SSC OSSC OSSSC OPSC GOVT Exam
Kanalga Telegram’da o‘tish
1 515
Obunachilar
+224 soatlar
+217 kunlar
+3530 kunlar
Postlar arxiv
*ଖବର ଆଜିର*
ତାରିଖ:୧୬/୦୬/୨୬, ମଙ୍ଗଳବାର
୧-ଜୁନ୍ ୧୮ରୁ ଖୋଲିବ ସ୍କୁଲ୍: ଗ୍ରୀଷ୍ମଛୁଟି ପରେ ପୁଣି ସ୍ୱାଭାବିକ ହେବ ପାଠପଢ଼ା, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ।
୨-ଧୁମ୍ ଜମିଲା ଦ୍ବିତୀୟ ରଜ,କେଉଁଠି ପୋଡ଼ ପିଠାର ସୁଆଦ ତ ଆଉ କେଉଁଠି ରଜ ପାନର ମହକ।କେଉଁଠି କାଠର ରାମ ଦୋଳି,ତ ଆଉ କେଉଁଠି ନିଆରା 'ପାଣିଦୋଳି' ମଜା ନେଇଛନ୍ତି ଝିଅ ବୋହୂ।
୩-ଓଡ଼ିଶାରେ ସକ୍ରିୟ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ, ଆଗାମୀ ୪ ରୁ ୫ ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ପବନ ସହ ବର୍ଷା ସମ୍ଭାବନା।
୪-ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ: ସ୍ୱଚ୍ଛ ଗଣତନ୍ତ୍ର ପାଇଁ ନିଜେ ସାମିଲ ହୋଇ ସୃଷ୍ଟି କଲେ ଉଦାହରଣ।
୫-ଭୁବନେଶ୍ୱର:ସୈନିକ ସ୍କୁଲ୍ ନିକଟରେ ଛାତି ଥରା ଦୁର୍ଘଟଣା,ଚା’ ଦୋକାନରେ ବସିଥିବା ଲୋକଙ୍କୁ ଚାପି ଦେଲା କାର,୨ ମୃତ।
୬-ଭୁବନେଶ୍ଵର:ରାଜ୍ୟରେ ଆରମ୍ଭ ହେଲା ସରକାରଙ୍କ ସୋମନାଥ ସ୍ୱାଭିମାନ ପର୍ବ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ ଗଲେ ଗୁଜୁରାଟ।
୭-ବଲାଙ୍ଗୀର: ଆନ୍ଧ୍ର ବିଏଡ୍ ନାମରେ ଠକେଇ,୨୦ ଆଶାୟୀଙ୍କ ୩୦ଲକ୍ଷ ଟଙ୍କା ଚଳୁ।
୮-ଭୁବନେଶ୍ୱର:ସିଟି ନାମ ଲେଖା ପାଇଁ ସିଟ୍ ଠାରୁ ୧୨ ଗୁଣା ଆବେଦନ। ସାଧାରଣ ଗ୍ରାଜୁଏସନରେ ସିଟ୍ ପଡୁଛି ଫାଙ୍କା।
୯-ଭୁବନେଶ୍ୱର:ଏବେ ବି ଅସ୍ବାଭାବିକ ଗରମ,୪୦ ଡିଗ୍ରୀ ଉପରେ ୫ ସହର,ତାତି କମ୍ ହେଲେ ବି ଗୁଳୁଗୁଳି ଅଧିକ।
୧୦-ଭୁବନେଶ୍ୱର:ଯଥେଷ୍ଟ ହେଉନି ପଞ୍ଚାୟତର ନିଜସ୍ବ ରାଜସ୍ବ, ସରକାରଙ୍କୁ ହାତ ଟେକାକୁ ଅପେକ୍ଷା କରୁଛନ୍ତି ଜନପ୍ରତିନିଧି।
୧୧-ନବରଙ୍ଗପୁର:ରଜ ଦୋଳି ଖେଳିବାକୁ ଯାଇ ଫେରିଲେନି ଯୁବତୀ, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ।
୧୨-କେନ୍ଦ୍ରାପଡ଼ା:ହସ୍ପିଟାଲ ବେଡ୍ରେ ପଡିଛନ୍ତି ଚାମେଲି ଓଝା, ନିଜ ଦେହରେ କ୍ୟାମେରା ଲଗାଇ ଜଗି ବସିଛନ୍ତି ପୋଲିସ କର୍ମଚାରୀ।
୧୩-ମାଲକାନଗିରି,କଷିଗୁଡା ଗାଁ:ଉପାନ୍ତ ଅଞ୍ଚଳରୁ ଆସିଲା ଶିକ୍ଷାଦାନର ଚିତ୍ତାକର୍ଷକ ଚିତ୍ର, ଅଙ୍ଗନବାଡ଼ି କାନ୍ଥରେ ଶୋଭା ପାଉଛି ରାମାୟଣ।
୧୪-କେନ୍ଦ୍ରାପଡ଼ା, ନିକିରାଇ:ଦୋଳି ଖେଳ ବେଳେ ମାଡ଼ି ଆସିଲା ବୋଲେରୋ ଗାଡ଼ି, ୩ ଜଣ ଛୋଟ ପିଲା ଆହତ।
୧୫-ରାଜନଗର: ପାଣି ନାଳରୁ ଉଦ୍ଧାର ହେଲା ୧୬ ଫୁଟର କୁମ୍ଭୀର।ବ୍ରାହ୍ମଣୀ ନଦୀରୁ ପଳେଇ ଆସିଥିବା ସଂନ୍ଦେହ।
୧୬-ବହୁ ବାଦ-ବିବାଦର ଅନ୍ତ ଘଟାଇ କାର୍ଯ୍ୟକ୍ଷମ ହେଲା ଝାରସୁଗୁଡ଼ା ହାର୍ଟ ହସ୍ପିଟାଲ,ଶ୍ରେୟ ନେବାକୁ ବିଜେଡି ଓ ବିଜେପି ମଧ୍ୟରେ ଟକ୍କର।
୧୭-ଆସନ୍ତା ୨୦ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।୩ ଘଣ୍ଟା ଓଡ଼ିଶାରେ ରହିବେ ମୋଦୀ।ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ସାରା ୧୫୦ ପ୍ଲାଟୁନ ପୁଲିସ ମୃତୟନ।
୧୮-ଜେନ୍ ଜି (Gen Z) ଉପରେ ରାହୁଲ ଗାନ୍ଧୀଙ୍କ ନଜର, ଯୁବପିଢ଼ିଙ୍କୁ ଯୋଡ଼ିବା ପାଇଁ କଂଗ୍ରେସ ପ୍ରସ୍ତୁତ କଲାଣି ପ୍ଲାନ।
୧୯-ଇନଷ୍ଟାରେ ଫେକ୍ ପ୍ରୋଫାଇଲ୍ ଖୋଲି ଯୁବତୀଙ୍କୁ ବ୍ଲାକମେଲ୍, ବିହାରରୁ ଯୁବକ ଗିରଫ।
୨୦-ହର୍ମୁଜ ପାର କଲା ଭାରତୀୟ ପରିବହନ ପୋତ ‘ଦିଶା’, ଜାହାଜରେ ଅଛି ୬୨,୩୭୦ ମେଟ୍ରିକ LNG ଗ୍ୟାସ୍।
୨୧-ପରମାଣୁ ଅସ୍ତ୍ର ତିଆରି କରିବନି ଇରାନ, ଆମେରିକା ସହ ସ୍ଵାକ୍ଷରିତ ହେଲା MoU।
📣ODISHA MAHA PACK 6x2 Months pack
Use Y595 Code + Coins Price 2870
📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp
ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।
📣Secretariat ASO 2026 Foundation Batch
OPSC ASO 2026 Foundation Batch
https://www.adda247.com/product-onlineliveclasses/108075/OPSC-ASO-2026-Foundation-Batch-%7C-Online-Batch-By-Adda247?couponCode=REF_ED853BAA&role=Sales
📣OSSSC PEO & JA Foundation Batch
https://applink.adda247.com/d/DHTixmGg4r
📣Complete Foundation Batch for SSB JUNIOR ASSISTANT & CLERK | Online Live Classes By Adda247
https://www.adda247.com/product-onlineliveclasses/106698/Complete-Foundation-Batch-for-SSB-JUNIOR-ASSISTANT-&-CLERK-%7C-Online-Live-Classes-By-Adda247?couponCode=REF_ED853BAA&role=Sales
📣Railway Foundation Batch For ALP, NTPC, Group D & Section Controller Exam 2026 | Online Live Classes by Adda 247
https://www.adda247.com/product-onlineliveclasses/107317/Railway-Foundation-Batch-For-ALP,-NTPC,-Group-D-&-Section-Controller-Exam-2026-%7C-Online-Live-Classes-by-Adda-247?couponCode=REF_ED853BAA&role=Sales
📣OPSC OCS (PRE + MAINS + Interview) Foundation 2025-26 Batch
OPSC OCS (PRE + MAINS + Interview) Foundation 2025-26 Batch By Adda247
https://www.adda247.com/product-onlineliveclasses/107129/OPSC-OCS-(PRE-+-MAINS-+-Interview)-Foundation-2025-26-Batch-By-Adda247?couponCode=REF_ED853BAA&role=Sales
Select the most appropriate article to fill in the blank. If no article is needed,
select 'No article required'.
