10th Class Study
Kanalga Telegram’da o‘tish
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Ko'proq ko'rsatish3 841
Obunachilar
Ma'lumot yo'q24 soatlar
-127 kun
-7030 kun
Postlar arxiv
3 841
Ei You tube channel ra 500 suscriber complete kara
Mu Hindi And Sanskrit ra Nots PDF evening ra telegram channel ra send karidabi
Thank you
26 Fev 2024, 05:39
3 841
Like Comment and Share
Our New YouTube channel
Please do subscribe
Upcoming information available in this Channel
Thank you so much
25 Fev 2024, 08:25
3 841
Like Comment and Share
Our New YouTube channel
Thank you
25 Fev 2024, 08:21
25 Fev 2024, ~08:23
3 841
5 ନମ୍ବର ପ୍ରଶ୍ନ
ସଡକ ସୁରକ୍ଷା ପାଠରୁ ଗୋଟିଏ long question ଆସିବ ଯାହା 5 ମାର୍କ ବିଶିଷ୍ଟ ଅଟେ l
1.ଏକ ବସଷ୍ଟାଣ୍ଡ ରେ ଏକ କି.ମି ବ୍ୟବଧାନ ରେ ଟ୍ରାଫିକ ସଂକେତ ସବୁ ରହିଛି ଓ ଉପରେ CCTV କ୍ୟାମେରା ରଖାଯାଇଛି l ଏକ କାର 15 ମିନିଟ ରେ 15ଟି ଟ୍ରାଫିକ ସଂକେତ କୁ ଅତିକ୍ରମ କଲା l କାର ର ଘଣ୍ଟା ପ୍ରତି ବେଗ ନିର୍ଣ୍ଣୟ କର l
2. ଏକ ଟ୍ରକ ରାସ୍ତାରେ ଥିବା ଟ୍ରାଫିକ ଲାଇଟ କୁ 10ମିନିଟ,20 ମିନିଟ,30 ମିନିଟ କ୍ରମରେ ଅତିକ୍ରମ କଲା l 15ଟି ଲାଇଟ ଅତିକ୍ରମ କରିବାକୁ ଟ୍ରକ କୁ କେତେ ସମୟ ଲାଗିବ ?
3. ଶୁଭମ ଏକ ସଡକ ପଥରେ ଗାଡି ଚଲାଇ ଚଳାଇ ଗଲାବେଳେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଟ୍ରାଫିକ ଲାଇଟ କୁ ଯଥାକ୍ରମେ 8,15 22 ସେକେଣ୍ଡ ରେ ଅତିକ୍ରମ କଲା l ଏହି ପରି କ୍ରମରେ ଟ୍ରାଫିକ ଲାଇଟ କୁ ଅତିକ୍ରମ କରିଚାଲିଲେ 85 ସେକେଣ୍ଡ ରେ କେଉଁ ନମ୍ବର ଟ୍ରାଫିକ ଲାଇଟ କୁ ଅତିକ୍ରମ କରିବ ?
4. କୌଣସି ଏକ ସିଧା ସଡ଼କ ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଟ୍ରାଫିକ ଯଥାକ୍ରମେ 5,7,9 କି.ମି ଦୂର ରେ ଲାଗିଛି l ଏହି କ୍ରମରେ ଦଶମ ଟ୍ରାଫିକ ସଂକେତ କେତେଦୂର କେତେ କି. ମି ହେବ l
5. ଏକ ମୋଟର ଗାଡିର ଘଣ୍ଟା ପ୍ରତି ବେଗ 72 କି. ମି l ବ୍ରେକ ଦେଲାପରେ ଯଦି ମନ୍ଦନ -2.0 ମିଟର ପ୍ରତି ବର୍ଗ ସେକେଣ୍ଡ ହୁଏ ତେବେ ଗାଡିଟି ସ୍ଥିର ଅବସ୍ଥା କୁ ଆସିବା ପାଇଁ କେତେ ସମୟ ଲାଗିବ ଓ କେତେବାଟ ଅତିକ୍ରମ କରିବ ?
6. ଏକ ବସଷ୍ଟାଣ୍ଡ ରେ ଏକ ଖମ୍ବ ଉପରେ CCTV ରଖାଯାଇଛି l ଖମ୍ବର ପାଦଦେଶ ରୁ 30 ମିଟର ଦୁରସ୍ଥ ପ୍ଲାଟଫର୍ମ ର ଏକ ବିନ୍ଦୁଠାରୁ CCTV କ୍ୟାମେରା ର କୌଣିକ ଉନ୍ନତି 60 ଡିଗ୍ରୀ ହେଲେ ଖମ୍ବ ର ଉଚ୍ଚତା କେତେ ?
7. ଏକ 8 ମିଟର ଉଚ୍ଚ ଖମ୍ବ ଉପରେ ସଡ଼କ ରେ ଯାତାୟାତ ନିୟନ୍ତ୍ରଣ ପାଇଁ ସିସିଟିଭି ବ୍ୟବସ୍ଥା ଅଛି l କ୍ୟାମେରା ଟି ଖମ୍ବ ର ଶୀର୍ଷ ରୁ 17 ମିଟର ଦୂର ଦୃଷ୍ଟିରେଖା ପର୍ଯ୍ୟନ୍ତ ଯାତାୟାତ କରିପାରେ l କ୍ୟାମେରା ଟି ଖମ୍ବର ଚାରିପଟେ କେତେ କ୍ଷେତ୍ରଫଳ ବିଶିଷ୍ଟ କ୍ଷେତ୍ର ର ଯାତାୟାତ ନିୟନ୍ତ୍ରଣ କରିପାରିବ ?
25 Fev 2024, 08:20
