es
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

Ir al canal en Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Mostrar más
674
Suscriptores
Sin datos24 horas
-57 días
-4030 días
Archivo de publicaciones
ନମସ୍କାର ସମସ୍ତଙ୍କୁ 🙏 🎉🎉🎉🎉🎉🎉🎉🎉🎉 ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @rajendra143_2k ଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ ଆରମ୍ଭ କରିବା । ଆଉ ଯେତିକି ପିଲା ଦେଇଥିବ ତାଙ୍କ ଭିତରେ ଯିଏ 1,2,3 ହେଇଥିବ ତାକୁ ପୁରସ୍କୁତ କରାଯିବ.. 👍 ADMIT CARD & ନିଜର ଫଟୋ ଉଠାଇ share କରିବ DP ରେ all students PIC files Prepare ହେବ,,,, https://t.me/carrerstudyclasses 👆👆👆👆👆🔗🔗🔜🔜🔜 Join all should ...

🔴 APPLICATION FEE General : 1000/- EWS / OBC : 900/- SC / ST / PH : 800/- Additional Subject Charge : General : 400/- Each Subject EWS / OBC : 375/- Each Subject SC / ST / PH : 350/- Each Subject

🔴 IMPORTANT DATES Application Begin : 01/03/2025 Last Date for Apply Online : 22/03/2025 Last Date Online Payment : 23/03/2025 Correction Date : 24-26 March 2025 NTA CUET UG 2025 Exam Date : 08/05/2025 and 01/06/2025 Admit Card Available : Before Exam Result Declared : Notified Soon

Indian Overseas Bank (IOB) Apprentices Recruitment 2025 -

🟪 ଆସିଲା ସୁଭଦ୍ରା ଗାଇଡ଼ଲାଇନ -୩୧ ତାରିଖ ମାର୍ଚ୍ଚ ସୁଭଦ୍ରା ଆବେଦନର ଶେଷ ତାରିଖ -ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା -ମାର୍ଚ୍ଚ ୩୧ତାରିଖ ଭିତରେ ଯେଉଁମାନେ ଆବେଦନ କରିଥିବେ ସେମାନେ ଏକକାଳୀନ ଟଙ୍କା ପାଇବେ -ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ-ଉପମୁଖ୍ୟମନ୍ତ୍ରୀ

⚪⚪⚪ ଆସନ୍ତା ୬ ତାରିଖରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିବ। ମହିଳାଙ୍କ ସୁବିଧା ପାଇଁ ରାଜ୍ୟ ସରକାର ନୂତନ ଭାବେ ଯୋଗ୍ୟ ବିବେଚିତ ହୋଇଥିବା ୧ ଲକ୍ଷ ୭୦ ହଜାର ସୁଭଦ୍ରା ହିତାଧିକାରୀଙ୍କୁ ପଞ୍ଚମ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିବେ। ଏବଂ ମାର୍ଚ୍ଚ ୮ ତାରିଖ ( ଅନ୍ତର୍ଜାତୀୟ ମହିଳା ଦିବସ)ରେ ୨ୟ କିସ୍ତି ପ୍ରଦାନ କରାଯିବ।

✅ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ୍‌ ବଢ଼ିଲା -୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ନେଇ ସରକାରଙ୍କ ନିଷ୍ପତ୍ତି -ଏଥିପାଇଁ ରାଜ୍ୟ ସରକାର ଅଧିକ ୧୭୫.୧୪ କୋଟି ଖର୍ଚ୍ଚ କରିବେ -ମୁଖ୍ୟମନ୍ତ୍ରୀଙ୍କୁ ‘ଏକ୍ସ’ରେ କୃତଜ୍ଞତା ଜଣାଇଲେ ଉପମୁଖ୍ୟମନ୍ତ୍ରୀ

🙈 see this video 📸📸

History selective 👆

Immediately karo ur any problem...& Quary