es
Feedback

¡No caigas en manos de tramposos! Telemetrio encuentra y marca estos canales 👉 Si quieres ver la etiqueta, suscríbete

10th Class Study

10th Class Study

Ir al canal en Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

Mostrar más
3 841
Suscriptores
Sin datos24 horas
-127 días
-7030 días
Archivo de publicaciones
+4
ସଂସ୍କୃତନୁବାଦ.pdf
26 feb 2024, 07:55

Hindi (ଅନମୋଲ ବାଣୀ,ମନୁଷ୍ୟତା ଏବଂ ଏକ ତିନିକା ).pdf
26 feb 2024, 07:55

HIndi(2nd).pdf9.63 KB
26 feb 2024, 07:55

Document from UMA SHANKAR MAJHI
26 feb 2024, 07:55

EDIT X FA4 HINDI-print.pdf6.13 MB
26 feb 2024, 07:55

Hindi Long.pdf
26 feb 2024, 07:55

HINDI 04-11-2022.pdf
26 feb 2024, 07:55

HINDI 07-11-2022.pdf
26 feb 2024, 07:55

HINDI 09-11-2022.pdf
26 feb 2024, 07:55

HINDI 11-11-2022.pdf
26 feb 2024, 07:55

Ei You tube channel ra 500 suscriber complete kara Mu Hindi And Sanskrit ra Nots PDF evening ra telegram channel ra send karidabi Thank you
26 feb 2024, 05:39

Next exam kn achi. ? Comment kara
26 feb 2024, 05:32

ଅଙ୍କନ
25 feb 2024, 08:25

Like Comment and Share Our New YouTube channel Please do subscribe Upcoming information available in this Channel Thank you so much
25 feb 2024, 08:25

Like Comment and Share Our New YouTube channel Thank you
25 feb 2024, 08:21
25 feb 2024, ~08:23

5 ନମ୍ବର ପ୍ରଶ୍ନ ସଡକ ସୁରକ୍ଷା ପାଠରୁ ଗୋଟିଏ long question ଆସିବ ଯାହା 5 ମାର୍କ ବିଶିଷ୍ଟ ଅଟେ l 1.ଏକ ବସଷ୍ଟାଣ୍ଡ ରେ ଏକ କି.ମି ବ୍ୟବଧାନ ରେ ଟ୍ରାଫିକ ସଂକେତ ସବୁ ରହିଛି ଓ ଉପରେ CCTV କ୍ୟାମେରା ରଖାଯାଇଛି l ଏକ କାର 15 ମିନିଟ ରେ 15ଟି ଟ୍ରାଫିକ ସଂକେତ କୁ ଅତିକ୍ରମ କଲା l କାର ର ଘଣ୍ଟା ପ୍ରତି ବେଗ ନିର୍ଣ୍ଣୟ କର l 2. ଏକ ଟ୍ରକ ରାସ୍ତାରେ ଥିବା ଟ୍ରାଫିକ ଲାଇଟ କୁ 10ମିନିଟ,20 ମିନିଟ,30 ମିନିଟ କ୍ରମରେ ଅତିକ୍ରମ କଲା l 15ଟି ଲାଇଟ ଅତିକ୍ରମ କରିବାକୁ ଟ୍ରକ କୁ କେତେ ସମୟ ଲାଗିବ ? 3. ଶୁଭମ ଏକ ସଡକ ପଥରେ ଗାଡି ଚଲାଇ ଚଳାଇ ଗଲାବେଳେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଟ୍ରାଫିକ ଲାଇଟ କୁ ଯଥାକ୍ରମେ 8,15 22 ସେକେଣ୍ଡ ରେ ଅତିକ୍ରମ କଲା l ଏହି ପରି କ୍ରମରେ ଟ୍ରାଫିକ ଲାଇଟ କୁ ଅତିକ୍ରମ କରିଚାଲିଲେ 85 ସେକେଣ୍ଡ ରେ କେଉଁ ନମ୍ବର ଟ୍ରାଫିକ ଲାଇଟ କୁ ଅତିକ୍ରମ କରିବ ? 4. କୌଣସି ଏକ ସିଧା ସଡ଼କ ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଟ୍ରାଫିକ ଯଥାକ୍ରମେ 5,7,9 କି.ମି ଦୂର ରେ ଲାଗିଛି l ଏହି କ୍ରମରେ ଦଶମ ଟ୍ରାଫିକ ସଂକେତ କେତେଦୂର କେତେ କି. ମି ହେବ l 5. ଏକ ମୋଟର ଗାଡିର ଘଣ୍ଟା ପ୍ରତି ବେଗ 72 କି. ମି l ବ୍ରେକ ଦେଲାପରେ ଯଦି ମନ୍ଦନ -2.0 ମିଟର ପ୍ରତି ବର୍ଗ ସେକେଣ୍ଡ ହୁଏ ତେବେ ଗାଡିଟି ସ୍ଥିର ଅବସ୍ଥା କୁ ଆସିବା ପାଇଁ କେତେ ସମୟ ଲାଗିବ ଓ କେତେବାଟ ଅତିକ୍ରମ କରିବ ? 6. ଏକ ବସଷ୍ଟାଣ୍ଡ ରେ ଏକ ଖମ୍ବ ଉପରେ CCTV ରଖାଯାଇଛି l ଖମ୍ବର ପାଦଦେଶ ରୁ 30 ମିଟର ଦୁରସ୍ଥ ପ୍ଲାଟଫର୍ମ ର ଏକ ବିନ୍ଦୁଠାରୁ CCTV କ୍ୟାମେରା ର କୌଣିକ ଉନ୍ନତି 60 ଡିଗ୍ରୀ ହେଲେ ଖମ୍ବ ର ଉଚ୍ଚତା କେତେ ? 7. ଏକ 8 ମିଟର ଉଚ୍ଚ ଖମ୍ବ ଉପରେ ସଡ଼କ ରେ ଯାତାୟାତ ନିୟନ୍ତ୍ରଣ ପାଇଁ ସିସିଟିଭି ବ୍ୟବସ୍ଥା ଅଛି l କ୍ୟାମେରା ଟି ଖମ୍ବ ର ଶୀର୍ଷ ରୁ 17 ମିଟର ଦୂର ଦୃଷ୍ଟିରେଖା ପର୍ଯ୍ୟନ୍ତ ଯାତାୟାତ କରିପାରେ l କ୍ୟାମେରା ଟି ଖମ୍ବର ଚାରିପଟେ କେତେ କ୍ଷେତ୍ରଫଳ ବିଶିଷ୍ଟ କ୍ଷେତ୍ର ର ଯାତାୟାତ ନିୟନ୍ତ୍ରଣ କରିପାରିବ ?
25 feb 2024, 08:20

+9
ଜ୍ୟାମିତି..pdf1.04 MB
25 feb 2024, 05:45

+9
parimiti.pdf6.41 KB
25 feb 2024, 05:45