He was reading a book about how planets orbit ______ sun.
Select the most appropriate interjection to fill in the blank.
______! That was an amazing performance by the dancers.
Select the most appropriate meaning of the given idiom.
Man of few words
Select the option that expresses the given sentence in direct speech.
She asked me if I was coming to the party.
Select the option that expresses the given sentence in the present continuous
tense form.
The workers were painting the walls and fixing the broken windows.
ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ହେଉ Question Set କଲାବେଳେ ଏହି ପ୍ରଶ୍ନ ବାର ବାର ପଚରାଯାଏ କିନ୍ତୁ ସେଇ ପ୍ରଶ୍ନ ବାର ବାର ପଢିଥିଲେ ମଧ୍ୟ ଭୂଲ ହେଇଯାଏ ଆସନ୍ତୁ 500 ସେହିଭଳି ପ୍ରଶ୍ନକୁ ଆଜିର କ୍ଲାସରେ ଜାଣିବା | ଠିକ 8 PM ରେ Live|
https://www.youtube.com/live/-lQSzdeObkw?si=PrdPWTH-yq-qWYNz
*ଖବର ଆଜିର*
ତାରିଖ:୧୫/୦୬/୨୬, ସୋମବାର
୧-ଭୁବନେଶ୍ୱର:ପହିଲି ରଜରେ ମସଗୁଲ୍ ସାରା ରାଜ୍ୟ, ଜମୁଛି ପୋଡ଼ ପିଠା ଓ ଖିଲି ପାନ ଖିଆ ସାଙ୍ଗକୁ ଦୋଳି ଖେଳ ଓ ତାସ୍ ଖେଳ।
୨-ପୁରୀ: ଦର୍ଶନ ଓ ମହାପ୍ରସାଦ ପାଇଁ ଯନ୍ତ୍ରଣା ଅସହ୍ୟ, ମୁଣ୍ଡ ପିଛା ୫ଶହ ,ନଚେତ୍ ଦୂର୍ ଦୂର୍,ମାର ମାର୍।
୩-ପୁରୀ: ରଥଖଳାରେ ୫୫ତମ ଦିନ, ସଂଯୋଗ ହେଲା ବଡ଼ ଧରା ପୋଟଳ।
୪-ଭୁବନେଶ୍ୱର:ଉପକୂଳ ଶୀତଳ, ଜଳୁଛି ପଶ୍ଚିମ,ବୈ।ଦ୍ଧରେ ପାରଦ ୪୨.୮ଂ।
୫-ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଚାଲିଛି ଜୋରଦାର ପ୍ରସ୍ତୁତି।
୬-ବଡମ୍ବା ଟି-ସେତୁ ଉପରେ ଭୟଙ୍କର ଦୁର୍ଘଟଣା।ଭଉଣୀ ଘରକୁ ଭାର ନେଇ ଯିବାବେଳେ ଦୁର୍ଘଟଣା, ବାଇକ୍ ଆରୋହୀଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଗଲା।
୭-ବନ୍ତ: ପାରିବାରିକ କଳହରୁ ରଜରେ ରକ୍ତପାତ, ଜନ୍ମକଲା ମା’କୁ ବିଭତ୍ସ ହତ୍ୟା କଲା ପିଶାଚ ପୁଅ।
୮-ଢେଙ୍କାନାଳ,ଅଢାପଲ୍ଲୀ ଗାଁ:କ୍ରିକେଟ ପଡିଆରେ ଖେଳୁଥିବାବେଳେ ବଜ୍ରାପାତ, ଚାଲିଗଲା ଯୁବକଙ୍କ ଜୀବନ।
୯-ଆଠଗଡ଼:ବଜ୍ରପାତରେ ୨ କୃଷକ ମୃତ ; ଆଶ୍ରୟ ନେଇଥିବା କୁଡ଼ିଆ ପୋଡ଼ି ପାଉଁଶ।
୧୦-ବାଇକ୍ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ, ଦିନକରେ NH 49 କୁଆଁର ଛକରେ ଗଲା ୫ ଜଣଙ୍କ ଜୀବନ
୧୧-ବାଲେଶ୍ଵର:ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ, ୨୨ ଯାତ୍ରୀ ଆହତ।ବସରେ ୫୩ ତର୍ଥ ଯାତ୍ରୀ ଥିଲେ l
୧୨-ଲଣ୍ଡନ:ହାତ ମିଶାଇଲେନି ହରମନପ୍ରୀତ, ମହିଳା ଟି୨୦ ବିଶ୍ୱକପରେ ବି ପାକିସ୍ତାନକୁ ଲାଗିଲା ଝଟକା।
୧୩-କେନ୍ଦ୍ରାପଡ଼ା:ମେଡିକାଲ ବେଡ୍ ରୁ ଚାମେଲି ଓଝାଙ୍କ ଅଭିଯୋଗ, କହିଲେ ଦିଆଯାଉଛି ନର୍ଯାତନା, ବିଭିନ୍ନ ମହିଳା ସଂଗଠନ ଭେଟିଲେ।
୧୪-ଦୀପ୍ତି ଶର୍ମାଙ୍କ ବୋଲିଂ ଆଗରେ ଆଣ୍ଠେଇଲା ପାକିସ୍ତାନ, ୬୪ ରନରେ ଜିତିଲା ଟିମ୍ ଇଣ୍ଡିଆ।
୧୫-ଏଥର ସିବିଟିରେ ହେବ ରେଲୱେ ନିଯୁକ୍ତି ପରୀକ୍ଷା: ରେଳମନ୍ତ୍ରୀ
୧୬-NEET ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ, ଜୁନ ୨୧ରେ ହେବ ପରୀକ୍ଷା।
୧୭-କୋଲକାତା:ଆକ୍ସନରେ ଶୁଭେନ୍ଦୁ ଅଧିକାରୀ, କୋଲକାତା ଏୟାରପୋର୍ଟରୁ ହଟାଯିବ ମସଜିଦ।
୧୮-ହାଇଦ୍ରାବାଦ:ଇଶିତା ସାଙ୍ଗୱାନ ହେଲେ NDAର ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟ୍, ରଚିଲେ ଇତିହାସ।
୧୯-ନ୍ୟାସନାଲିଷ୍ଟ ସିଟିଜେନସ୍ ପାର୍ଟିରେ ବିଲୟ ହେବେ ବିଦ୍ରୋହୀ TMC ସାଂସଦ, ବାଚସ୍ପତି ଓମ ବିରଳାଙ୍କୁ ଦେଲେ ପତ୍ର।
୨୦-ମଧ୍ୟ ପ୍ରଦେଶ,ମୋରନା :ନିଆଁ ଲାଗିବା ଗୁଜବ, ଜୀବନ ବିକଳରେ ଟ୍ରେନରୁ ଡେଇଁପଡିଲେ ଯାତ୍ରୀ, ଆରପଟୁ ଆସୁଥିବା ଆଉ ଏକ ଟ୍ରେନ୍ ମାଡ଼ିଯିବାରୁ ୪ ମୃତ।
📣ODISHA MAHA PACK 6x2 Months pack
Use Y595 Code + Coins Price 2870
📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp
ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।
