STUDY WITH KRISHNA SIR ( OSOU)
الذهاب إلى القناة على Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
إظهار المزيد2 141
المشتركون
لا توجد بيانات24 ساعات
-17 أيام
-1430 أيام
أرشيف المشاركات
ୟେ ହଉଚି FAKE EDIT ତେଣୁ କେହି ବ୍ୟସ୍ତ ହବ ନାହିଁ ADMISSION ଆସିବ କିନ୍ତୁ DATE FIX ହୋଇ ନାହିଁ ଏହି ମାସ ଶେଷ ସୁଦ୍ଧା ADMISSION ଆସିଯିବ
ଆସିଲେ ସର୍ବ ପ୍ରଥମ ଏହି CHANNEL ରେ NOTIFICATION ପାଇ ପାରିବେ
ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ଦିବସ ରେ ମୋର ଭକ୍ତିପୂତ ପ୍ରଣାମ 🙏
ଯେଉଁ ମାନଙ୍କ assignment back ଲାଗିଥିଲା 2nd sem ର ସେମାନଙ୍କୁ opportunity ମିଳିଛି ପୁନର୍ବାର ASSIGNMENT SUBMIT କରିବାକୁ BEFORE 18.08.2024 ସୁଦ୍ଧା କରି ଦିଅନ୍ତୁ ନହେଲେ ଆଉ କରି ପାରିବେ ନାହିଁ..।
ଯଦି ଯେଉଁ ମାନଙ୍କ MARK
0 ରୁ 40 ରହିଛି
ଯଦି ଆପଣ ମାନେ ପୁରା SURE ଅଛନ୍ତି କି ଯେ ଆପଣ ମାନେ ଭଲ ଲେଖିଛନ୍ତି କିନ୍ତୁ OSOU MARK ଦେଇ ନାହିଁ ତାହେଲେ
ସେମାନେ ମୋତେ ନିଜ ନିଜ RESULTS କୁ PERSONAL ରେ ଦେଈ ପାରିବେ
ଏବଂ ହବ ଯଦି ସମ୍ବଲପୁର ବହାରନ୍ତୁ
ମୁଁ ବି ଆସିବି
ପୂର୍ବରୁ ଥରେ ଯାଇଥିଲି ଏବେ ପୁଣି ଯିବା
ଏମିତି JAU କରୁଛନ୍ତି ତାର କିଛି PERMANENT SALUTION କରି ଆସିବା
ଯଦି ହବ 15 ତାରିଖ ପୂର୍ବରୁ ଗୋଟେ DATE FIX କର ସବୁ ଯିବା କଣ କହୁଚ ସବୁ...?
OSOU ରେ ସବୁ ପିଲା ଙ୍କ RESULT ଖରାପ ହେଇ ଅଛି ତେଣୁ ଯେଉଁ ମାନଙ୍କ RESULT ଖରାପ ହେଇଚି ମୋତେ WP ରେ MSG କରନ୍ତୁ
9078507424
ସମସ୍ତେ ଏକାଠି ହେଲେ ଆମେ ପୁଣି ଥରେ OSOU କୁ ଯିବା
ନିଜ ନିଜ MRK କୁ ମୋତେ ପଠାନ୍ତୁ
ପିଲା ମାନେ ମନୋଜ ଦାସଙ୍କ ଆକାଶର ଇଶରା
ପ୍ରତିଭା ରାୟ ଙ୍କ ଯଜ୍ଞାସେନି ଉପନ୍ୟାସ PROJECT ଯେଉଁ ମାନେ ନେଇଛନ୍ତି ମୋତେ MSG କରନ୍ତୁ
ଆକାଶର ଇଶରା ପ୍ରୋଜେକ୍ଟ ଟା ମୋ ଜାଣତରେ ତ କାହାକୁ ଦେଇନି ଯଦି ବି ଆପଣ ଙ୍କ ପାଖରେ ଯଦି ଥାଏ ତାହେଲେ ବି ମୋତେ PERSONAL ରେ MSG କରନ୍ତୁ
ନହେଲେ PROBLEM ରେ ପଡ଼ିବେ
ଯଦି ଆପଣ ମାନଙ୍କ ସାଙ୍ଗ ସାଥୀ ଠାରୁ ମଧ୍ୟ ଆଣିଛନ୍ତି ତେବେ ମଧ୍ୟ MSG କରନ୍ତୁ ନହେଲେ ନାମ ନେବେ
ପିପିଲି ଛୁଆ କିଏ ଅଛ ଯଦି ଟିକେ MSG କର..ମୋତେ PERSONAL ରେ
9078507424 no re wp or cal କର
ଯେଉଁ ମାନଙ୍କ results ଏହି ଭଳି ଆସୁଚି ମୋତେ wp ରେ MSG KARANTU ନିଜ ID ଏବଂ PASSWORD କୁ
9078507424
KHOLIKOTE UNIVERSITY AND RAJENDRA AUTO COLLEGE
ର କିଛି ପିଲା ଙ୍କ RESULT ଆସିନି
DON'T WORRY ପୁଣି କିଛି ଦିନ LATE ହବ
https://www.instagram.com/krishnna9078?igsh=MTYxMG1lYXRpMjFwag==
FOLLOW କରି ଦେବ ରେ INSTA ରେ
🙈🙈
JOIN LIVE CLS NOW
DISCUSSION FOR
PROJECT VIVA
https://t.me/studywithkrishnasir1?livestream=35f9cc3ed3b9bcfda0
ଆସନ୍ତା କାଲି
ସକାଳ 7AM ରେ VIVA କୁ ନେଇ CLS କରିବା
ONLY ON TELEGRAM
https://t.me/studywithkrishnasir1 share this link
YOUTUBE LINK
https://youtube.com/@studywithkrishnasirosou?si=zAxu0lZ9q91krWkF
https://t.me/studywithkrishnasir1?livestream=a77cc164f6d628dc34
Join NOW FOR
PROJECT FREE INSTRUCTION
FRONT PAGE KEMITI ବନେଇବେ
متاح الآن! بحث تيليغرام 2025 — أهم رؤى العام 
