fa
Feedback

فریب کلاهبرداران را نخورید! تل‌متریو این کانال‌ها را شناسایی و برچسب‌گذاری می‌کند 👉 برای مشاهده برچسب، اشتراک تهیه کنید

CAREER STUDY CLASSES 📘📚📝

CAREER STUDY CLASSES 📘📚📝

رفتن به کانال در Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

نمایش بیشتر
645
مشترکین
-324 ساعت
-47 روز
-1730 روز
آرشیو پست ها
REAL Some time pare delete hoijiba....
14 مارس 2025, 05:54

photo content
+8
14 مارس 2025, 05:53
14 مارس 2025, ~09:46

⚪ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ ଆବାସ ସର୍ଭେ, ବର୍ତ୍ତମାନ ସୁଦ୍ଧା ହୋଇଛି ୧୯ ଲକ୍ଷ ପଞ୍ଜୀକରଣ⚪ ଜାନୁଆରୀ ୨୪ରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ। ଏନେଇ ସୂଚନା ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ବର୍ତ୍ତମାନ ସୁଦ୍ଧା ସର୍ଭେରେ ୧୯ ଲକ୍ଷ ପଞ୍ଜୀକରଣ ହୋଇଛି। ଶେଷ ତାରିଖକୁ ଆହୁରି ୧୭, ୧୮ ଦିନ ଥିବାରୁ ଅଧିକ ଲୋକ ସାମିଲ୍‌ ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ୍‌‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସର୍ଭେ ପ୍ରକ୍ରିୟାରେ ଚିହ୍ନଟ କରାଯାଉଛି। ଏହି ହିତାଧିକାରୀମାନଙ୍କୁ ଆୱାସ ପ୍ଲସ୍‌‌ ମୋବାଇଲ ଆପ୍‌‌ ମାଧ୍ୟମରେ ଚିହ୍ନଟ କରାଯାଉଛି। ପୂର୍ବରୁ ବାଇକ୍‌, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା। କିନ୍ତୁ ଏହାକୁ ବଦଳା ଯାଇଛି । ଏ ସବୁ ଥିଲେ ବି ଆବାସ ଘର ଦିଆଯିବ। ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର ରହିଥିଲା । ଏହାକୁ ୧୫ ହଜାର କରାଯାଇଛି । ଏହି ଯୋଜନାରେ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ଏହି ଅବଧି ମଧ୍ୟରେ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ସେସବୁର ଯାଞ୍ଚ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
13 مارس 2025, 11:54

ଓଡ଼ିଶାରେ ରହି ଡିଜିଟାଲ ସାମ୍ବାଦିକ ଭାବେ କାମ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ନେଟୱର୍କ18 ଆଣିଛି ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ଭିଡିଓ ଏଡିଟିଂ
ଓଡ଼ିଶାରେ ରହି ଡିଜିଟାଲ ସାମ୍ବାଦିକ ଭାବେ କାମ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ନେଟୱର୍କ18 ଆଣିଛି ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ଭିଡିଓ ଏଡିଟିଂ ଜାଣନ୍ତି, ହାଲକାଫୁଲ୍‌କା ଓ ସଫ୍ଟ ଖବର ପରିବେଷଣ ପାଇଁ ଆଗ୍ରହୀ ତେବେ ଆପଣଙ୍କ ବାୟୋଡାଟା/ସବିଶେଷ ବିବରଣୀ ପଠାନ୍ତୁ
13 مارس 2025, 11:54

all should be join immediately
13 مارس 2025, 06:18

✅ ଏଣିକି ଯୁକ୍ତ ଦୁଇ ପରେ ପଢ଼ିହେବ ବିଏଡ୍‌ ପାଠ୍ୟକ୍ରମ -ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ -୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର MOU -୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ଟିରେ ହୋଇଛି MOU -ଏସବୁ ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ITEP କୋର୍ସ ପଢ଼ାଯିବ -ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ
13 مارس 2025, 06:15

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତେଣୁ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ I ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ କିମ୍ବା କଠିନ ପରିଶ୍ରମ କ
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତେଣୁ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ I ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ କିମ୍ବା କଠିନ ପରିଶ୍ରମ କରନ୍ତୁ ନାହିଁ I ପାଣି, ଓ ଆର୍ ଏସ୍, ତୋରାଣି, ଘୋଳଦହି ଇତ୍ୟାଦି ସେବନ କରନ୍ତୁ ଏବଂ ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନା ନିଅନ୍ତୁ
13 مارس 2025, 06:15