📣Secretariat ASO 2026 Foundation Batch
https://applink.adda247.com/d/2bDT7HOaEv
📣OSSSC PEO & JA Foundation Batch
https://applink.adda247.com/d/DHTixmGg4r
📣Complete Foundation Batch for SSB JUNIOR ASSISTANT & CLERK | Online Live Classes By Adda247
https://www.adda247.com/product-onlineliveclasses/106698/Complete-Foundation-Batch-for-SSB-JUNIOR-ASSISTANT-&-CLERK-%7C-Online-Live-Classes-By-Adda247?couponCode=REF_ED853BAA&role=Sales
📣Railway Foundation Batch For ALP, NTPC, Group D & Section Controller Exam 2026 | Online Live Classes by Adda 247
https://www.adda247.com/product-onlineliveclasses/107317/Railway-Foundation-Batch-For-ALP,-NTPC,-Group-D-&-Section-Controller-Exam-2026-%7C-Online-Live-Classes-by-Adda-247?couponCode=REF_ED853BAA&role=Sales
📣OPSC OCS (PRE + MAINS + Interview) Foundation 2025-26 Batch
OPSC OCS (PRE + MAINS + Interview) Foundation 2025-26 Batch By Adda247
https://www.adda247.com/product-onlineliveclasses/107129/OPSC-OCS-(PRE-+-MAINS-+-Interview)-Foundation-2025-26-Batch-By-Adda247?couponCode=REF_ED853BAA&role=Sales
*ଖବର ଆଜିର*
ତାରିଖ:୧୪/୦୬/୨୬, ରବିବାର
୧-ଭୁବନେଶ୍ୱର:ବରଷକେ ଥରେ ଆସିଛି ରଜ...ଆଜି ପହିଲି ରଜ, ମେହେନ୍ଦି ଲଗାଇକାକୁ ସବୁଠି ଭିଡ଼,ଆମିଷ ଜମିବ,ଦୋଳି ଖେଳ ବି।
୨-ଭୁବନେଶ୍ୱର:JEE ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ; ଜୁଲାଇ ୧୩ରୁ ୧୫ ଯାଏଁ ହେବ ସ୍ପେଶାଲ OJEE ୨୦୨୬।ଅନଲାଇନ ଆବେଦନ ପ୍ରକ୍ରିୟା ଜୁନ୍ ୧୬ରୁ ଆରମ୍ଭ ହୋଇ ଜୁନ୍ ୨୮ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ।
୩-ଭୁବନେଶ୍ୱର:ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ୩୫ ଲକ୍ଷ ପରିବାର ପାଇବେ ପକ୍କା ଘର।
୪-କେନ୍ଦ୍ରାପଡ଼ା:ବିଡିଓଙ୍କୁ ଦୁର୍ବ୍ୟବହାର ସହ ପୋଲିସକୁ ଆକ୍ରମଣ ଅଭିଯୋଗରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା।
୫-ମହାକାଳପଡ଼ା:ଚାମେଲି ଓଝାଙ୍କୁ ନ୍ୟାୟ ଦାବିରେ ଥାନା ଘେରାଉ କଲା କଂଗ୍ରେସ।
୬-ଭବାନୀପାଟଣା:ଗ୍ୟାରେଜରୁ ବିଏମଡବ୍ଲୁ ନେଇଥିଲେ ମେକାନିକ ; ହାଇୱାକୁ ପିଟି ୨ ମୃତ।
୭-ଓଡ଼ିଶାରେ ପ୍ରଭାବହୀନ ହୋଇଯିବ ଏଲନିନୋ! ଚଳିତମାସ ଶେଷରୁ ବଢିପାରେ ବର୍ଷା।
୮-ଭୁବନେଶ୍ୱର:ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର, ବଦଳିବ ୫୯ ବର୍ଷର ପୁରୁଣା ଆଇନ।
୯-ପୁରୀ:ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ; କାର୍ଯ୍ୟରେ ଲାଗିଛନ୍ତି ରଥ ନିର୍ମାଣ ସେବକ।
୧୦-ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ ବରିଷ୍ଠ IPS, IPS ସୁଧାଂଶୁ ଷଡଙ୍ଗୀ ଓ ପଦ୍ମାକର ଏସ୍ ରଣପିସେ ମନୋନୀତ।
୧୧-ପଦ୍ମପୁର:ଆକ୍ସନ ମୋଡରେ ବିଜେପୁର ଓ ପଦ୍ମପୁର ପୋଲିସ, ୨୪ ଘଣ୍ଟାରେ ୩ ଅଭିଯୁକ୍ତଙ୍କୁ ଧରିଲା।
୧୨-ରାଉରକେଲା:ସଚେତନତା ପରେ ବି ବନ୍ଦ ହେଉନି ଶିଶୁ ଶ୍ରମିକ ପ୍ରଥା; ହୋଟେଲ ଓ ଗ୍ୟାରେଜରେ କାମ କରୁଛନ୍ତି ଶିଶୁ ଶ୍ରମିକ।
୧୩-ଅନୁଗୁଳ:ଭିଜିଲାନ୍ସ ଜାଲରେ ଜରପଡା ଏଏସଆଇ,୮ ହଜାର ଲାଞ୍ଚ ନେଉଥିଲେ।
୧୪-ଧର୍ମଶାଳା:ଗୁରବାଜଙ୍କ ଶତକ ବେକାର, ଗିଲ୍ଙ୍କ ଅପରାଜିତ ଇନିଂସ ବଳରେ ୭ ୱିକେଟ୍ରେ ଜିତିଲା ଟିମ୍ ଇଣ୍ଡିଆ।
୧୫-ମହିଳା ଟି-ଟ୍ବେଣ୍ଟି ବିଶ୍ଵ କପ୍: ଏଜବାଷ୍ଟନ ଷ୍ଟାଡିୟମରେ ଆଜି ଭାରତ ପାକିସ୍ତାନ ଲଢେଇ।
୧୬-ନୂଆ ଦିଲ୍ଲୀ:ଅଷ୍ଟମ ବେତନ ଆୟୋଗର ସର୍ତ୍ତକୁ ମଞ୍ଜୁରୀ ଦେଲେ ସରକାର, ଫିଟମେଣ୍ଟ ଫ୍ୟାକ୍ଟର ୩ ହେଲେ ୪୫ ହଜାର ହୋଇଯିବ ବେସିକ ସାଲାରୀ।
୧୭-ନୂଆ ଦିଲ୍ଲୀ:ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍।
୧୮-ଆସାମ:ଏୟାରବେସରେ ଲ୍ୟାଣ୍ଡିଂ ବେଳେ ଖସିପଡିଲା ବିମାନ; ଜଣଙ୍କୁ ଛାଡି ସବୁ ମୃତ।
