CAREER STUDY CLASSES 📘📚📝
Kanalga Telegram’da o‘tish
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Ko'proq ko'rsatish673
Obunachilar
Ma'lumot yo'q24 soatlar
-67 kun
-3930 kun
Postlar arxiv
🌃ମାଟ୍ରିକ ପରୀକ୍ଷା ର ପୂର୍ବ ରାତି🌃
ମୁଁ ଜମା ମୋ ବେଳ କଥା କହିବିନି। ସମସ୍ତଙ୍କ ର ଏ କଥା ଇଏ। କାଲି ମାଟ୍ରିକ ପରୀକ୍ଷା। ଆଉ ଆଜି ରାତିର ନିଦ ଗାଏବ। ସମସ୍ତଙ୍କ ସହ ଘଟିଛି। ମୁଣ୍ଡରେ ଦୁନିଆ ଚିନ୍ତା। ଛାତି ଖାଲି ଦକ୍ ଦକ୍। ଭୋକ ବି ଗାଏବ। କଥା ହେଲା ଆମ ପରିବେଶ ଆମକୁ ମାଟ୍ରିକ ପରୀକ୍ଷା ପାଇଁ ଡରେଇ ଦେଇ ଥାଏ। ପରିବାର,ବନ୍ଧୁ,ପଡିଶା ଲୋକ, ଗାଁ ଲୋକ ଯିଏ ଦେଖିଲା ସିଏ ପଚାରିଲା " କିରେ ପଢ଼ୁଛୁ ତ, ହେଇ ଆଗକୁ ଆସୁଛି ପରୀକ୍ଷା "। ଯେହେତୁ ଜୀବନର ପ୍ରଥମ ବନ୍ଧ ଡିଆଁ ପରୀକ୍ଷା , ସେହି ଡରରେ ପିଲାଙ୍କୁ ଜର, ଝାଡା ବି ହେଇଛି।ବେଳେବେଳେ ଲାଗେ ପାଠ କିଛି ମନେ ପଡୁନି, ଫେଲ ହେଇଯିବି । ଥରେ ଭାବନ୍ତୁ ଆପଣଙ୍କ ସେଇ ପରୀକ୍ଷା ପୂର୍ବ ରାତି କିପରି କଟି ଥିଲା !!!
@EducationfamilyBot
Sopprted by....
CARRER STUDY CLASSES TEAM 🗽🗽🗽
