତତଲା ଲୁହା କଡ଼େଇ ସହ ତୁଳନା କରିଥିଲେ ?
A:- ସଂସାରକୁ
25.ଭାଲୁ ଧରେଇବା - ଅର୍ଥ କଣ ?
A-: କୌଶଳରେ ଜଞ୍ଜାଳଗ୍ରସ୍ତ କରେଇବା / କୌଶଳରେ ବିପଦରେ ପକେଇବା/ ଠକି ବିପଦରେ ପକେଇ ପଳେଇବା
1 895
Thank you so much 🙏 for your this kind of supports . I am very grateful that I have that kind of students who support me . Thank you to all . I try my best for next exams .
1 895
ସମସ୍ତଙ୍କୁ 😅ମୁ ମୋର secret trick କହୁଛି ସମସ୍ତଙ୍କୁ force କରିବିନି ଯାହାର ଇଚ୍ଛା ହେବ କରିବ କିନ୍ତୁ ଏହା working ଅଟେ ଆଉ ମୁ ମଧ୍ୟ ଏହି trick କୁ use କରେ
ମନ ଦେଇ ଶୁଣ...
କାଲି ସକାଳେ ଯେତେବେଳେ ବି ଉଠିବ ପ୍ରଥମେ mobaile ଜମା ବି ଧରିବନି pls mobaile ଧରିଲେ ତମେ ଯେଉଁ ରାତିରେ ଶୋଇବା ପୂର୍ବରୁ ଭାବିଥିଲ ମୁ ସକାଳେ ଉଠିକି ପଢ଼ିବି ଆଉ concentration ସହ ପଢ଼ିବି ସେଟା କେବେବି ପୁରା ହେଇପାରିବନି so ପ୍ରଥମେ 1.5-2 ଘଣ୍ଟା ପଢିବ ମୁ sure କହୁଛି 1.5-2 ଘଣ୍ଟା ଭିତରେ ଯାହା ବି ପଢିଥିବ exam ରେ ପୁରା ନିଅ 🔥ଲଗେଇକି ଆସିବ ଯେଉଁମାନେ କାଲି ଏହି trick use କରିବେ pls exam ରୁ ଆସିକି feedback sure ଦେବେ...
ବହୁତ ଜଣ msg କୁ ignore କରିବେ 😂😅..
