ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 251 名订阅者,在 教育 类别中位列第 16 353,并在 印度 地区排名第 33 219

📊 受众指标与增长动态

невідомо 创建以来,项目保持高速增长,吸引了 12 251 名订阅者。

根据 06 七月, 2026 的最新数据,频道保持稳定运转。过去 30 天订阅人数变化为 -229,过去 24 小时变化为 -12,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 15.81%。内容发布后 24 小时内通常能获得 4.28% 的反应,占订阅者总量。
  • 帖子覆盖: 每篇帖子平均可获得 1 939 次浏览,首日通常累积 525 次浏览。
  • 互动与反馈: 受众积极参与,单帖平均反应数为 4

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 07 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 251
订阅者
-1224 小时
-577
-22930
帖子存档
🟡 ନିଜର ବନ୍ଧୁ ,ବାନ୍ଧବୀ ଏବଂ ସହପରିବାରବର୍ଗ ମାନଙ୍କୁ @SukantTutorial ସହ ଯୋଡ଼ିବାକୁ ଇଚ୍ଛା କରୁଥିଲେ ତଳ ଲିଙ୍କକୁ ସେମାନଙ୍କ ସହ SHARE କରନ୍ତୁ ➡️ https://t.me/SukantTutorial

sticker.webp0.26 KB

⭕ SUMMER HOLYDAY 2022 UPDATE ⭕ ମଇ ୧୫ ରୁ ହେବ ଖରା ଛୁଟି !!!!!!!

FATHER'S WORLD Father of Biology : Aristotle Father of Modern Biology: Linnaeus Father of Antibiotics : Alexander Fleming Father of Taxonomy : Carolus Linnaeus Father of Immunology : Edward Jenner Father of Microbiology : Anton van Leenuwenhoek Father of Modern Microbiology : Louis Pasteur Father of Medical Microbiology : Robert Koch Father of Pathology : Rudolph Virchow Father of Bacteriology : Robert Koch Father of Virology : W.M.Stanley Father of Embryology : Aristotle Father of Modern Embryology : Ernst Von Baer Father of Physiology : Stephan Hales Father of Modern experimental physiology : Calude Bernard Father of Genetics : Rev. Gregor Mendel Father of Modern Genetics : Bateson Father of Human Genetics/ Biochemical genetics : Arachibald Garrod Father of Experimental Genetics : T.H. Morgan Father of Haploid Genetics / Neurospora Genetics : Dodge Father of Ecology : Theophrastus Father of Cloning : Ian Willmut Father of Plant anatomy : Grew Father of Histology (Microscopic anatomy) : Malpighi Father of Cytology : Robert Hooke Father of modern Cytology : Swanson Father of Paleontology : Leonard da Vinci Father of modern Paleontology : Cuvier Father of Concept of Evolution: Empedocles Father of Botany: Theophrastus Father of Modern Botany : Bauhin Father of Zoology : Aristotle Father of Biochemistry : Liebig Father of Epidemiology : John Snow Father of Plant Pathology : de Bary Father of Modern Pathology : Rudolf Virchow Father of Genetic Engineering : Paul Berg Father of Gene therapy : Anderson Father of Ethology : Konard Lorentz Father of Endocrinology : Thomas Addison Father of Eugenics : Galton Father of Gerantology : Korenchevsk Father of Palynology : Erdtman Father of Stress physiology : Hans Selye Father of Electrocardiography : Einthoven Father of DNA Fingerprinting : Alec Jeffery Father of Mycology : Micheli Father of Bryology : Hedwig Father of Phycology: William Henry Harvey Father of ATP cycle: Lipmann Father of Chemotherapy : Paul Erlich Father of Anatomy : Herophilus Father of Modern Anatomy : Andreas Vesalius Father of actinobiology / radiation biology : HJVS Muller Father of Homeopathy : Hahnemann Father of Ayurveda : Charka Father of Surgery and Plastic Surgery : Susruta Father of Blood circulation : William Harvey Father of Medicine : Hippocrates Father of Blood Group : Landsteiner Father of Polio Vaccine : Jonas Salk Father of Green Revolution : Norman Borlaug