Edit, Sign and Share PDF files on the go. Download the Acrobat Reader app: https://adobeacrobat.app.link/Mhhs4GmNsxb
12 مارس 2025, 22:27

photo content
12 مارس 2025, 22:27

All should be share & added ur friends, sopprt now।। ଆଗକୁ ବହୁତ ସାରା help ମିଳିବ।।👇👇👇👇👇 https://t.me/carrerstudyclasses
12 مارس 2025, 22:12

photo content
+2
12 مارس 2025, 22:11

⚪ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏମ୍. ଫାର୍ମା ପାଠ୍ୟକ୍ରମ ନେଇ ଦ୍ୱନ୍ଦ୍ୱ; ଅନୁମତି ନାହିଁ, କିନ୍ତୁ ବର୍ଷବର୍ଷ ଧରି ଚାଲିଛି ପାଠପଢ଼ା⚪ ୨୦୦୭-୦୮ ଶିକ୍ଷାବର୍ଷରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏମ୍‌. ଫାର୍ମା ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ଫାର୍ମାସ୍ୟୁଟିକାଲ ଆନାଲିସିସ୍ ଓ କ୍ୱାଲିଟି ଆସ୍ୟୁରାନ୍ସ ଏବଂ ଫାର୍ମାସିଉଟିରେ ୩୦ଟି ସିଟ୍ ପାଇଁ ୨୦୦୯ ଅଗଷ୍ଟ ୨୮ରେ ରାଜ୍ୟ ସରକାର ଅନୁମତି ଦେଇଥିଲେ । କିନ୍ତୁ ଏଥିପାଇଁ ଫାର୍ମାସି କାଉସିଲ୍ ଅଫ୍ ଇଣ୍ଡିଆ ବା ପିସିଆଇର ଅନୁମୋଦନ ମିଳିନାହିଁ । ଫଳରେ ଏଠାକାର ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର କୌଣସି ଚାକିରି କି ଉଚ୍ଚଶିକ୍ଷା ପାଇଁ କାମରେ ଲାଗୁ ନଥିବାରୁ ପୂର୍ବତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଛନ୍ତି । ଏମ.ଫାର୍ମାରେ ନାମଲେଖା ପାଇଁ ଓଜେଇ ପକ୍ଷରୁ ପରୀକ୍ଷା କରି ଛାତ୍ରଛାତ୍ରୀ ଚୟନ କରାଯାଏ । ଗତ ନଭେମ୍ବର ମାସରେ ଏମ୍‌.ଫାର୍ମାରେ ୨୭ ଜଣ ନାମ ଲେଖାଇଥିବା ପିସିଆଇ ଅନୁମତି ନଥିବା ଜାଣିବା ପରେ ୫ ଜଣ ଟିସି ଉଠାଇ ନେଇଛନ୍ତି । ନାମଲେଖା ପାଇଁ ସେମାନେ ଦେଇଥିବା ୪୦ ହଜାର ଟଙ୍କା ନଷ୍ଟ ହୋଇଛି । ଏନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ କହିଛନ୍ତି, ୨୦୦୯ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅନୁମତି ଆଣାଯାଇଥିଲା । ପିସିଆଇ ଅନୁମତି ପାଇଁ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ସମସ୍ୟା ଏତିକିରେ ସରିନାହିଁ, ୬ଜଣ ଅଧ୍ୟାପକ ବଦଳରେ ଜଣେ ମାତ୍ର ଅତିଥି ଅଧ୍ୟାପକ ଅଛିନ୍ତି । ଏହା ଏକ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି ।
12 مارس 2025, 22:11

photo content
+9
12 مارس 2025, 22:06
19 مارس 2025, ~23:15

photo content
+4
12 مارس 2025, 22:06
19 مارس 2025, ~23:15

photo content
+9
12 مارس 2025, 22:06
19 مارس 2025, ~23:15

photo content
+2
12 مارس 2025, 11:14

Hydrocarbon SHOT
12 مارس 2025, 11:14