CAREER STUDY CLASSES 📘📚📝
Kanalga Telegram’da o‘tish
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Ko'proq ko'rsatish674
Obunachilar
Ma'lumot yo'q24 soatlar
-57 kun
-4030 kun
Postlar arxiv
ନମସ୍କାର ସମସ୍ତଙ୍କୁ 🙏
🎉🎉🎉🎉🎉🎉🎉🎉🎉
ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @rajendra143_2k ଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ ଆରମ୍ଭ କରିବା ।
ଆଉ ଯେତିକି ପିଲା ଦେଇଥିବ ତାଙ୍କ ଭିତରେ ଯିଏ 1,2,3 ହେଇଥିବ ତାକୁ ପୁରସ୍କୁତ କରାଯିବ.. 👍
ADMIT CARD &
ନିଜର ଫଟୋ ଉଠାଇ share କରିବ
DP ରେ all students PIC files Prepare ହେବ,,,,
https://t.me/carrerstudyclasses
👆👆👆👆👆🔗🔗🔜🔜🔜
Join all should ...
🔴 APPLICATION FEE
General : 1000/-
EWS / OBC : 900/-
SC / ST / PH : 800/-
Additional Subject Charge :
General : 400/- Each Subject
EWS / OBC : 375/- Each Subject
SC / ST / PH : 350/- Each Subject
🔴 IMPORTANT DATES
Application Begin : 01/03/2025
Last Date for Apply Online : 22/03/2025
Last Date Online Payment : 23/03/2025
Correction Date : 24-26 March 2025
NTA CUET UG 2025 Exam Date : 08/05/2025 and 01/06/2025
Admit Card Available : Before Exam
Result Declared : Notified Soon
🟪 ଆସିଲା ସୁଭଦ୍ରା ଗାଇଡ଼ଲାଇନ
-୩୧ ତାରିଖ ମାର୍ଚ୍ଚ ସୁଭଦ୍ରା ଆବେଦନର ଶେଷ ତାରିଖ
-ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା
-ମାର୍ଚ୍ଚ ୩୧ତାରିଖ ଭିତରେ ଯେଉଁମାନେ ଆବେଦନ କରିଥିବେ ସେମାନେ ଏକକାଳୀନ ଟଙ୍କା ପାଇବେ
-ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ-ଉପମୁଖ୍ୟମନ୍ତ୍ରୀ
⚪⚪⚪
ଆସନ୍ତା ୬ ତାରିଖରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିବ। ମହିଳାଙ୍କ ସୁବିଧା ପାଇଁ ରାଜ୍ୟ ସରକାର ନୂତନ ଭାବେ ଯୋଗ୍ୟ ବିବେଚିତ ହୋଇଥିବା ୧ ଲକ୍ଷ ୭୦ ହଜାର ସୁଭଦ୍ରା ହିତାଧିକାରୀଙ୍କୁ ପଞ୍ଚମ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିବେ। ଏବଂ ମାର୍ଚ୍ଚ ୮ ତାରିଖ ( ଅନ୍ତର୍ଜାତୀୟ ମହିଳା ଦିବସ)ରେ ୨ୟ କିସ୍ତି ପ୍ରଦାନ କରାଯିବ।
✅ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ୍ ବଢ଼ିଲା
-୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ନେଇ ସରକାରଙ୍କ ନିଷ୍ପତ୍ତି
-ଏଥିପାଇଁ ରାଜ୍ୟ ସରକାର ଅଧିକ ୧୭୫.୧୪ କୋଟି ଖର୍ଚ୍ଚ କରିବେ
-ମୁଖ୍ୟମନ୍ତ୍ରୀଙ୍କୁ ‘ଏକ୍ସ’ରେ କୃତଜ୍ଞତା ଜଣାଇଲେ ଉପମୁଖ୍ୟମନ୍ତ୍ରୀ
