CAREER STUDY CLASSES 📘📚📝
Kanalga Telegram’da o‘tish
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Ko'proq ko'rsatish673
Obunachilar
-124 soatlar
-77 kun
-4130 kun
Postlar arxiv
ଓଡ଼ିଶାରେ ରହି ଡିଜିଟାଲ ସାମ୍ବାଦିକ ଭାବେ କାମ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ନେଟୱର୍କ18 ଆଣିଛି ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ଭିଡିଓ ଏଡିଟିଂ ଜାଣନ୍ତି, ହାଲକାଫୁଲ୍କା ଓ ସଫ୍ଟ ଖବର ପରିବେଷଣ ପାଇଁ ଆଗ୍ରହୀ ତେବେ ଆପଣଙ୍କ ବାୟୋଡାଟା/ସବିଶେଷ ବିବରଣୀ ପଠାନ୍ତୁ
✅ ଏଣିକି ଯୁକ୍ତ ଦୁଇ ପରେ ପଢ଼ିହେବ ବିଏଡ୍ ପାଠ୍ୟକ୍ରମ
-ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
-୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର MOU
-୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ଟିରେ ହୋଇଛି MOU
-ଏସବୁ ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ITEP କୋର୍ସ ପଢ଼ାଯିବ
-ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତେଣୁ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ I ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ କିମ୍ବା କଠିନ ପରିଶ୍ରମ କରନ୍ତୁ ନାହିଁ I ପାଣି, ଓ ଆର୍ ଏସ୍, ତୋରାଣି, ଘୋଳଦହି ଇତ୍ୟାଦି ସେବନ କରନ୍ତୁ ଏବଂ ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନା ନିଅନ୍ତୁ
Edit, Sign and Share PDF files on the go. Download the Acrobat Reader app: https://adobeacrobat.app.link/Mhhs4GmNsxb
All should be share & added ur friends, sopprt now।।
ଆଗକୁ ବହୁତ ସାରା help ମିଳିବ।।👇👇👇👇👇
https://t.me/carrerstudyclasses
⚪ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏମ୍. ଫାର୍ମା ପାଠ୍ୟକ୍ରମ ନେଇ ଦ୍ୱନ୍ଦ୍ୱ; ଅନୁମତି ନାହିଁ, କିନ୍ତୁ ବର୍ଷବର୍ଷ ଧରି ଚାଲିଛି ପାଠପଢ଼ା⚪
୨୦୦୭-୦୮ ଶିକ୍ଷାବର୍ଷରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏମ୍. ଫାର୍ମା ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ଫାର୍ମାସ୍ୟୁଟିକାଲ ଆନାଲିସିସ୍ ଓ କ୍ୱାଲିଟି ଆସ୍ୟୁରାନ୍ସ ଏବଂ ଫାର୍ମାସିଉଟିରେ ୩୦ଟି ସିଟ୍ ପାଇଁ ୨୦୦୯ ଅଗଷ୍ଟ ୨୮ରେ ରାଜ୍ୟ ସରକାର ଅନୁମତି ଦେଇଥିଲେ । କିନ୍ତୁ ଏଥିପାଇଁ ଫାର୍ମାସି କାଉସିଲ୍ ଅଫ୍ ଇଣ୍ଡିଆ ବା ପିସିଆଇର ଅନୁମୋଦନ ମିଳିନାହିଁ । ଫଳରେ ଏଠାକାର ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର କୌଣସି ଚାକିରି କି ଉଚ୍ଚଶିକ୍ଷା ପାଇଁ କାମରେ ଲାଗୁ ନଥିବାରୁ ପୂର୍ବତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଛନ୍ତି ।
ଏମ.ଫାର୍ମାରେ ନାମଲେଖା ପାଇଁ ଓଜେଇ ପକ୍ଷରୁ ପରୀକ୍ଷା କରି ଛାତ୍ରଛାତ୍ରୀ ଚୟନ କରାଯାଏ । ଗତ ନଭେମ୍ବର ମାସରେ ଏମ୍.ଫାର୍ମାରେ ୨୭ ଜଣ ନାମ ଲେଖାଇଥିବା ପିସିଆଇ ଅନୁମତି ନଥିବା ଜାଣିବା ପରେ ୫ ଜଣ ଟିସି ଉଠାଇ ନେଇଛନ୍ତି । ନାମଲେଖା ପାଇଁ ସେମାନେ ଦେଇଥିବା ୪୦ ହଜାର ଟଙ୍କା ନଷ୍ଟ ହୋଇଛି । ଏନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ କହିଛନ୍ତି, ୨୦୦୯ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅନୁମତି ଆଣାଯାଇଥିଲା । ପିସିଆଇ ଅନୁମତି ପାଇଁ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ।
ସମସ୍ୟା ଏତିକିରେ ସରିନାହିଁ, ୬ଜଣ ଅଧ୍ୟାପକ ବଦଳରେ ଜଣେ ମାତ୍ର ଅତିଥି ଅଧ୍ୟାପକ ଅଛିନ୍ତି । ଏହା ଏକ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି ।
