uz
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Kanalga Telegram’da o‘tish

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Ko'proq ko'rsatish
2 131
Obunachilar
-124 soatlar
-67 kunlar
-1430 kunlar
Postlar arxiv
UGC NET 26 ରେ ହେବାକୁ ଥିବା EXAM 27 ରେ ହବ
UGC NET 26 ରେ ହେବାକୁ ଥିବା EXAM 27 ରେ ହବ

2ND SEM ASSIGNMENT QUESTION 18 ତାରିଖ LAST DATE

ୟେ ହଉଚି FAKE EDIT ତେଣୁ କେହି ବ୍ୟସ୍ତ ହବ ନାହିଁ ADMISSION ଆସିବ କିନ୍ତୁ DATE FIX ହୋଇ ନାହିଁ ଏହି ମାସ ଶେଷ ସୁଦ୍ଧା ADMISSION ଆସିଯିବ ଆସିଲ
ୟେ ହଉଚି FAKE EDIT ତେଣୁ କେହି ବ୍ୟସ୍ତ ହବ ନାହିଁ ADMISSION ଆସିବ କିନ୍ତୁ DATE FIX ହୋଇ ନାହିଁ ଏହି ମାସ ଶେଷ ସୁଦ୍ଧା ADMISSION ଆସିଯିବ ଆସିଲେ ସର୍ବ ପ୍ରଥମ ଏହି CHANNEL ରେ NOTIFICATION ପାଇ ପାରିବେ

ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ଦିବସ ରେ ମୋର ଭକ୍ତିପୂତ ପ୍ରଣାମ 🙏
ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ଦିବସ ରେ ମୋର ଭକ୍ତିପୂତ ପ୍ରଣାମ 🙏

ଯେଉଁ ମାନଙ୍କ assignment back ଲାଗିଥିଲା 2nd sem ର ସେମାନଙ୍କୁ opportunity ମିଳିଛି ପୁନର୍ବାର ASSIGNMENT SUBMIT କରିବାକୁ BEFORE 18.08.2
ଯେଉଁ ମାନଙ୍କ assignment back ଲାଗିଥିଲା 2nd sem ର ସେମାନଙ୍କୁ opportunity ମିଳିଛି ପୁନର୍ବାର ASSIGNMENT SUBMIT କରିବାକୁ BEFORE 18.08.2024 ସୁଦ୍ଧା କରି ଦିଅନ୍ତୁ ନହେଲେ ଆଉ କରି ପାରିବେ ନାହିଁ..।

ଯଦି ଯେଉଁ ମାନଙ୍କ MARK 0 ରୁ 40 ରହିଛି ଯଦି ଆପଣ ମାନେ ପୁରା SURE ଅଛନ୍ତି କି ଯେ ଆପଣ ମାନେ ଭଲ ଲେଖିଛନ୍ତି କିନ୍ତୁ OSOU MARK ଦେଇ ନାହିଁ ତାହେଲେ ସେମାନେ ମୋତେ ନିଜ ନିଜ RESULTS କୁ PERSONAL ରେ ଦେଈ ପାରିବେ ଏବଂ ହବ ଯଦି ସମ୍ବଲପୁର ବହାରନ୍ତୁ ମୁଁ ବି ଆସିବି ପୂର୍ବରୁ ଥରେ ଯାଇଥିଲି ଏବେ ପୁଣି ଯିବା ଏମିତି JAU କରୁଛନ୍ତି ତାର କିଛି PERMANENT SALUTION କରି ଆସିବା ଯଦି ହବ 15 ତାରିଖ ପୂର୍ବରୁ ଗୋଟେ DATE FIX କର ସବୁ ଯିବା କଣ କହୁଚ ସବୁ...?

OSOU ରେ ସବୁ ପିଲା ଙ୍କ RESULT ଖରାପ ହେଇ ଅଛି ତେଣୁ ଯେଉଁ ମାନଙ୍କ RESULT ଖରାପ ହେଇଚି ମୋତେ WP ରେ MSG କରନ୍ତୁ 9078507424 ସମସ୍ତେ ଏକାଠି ହେଲେ ଆମେ ପୁଣି ଥରେ OSOU କୁ ଯିବା ନିଜ ନିଜ MRK କୁ ମୋତେ ପଠାନ୍ତୁ

ପିଲା ମାନେ ମନୋଜ ଦାସଙ୍କ ଆକାଶର ଇଶରା ପ୍ରତିଭା ରାୟ ଙ୍କ ଯଜ୍ଞାସେନି ଉପନ୍ୟାସ PROJECT ଯେଉଁ ମାନେ ନେଇଛନ୍ତି ମୋତେ MSG କରନ୍ତୁ ଆକାଶର ଇଶରା ପ୍ରୋଜେକ୍ଟ ଟା ମୋ ଜାଣତରେ ତ କାହାକୁ ଦେଇନି ଯଦି ବି ଆପଣ ଙ୍କ ପାଖରେ ଯଦି ଥାଏ ତାହେଲେ ବି ମୋତେ PERSONAL ରେ MSG କରନ୍ତୁ ନହେଲେ PROBLEM ରେ ପଡ଼ିବେ ଯଦି ଆପଣ ମାନଙ୍କ ସାଙ୍ଗ ସାଥୀ ଠାରୁ ମଧ୍ୟ ଆଣିଛନ୍ତି ତେବେ ମଧ୍ୟ MSG କରନ୍ତୁ ନହେଲେ ନାମ ନେବେ

ପିପିଲି ଛୁଆ କିଏ ଅଛ ଯଦି ଟିକେ MSG କର..ମୋତେ PERSONAL ରେ 9078507424 no re wp or cal କର

HAPPY SAMBALPURI DAY
HAPPY SAMBALPURI DAY

Waa waa ରେ OSOU 1 MARK ଦେଇ ଧନ୍ୟ କରି ଦେଲୁ ପିଲା ଙ୍କୁ
Waa waa ରେ OSOU 1 MARK ଦେଇ ଧନ୍ୟ କରି ଦେଲୁ ପିଲା ଙ୍କୁ

ଯେଉଁ ମାନଙ୍କ results ଏହି ଭଳି ଆସୁଚି ମୋତେ wp ରେ MSG KARANTU ନିଜ ID ଏବଂ PASSWORD କୁ 9078507424
ଯେଉଁ ମାନଙ୍କ results ଏହି ଭଳି ଆସୁଚି ମୋତେ wp ରେ MSG KARANTU ନିଜ ID ଏବଂ PASSWORD କୁ 9078507424

KHOLIKOTE UNIVERSITY AND RAJENDRA AUTO COLLEGE ର କିଛି ପିଲା ଙ୍କ RESULT ଆସିନି DON'T WORRY ପୁଣି କିଛି ଦିନ LATE ହବ

https://www.instagram.com/krishnna9078?igsh=MTYxMG1lYXRpMjFwag== FOLLOW କରି ଦେବ ରେ INSTA ରେ 🙈🙈

record.ogg16.46 MB

JOIN LIVE CLS NOW DISCUSSION FOR PROJECT VIVA https://t.me/studywithkrishnasir1?livestream=35f9cc3ed3b9bcfda0

ଆସନ୍ତା କାଲି ସକାଳ 7AM ରେ VIVA କୁ ନେଇ CLS କରିବା ONLY ON TELEGRAM https://t.me/studywithkrishnasir1 share this link YOUTUBE LINK https://youtube.com/@studywithkrishnasirosou?si=zAxu0lZ9q91krWkF