୧୯-ଫ୍ରାନ୍ସରେ ହେବ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ପିଏମ ମୋଦୀଙ୍କ ମଧ୍ୟରେ ସାକ୍ଷାତ, ସୂଚନା ଦେଲା ହ୍ବାଇଟ ହାଉସ୍।
୨୦-ନୂଆ ଦିଲ୍ଲୀ:ଅନୁପ୍ରବେଶ ରୋକିବାକୁ ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି, ନୂତନ ଆଧାର ପଞ୍ଜିକରଣ ରଦ୍ଦ।
୨୧-ଶ୍ରୀଲଙ୍କାନ ଏୟାରଲାଇନ୍ସ ଫ୍ଲାଇଟ ଉପରେ ବଜ୍ରପାତ, ବିମାନରେ ଥିଲେ ୨୦୦ ଯାତ୍ରୀ, ସମସ୍ତେ ସୁରକ୍ଷିତ।
💐 *ପହିଲି ରଜର ହାର୍ଦିକ ଶୁଭେଛା ଓ ଶୁଭକାମନା 🙏*
📣ODISHA MAHA PACK 6x2 Months pack
Use Y595 Code + Coins Price 2870
📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp
ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।
📣Secretariat ASO 2026 Foundation Batch
https://applink.adda247.com/d/2bDT7HOaEv
📣OSSSC PEO & JA Foundation Batch
https://applink.adda247.com/d/DHTixmGg4r
📣Complete Foundation Batch for SSB JUNIOR ASSISTANT & CLERK | Online Live Classes By Adda247
https://www.adda247.com/product-onlineliveclasses/106698/Complete-Foundation-Batch-for-SSB-JUNIOR-ASSISTANT-&-CLERK-%7C-Online-Live-Classes-By-Adda247?couponCode=REF_ED853BAA&role=Sales
📣Railway Foundation Batch For ALP, NTPC, Group D & Section Controller Exam 2026 | Online Live Classes by Adda 247
https://www.adda247.com/product-onlineliveclasses/107317/Railway-Foundation-Batch-For-ALP,-NTPC,-Group-D-&-Section-Controller-Exam-2026-%7C-Online-Live-Classes-by-Adda-247?couponCode=REF_ED853BAA&role=Sales
📣OPSC OCS (PRE + MAINS + Interview) Foundation 2025-26 Batch
OPSC OCS (PRE + MAINS + Interview) Foundation 2025-26 Batch By Adda247
https://www.adda247.com/product-onlineliveclasses/107129/OPSC-OCS-(PRE-+-MAINS-+-Interview)-Foundation-2025-26-Batch-By-Adda247?couponCode=REF_ED853BAA&role=Sales
OPSC ASO, OSSC CGL Mains, SSB JA , OPTCL OA Gr III , OSSC PEO, RI , ARI, VAW ସବୁ ପରୀକ୍ଷା ପାଇଁ GK କେବଳ ଏହିଠୁ ପଡିବ। 30 Min ରେ 30 ଟା GK। 10.30 PM ରେ Live. https://www.youtube.com/watch?v=Y3JMqEfCxZc
*ଖବର ଆଜିର*
ତାରିଖ:୧୩/୦୬/୨୬, ଶନିବାର
୧-ଆଜି ସଜବାଜ, ଆସନ୍ତାକାଲି ପହିଲି ରଜ।ପାର୍ଲରେ ଲାଗିଲାଣି ଗହଳି। ସପୁରୀ, ଆମ୍ବ ଓ ପଣସ ଦୋକାନରେ ଭିଡ । ପୋଡ଼ପିଠା,ଚକୁଳି ଓ ଇଟଲି ପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ।
୨-ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଓଡ଼ିଶାରେ ପ୍ରବେଶ,ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା, ପ୍ରଚଣ୍ଡ ଗରମ ଓ ଗୁଳୁଗୁଳିରୁ ଲୋକମାନେ ଆଶ୍ୱସ୍ତ।
୩-ବଲାଙ୍ଗୀର:ଜୁନ୍ ୧୯ରେ ଶୀତଳ ଷଷ୍ଠୀ ଯାତ୍ରା, ବଲାଙ୍ଗିର ପ୍ରଶାସନର ସରିଲା ପ୍ରସ୍ତୁତି ବୈଠକ।
୪-ଭୁବନେଶ୍ୱର:ଆଜିଠାରୁ ଆରମ୍ଭ ହେବ ଅନ୍ନପୂର୍ଣ୍ଣା ଯୋଜନା,୩କୋଟି ୨୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ମୁଣ୍ଡପିଛା ୧୦ କେଜି ଚାଉଳ ପାଇବେ ହିତାଧିକାରୀ
୫-ଭୁବନେଶ୍ୱର:ଏକାମ୍ର ପାର୍କରୁ ସାଲିଆ ସାହି ଦେଇ ଅନ୍ଧାରୁଆ ରାସ୍ତା ଉଦଘାଟିତ।ସିଆରପି ଛକରୁ ସିଧା ପଟିଆ ଯିବା ଏହା ପ୍ରମୁଖ ବାଟ ହେବ।
୬-ବ୍ରହ୍ମପୁର:ଜୀବନ ଯୁଦ୍ଧରେ ହାରିଗଲେ ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ, ଏମ୍ସର ବର୍ଣ୍ଣ ବିଭାଗରେ ଚାଲିଥିଲା ଚିକିତ୍ସା।
୭-ଦେଶରେ ପାଞ୍ଚ ମାସରେ ଖାଦ୍ୟ, ପାନୀୟ ଠାରୁ ଆରମ୍ଭ କରି ପରିବହନ ସବୁ କିଛି ହୋଇଛି ମହଙ୍ଗା।
୮-ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ: ମୋହନ କହିଲେ ଦୁଇ ବର୍ଷରେ ହୋଇଛି ୧୨୧ ନୂଆ ଯୋଜନା।