https://youtu.be/ZlqnHSgDylA ବଦଳିଲା ଖରା ଛୁଟି ସମୟ ଶୀଘ୍ର ଦେଖନ୍ତୁ👆👆

Motivation Video For Every Students🔥 #Inspiration #Motivation @SukantTutorial

ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନେ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇପାରିବେ। ଗ୍ରହଣ ହୋଇଥିବ
ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନେ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇପାରିବେ। ଗ୍ରହଣ ହୋଇଥିବା ଆବେଦନ ଗୁଡିକ ଯାଞ୍ଚ କରାଯାଇ ଲଟେରୀ ମାଧ୍ୟମରେ ନାମ ଚୟନ କରାଯାଇଛି। ଖାଲିଥିବା ସିଟ୍ ପାଇଁ ୨ୟ ପର୍ଯ୍ୟାୟରେ ମେ' ମାସରୁ ଆବେଦନ ଗ୍ରହଣ କରାଯିବ। ଓସେପା ହେଲ୍ପଲାଇନ: ୧୮୦୦୩୪୫୬୭୨୨

ଆଜି 8:00 PM ରେ Telegram ରେ Live Stream କରିବା ଏବଂ କଥା ହେବା ମଜା କରିବା .... Any Doubts ଥିଲେ ପଚାରି ପାରିବ Regards @SukantTutorial❤️

🌐STATE SCHOLARSHIP IMPORTANT UPDATE ⚡ Date is extended of Post-matric scholarship for ST & SC Students for the year 2021-22 at Institution & District level till 23.04.2022 & 24.03.2022 respectively.

⭐+2 EXAM UPDATE ⭐ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ପ୍ରସ୍ତୁତି । ପ୍ରତି ନୋଡାଲ ସେଣ୍ଟରରେ ସିସିଟିଭି ସହ କଡ଼ା ନିରାପତ୍ତା ବ୍ୟବସ୍ଥା ନିର୍ଦ୍ଦେଶ । ନକଲି ପ୍ରଶ୍ନପତ୍ର ସଂଚାରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

⚪ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ⚪ ଆଗାମୀ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ସୁପାରିଚାଳନା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନକଲି ପ୍ରଶ୍ନପତ୍ର ସଞ୍ଚାରକାରୀ ଓ ଗୁଜବକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସବୁ ଜିଲାର ଏସପିମାନଙ୍କୁ ମୁଖ୍ୟଶାସନ ସଚିବ ନିର୍ଦେଶ ଦେଇଛନ୍ତି। ଯେଉଁମାନେ ନକଲି ପ୍ରଶ୍ନପତ୍ର ସଞ୍ଚାର କରିବେ ଏବଂ ଗୁଜବ ସୃଷ୍ଟି କରିବେ ସେଭଳି ଲୋକଙ୍କୁ ଠାବ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସପିମାନଙ୍କୁ ମୁଖ୍ୟଶାସନ ସଚିବ ନିର୍ଦେଶ ଦେଇଛନ୍ତି। ପରୀକ୍ଷାଗତ ଆଇନଶୃଙ୍ଖଳା ନିମନ୍ତେ ସେକ୍ଟରୱାରୀ ପୁଲିସ ମୁତୟନ ସହ ପ୍ରତି ନୋଡାଲ ସେଣ୍ଟରରେ ସିସିଟିଭି ସହ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

https://youtu.be/9Dw5KqD1aLk ଆପଣଙ୍କୁ ବହୁତ ଶୀଘ୍ର Scholarship ଟଙ୍କା ମିଳିବ For SC , ST ,OBC/SEBC , EBC Students ଶୀଘ୍ର ଦେଖନ୍ତୁ👆👆

❌ଚତୁର୍ଥ ଲହର ଆଶଙ୍କା: ଆସନ୍ତା ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ❌ କରୋନା ଚତୁର୍ଥ ଲହରକୁ ନେଇ ଡର ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ମାମଲା ବଢ଼଼ିବା ପରେ ଚିନ୍ତା ବଢ଼଼ିଛି। ଯଦିଓ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ଉଦ୍‍ବେଗଜନକ ହୋଇନାହିଁ, କିନ୍ତୁ ଆଗୁଆ ସତର୍କ ନହେଲେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହିଛି। କାରଣ ଦେଶର ବିଭିନ୍ନ ରାଜ୍ୟରେ କ୍ରମାଗତ ଭାବେ ମାମଲା ବଢ଼଼ୁଥିବାରୁ ଓଡ଼ିଶା ପ୍ରତି ମଧ୍ୟ ବିପଦ ରହିଛି। ବର୍ତ୍ତମାନ ଗମନାଗମନ କ୍ଷେତ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନାହିଁ। ତେଣୁ ବିଦେଶ ଫେରନ୍ତାଙ୍କ ସମେତ ପୂର୍ବ ଭଳି ପ୍ରବାସୀମାନେ ସଂକ୍ରମଣର ବାହକ ସାଜିବାର ଆଶଙ୍କା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛି। ଯାହାଦ୍ୱାରା ସ୍ଥାନୀୟ ସରକାର ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।ତେବେ ବିଭିନ୍ନ ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୩-୪ ସପ୍ତାହ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି

https://youtu.be/Yz5T-U9WJfc 10th & +2 Board Exam High Level Meeting Conduct By Chief Secretary Of Odisha ଶୀଘ୍ର ଦେଖନ୍ତୁ ସମସ୍ତେ👆👆

ଆଜି State Scholarship Department ତରଫରୁ ଏମିତି Massage କାହା ପାଖକୁ ଆସିଛି କି ?* ମତେ Contact କର ଶୀଘ୍ର ➡️ @Sukant_Badal
ଆଜି State Scholarship Department ତରଫରୁ ଏମିତି Massage କାହା ପାଖକୁ ଆସିଛି କି ?* ମତେ Contact କର ଶୀଘ୍ର ➡️ @Sukant_Badal

SUMMER HOLIDAY UPDATE ବଦଳିବକି ସରକାରଙ୍କ ଖରାଛୁଟି ନିଷ୍ପତ୍ତି । ଜୁନ୍ ବଦଳରେ ମେ ମାସରେ ହେବ କି ଛୁଟି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଅନୁସାରେ, ଖରାଛୁଟି ବଦଳାଇବା ଲାଗି ବିଭିନ୍ନ ବର୍ଗରୁ ଅନେକ ପ୍ରସ୍ତାବ ଗଣଶିକ୍ଷା ବିଭାଗ

🟡 ଖରା ଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା 🟡 ବର୍ତ୍ତମାନ କରୋନା ପ୍ରଭାବ ନାହିଁ; ଦଶମ, ଦ୍ୱାଦଶ ପରୀକ୍ଷାରେ ଅସୁବିଧା ହେବନି 🟡 ଏ ସପ୍ତାହରେ ସ୍ୱତନ୍ତ୍ର ପୁସ୍ତିକା ମିଳିବ, ଏଥିରେ ୨ ବର୍ଷର ପୁରୁଣା ପାଠ ରହିବ 🟡 ମେରେ ନୂ‌ଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ 🟡 କୋଭିଡ଼୍ ସମୟରେ ଯେଉଁ ୨ ବର୍ଷର ପାଠପଢା ଛାତ୍ରଛାତ୍ରୀ କରିପାରିନାହାନ୍ତି 🟡 ଆସନ୍ତା ସେସନରେ ରେଗୁଲାର୍ କୋର୍ସ ସହିତ ୨ ବର୍ଷର ପାଠ ପଢିବେ ଛାତ୍ରଛାତ୍ରୀ

https://youtu.be/fHAKnKwxO_M ନିଜ Mobile ରେ Labour Card Scholarship Apply କରନ୍ତୁ ବହୁତ ସହଜ Must Watch & Share👆👆

How to Apply Labour Card Scholarship in Your Mobile Full Process Coming Soon...🥰

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି। ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ ଦ୍ବାରା ଏହି ପଦବୀ ଗୁଡିକ ସୃଷ୍ଟି କରାଯାଇଛି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି। ଏହି ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ହେବେ। ପ୍ରତ୍ୟେକ ଆଉଟପୋଷ୍ଟରେ ଜଣେ ଲେଖାଏ ସବ୍‌ଇନିସ୍‌ପେକ୍ଟର ଓ ୬ ଜଣ ଲେଖାଏ କନେଷ୍ଟବଳ ନିୟୋଜିତ ହେବେ। ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧୀକ ଅନୁସଂଧାନ କ୍ଷେତ୍ରରେ ସେମାନେ ଦାୟିତ୍ବ ନିର୍ବାହ କରିବେ। ଏହାଦ୍ବାରା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବାସ୍ଥା ଅଧିକ ଦୃଢ ହୋଇପାରିବ। ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial