CAREER STUDY CLASSES 📘📚📝
Kanalga Telegram’da o‘tish
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Ko'proq ko'rsatish673
Obunachilar
Ma'lumot yo'q24 soatlar
-67 kun
-3930 kun
Postlar arxiv
Ei 3ta essay bhita ru emt ka type ra gote asiba ok 3ta jaka bhala re padha ✨✨
*ATTENTION please*
1. ବିଜ୍ଞାନର ବହୁଳ ବ୍ୟବହାର
2. ବିଜ୍ଞାନର ଉପକାରିତା
👆 ଏହି ଦୁଇଟି ରଚନା ମନେକରି ପଢ଼ି କି ଯାଇଥିବ । Chance ଅଛି ପଡ଼ିବାର 90%
+8
ODIA SAHITYA KATHA IMPORTANT QUESTION,BAS ATIKI PADHA ADHIKA NOTE PADHIBA DARKAR NAHI ,FULL TO FULL ASIBA,OK
ସମସ୍ତେ sopport କରିଚଳନ୍ତୁ ଯେମିତି ଆମ team ଆପଣଙ୍କୁ help କରୁଥିଲେ ଆଗକୁ କରିବେ
💐💐💐💐💐💐💐💐
Collaborative by
CARRER STUDY CLASSES TEAM 🗽🗽
👇👇👇👇👇
https://t.me/carrerstudyclasses
🟪 ୧୦ମ ବୋର୍ଡ ପରୀକ୍ଷା ପୂର୍ବରୁ ଆସନ୍ତାକାଲି ହେବ ଡ୍ରାଏ ରନ୍
-ଡ୍ରାଏ ରନ୍ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା
-‘୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍ ଦେଖିପାରିବ ବୋର୍ଡ’
-‘ସବୁ ଷ୍ଟ୍ରଙ୍ଗ ରୁମ୍ରୁ ଲାଇଭ୍ ଫୁଟେଜ ଉପରେ ବୋର୍ଡ ନଜର ରଖିବ’
-ବର୍ଷା ପୂର୍ବାନୁମାନ ନେଇ ମଧ ଆମେ ପ୍ରସ୍ତୁତ ଅଛୁ- ଶ୍ରୀକାନ୍ତ ତରାଇ
-ଆଜି ଅପରାହ୍ନ ସୁଦ୍ଧା ନୋଡାଲ ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର
ନିଜେ ନିଜର bestଦେବା ସମୟ ଆସିଯାଇଛି । ଏବେ ସମସ୍ତଙ୍କ ମୁହଁ ବନ୍ଦ କରିବାକୁ ସବୁ ଛାତ୍ରଛାତ୍ରୀ ତାଙ୍କର ପରିଶ୍ରମ ରେ ଲାଗିପଡିଛନ୍ତି। ପରିଶ୍ରମ ର ଫଳ କୁ ଅପେକ୍ଷା ନକରି ସମସ୍ତ ଛାତ୍ରଛାତ୍ରୀ ଖୁବ୍ ସୁନ୍ଦର ଭାବରେ ପରିଶ୍ରମ କରୁଛନ୍ତି।
ସମସ୍ତଙ୍କ ପରିଶ୍ରମ ର ଫଳ ନିଶ୍ଚୟ ମିଳିବ।
All the best 👍
Exam ରେ ସମସ୍ତେ ନିଜେ ନିଜର best ଦବାକୁ ଚେଷ୍ଟା କରିବ ।
Any problem with uu
@EducationfamilyBot
Sopprted by
CARRER STUDY CLASSES