୯-ଜଗତସିଂହପୁର ମେଡିକାଲ କଲେଜ ପାଇଁ ବଡ଼ ପଦକ୍ଷେପ।ଆବଶ୍ୟକୀୟ ଜମି ଅଧିଗ୍ରହଣ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।
୧୦-ବକେୟା ଦରମା ପ୍ରଦାନ ଦାବିରେ ଏମ୍ସ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ, ମନ ଇଚ୍ଛା ଦରମା କାଟିବାକୁ ବିରୋଧ।
୧୧-ଭୁବନେଶ୍ୱର:ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା, ମୟୂରଭଞ୍ଜରୁ ବୟଫ୍ରେଣ୍ଡଙ୍କୁ ବାନ୍ଧିଲା ପୋଲିସ।
୧୨-ଜୁନ ୨୫ରୁ ୨୮ ପର୍ଯ୍ୟନ୍ତ ହେବ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ, କାର୍ଯ୍ୟସୂଚୀ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ।
୧୩-ଛତିଶଗଡ଼:କୋଚିଂ ବିନା ୧୯ ସରକାରୀ ପରୀକ୍ଷାରେ ପାସ୍, ରାଷ୍ଟ୍ରପତି ସମ୍ମାନ ପାଇବେ ଚାରୁ ପାଣ୍ଡେ।
୧୪-ଧର୍ମଶାଳା:ଧର୍ମଶାଳାରେ ବର୍ଷାର କଳା ବାଦଲ, ବାତିଲ ହୋଇପାରେ ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ ମ୍ୟାଚ୍।
୧୫-ଅନ୍ତର୍ଜାତୀୟ କ୍ରିକେଟରୁ କେନ ୱିଲିୟମସନଙ୍କ ଅବସର ଘୋଷଣା, ନ୍ୟୁଜିଲାଣ୍ଡ କ୍ରିକେଟରେ ଏକ ଯୁଗର ଅନ୍ତ ହେଲା।
୧୬-ନିଟ୍ ପରୀକ୍ଷା ସମୟ ୧୫ ମିନିଟ୍ ବଢ଼ିଲା,ରଫ୍ ଓ୍ବାର୍କ ଲାଗି ଯୋଡ଼ା ଗଲା ଅତିରିକ୍ତ ୨ ଫର୍ଦ।
୧୭-କାଲି ସନ୍ଧ୍ୟାରୁ ସାରା ଦେଶରେ ଫେସବୁକ୍ ,ଇନଷ୍ଟା ଅଚଳ ; ମେସେଞ୍ଜର ବି କାମ କରୁନି।
୧୮-ନୂଆ ଦିଲ୍ଲୀ:ପଞ୍ଚାୟତ ଭୋଟର୍ ତାଲିକାରେ ନାହିଁ ସ୍ମୃତି ଇରାନୀଙ୍କ ନାମ, ମାଜିଷ୍ଟ୍ରେଟ୍ କହିଲେ ଚାଲିଛି ଯାଞ୍ଚ।
୧୯-ମୁମ୍ବାଇ:LIC ବିରୋଧରେ ଜଣେ ମାଆ କୋର୍ଟରେ ଲଢିଲେ ଦୀର୍ଘ ୧୨ ବର୍ଷ ଲଢେଇ, ଶେଷରେ ଜିତିଲେ କୋଟିଏ ୨୬ଲକ୍ଷ ଟଙ୍କା।
୨୦-ଅଲିପୁର:ପଶ୍ଚିମବଙ୍ଗ ସରକାରୀ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪୦୦୦ରୁ ଅଧିକ EVM।
୨୧-'ଭାରତୀୟ ଜାହାଜ ଉପରେ ଆମେରିକା ନୁହେଁ, ଇରାନ କରିଛି ଆକ୍ରମଣ’-ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ।
୨୨-ଖୋଲିବ ହର୍ମୁଜ, ରବିବାର ଜେନେଭାରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସମ୍ଭାବନା।
📣ODISHA MAHA PACK 6x2 Months pack
Use Y595 Code + Coins Price 2870
📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp
ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।
📣Secretariat ASO 2026 Foundation Batch
https://applink.adda247.com/d/2bDT7HOaEv
📣OSSSC PEO & JA Foundation Batch
https://applink.adda247.com/d/DHTixmGg4r
📣Complete Foundation Batch for SSB JUNIOR ASSISTANT & CLERK | Online Live Classes By Adda247
https://www.adda247.com/product-onlineliveclasses/106698/Complete-Foundation-Batch-for-SSB-JUNIOR-ASSISTANT-&-CLERK-%7C-Online-Live-Classes-By-Adda247?couponCode=REF_ED853BAA&role=Sales
📣Railway Foundation Batch For ALP, NTPC, Group D & Section Controller Exam 2026 | Online Live Classes by Adda 247
https://www.adda247.com/product-onlineliveclasses/107317/Railway-Foundation-Batch-For-ALP,-NTPC,-Group-D-&-Section-Controller-Exam-2026-%7C-Online-Live-Classes-by-Adda-247?couponCode=REF_ED853BAA&role=Sales
📣OPSC OCS (PRE + MAINS + Interview) Foundation 2025-26 Batch
OPSC OCS (PRE + MAINS + Interview) Foundation 2025-26 Batch By Adda247
https://www.adda247.com/product-onlineliveclasses/107129/OPSC-OCS-(PRE-+-MAINS-+-Interview)-Foundation-2025-26-Batch-By-Adda247?couponCode=REF_ED853BAA&role=Sales
💥 𝗟𝗶𝘀𝘁 𝗼𝗳 𝗖𝗼𝗻𝘀𝘁𝗶𝘁𝘂𝘁𝗶𝗼𝗻𝗮𝗹 𝗕𝗼𝗱𝗶𝗲𝘀 𝗶𝗻 𝗜𝗻𝗱𝗶𝗮 𝘄𝗶𝘁𝗵 𝗮𝗿𝘁𝗶𝗰𝗹𝗲𝘀
🔹𝑨𝒕𝒕𝒐𝒓𝒏𝒆𝒚 𝑮𝒆𝒏𝒆𝒓𝒂𝒍 𝒐𝒇 𝑰𝒏𝒅𝒊𝒂=76
