uz
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Kanalga Telegram’da o‘tish

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Ko'proq ko'rsatish
2 137
Obunachilar
-224 soatlar
-37 kunlar
-1130 kunlar
Postlar arxiv
"ନାନା ତରୁବର ମୌଳିଲ ରେ ଗଅଣତ କଲା ଗେଲି ଡ଼ାଳି ଏକେଲି ଶବରୀ ଏ ବଣ ହଣ୍ଡଇ କର୍ଣ୍ଣ କୁଣ୍ଡଳ ବଜ୍ରଧାରି" ଏହା ଯାହାର ଉକ୍ତି
Anonymous voting

"କାହାରେ କିସ ଭାଣି ମୁଇ ଦିଦି ପରିଚ୍ଛା ଉଦକ ଚାନ୍ଦ ଜିମ ସାଚନ ମିଚ୍ଛା "ଏହା କାହାର ରଚନା
Anonymous voting

ଉପରୋକ୍ତ ପଂକ୍ତି ର ଶବରୀ ବାଳୀ କାହାର ପ୍ରତୀକ
Anonymous voting

ନଗର ବାହାରେ ଡମ୍ବି ତୋହରି କୁଡିଆ ଏହା କାହାର ରଚନା
Anonymous voting

କା ତରୁବର ପଞ୍ଚବି ଡାଳ ଏହା କାହାର ରଚନା
Anonymous voting

କେଉଁ ସିଦ୍ଧ ପ୍ରଥମେ ପୂର୍ବ ଭାରତ ର ଜଣେ ନାଟ୍ୟାଚର୍ଯ୍ୟା ଥିଲେ
Anonymous voting

କାହ୍ନୁ ପା ଙ୍କ ଗୁରୁ ଙ୍କ ନାମ କଣ
Anonymous voting

ଲୁଇ ପା ଙ୍କ ଗୁରୁ ଙ୍କ ନାମ
Anonymous voting

କେଉଁ ସିଦ୍ଧ କେବଳ ବୌଦ୍ଧ ସିଦ୍ଧ ପରମ୍ପରା ର ନୁହନ୍ତି ବରଂ ନାଥ ସିଦ୍ଧ ପରମ୍ପରା ର ମଧ୍ୟ ସୁ ପରିଚିତ ଅଟନ୍ତି
Anonymous voting

ଲୁଇ ପା ଙ୍କ ରଚିତ ଚର୍ଯା ଗୀତ ର ସଂଖ୍ୟା କେତେ କେତେ
Anonymous voting

ରାଜା ଧର୍ମ ପାଳ ଙ୍କ ଦରବାର ରେ କିଏ କାୟସ୍ଥ (ସଚିବ ବା ଲେଖକ) ରୂପେ ଅଭିହିତ ହେଇଥିଲେ
Anonymous voting

କେଉଁ ସିଦ୍ଧଚର୍ଯା ତିନି ଥର ମତ୍ସ୍ୟ ଅନ୍ତ୍ର ଭକ୍ଷଣ କରୁଥିବାରୁ ତାଙ୍କୁ" ମତ୍ସାନ୍ତ୍ରଦ" ବୋଲି କୁହା ଯାଏ
Anonymous voting

ଦୋହା ଓଡ଼ିଆ ଭାଷାରେ କେଉଁ ଅର୍ଥ ରେ ପ୍ରୟୋଗ କରା ଯାଏ
Anonymous voting

ଆଶ୍ଚର୍ଯ୍ୟ ଚର୍ଯା ଚର୍ଯ କୁ କେଉଁ ଓଡ଼ିଆ ଗବେଷକ ସମର୍ଥନ କରିଥିଲେ
Anonymous voting

ଅଭି ସମୟା ବିଭଙ୍ଗ ବଜ୍ରଜାନି ର ରଚୟିତା କିଏ
Anonymous voting

୧୬ଶ ଶତାବ୍ଦୀ ରେ ପଞ୍ଚସଖାଙ୍କ ମଧ୍ୟରୁ କିଏ ଲୁଇ ପା ଙ୍କୁ "ଲୋହି ଦାସ" ବୋଲି କହିଛନ୍ତି
Anonymous voting

ବୌଦ୍ଧ ଗାନ ଓ ଦୋହା ପୁସ୍ତକର ମୂଳ ନାମ ଆଶ୍ଚର୍ଯ୍ୟ ଚର୍ଯା ଚର୍ଯ ବୋଲି କିଏ କହିଛନ୍ତି
Anonymous voting

ବୌଦ୍ଧ ଗାନ ଓ ଦୋହା ପଥି ର ମୂଳ ନାମ କଣ ବୋଲି ହରପ୍ରସାଦ ଶାସ୍ତ୍ରୀ କହିଛନ୍ତି
Anonymous voting

ବୌଦ୍ଧ ଗାନ ଓ ଦୋହା ର ପ୍ରଥମ ପ୍ରକାଶକ କିଏ
Anonymous voting

ହରପ୍ରସାଦ ଶାସ୍ତ୍ରୀ ଙ୍କ ସମ୍ପାଦନା ରେ ବୌଦ୍ଧ ଗାନ ଓ ଦୋହା କେବେ ପ୍ରକାଶନ ହେଇଥିଲା
Anonymous voting