🔹𝑪𝒐𝒎𝒑𝒕𝒓𝒐𝒍𝒍𝒆𝒓 𝒂𝒏𝒅 𝑨𝒖𝒅𝒊𝒕𝒐𝒓 𝑮𝒆𝒏𝒆𝒓𝒂𝒍 𝒐𝒇 𝑰𝒏𝒅𝒊𝒂=148
🔹𝑨𝒅𝒗𝒐𝒄𝒂𝒕𝒆 𝑮𝒆𝒏𝒆𝒓𝒂𝒍 𝒐𝒇 𝑺𝒕𝒂𝒕𝒆=165
🔹𝑺𝒕𝒂𝒕𝒆 𝑭𝒊𝒏𝒂𝒏𝒄𝒆 𝑪𝒐𝒎𝒎𝒊𝒔𝒔𝒊𝒐𝒏=243-𝑰
🔹𝑺𝒕𝒂𝒕𝒆 𝑬𝒍𝒆𝒄𝒕𝒊𝒐𝒏 𝑪𝒐𝒎𝒎𝒊𝒔𝒔𝒊𝒐𝒏=243-𝑲
🔹𝑫𝒊𝒔𝒕𝒓𝒊𝒄𝒕 𝑷𝒍𝒂𝒏𝒏𝒊𝒏𝒈 𝑪𝒐𝒎𝒎𝒊𝒕𝒕𝒆𝒆 = 243𝒁𝑫
🔹𝑴𝒆𝒕𝒓𝒐𝒑𝒐𝒍𝒊𝒕𝒂𝒏 𝑷𝒍𝒂𝒏𝒏𝒊𝒏𝒈 𝑪𝒐𝒎𝒎𝒊𝒕𝒕𝒆𝒆 = 243𝒁𝑬
🔹𝑰𝒏𝒕𝒆𝒓-𝑺𝒕𝒂𝒕𝒆 𝑪𝒐𝒖𝒏𝒄𝒊𝒍=263
🔹𝑭𝒊𝒏𝒂𝒏𝒄𝒆 𝑪𝒐𝒎𝒎𝒊𝒔𝒔𝒊𝒐𝒏=280
🔹𝑮𝒐𝒐𝒅𝒔 𝒂𝒏𝒅 𝑺𝒆𝒓𝒗𝒊𝒄𝒆 𝑻𝒂𝒙 𝑪𝒐𝒖𝒏𝒄𝒊𝒍 = 279𝑨
🔹𝑼𝑷𝑺𝑪 𝑷𝒖𝒃𝒍𝒊𝒄 𝑺𝒆𝒓𝒗𝒊𝒄𝒆 𝑪𝒐𝒎𝒎𝒊𝒔𝒔𝒊𝒐𝒏 = 315-323
🔹𝑺𝒕𝒂𝒕𝒆 𝑷𝒖𝒃𝒍𝒊𝒄 𝑺𝒆𝒓𝒗𝒊𝒄𝒆 𝑪𝒐𝒎𝒎𝒊𝒔𝒔𝒊𝒐𝒏 = 315-323
🔹𝑬𝒍𝒆𝒄𝒕𝒊𝒐𝒏 𝑪𝒐𝒎𝒎𝒊𝒔𝒔𝒊𝒐𝒏 𝒐𝒇 𝑰𝒏𝒅𝒊𝒂 = 324
🔹𝑵𝒂𝒕𝒊𝒐𝒏𝒂𝒍 𝑪𝒐𝒎𝒎𝒊𝒔𝒔𝒊𝒐𝒏 𝒇𝒐𝒓 𝑺𝒄𝒉𝒆𝒅𝒖𝒍𝒆𝒅 𝑪𝒂𝒔𝒕𝒆𝒔 = 338
🔹𝑵𝒂𝒕𝒊𝒐𝒏𝒂𝒍 𝑪𝒐𝒎𝒎𝒊𝒔𝒔𝒊𝒐𝒏 𝒇𝒐𝒓 𝑺𝒄𝒉𝒆𝒅𝒖𝒍𝒆𝒅 𝑻𝒓𝒊𝒃𝒆𝒔 = 338𝑨
🔹𝑵𝒂𝒕𝒊𝒐𝒏𝒂𝒍 𝑪𝒐𝒎𝒎𝒊𝒔𝒔𝒊𝒐𝒏 𝒇𝒐𝒓 𝑩𝒂𝒄𝒌𝒘𝒂𝒓𝒅 𝑪𝒍𝒂𝒔𝒔𝒆𝒔 = 338𝑩
🔹𝑺𝒄𝒉𝒆𝒅𝒖𝒍𝒆𝒅 𝑨𝒓𝒆𝒂 𝒂𝒏𝒅 𝑺𝒄𝒉𝒆𝒅𝒖𝒍𝒆𝒅 𝑻𝒓𝒊𝒃𝒆𝒔 𝑪𝒐𝒎𝒎𝒊𝒔𝒔𝒊𝒐𝒏 = 339
🔹𝑩𝒂𝒄𝒌𝒘𝒂𝒓𝒅 𝑪𝒍𝒂𝒔𝒔𝒆𝒔 𝑪𝒐𝒎𝒎𝒊𝒔𝒔𝒊𝒐𝒏 = 340
🔹𝑶𝒇𝒇𝒊𝒄𝒊𝒂𝒍 𝑳𝒂𝒏𝒈𝒖𝒂𝒈𝒆 𝑪𝒐𝒎𝒎𝒊𝒔𝒔𝒊𝒐𝒏 𝒂𝒏𝒅 𝑶𝒇𝒇𝒊𝒄𝒊𝒂𝒍 𝑳𝒂𝒏𝒈𝒖𝒂𝒈𝒆 𝑪𝒐𝒎𝒎𝒊𝒕𝒕𝒆𝒆 𝒐𝒇 𝑷𝒂𝒓𝒍𝒊𝒂𝒎𝒆𝒏𝒕 = 344
🔹𝑺𝒑𝒆𝒄𝒊𝒂𝒍 𝑶𝒇𝒇𝒊𝒄𝒆𝒓 𝒇𝒐𝒓 𝑳𝒊𝒏𝒈𝒖𝒊𝒔𝒕𝒊𝒄 𝑴𝒊𝒏𝒐𝒓𝒊𝒕𝒊𝒆𝒔 = 350𝑩
OPSC ASO, OSSC CGL Mains, SSB JA , OPTCL OA Gr III , OSSC PEO, RI , ARI, VAW ସବୁ ପରୀକ୍ଷା ପାଇଁ GK କେବଳ ଏହିଠୁ ପଡିବ। 30 Min ରେ 30 ଟା GK। 10.30 PM ରେ Live. https://www.youtube.com/watch?v=_Td73dsSR-M
ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ହେଉ Question Set କଲାବେଳେ ଏହି ପ୍ରଶ୍ନ ବାର ବାର ପଚରାଯାଏ କିନ୍ତୁ ସେଇ ପ୍ରଶ୍ନ ବାର ବାର ପଢିଥିଲେ ମଧ୍ୟ ଭୂଲ ହେଇଯାଏ ଆସନ୍ତୁ 500 ସେହିଭଳି ପ୍ରଶ୍ନକୁ ଆଜିର କ୍ଲାସରେ ଜାଣିବା I https://www.youtube.com/watch?v=FMeV5jf5XxI
*ଖବର ଆଜିର*
ତାରିଖ:୧୨/୦୬/୨୬, ଶୁକ୍ରବାର
୧-ନୀତି ଆୟୋଗରେ ଓଡ଼ିଶାର ଦମଦାର ରିପୋର୍ଟ କାର୍ଡ; ୭.୯% ଅଭିବୃଦ୍ଧି ସହ ଦେଶରେ ନଂ-୧, ଅର୍ଥନୀତିରୁ AI ଯାଏଁ ସଫଳତା ଉପସ୍ଥାପନ।
୨-ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ; ବିଜେପି ଟିକେଟ୍ରେ ଏକତରଫା ବିଜୟ।
୩-ପୁରୀ:ଆସନ୍ତା ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା।ସ୍ନାନଯାତ୍ରାରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଠାକୁରଙ୍କ ବେଶ ତିଆରିରେ ଲାଗିଛନ୍ତି ବେଶ କାରିଗର।
୪-ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା, ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି।ପରୀକ୍ଷାର୍ଥୀମାନେ ନିଜ ଆଡମିଟ୍ କାର୍ଡ ଦେଖାଇ OSRTC ବସ୍ରେ ମାଗଣାରେ ଯାତ୍ରା କରିପାରିବେ।
୫-ଜୁନ୍ ୧୯ ଓ ୨୦ରେ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ, ଡିଜିପିଙ୍କ ସୁରକ୍ଷା ପ୍ରସ୍ତୁତି ସମୀକ୍ଷା।
୬-କେନ୍ଦ୍ରାପଡ଼ା:ମହଙ୍ଗା ପଡିଲା ଥାର୍ଡ ଡିଗ୍ରୀ, ନିଲମ୍ବିତ ହେଲେ ଦୁଇ ଅବକାରୀ ଅଧିକାରୀ।ନିଲମ୍ବିତ ଅଧିକାରୀ ହେଲେ ଅବକାରୀ SI ଛାୟାକାନ୍ତ ନାୟକ ଓ ଅବକାରୀ କମିଶନର ASI ପ୍ରଦୀପ ମଲ୍ଲିକ ।
୭-ଭୁବନେଶ୍ୱର:ତଦନ୍ତ କମିସନ ଫାଇଲ୍ ହଜିବା ଘଟଣା; FIR ରୁଜୁ ପରେ ଲୋକସେବା ଭବନରେ ଆରମ୍ଭ ହେଲା ପୋଲିସର ଖୋଳତାଡ଼।
୮-ସୌମ୍ୟ ହତ୍ୟା ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ,ସୌମ୍ୟଙ୍କ ଶରୀରର ୨୧ଟି ସ୍ଥାନରେ ଲାଗିଥିଲା ଗଭୀର ଆଘାତ । ତାଙ୍କୁ କଠିନ ଭାରି ବସ୍ତୁରେ ବାରମ୍ବାର ଆକ୍ରମଣ କରାଯାଇଥିବାର ରିପୋର୍ଟରେ ଦର୍ଶାଯାଇଛି ।
୯-ଜଗତସିଂହପୁର, ନାଉଗାଁ:ଦିନରେ ଫେରିବାଲା ଆଉ ରାତିରେ ଗଞ୍ଜେଇ ବେପାର, ୪ ଗିରଫ।
୧୦-ଭଦ୍ରକ:ଭଦ୍ରକରେ ଏନକାଉଣ୍ଟର, ଆହତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ହସ୍ପିଟାଲରେ ଭର୍ତ୍ତି।
୧୧-ବ୍ରହ୍ମପୁର:ପ୍ରେମିକାକୁ ବାଇକରୁ ପକାଇ ହତ୍ୟା ମାମଲା, ଘଟଣାସ୍ଥଳରେ ଅପରାଧ ଦୃଶ୍ୟାବତାରଣ କଲା ପୁଲିସ।
୧୨-କେନ୍ଦ୍ରାପଡ଼ା: ବ୍ଲକ୍ ରେ ଅଭିଯୋଗ ଦାଖଲ ବେଳେ ଉତ୍ତେଜନା, ମହିଳା ସରପଞ୍ଚ ଚାମେଲି ଓଝା ଆକ୍ରୋଶର ଶିକାର।
୧୩-ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି।
୧୪-ବ୍ରଜରାଜନଗର:ଏମ ସି ଏଲ କର୍ମଚାରୀଙ୍କୁ ଲାଞ୍ଚ ନେଇଥିବା ବେଳେ ଧରିଲା ସିବିଆଇ।
୧୫-ICC ଦିନିକିଆ ଓ ଟି-୨୦ ରାଙ୍କିଙ୍ଗରେ ଶୀର୍ଷରେ ଟିମ୍ ଇଣ୍ଡିଆ, ଟେଷ୍ଟରେ ଘାଟା।
୧୬-ରାହୁଲ ଦ୍ରାବିଡ଼ଙ୍କ ପୁଅଙ୍କୁ ମିଳିଲା ଭାରତୀୟ ଦଳରୁ ଡାକରା, ବାପାଙ୍କ ପରେ ପୁଅ ଦେଖାଇବେ କମାଲ।
୧୭-ନ୍ୟୁୟର୍କ:୨୩ତମ ହକି ବିଶ୍ବକପ୍ ଆରମ୍ଭ, ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲରେ ହରାଇଲା ମେକ୍ସିକୋ।
୧୮-ବର୍ମିହାମ୍: ଆଜିଠୁ ମହିଳା T20 ବିଶ୍ଵ କପ୍,୧୨ ଦଳ ,ଖେଳାଯିବ ୩୩ ମ୍ୟାଚ୍।
୧୯-ହର୍ମୁଜ ନିକଟରେ ଆମେରିକାର ଆକ୍ରମଣ ; ୩ ଭାରତୀୟ ନାବିକ ମୃତ,୨୧ ଉଦ୍ଧାର। ଆମେରିକା ମାନୁନି କି ଇରାନ ହାରୁନି।
୨୦-ପାକିସ୍ଥାନ:ଇଦଗା ଗ୍ରାଉଣ୍ଡରେ ଏକାଠି ହୋଇଥିବା ହଜାର ହଜାର ବିକ୍ଷୋଭକାରୀଙ୍କ ଉପରେ ପାକିସ୍ତାନୀ ସେନା ଗୁଳି ଚଳାଇବାରୁ ଅତି କମରେ ୧୬ ଜଣଙ୍କର ମୃତ୍ୟୁ, ଏବଂ ୩୭ ରୁ ଅଧିକ ଆହତ।
📣ODISHA MAHA PACK 6x2 Months pack
Use Y595 Code + Coins Price 2870
📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp
ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।
📣Secretariat ASO 2026 Foundation Batch
https://applink.adda247.com/d/2bDT7HOaEv
📣OSSSC PEO & JA Foundation Batch
https://applink.adda247.com/d/DHTixmGg4r
📣Complete Foundation Batch for SSB JUNIOR ASSISTANT & CLERK | Online Live Classes By Adda247
https://www.adda247.com/product-onlineliveclasses/106698/Complete-Foundation-Batch-for-SSB-JUNIOR-ASSISTANT-&-CLERK-%7C-Online-Live-Classes-By-Adda247?couponCode=REF_ED853BAA&role=Sales
📣Railway Foundation Batch For ALP, NTPC, Group D & Section Controller Exam 2026 | Online Live Classes by Adda 247
https://www.adda247.com/product-onlineliveclasses/107317/Railway-Foundation-Batch-For-ALP,-NTPC,-Group-D-&-Section-Controller-Exam-2026-%7C-Online-Live-Classes-by-Adda-247?couponCode=REF_ED853BAA&role=Sales
📣OPSC OCS (PRE + MAINS + Interview) Foundation 2025-26 Batch
OPSC OCS (PRE + MAINS + Interview) Foundation 2025-26 Batch By Adda247
https://www.adda247.com/product-onlineliveclasses/107129/OPSC-OCS-(PRE-+-MAINS-+-Interview)-Foundation-2025-26-Batch-By-Adda247?couponCode=REF_ED853BAA&role=Sales
ଆସନ୍ତୁ LIVE ରେ ପଢିବା ଓଡିଶା କରେଣ୍ଟ ଆଫେୟାର ଯାହା ଆସୁଥିବା ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଉପଯୋଗୀ ହେବ 10.30 PM. OPSC ASO, OSSC CGL Mains, OSSSC RI ARI VAW JA JC, OPTCL OA Gr III, OUSSC, OSSSC PEO DEO Exams. https://www.youtube.com/watch?v=r5ih0Fnk91w
🚩🪷🙏*ଖବର ଆଜିର* 🙏🪷🚩
*🪷ତାରିଖ:୧୧/୦୬/୨୬, ଗୁରୁବାର 🪷*
୧-ରାଜ୍ୟରେ ବର୍ଷା ଓ କାଳବୈଶାଖୀ ଜନିତ କାର୍ଯ୍ୟକଳାପ ବୃଦ୍ଧି ପାଇବାର ସମ୍ଭାବନା।୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା IMD।
୨-ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; NDA ବୈଠକ ଓ ନୀତି ଆୟୋଗ ସଭାରେ ରଖିବେ ଓଡ଼ିଶାର ସ୍ୱର।
୩-ଭୁବନେଶ୍ୱର:୧୫ IPS ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ମିଳିଲା।
୪-ପୁରୀ:ଶ୍ରୀଜଗନ୍ନାଥ ମନ୍ଦିରର ପତିତପାବନ ଓ ଆନନ୍ଦବଜାରକୁ ଟ୍ରେଡମାର୍କ ସ୍ୱୀକୃତି।
୫-ପରାଜିତ ପ୍ରାର୍ଥୀଙ୍କୁ ନେଇ ନବୀନଙ୍କ ବଡ଼ ବୈଠକ, କହିଲେ- ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ।
୬-ଚାନ୍ଦିପୁରରେ ଡିଆରଡିଓର ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ବଢ଼ିଲା ଭାରତର ପ୍ରତିରକ୍ଷା ଶକ୍ତି।
୭-ଭୁବନେଶ୍ୱର:'ରଜ’ ପାଇଁ ସୋମବାର ଖୋଲା ରହିବ ନନ୍ଦନକାନନ।
୮-କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରୀଚନ୍ଦନଙ୍କ ମୃତ୍ୟୁ ରହସ୍ୟ ଘନେଇଲା; ରୁଜୁ ହେଲା ହତ୍ୟା ମାମଲା।
୯-ଭୁବନେଶ୍ୱର:ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜୋରଦାର, ୧୨ ଦିନରେ ୯୪% ଭୋଟରଙ୍କ ପାଖରେ ପହଞ୍ଚିଲା ଫର୍ମ, ଜୁନ୍ ୨୮ ଶେଷ ତାରିଖ।
୧୦-ଓଡ଼ିଶା ଗାଁରେ ଆନ୍ଧ୍ରର ଦାଦାଗିରି; କୋଟିଆରେ ହେଲା ଆନ୍ଧ୍ର ମନ୍ତ୍ରୀଙ୍କ ସଭା।
୧୧-କଣ୍ଟାମାଳ:ଗରମରୁ ମରିଗଲେ ୭ ହଜାର କୁକୁଡ଼ା, ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ଅଭିଯୋଗ।
୧୨-ଟିମ୍ ଇଣ୍ଡିଆକୁ ଫେରିଲେ ହିଟମ୍ୟାନ, ଆଫଗାନିସ୍ତାନ ସିରିଜ୍ ପୂର୍ବରୁ ନେଟ୍ସରେ କଲେ ଝାଳବୁହା ଅଭ୍ୟାସ।
୧୩-ଆଇସିସି ମହିଳା ଟି୨୦ ବ୍ୟାଟର ମାନ୍ୟତା ; ଶୀର୍ଷ ୧୦ରେ ଅଛନ୍ତି ହରମନପ୍ରୀତ।
୧୪-କଂଗ୍ରେସରେ ଟିଏମସିର ବିଲୟ କରାନ୍ତୁ, ଦେବୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ, ମମତାଙ୍କୁ ସୋନିଆଙ୍କ ବଡ ଅଫର।
୧୫-ମୁମ୍ବାଇ:ମମତାଙ୍କ ପରେ ଏବେ ଉଦ୍ଧବଙ୍କ ପାଳି, ପୁଣି ଆକ୍ଟିଭ୍ ହେଲା ଅପରେସନ ଟାଇଗର, ଶିବସେନା ୟୁବିଟି ୭ ସାଂସଦ ବଦଳାଇପାରନ୍ତି ଦଳ।
୧୬-ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ଏବେ ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର।
୧୭-କୋଲକାତା:କାବା ମଦୀନା ଗାଇଥିବା ସାୟୋନୀ ଘୋଷ ବି ଛାଡିବେ ଟିଏମସି, ବିଦ୍ରୋହୀ ଗୋଷ୍ଠୀରେ ହେବେ ସାମିଲ୍।
୧୮-PoKରେ ଜନତାଙ୍କ ଉପରେ ଗୁଳି ଚଳାଉଥିବା ପାକ୍ ସେନାର ହେଲିକପ୍ଟର କ୍ରାସ୍, ଜଳିଗଲେ ୨୧ ଜଣ ସେନା କର୍ମଚାରୀ।
୧୯-ନୂଆ ଦିଲ୍ଲୀ:ତେଲ ଜାହାଜ ଉପରେ ଆମେରିକାର ଆକ୍ରମଣରେ ୩ ଭାରତୀୟ ନିଖୋଜ, ୟୁଏସ୍ ଅଧିକାରୀଙ୍କୁ ତଲବ।
୨୦-'ଚୁକ୍ତି କରିବାରେ ବିଳମ୍ୱ କରିଦେଲ, ଏବେ ମୂଲ୍ୟ ଦେବାକୁ ପଡ଼ିବ’, ଆକ୍ରମଣ ପରେ ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ।
୨୧-ମୁଜାଫରାବାଦ: ୩୨ ମୃତ, ଇଣ୍ଟରନେଟ୍ ଉପରେ ବ୍ୟାନ, ପାକିସ୍ତାନ ବିରୋଧରେ ବିଦ୍ରୋହ, ୪ ନେତାଙ୍କ ଉପରେ କୋଟିଏ ପୁରସ୍କାର।
📣ODISHA MAHA PACK 6x2 Months pack
Use Y595 Code + Coins Price 2870
📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp
ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।
📣Secretariat ASO 2026 Foundation Batch
https://applink.adda247.com/d/2bDT7HOaEv
📣OSSSC PEO & JA Foundation Batch
https://applink.adda247.com/d/DHTixmGg4r
📣Complete Foundation Batch for SSB JUNIOR ASSISTANT & CLERK | Online Live Classes By Adda247
https://www.adda247.com/product-onlineliveclasses/106698/Complete-Foundation-Batch-for-SSB-JUNIOR-ASSISTANT-&-CLERK-%7C-Online-Live-Classes-By-Adda247?couponCode=REF_ED853BAA&role=Sales
📣Railway Foundation Batch For ALP, NTPC, Group D & Section Controller Exam 2026 | Online Live Classes by Adda 247
https://www.adda247.com/product-onlineliveclasses/107317/Railway-Foundation-Batch-For-ALP,-NTPC,-Group-D-&-Section-Controller-Exam-2026-%7C-Online-Live-Classes-by-Adda-247?couponCode=REF_ED853BAA&role=Sales
📣OPSC OCS (PRE + MAINS + Interview) Foundation 2025-26 Batch
OPSC OCS (PRE + MAINS + Interview) Foundation 2025-26 Batch By Adda247
https://www.adda247.com/product-onlineliveclasses/107129/OPSC-OCS-(PRE-+-MAINS-+-Interview)-Foundation-2025-26-Batch-By-Adda247?couponCode=REF_ED853BAA&role=Sales
Endi mavjud! Telegram Tadqiqoti 2025 — yilning asosiy insaytlari 